Latest Odisha News
Browsing Category

ଧର୍ମ ଓ ପରମ୍ପରା

[ଦେଖନ୍ତୁ] ବୁଦ୍ଧ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା: ବୁଦ୍ଧଙ୍କ ଏହି ୪ କଥା ଭାରତୀୟଙ୍କୁ ଦେଉଛି…

ନୂଆଦିଲ୍ଲୀ: ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କ ପାଇଁ ବାର୍ତ୍ତା ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭଗବାନ ବୁଦ୍ଧ କହିଥିବା ମହାନ ବାଣୀ ସମ୍ପର୍କରେ ଜନ ସାଧାରଣଙ୍କୁ ଆଉ ଥରେ ମନେ ପକାଇଦେଇଛନ୍ତି । ବୁଦ୍ଧଙ୍କ ବାଣୀ ଅନୁଯାୟୀ, ଦୟା, କରୁଣା,…

ଶ୍ରୀଗୁଣ୍ଡିଚା ମନ୍ଦିରରେ ପାଳିତ ହେଲା ନୃସିଂହ ଚତୁର୍ଦ୍ଦଶୀ

ପୁରୀ: ଲକ୍ଡ଼ାଉନ ସତ୍ୱେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ନିରାଡ଼ମ୍ବର ଭାବେ ଶ୍ରୀକ୍ଷେତ୍ରରେ ପାରମ୍ପରିକ ଭାବେ ପାଳିତ ହୋଇଛି ନୃସିଂହ ଚତୁର୍ଦ୍ଦଶୀ । ନାରଦଙ୍କ ନିଦେ୍ର୍ଧଶରେ ରାଜା ଇନ୍ଦ୍ରଦୁ୍ୟମ୍ନ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ସ୍ଥାପନ ପୂର୍ବରୁ ଗୁଣ୍ଡିଚା ମନ୍ଦିର…

ଜାଣନ୍ତୁ, ଶ୍ରୀମନ୍ଦିରରେ କିପରି ପାଳିତ ହୁଏ ନୃସିଂହଙ୍କ ଜନ୍ମନୀତି

ଆଜି ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ । ଆଜିର ପବିତ୍ର ଦିନରେ ଶ୍ରୀମନ୍ଦିରରେ ପାଳିତ ହେଉଛି ନୃସିଂହ ଦେବଙ୍କ ଜନ୍ମନୀତି । ପାରମ୍ପରିକ ଭାବେ ଶ୍ରୀମନ୍ଦିରରେ ଏହି ତିଥିଟିକୁ ପାଳନ କରାଯାଇଥାଏ । ସ୍କନ୍ଦ ପୁରାଣ ଅନୁଯାୟୀ ପୁରୁଷୋତ୍ତମ କ୍ଷେତ୍ରରେ ଜଗନ୍ନାଥ ନୃସିଂହ ରୂପରେ ରାଜା…

ରଥଯାତ୍ରା: ପୁରୀରେ ପହଞ୍ଚିଲା ୧୦ମ ପର୍ଯ୍ୟାୟ ରଥକାଠ

ପୁରୀ: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେବାନେଇ ଅନିଶ୍ଚିତତା ଜାରି ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ତିନିରଥ ନିର୍ମାଣ ଲାଗି ରଥ କାଠ ମଧ୍ୟ ପର୍ଯ୍ୟାୟ କ୍ରମେ ପୁରୀରେ ପହଞ୍ଚିବାରେ ଲାଗିଛି । ରବିବାର ଦିନ ୧୦ମ ପର୍ଯ୍ୟାୟରେ…

ଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରା; ଜାଣନ୍ତୁ କିପରି ପାଳିତ ହୁଏ..

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ବାଦଶ ଯାତ୍ରା ମଧ୍ୟରେ ଦୋଳ, ଚନ୍ଦନ ଓ ରଥଯାତ୍ରା ଅନ୍ୟତମ । ଦୋଳରେ ଗୋବିନ୍ଦ, ଚନ୍ଦନରେ ମଧୁସୂଦନ ଓ ରଥରେ ବାମନ ରୂପେ ପ୍ରଭୁ ଭକ୍ତଙ୍କ ଦୁଃଖ ହରଣ କରନ୍ତି । ଆସନ୍ତୁ ଆମେ ଜାଣିବା ଚନ୍ଦନ ଯାତ୍ରା ବିଷୟରେ। ଦୋଳେ ଚ ଦୋଳ ଗୋବିନ୍ଦ ଚାପେ ଚ ମଧୁସୂଦନ ରଥେତୁ…

