Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଚୈତ୍ର ନବରାତ୍ରୀ: ନଅ ଦିନରେ ୯ରଙ୍ଗର ମହତ୍ତ୍ବ

ଭୁବନେଶ୍ବର: ଚୈତ୍ର ମାସରେ ପଡୁଥିବା ନବରାତ୍ରୀକୁ ଚୈତ୍ର ନବରାତ୍ରୀ କୁହାଯାଏ । ହିନ୍ଦୁ ଧର୍ମରେ ଏହାର ବିଶେଷ ମହତ୍ତ୍ବ ରହିଛି । ଚୈତ୍ର ନବରାତ୍ରୀ ୩୦ମାର୍ଚ୍ଚ ୨୦୨୫ରୁ ଆରମ୍ଭ ହୋଇଛି, ଯାହା ୬ଏପ୍ରିଲରେ ଶେଷ ହେବ । ନବରାତ୍ରୀ ସମୟରେ ଦେବୀ ଭଗବତୀଙ୍କର ନଅ ସ୍ବରୂପଙ୍କ ପୂଜା କରାଯାଏ । ଯଦି…

ଚୈତ୍ର ଅମାବାସ୍ୟା ଦିନ ଏହା କଲେ ଦୂର ହେବ ପିତୃଦୋଷ..

ଭୁବନେଶ୍ବର: ଚଳିତବର୍ଷ ଚୈତ୍ର ମାସର ଅମାବାସ୍ୟା ଦିନ ୨୯ ମାର୍ଚ୍ଚରେ ପଡୁଛି । ଅମାବାସ୍ୟା ଦିନ ସ୍ନାନ ଦାନର ବିଶେଷ ମହତ୍ତ୍ୱ ରହିଛି । ଅମାବାସ୍ୟା ଦିନଟି  ପିତୃପୁରୁଷଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି ବିବେଚନା କରାଯାଏ । ଏକ ଧାର୍ମିକ ମାନ୍ୟତା ଅନୁସାରେ ଅମାବାସ୍ୟା ଦିନ ପିତୃପୁରୁଷମାନେ…

କାହିଁକି ରଙ୍ଗର ପର୍ବ ହୋଲି? କ’ଣ ରହିଛି ଏହାର ବୈଜ୍ଞାନିକ କାରଣ…..

ଭୁବନେଶ୍ଵର: ଆଜି ସାରା ଦେଶରେ ଉଡୁଛି ଫଗୁ। ରଙ୍ଗର, ଭାଇଚାରାର ପର୍ବ ପାଳୁଛି ପୁରା ଦେଶ। କୁହାଯାଏ ଏହି ସମୟରେ ରାଧାଗୋବିନ୍ଦଙ୍କ ପ୍ରତି ମୂର୍ତ୍ତି ଏକାସାଙ୍ଗରେ ଭ୍ରମଣ କରନ୍ତି। ଆଜି ବି ରାଧା କୃଷ୍ଣଙ୍କ ହୋଲି ଖେଳର କାହାଣୀ ସଭିଙ୍କୁ ରୋମାଞ୍ଚିତ କରିଥାଏ। ହେଲେ କ'ଣ ଆପଣ ଜାଣନ୍ତି କାହିଁକି…

ଏକାମ୍ର ରେ ଦୋଳ ପରମ୍ପରା…

ଭୁବନେଶ୍ଵର: ଦୋଳ ଉତ୍ସବ ଓଡ଼ିଆ ଜାତିର ନିଜସ୍ୱ ଉତ୍ସବ। ସାରା ଭାରତ ରେ କେବଳ ହୋଲିକା ଦହନ ଓ ହୋଲି ପାଳନ କରାଯାଉଥିବା ବେଳେ ଓଡ଼ିଶାରେ ହୋଲିକା ଦହନ, ଦୋଳ ପୁର୍ଣ୍ଣିମା ଓ ହୋଲି ବିପୁଳ ଉତ୍ସାହରେ ପାଳନ କରାଯାଇଥାଏ । ଦୋଳ ଓ ହୋଲି ଗାଁ ଗାଁ ରେ ଏକ ଉତ୍ସବ ର ବାତାବରଣ ସୃଷ୍ଟି କରିଥାଏ ।…

ଶ୍ରୀମନ୍ଦିରରେ ଦୋଳ: ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତ କରାଯାଉଛି । ସକାଳ ୯ଟା ଭିତରେ ଶ୍ରୀଜିଉଙ୍କ ସୁନାବେଶ ବା ରାଜାଧିରାଜ ବେଶ ଶେଷ ହେବ । ଏହା ପରେ ଭକ୍ତମାନେ ଶ୍ରୀଜିଉଙ୍କୁ ସୁନାବେଶରେ ଦର୍ଶନ କରିପାରିବେ । ରାତି ୧୦ଟା ୩୫ରେ ସୁନାବେଶ ଓଲାଗି ହେବ ।…

ଗୋଟିଏ ଦିନରେ ପଡୁଛି ମାଘ ପୂର୍ଣ୍ଣିମା ଓ କୁମ୍ଭ ସଂକ୍ରାନ୍ତି, କ’ଣ ରହିଛି ଏହି ଦିନର ମହତ୍ତ୍ବ ?

