Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ପୁରୀ ରଥଯାତ୍ରା ପ୍ରସଙ୍ଗ: ସରକାରଙ୍କ ନିରବତାକୁ ନେଇ ପୁଣି ବିଜେପିର ପ୍ରଶ୍ନ

ଭୁବନେଶ୍ୱର: ଆସନ୍ତା ଜୁନ ୨୩ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ତେବେ ରଥଯାତ୍ରା ପୁରୀରେ ଆୟୋଜିତ ହେବ କି ନ’ହେବ ରାଜ୍ୟ ସରକାରଙ୍କ ନିରବତାକୁ ନେଇ ବିଜେପି ଗୁରବାର ଦିନ ୨ଥର ଲାଗି ପ୍ରଶ୍ନ ଉଠାଇଛି । ଗଣମାଧ୍ୟମ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର…

ଅଣସର ପିଣ୍ଡିରେ ମହାପ୍ରଭୁ; ଜ୍ୱର ଉପଶମ ଲାଗି ହୁଏ ଉପଚାର !

ନୀଳାଚଳ ନିବାସୀ ପରମାତ୍ମା ଦାରୁବ୍ରହ୍ମ ରୂପୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମାନବୀୟ ଲୀଳାର ରହସ୍ୟ ଭକ୍ତମାନଙ୍କୁ ଭକ୍ତିମାର୍ଗରେ ଅଗ୍ରସର ହେବାକୁ ଯଥେଷ୍ଟ ପ୍ରେରଣା ଯୋଗାଇଥାଏ । ସାଧାରଣ ମନୁଷ୍ୟ ପରି ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦିନଚର୍ଯ୍ୟା ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ମଣିଷଟିଏ…

ଗଙ୍ଗା ଜଳରେ କାହିଁକି ଭସାଇ ଦିଆଯାଏ ମୃତ ବ୍ୟକ୍ତିର ଭସ୍ମ, ଜାଣନ୍ତୁ..

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଯଦି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କ ଶରୀରକୁ ନିଆଁରେ ପୋଡି ଦିଆଯାଏ । ଶରୀର ପୋଡି ପାଉଁଶ ହୋଇଗଲା ପରେ ଏହାର ଭସ୍ମକୁ ଗଙ୍ଗା ଜଳରେ ଭସାଇ ଦିଆଯାଏ । ତେବେ କ’ଣ ଆପଣ କେବେ ଭାବିଛନ୍ତି କାହିଁକି ଏପରି ଭସ୍ମକୁ ପାଣିରେ ଭସାଇ ଦିଆଯାଏ । କଣ…

ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରୀ ତେଲ…

ପୁରୀ: ଚତୁର୍ଦ୍ଧା ମୂରତୀ ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ହେଲେ । ମହାପ୍ରଭୁଙ୍କୁ ଜ୍ୱର । ଚାଲିଛି ଉପଚାର । ଆଜି ଶ୍ରୀଅଙ୍ଗରେ ଲାଗିଛି ଜ୍ୱର ଉପଶମ ଲାଗି ଔଷଧୀୟ ତୈଳ । ଫୁଲୁରି ତେଲ । ଅଣସର ଘରେ ଏବେ ଚତୁର୍ଦ୍ଧାବିଗ୍ରହଙ୍କ  ଗୁପ୍ତ ସେବା …

ଶ୍ରୀମନ୍ଦିର ପରମ୍ପରାରେ ମହାଦୀପ: ନୀଳଚକ୍ରରେ ମହାଦୀପ ଦର୍ଶନ

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଭାରତୀୟ ସଂସ୍କୃତି ତଥା ପରମ୍ପରାରେ ନିଜର ତଥା ନିଜ ପରିବାରବର୍ଗଙ୍କର ମଙ୍ଗଳ କାମନା କରି ପ୍ରଭୁଙ୍କ ପାଖରେ ଦୀପ ଦାନ କରାଯିବାର ବିଧି ଅତି ଜନପ୍ରିୟ ଓ ଲୋକପ୍ରଚଳିତ । କିନ୍ତୁ,…

