Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ତଥାପି ଆସୁଛି ରଜ…

ତଥାପି ଆସୁଛି ରଜ... ସୁସ୍ମିତା ମହାପାତ୍ର ଗଜରାଜ ଡାକରାରେ ଆଉ ଆସୁନାହିଁ ରଜ, ଆସୁନାହିଁ ଆଷାଢର ଓଦା ପଣତରେ ସରସର ଭିଜିବାକୁ, ପୋଡ଼ପିଠା ମହକରେ ମହକିବାକୁ ଅଥବା ବାହିବାକୁ ବାଉଁଶ ଦୋଳିର କାତ, ଆସୁନାହିଁ ରଜ । ନାହିଁ ଆଜି ଅତୀତ ମଉସୁମୀର ସେ ମତୁଆଲା ପରଶ,…

ଜାଣନ୍ତୁ; ପୁରୀ ଶ୍ରୀକ୍ଷେତ୍ରକୁ କାହିଁକି କୁହାଯାଏ ଶଙ୍ଖକ୍ଷେତ୍ର !

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ପୃଥିବୀରେ ଯେତେ ସଂସ୍କୃତି ରହିଛି ତନ୍ମଧ୍ୟରୁ ଭାରତୀୟ ସଂସ୍କୃତି ସର୍ବାଗ୍ରେ ବା ଶ୍ରେଷ୍ଠ ବିବେଚିତ ହୋଇ ଆସିଛି । ବ୍ୟାସଦେବଙ୍କ ରଚିତ ଅମୂଲ୍ୟ ଗ୍ରନ୍ଥ ଜଗତର କଲ୍ୟାଣ ପାଇଁ…

ଜୋର୍‌ଦାର୍ ଚାଲିଛି ତିନିରଥ ରଙ୍ଗ, ସିଲେଇ କାମ; ଲାଗିବ ଓଲଟ ଶୁଆ, କଳସ

ପୁରୀ: ଜୁନ୍ ୨୩ରେ ପୁରୀରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ନିର୍ମାଣ କାର୍ଯ୍ୟ ଏକପ୍ରକାର ଚୂଡ଼ାନ୍ତ ପର୍ଯ୍ୟାୟରେ । ଶ୍ରୀକ୍ଷେତ୍ରର…

ଆସୁଛି ରଜ ହୋଇ ସଜବାଜ…

ଆସୁଛି ରଜ ହୋଇ ସଜବାଜ... ସୁଶାନ୍ତ କୁମାର ନନ୍ଦ ମେଘ ରାଇଜରୁ ବରଷା ଆସିବ ଡାକ ଆଜି ଦେଖ ଦେଲାଣି ଗିରିଷିମ ଏବେ ବାହୁଡ଼ିବ ବୋଲି ସଜବାଜ ପରା ହେଲାଣି । ଏତିକି ବେଳକୁ ଓଡ଼ିଆ ଘରକୁ ଆସିଗଲା ଦେଖ କିଏରେ, ଘରେ ଘରେ ବାସେ କେତେ ପିଠା ପଣା ବଡ଼ ପରବଟେ ସିଏରେ । ଗାଁ ଆମ୍ବ ତୋଟା…

‘ରଜ ପର୍ବ’କୁ ନେଇ କ’ଣ ରହିଛି ବିଶ୍ବାସ ଓ ପରମ୍ପରା

ଭୁବନେଶ୍ୱର: ରଜ ପର୍ବ ଓଡ଼ିଶାର ଏକ ଗଣପର୍ବ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ପାଳନ କରନ୍ତି । ତିନିଦିନ ଧରି ଏହା ପୁରପଲ୍ଲୀରେ ବେଶ୍ ଜାକଜମକରେ ପାଳିତ ହୋଇଥାଏ । ସାଧାରଣତଃ ଜ୍ୟେଷ୍ଠ ମାସର ଶେଷ ଦିନକୁ ପହିଲି ରଜ କୁହାଯାଏ । ସେହିପରି ଆଷାଢ ମାସର ପ୍ରଥମ ଦିନକୁ…

