Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଜାଣନ୍ତୁ, କାହିଁକି ପାଳିତ ହୁଏ ‘ନବରାତ୍ରୀ’

ଭୁବନେଶ୍ୱର: ନବରାତ୍ରୀ ସମୟରେ ଶ୍ରଦ୍ଧାଳୁମାନେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଆରାଧନା କରିଥାନ୍ତି । ଏହି ନଅ ଦିନ ଯାଏଁ ଘରେ ଓ ମନ୍ଦିରରେ ମାତାଙ୍କୁ ସ୍ଥାପିତ କରାଯିବା ସହ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇଥାଏ । ‘ନବରାତ୍ରୀ’ ପାଳନ ପଛରେ କ’ଣ ରହିଛି ପୌରାଣିକ କଥା ।…

ଦୁର୍ଗା ମୂର୍ତ୍ତି ଉଚ୍ଚତା; ଏହି ୯ ପୂଜା ମଣ୍ଡପକୁ ହାଇକୋର୍ଟଙ୍କ ଆଶ୍ୱସ୍ତି

କଟକ: ଓଡ଼ିଶା ହାଇକୋର୍ଟ କଟକ ସହରରେ ଆଠଟି ପୂଜା କମିଟି ଏବଂ ପୁରୀ ସହରର ଗୋଟିଏ କମିଟିକୁ ଦୁର୍ଗା ପୂଜା କରିବାକୁ ସୋମବାର ଦିନ ଅନୁମତି ଦେଇଛନ୍ତି। ଦେବୀଙ୍କ ପ୍ରତିମାକୁ ୪ ଫୁଟରୁ ଅଧିକ ଉଚ୍ଚ କରିଥିବା ୯ଟି ପୂଜା କମିଟିକୁ ଆଡଭୋକେଟ୍ ଜେନେରାଲଙ୍କ ରିପୋର୍ଟ ଆଧାରରେ ପୂଜାପାଠ କରିବାକୁ…

ଅମ୍ବାଜୀଙ୍କ ଶକ୍ତିପୀଠ: ସତୀଙ୍କ ହୃଦୟ ଏଠାରେ ପଡିଥିଲା

ବନାସକାଂଠା: ଗୁଜରାଟ ଓ ରାଜସ୍ଥାନ ସୀମାରେ ଅରାସୁର ପର୍ବତ ଉପରେ ରହିଛି ମାଆ ଅମ୍ବାଜୀଙ୍କ ଭବ୍ୟ ମନ୍ଦିର । ଏହି ଶକ୍ତିପୀଠରେ ମାଆଙ୍କ ନବରାତ୍ରୀ ଧୂମଧାମରେ ପାଳନ କରାଯାଏ । ଦେବୀ ସତୀଙ୍କ ସମର୍ପିତ ୫୧ ଶକ୍ତିପୀଠରୁ ଏହା ଅନ୍ୟତମ ।ଏଠାରେ ମାଆଙ୍କ ହୃଦୟ ଆସି ପଡିଥିଲା । ୧୦୩ ଫୁଟ ଉଚ୍ଚ…

ମା’ ଦୁର୍ଗାଙ୍କ ନାମ ପଛର ରହସ୍ୟ, ଜାଣନ୍ତୁ

ଭୁବନେଶ୍ୱର: ମହାମାୟୀ ଦୁର୍ଗା ସମଗ୍ର ଦେବକୁଳର ସର୍ବୋତ୍ତମ ଅସ୍ତ୍ରଗୁଡିକର ଅଧିକାଅରିଣୀ । ସେ ମଧ୍ୟ ସେସବୁ ଅସ୍ତ୍ରର ପ୍ରୟୋଗକାରିଣୀ । ପଶୁରାଜ ସିଂହ ଦୁର୍ଗାଙ୍କ ବାହାନ । ତାଙ୍କ ଅଙ୍ଗଭୂଷଣ ତଥା ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ କରୁଛନ୍ତି ବିଷଧର ନାଗକୁଳ । ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ…

ବିନା ଭକ୍ତରେ ଶକ୍ତି ପୀଠ ଗୁଡିକରେ ଚାଲିଛି ଦେବୀ ପୂଜା

ଭୁବନେଶ୍ୱର: ଓଡିଶା ସମେତ ସମସ୍ତ ସ୍ଥାନର ଶକ୍ତିପୀଠ ଗୁଡିକରର ଆରମ୍ଭ ହୋଇ ଯାଇଛି ନବରାତ୍ର ପୂଜା। ନବରାତ୍ରୀ ଅବସରରେ ଓଡିଶାରେ ବିଭିନ୍ନ ଶକ୍ତିପୀଠ ଗୁଡିକରେ ଆରମ୍ଭ ହୋଇଛି ବିଶେଷ ପୂଜାର୍ଚନା । ପ୍ରାୟ ୮ ମାସ ଧରି ବନ୍ଦ ରହିବା ପରେ ଖୋଲିଛି ମନ୍ଦିର । ମାତ୍ର ମାଆଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ…

