Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

‘ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ’ ଓ ‘ଜଗନ୍ନାଥ ସେନା’ ପକ୍ଷରୁ ଆସନ୍ତାକାଲି ପୁରୀ ବନ୍ଦ…

ପୁରୀ: ଚଳିତ ବର୍ଷ ଅନୁଷ୍ଠିତ ହେବ ନାହିଁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ।ଏନେଇ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ରଥଯାତ୍ରା ବନ୍ଦ କରିବା ସପକ୍ଷରେ ରଚନା କରିଥିବା ଯୋଜନା ସଫଳ ହୋଇଥିବା "ଶ୍ରୀ କ୍ଷେତ୍ର ସୁରକ୍ଷା ବାହିନୀ" ଓ…

ଦୈନନ୍ଦିନ ଜୀବନରେ ଯୋଗର ଉପକାରିତା

(ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗଗୁରୁ ଦୀପକ ରଞ୍ଜନ ବେହେରାଙ୍କ ଆଲେଖ) ମନୁଷ୍ୟ ଶରୀର ରୋଗର ମନ୍ଦିର, ମନୁଷ୍ୟର ଦେହ ଅଛି ଅର୍ଥାତ୍ କିଛି ନା କିଛି ରୋଗ ରହିଛି । ମନୁଷ୍ୟ ଶରୀରରେ ଅନେକ ପ୍ରକାରର ଛୋଟ ବଡ ରୋଗର ଲକ୍ଷଣ ଦେଖିବାକୁ ମିଳିଥାଏ । କିନ୍ତୁ ଯଦି ଆମ ଜୀବନଧାରାରେ ପ୍ରତ୍ୟେକ ଦିନ…

‘ମୁଁ’ ସେଇ ‘ଦେହୀ’ କି ?

ସକାଳୁ ଟି.ଭି. ବା ରେଡିଓ, ଏପରିକି ଫୋନ୍ କଲେ ‘ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ମାସ୍କ ପିନ୍ଧନ୍ତୁ, ବାର ବାର ସାବୁନ୍‌ରେ ହାତ ଧୁଅନ୍ତୁ’- ଏହି ମର୍ମରେ ବାକ୍ୟଗୁଡିଏ ଏବେ ଶୁଣିବାକୁ ମିଳୁଛି । ଏହା ‘କରୋନା’ର ଦାନ । ସମସ୍ତଙ୍କ ଭଲ ପାଇଁ ସମସ୍ତଙ୍କୁ ଏ କଥା କୁହାଯାଉଛି । ଖୁବ୍ ଭଲ କଥା…

ଚକ୍ରରାଜ ସୁଦର୍ଶନ: ଜାଣନ୍ତୁ, ଏହି ମହାଶକ୍ତିଙ୍କ ପଛରେ କ’ଣ ରହିଛି ରହସ୍ୟ !

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦିବ୍ୟ ଆୟୁଧ ଚକ୍ରରାଜ ସୁଦର୍ଶନ, 'ସୁ' ଓ ଦର୍ଶନ ଦୁଇଟି ଶଦ୍ଦର ଆଧାରରେ ସୃଷ୍ଟି ସୁଦର୍ଶନ । ବାମନ ପୂରାଣ କୁହେ, ବିଶ୍ୱକର୍ମା ସବୁ ଦେବତାଙ୍କ…

ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହେଲେ ଶ୍ରୀବିଗ୍ରହ; ଗଜପତି ମହାରାଜାଙ୍କୁ ଦିଆଗଲା ଖବର

ପୁରୀ: ଅଣସର ଘରେ ଜରରେ ପଡିଥିବା ଶ୍ରୀଜୀଉ ଗତକାଲି ବିଳମ୍ବିତ ରାତିରେ ସୁସ୍ଥ ହୋଇଛନ୍ତି। ମହାପ୍ରଭୁ ସୁସ୍ଥ ହୋଇଥିବାରୁ ଆଜି ଅନୁଷ୍ଠିତ ହେବ ରାଜପ୍ରସାଦ ବିଜେ ନୀତି। ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି…