ଭୁବନେଶ୍ବର: ଚଳିତ ବର୍ଷ ମାଘ ପୂର୍ଣ୍ଣିମା ଫେବୃୟାରୀ ୧୨ ତାରିଖ  ଅର୍ଥାତ୍ ଗତକାଲି (ବୁଧବାର ଦିନ) ପଡୁଛି ଓ ଏହିଦିନ ମଧ୍ୟ କୁମ୍ଭ ସଂକ୍ରାନ୍ତି ପଡୁଛି । ସନାତନ ଧର୍ମରେ ପୂର୍ଣ୍ଣିମାରେ ସ୍ନାନ, ଦାନର ମହତ୍ତ୍ବ ରହିଛି । ଧାର୍ମିକ ମାସ ମାଘ ମାସରେ ଏହାର ଗୁରୁତ୍ବ ବଢିଯାଏ । 'ମାଘ…

ପାଦରେ ସୁନାର ଅଳଙ୍କାର କାହିଁକି ପିନ୍ଧନ୍ତି ନାହିଁ?

ଭୁବନେଶ୍ବର:ଆପଣ ଦେଖିଥିବେ ମହିଳାମାନେ ନିଜ ପାଦରେ ସୁନାର ଅଳଙ୍କାର ପିନ୍ଧନ୍ତି ନାହିଁ। ତେବେ କାହିଁକି ପାଦରେ ସୁନାର ଅଳଙ୍କାର ପିନ୍ଧନ୍ତି ନାହିଁ ଆପଣ ଜାଣିଛନ୍ତି କି.. ଭଗବାନ ବିଷ୍ଣୁଙ୍କୁ ସୁନା  ପ୍ରିୟ । ସୁନାର ଗହଣା ପିନ୍ଧିଲେ ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି । ହଳଦିଆ ରଙ୍ଗ…

କେବେ ପଡ଼ିବ ବସନ୍ତ ପଞ୍ଚମୀ; ଜାଣନ୍ତୁ ଶୁଭ ସମୟ ଓ ପୂଜା ବିଧି

ଭୁବନେଶ୍ଵର: ସନାତନ ଧର୍ମରେ ବସନ୍ତ ପଞ୍ଚମୀର ଖାସ୍ ମହତ୍ବ ରହିଛି। କାରଣ ଏହି ଦିନ ମାତା ସରସ୍ୱତୀ ଅବତରଣ କରିଥିଲେ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ମାତା ସରସ୍ୱତୀଙ୍କୁ ଜ୍ଞାନ ଏବଂ ଶିକ୍ଷାର ଦେବୀ କୁହାଯାଏ। ତିଥି ଅନୁଯାୟୀ, ବସନ୍ତ ପଞ୍ଚମୀର ପର୍ବ ପ୍ରତିବର୍ଷ ମାଘ ମାସର ଶୁକ୍ଲ ପକ୍ଷର ପଞ୍ଚମ…

ମହାକୁମ୍ଭର ମୁଖ୍ୟ ଆକର୍ଷଣ ଅକ୍ଷୟ ବଟ

ପ୍ରୟାଗରାଜ: ମହାକୁମ୍ଭର ମୁଖ୍ୟ ଆକର୍ଷଣ ପ୍ରୟାଗର ସଙ୍ଗମ କୂଳରେ ଅବସ୍ଥିତ ଅକ୍ଷୟ ବଟ । କାରଣ ଏହି ଗଛ ସହିତ ଜଡିତ ଅନେକ ଘଟଣା ରହିଛି, ଯାହା ପୁରାଣ କାଳ ସହିତ ଜଡିତ । ଆସନ୍ତୁ ଏହି ବିଷୟ ବିଷୟରେ ଜାଣିବା ।କୁହାଯାଏ ଯାଏ ଯେ, ଅକ୍ଷୟ ବଟ ପାଞ୍ଚ ହଜାର ପୁରୁଣା ।  ତ୍ରିବେଣୀ ସଙ୍ଗମ ନିକଟରେ…

କାହିଁକି ମୃତ୍ୟୁ ପରେ ଲଣ୍ଡା ହୁଅନ୍ତି ସଂପର୍କୀୟ? କ’ଣ ରହିଛି କାରଣ ଜାଣନ୍ତୁ….

ଭୁବନେଶ୍ବର: ହିନ୍ଦୁ ପରମ୍ପରାରେ ଅନେକ ରୀତିନୀତି ରହିଛି  । ବିଶେଷ କରି ହିନ୍ଦୁ ଶାସ୍ତ୍ରରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ପ୍ରକାର ରୀତିନୀତି ଓ ପରମ୍ପରା ପାଳନ  ହେଉଥିବାର ଦେଖିବାକୁ ମିଳିଥାଏ । ସେଥିପାଇଁ ହିନ୍ଦୁ ପରିବାରର କେହି ମରିଗଲେ ମୃତକଙ୍କ ଆତ୍ମା ଶାନ୍ତି ପାଇଁ  ଅନେକ…