ନବରାତ୍ରୀର ତୃତୀୟ ଦିନ; ଚନ୍ଦ୍ରଘଣ୍ଟା ରୂପରେ ଆର୍ଶୀବାଦ ଦେଉଛନ୍ତି ମା’

ଭୁବନେଶ୍ୱର: ଚାଲିଛି ମାଆଙ୍କ ନବରାତ୍ର ପୂଜା । ଆଜି ହେଉଛି ଏହି ପୂଜା ର ତୃତୀୟ ଦିନ। ଆଧ୍ୟାତ୍ମିକ ବିଶ୍ୱାସ ଅନୁସାରେ ନବରାତ୍ରୀର ପ୍ରଥମ ଦିନରେ ମା’ଙ୍କୁ ପୂଜାର୍ଚ୍ଚନା କଲେ ବହୁ ଆଶୀର୍ବାଦ ମିଳିଥାଏ । ଦୁର୍ଗା ନବରାତ୍ରୀ କାଳରେ ବିଭିନ୍ନ ବେଶ ଧାରଣ କରନ୍ତି। ନବରାତ୍ରୀ ହେଉଛି ଦଶହରା…

ଦ୍ଵିତୀୟ ଦିନରେ ମାଆ ବିରଜାଙ୍କ ରଥଯାତ୍ରା

ଯାଜପୁର: ୨ୟ ଦିନ ରେ ଗଡ଼ିଲା ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥ। ପରମ୍ପରା ମୁତାବକ ରଥ ପ୍ରତିଷ୍ଠା ପରେ ମା ବିରଜା ଙ୍କ ରଥ ମନ୍ଦିର ଚାରିପଟେ ପରିକ୍ରମା କରିଥିଲା। ରଥଯାତ୍ରା ସମୟରେ ଘଣ୍ଟା ଘଣ୍ଟା,କାହାଳି ଓ ହରିବୋଲ ଧ୍ୱନୀରେ ସମଗ୍ର ଅଂଚଳ ପ୍ରକମ୍ପିତ ହୋଇଥିଲା। ସମଗ୍ର…

ମା’ ଙ୍କ ନବଦିନାତ୍ମକ ପୂଜାର ଆଜି ହେଉଛି ଦ୍ଵିତୀୟ ଦିନ

ଭୁବନେଶ୍ୱର: ଆରମ୍ଭ ହୋଇ ଯାଇଛି ପାର୍ବଣ। ଧରାବତରଣ କରିସାରିଛନ୍ତି ମା’ ଦୁର୍ଗତିନାଶିନୀ ଦୁର୍ଗା। ମା' ଙ୍କ ନବଦିନାତ୍ମକ ପୂଜାର ଆଜି ହେଉଛି ଦ୍ଵିତୀୟ ଦିନ। କଥାରେ ଅଛି ପୃଥିବୀର ସବୁ ଶକ୍ତି ଅପେକ୍ଷା ମାତୃଶକ୍ତି ଶ୍ରେଷ୍ଠ । ମା’ ଦୁର୍ଗା ଏହି ମାତୃଶକ୍ତିର ପ୍ରତୀକ । ଜଗତଜନନୀ ମାଆ…

‘ନବରାତ୍ରୀ’ରେ କେଉଁସବୁ କାମ ନକରିବା ଉଚିତ୍‌, ଜାଣନ୍ତୁ…

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଶାରଦୀୟ ‘ନବରାତ୍ରୀ ପୂଜା’ । ଏହି ଦିନରେ ଶ୍ରଦ୍ଧାଳୁମାନେ ଆନନ୍ଦ ଉତ୍ସାହର ସହ ନବରାତ୍ରୀ ସମୟରେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଆରାଧନା କରିଥାନ୍ତି । ଆଶ୍ୱିନ ମାସ ଶୁକ୍ଲ ପକ୍ଷ ପ୍ରତିପଦାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ତଥା ପ୍ରାୟ ୯ ଦିନ ଚାଲିଥାଏ…

ଆଜିଠୁ ନବରାତ୍ର, ଶକ୍ତିପୀଠ ଚଳଚଞ୍ଚଳ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ର ପୂଜା । ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପ୍ରତିପଦାରୁ ବିଜୟା ଦଶମୀ ପର୍ୟ୍ୟନ୍ତ ୯ଦିନ ଧରି ଚାଲିବ । ଶରତ ଋତୁର ଆଶ୍ୱିନ ମାସରେ ଏହି ପର୍ବ ପାଳନ ହେଉଥିବାରୁ ଏହାକୁ କୁହାଯାଏ ନବରାତ୍ରି । ପ୍ରଥମ ଦିନରେ ସମ୍ପୂର୍ଣ୍ଣ ରୀତିନୀତିରେ କଳସ ସ୍ଥାପନା…