ରଜରେ ବିଭିନ୍ନ ପ୍ରକାର ପିଠାର ହୋମ୍ ଡେଲିଭରି କରିବ ଓଟିଡିସି

ଭୁବନେଶ୍ୱର: କୋଭିଡ-୧୯ ହେତୁ ଚଳିତ ବର୍ଷ ରଜ ପର୍ବ ଉତ୍ସବ ଟିକେ ନିଆରା ହେବ ଜ୍ଝ କିଛି ଆୟୋଜକ ସାମାଜିକ ଦୂରତା ନିୟମ ଅନୁସରଣ କରି ଏହି ପର୍ବ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ‘Pitha on Wheel’ ଜରିଆରେ ବିଭିନ୍ନ ପ୍ରକାର ପିଠାପଣାର…

ତୃତୀୟ ଜିଲ୍ଲା ଭାବେ ବାଲେଶ୍ୱରରେ ବି ହେବନି ରଜ ମହୋତ୍ସବ

ବାଲେଶ୍ୱର: କରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ କେନ୍ଦୁଝର ଏବଂ ଖୋର୍ଦ୍ଧା ପରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଶୁକ୍ରବାର ଦିନ ‘ରଜ ପର୍ବ’ ପାଳନ ଉପରେ ପ୍ରତିବନ୍ଧକ ଲଗାଇଛି। କରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ ପଦକ୍ଷେପକୁ ମଜବୁତ କରିବା ଉଦ୍ଦେଶ୍ୟରେ ପ୍ରଶାସନ ଘୋଷଣା କରିଛି ଯେ…

ଜାଣନ୍ତୁ, ମହାପ୍ରଭୁଙ୍କ ରୋଷଘରର ଆଶ୍ଚର୍ଯ୍ୟଜନକ କଥା !

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କର ଏ କ୍ଷେତ୍ର ହେଉଚି ଭୋଜନ କ୍ଷେତ୍ର । ଯେତେ ଦେଉଥିବୁ ସେତେ ଖାଉଥିବି ନ ସୁଖିବ ମୋର ହାତ, ଲୋକେ କହୁଥିବେ ଖାଇବା ଠାକୁର ନୀଳାଚଳେ…

ଆଉ ଦିନକ ପରେ ରଜ: ଏଥର ଅନଲାଇନରେ ମିଳିବ ଭଳିକି ଭଳି ଫ୍ଲେବରର ପାନ

ଭୁବନେଶ୍ୱର: ଆଉ ଦିନକ ପରେ ସଜବାଜ । ଓଡ଼ିଶାର ଗଣପର୍ବ ରାଜ ପାନ ବିନା ସତେ ଯେମିତି ଅଧା ଅଧା ଲାଗେ । ରଜରେ ପାନ ଖଣ୍ଡେ ନଖାଇଲେ ଫିକା ପଡିଯାଏ ରଜ ମଉଜ। ସେହିପରି ସାମ୍ନାକୁ ଆସିଛି ରଜର ଅନଲାଇନ୍ କନସେପ୍ଟ । ଏଭଳି ସ୍ପେଶାଲ ପାନ ଖୋଜିବାକୁ ଆପଣଙ୍କୁ ଆଉ କଷ୍ଟ କରିବାକୁ  ହେବନି । ଘରେ…

ଚୂଡ଼ାନ୍ତ ପର୍ଯ୍ୟାୟରେ ରଥ ନିର୍ମାଣ, ଆରମ୍ଭ ହେଲା ତିନିରଥର କନା କାର୍ଯ୍ୟ

ପୁରୀ: ଆଉ ଦିନ କେଇଟା ପରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ରଥଖଳାରେ ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ତିନିରଥର ନିର୍ମାଣ କାର୍ଯ୍ୟ । ଲକ୍‌ଡାଉନର ସମସ୍ତ ନିୟମକୁ ମାନି କାରିଗର ସେବକମାନେ ରଥ ନିର୍ମାଣ ଶେଷ କରିବାକୁ ଯାଉଛନ୍ତି । ମିଳିଥିବା ସୂଚନାନୁଯାୟୀ,…