ଘରେ କାହିଁକି ଓ କିପରି କରାଯାଏ କଳସ ସ୍ଥାପନା, ଜାଣନ୍ତୁ

ଭୁବନେଶ୍ୱର: ଅନେକ ଶୁଭ କାର୍ଯ୍ୟ ଯେପରି, ବିବାହ, ବ୍ରତଘର, ପୂଜା ଆଦି ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ କଳସ ସ୍ଥାପନ କରାଯାଇଥାଏ। ତେବେ କାହିଁକି ଓ କେଉଁଠି ଏହି କଳସ ସ୍ଥାପନା କରାଯାଇଥାଏ, କ'ଣ ଏହାର ମହତ୍ତ୍ୱ ରହିଛି ଆସନ୍ତୁ ଜାଣିବା... ଶାସ୍ତ୍ର ଅନୁଯାୟୀ ସମୃଦ୍ଧି ପାଇଁ କଳସ ସ୍ଥାପନ…

ତିନିରଥରେ ଲାଗିଲେ ପାର୍ଶ୍ଵ ଦେବାଦେବୀ…

ପୁରୀ: ଆଉ ପାଞ୍ଚଦିନ ପରେ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ପୁରୀ ବଡ଼ଦାଣ୍ଡସ୍ଥିତ ରଥଖଳାରେ ରଥ ନିର୍ମାଣ ସମ୍ପୂର୍ଣ୍ଣ ଶେଷ ହୋଇଯିବା ପରେ ଏବେ ରଥରେ ଲାଗିଛନ୍ତି ପାର୍ଶ୍ଵ ଦେବାଦେବୀ । ତିନିରଥରେ ଲାଗିସାରିଛି କଳସ, ଅଁଳା ଓ ଓଲଟ ଶୁଆ । ଆଜି ତିନିରଥରେ ହଂସପଟା ବାଡ଼ିଆ ସରିଛି । ଏହା…

ଓଷଲାଗି, ଚକାବିଜେ ନୀତି ସହ ଅଣସର ପିଣ୍ଡିରେ ଚାଲିଛି ମହାପ୍ରଭୁଙ୍କ ଜ୍ୱର ଚିକିତ୍ସା

ପୁରୀ: ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଅନେକ ପାରମ୍ପକରିକ ନୀତି ପାଳିତ ହୋଇଥାଏ । ସ୍ନାନଯାତ୍ରା ହିଁ ରଥଯାତ୍ରା ମହୋତ୍ସବର ଆଦ୍ୟପର୍ବ କହିଲେ ଅତ୍ୟୁକ୍ତି ହେବନାହିଁ । ଖାଲି ସେତିକି ନୁହେଁ ସାଧାରଣ ମଣିଷ ଯେପରି ରୋଗଗ୍ରସ୍ତ…

ଶ୍ରୀମନ୍ଦିରରେ ଖଳିଲାଗି ଏକାଦଶୀ; ନୀଳଚକ୍ରରେ ମହାଦୀପ ଦର୍ଶନ

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଭାରତୀୟ ସଂସ୍କୃତି ତଥା ପରମ୍ପରାରେ ନିଜର ତଥା ନିଜ ପରିବାରବର୍ଗଙ୍କର ମଙ୍ଗଳ କାମନା କରି ପ୍ରଭୁଙ୍କ ପାଖରେ ଦୀପ ଦାନ କରାଯିବାର ବିଧି ଅତି ଜନପ୍ରିୟ ଓ ଲୋକପ୍ରଚଳିତ । କିନ୍ତୁ,…

ଆଜି ସୁସ୍ଥ ହେବେ ଶ୍ରୀଜିଉ…

ପୁରୀ: ଆଜି ସୁସ୍ଥ ହେବେ ଶ୍ରୀଜିଉ । ଦେବ ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ପାଣିରେ ଗାଧୋଇ ଅସୁସ୍ଥ ହୋଇଅଣସର ଘରେ ଅଛନ୍ତି ଶ୍ରୀଜୀଉ। ସେଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଚାଲିଛି ଗୁପ୍ତ ସେବା। ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ କରାଯାଉଛି ନାନାଦି ଆୟୁର୍ବେଦ ଚିକିତ୍ସା କରାଯାଉଛି। ଜରରେ…