ରଥଯାତ୍ରା: ପୁରୀରେ ପହଞ୍ଚିଲା ନବମ ପର୍ଯ୍ୟାୟ ରଥକାଠ

ପୁରୀ: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେବାନେଇ ଅନିଶ୍ଚିତତା ଜାରି ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ତିନିରଥ ନିର୍ମାଣ ଲାଗି ରଥ କାଠ ମଧ୍ୟ ପର୍ଯ୍ୟାୟ କ୍ରମେ ପୁରୀରେ ପହଞ୍ଚିବାରେ ଲାଗିଛି । ଗୁରୁବାର ଦିନ ୯ମ ପର୍ଯ୍ୟାୟରେ…

ପ୍ରତୀକ୍ଷାର ଅବସାନ : ଖୋଲିଲା କେଦାରନାଥ ମନ୍ଦିରର କବାଟ

ଡେରାଡୁନ: କରୋନା ଭାଇରସ ପ୍ରଭାବ ଆଉ ପ୍ରତୀକ୍ଷାର ଅବସାନ ଘଟାଇ ବୁଧବାର କେଦାରନାଥ ମନ୍ଦିରର କବାଟ ଖୋଲିଛି । ଉତ୍ତରାଖଣ୍ଡରେ ଥିବା ପ୍ରସିଦ୍ଧ ଧାମ କେଦାରନାଥ ମନ୍ଦିରର କବାଟ ରୀତିନୀତି ଓ ପରମ୍ପରା ଅନୁସାରେ ସକାଳ ୬ଟା ୧୦ ମିନିଟ୍‌ରେ ଖୋଲା ହୋଇଥିଲା । କେଦାରନାଥ ଧାମର ମୁଖ୍ୟ ପୂଜାରୀ ଶିବ…

ପାରମ୍ପାରିକ ରୀତି ନୀତିରେ ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ପାଳିତ

ପୁରୀ: ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ୭୮୮ ମସିହା  ବୈଶାଖ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଭଗବାନ ଶଙ୍କରାଚାର୍ଯ୍ୟ ଜନ୍ମଗ୍ରହଣ କରିଥିଲେ । ଏହି ତିଥିକୁ ଶଙ୍କରାଚାର୍ଯ୍ୟ ଜୟନ୍ତୀ ଭାବେ ପାଳନ କରାଯାଏ । ଶଙ୍କରାଚାର୍ଯ୍ୟ ୪ ବେଦକୁ ଆଧାର କରି ୪ଟି ପୀଠ ନିର୍ମାଣ କରିଥିଲେ । ଋଗବେଦରୁ ପୁରୀ…

ଆସନ୍ତୁ ଜାଣିବା ମହାପ୍ରଭୁଙ୍କ ଚାପ ସମୟରେ ଭୋଗ ହେଉଥିବା ମାଣ୍ଡୁଅ ଓ ହଂସକେଳି ସମ୍ପର୍କରେ

ପୁରୀ: ଅକ୍ଷୟ ତୃତୀୟଠାରୁ ଆରମ୍ଭ ହୋଇଯାଇଛି ମହାପ୍ରଭୁଙ୍କ ଚାପ ଖେଳ । ଅବଶ୍ୟ ଏଥର କରୋନା ଭାଇରସ ଯୋଗୁ ଚାପ ଖେଳ ମନ୍ଦିର ଭିତରେ ଅନୁଷ୍ଠିତ ହେଉଛି । ଚାପ ଅବସରରେ ମହାପ୍ରଭୁଙ୍କ ନିକଟରେ ଭୋଗ ହୋଇଥାଏ ମାଣ୍ଡୁଅ ଓ ହଂସକେଳି । ଆସନ୍ତୁ ଜାଣିବା ସେହି ଭୋଗ ସମ୍ପର୍କରେ.. ଚନ୍ଦନ ଯାତ୍ରାର ଅବଧି…

ସୋମବାର ଦିନ ଶିବଙ୍କର ଏହି ୧୧ଟି ନାମ ଜପ କରନ୍ତୁ; ମିଳିବ ଅଦ୍ଭୁତ ସିଦ୍ଧି

ଭଗବାନ ଶିବଙ୍କର କୃପା ବ୍ୟକ୍ତିବିଶେଷ କେବେ ପରାଜୟର ସାମ୍ନା କରିନଥାନ୍ତି । ଜୀବନରେ ସମସ୍ତ ମୂହୁର୍ତ୍ତରେ ଏବଂ ସବୁକ୍ଷେତ୍ରରେ ସେମାନେ ବିଜୟ ହାସଲ କରିଥିବା ଦେଖାଯାଇଥାଏ । ଭକ୍ତର ଅଚଳାଚଳ ଭକ୍ତିରେ ସେ ନିଶ୍ଚିତ ରୂପେ ପ୍ରସନ୍ନ ହୋଇଥାଆନ୍ତି । ଯେହେତୁ ଶିବଶଙ୍କର ଭୋଳାନାଥ ସେ ଭକ୍ତକୁ ବର…