ଶ୍ରୀଜୀଉଙ୍କ ଅଣସରରେ ବେଳେ ଶ୍ରଦ୍ଧାଳୁଙ୍କ କର୍ତ୍ତବ୍ୟ

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ସ୍ନାନ ପୂର୍ଣ୍ଣିମା ରାତିରେ ଶ୍ରୀଜୀଉମାନେ ସ୍ନାନ ବେଦୀରୁ ଗଲା ପରେ ଅଣସର ପିଣ୍ଡିରେ ଦଇତା ମାନେ ତାଙ୍କ ଶ୍ରୀମୁଖରେ ଲାଗି ହୋଇଥିବା ରାହୁରେଖା ଓ ଚିତା ବାହାର କରି ଭଣ୍ଡାର…

ଭଗବାନ ଚୈତନ୍ୟ ଓ କୃଷ୍ଣଭକ୍ତି: ନାମରସରେ ନାଚି ଉଠିଲେ ହିଂସ୍ର ଜୀବଜନ୍ତୁ !

ଭଗବାନଙ୍କର ପବିତ୍ର ନାମ ସମସ୍ତ ଜୀବଜଗତକୁ ଆକର୍ଷିତ କରିଥାଏ । ନାମ ହି କେବଳମ୍ । ନାମ ଅମୃତ । କଳିଯୁଗରେ ନାମର ମାହାତ୍ମ୍ୟକୁକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଭଗବାନଙ୍କ ନାମରେ ହିଁ ରହିଛି ଅମାପ ଶକ୍ତି, ଅନବରତ ନାମଜପରୁ ସୃଷ୍ଟି ହୋଇଥାଏ ଛାଏଁ ଭକ୍ତି । ଏକଦା ପ୍ରଭୁ ଚୈତନ୍ୟ…

ମା’ କୋଳରେ ମାନବ…

(ଧର୍ମପ୍ରାଣ ଦୀନବନ୍ଧୁ ନାୟକଙ୍କ ଆଧ୍ୟାତ୍ମିକ ଅନୂଭୁତି ଓ ଭଗବତ୍ ଦିବ୍ୟ ଦର୍ଶନକୁ ନେଇ ସ୍ୱତନ୍ତ୍ର ଆଲେଖ) ମା' ।... କେତେ ମଧୁର ସତେ ଏଇ ଶଦ୍ଦଟି! ନାରୀଟିଏ ମା’ ହୁଏ ସେତେବେଳେ, ଯେତେବେଳେ ସେ ସନ୍ତାନଟିକୁ ଜନ୍ମ ଦିଏ । ପିତାର କ୍ଷୁଦ୍ରାତିକ୍ଷୁଦ୍ର ଶୁକ୍ରାଣୁଟିକୁ ମା’ କିପରି କେଉଁ…

ଆଜି ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ; ଜାଣନ୍ତୁ ଏହା କିପରି ହୁଏ ପ୍ରସ୍ତୁତ

ପୁରୀ: ଅଣସରରେ ତିନି ଠାକୁର। ୧୦୮ ଗରା ପାଣିରେ ଗାଧୋଇ ପଡିଛନ୍ତି ଜ୍ୱରରେ। ଏହି ଜ୍ୱରର ଉପଚାର ପାଇଁ ଆବଶ୍ୟକ ହୋଇଥାଏ “ଫୁଲୁରି ତେଲ’ ଓ “ଦଶମୂଳ ମୋଦକ’ । ଆଜି ଏହି ଫୁଲିରି ତେଲ ଶ୍ରୀ ବିଗ୍ରହଙ୍କ ପାଦରେ ଘସାଯିବ । ଏହାଦ୍ୱାରା ମହାପ୍ରଭୁଙ୍କୁ ଜ୍ୱର ଛାଡି ଯାଏ ବୋଲି କୁହାଯାଏ । ଆଷାଢ଼ କୃଷ୍ଣ…

ତିନିରଥରେ ରୂପକାର ସେବକଙ୍କ ରାହୁଚାପ, ଚାନ୍ଦିଲତା ଖୋଦେଇ; ରଙ୍ଗୀନ୍ ହେଉଛି ନାଟଗୋଜ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ଶ୍ରୀବଳଭଦ୍ର ଓ ସୁନାଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଅଣସର ବେଦୀରେ ଅଣସର ନୀତିରେ ରହିଛନ୍ତି । ଆଗକୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ବୁଲିଯିବେ ତିନି ଭାଇଭଉଣୀ । ଏହାକୁ ଦୃଷ୍ଟିରେ ରଖି ରଥଖଳାରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରଥ ନିର୍ମାଣ । କରୋନା…