Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ସ୍ୱାମୀଙ୍କ ଆୟୁ ବୃଦ୍ଧିର ବ୍ରତ; ସାବିତ୍ରୀ ଅମାବାସ୍ୟା

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବସ୍ୟା । ଜ୍ୟେଷ୍ଠ ମାସ ଅମାବାସ୍ୟାରେ ପାଳିତ ହୁଏ ଏହି ବ୍ରତ । ଏହି ବ୍ରତକୁ ଓଡ଼ିଆରେ ଘରର ସାଧବା ମାନେ ପାଳନ କରିଥାନ୍ତି । ସ୍ୱାମୀଙ୍କର ନିରାମୟ ଜୀବନ ତଥା ମଙ୍ଗଳ କାମନା କରି ସଧବା ନାରୀମାନେ ଏହି ସାବିତ୍ରୀ ବ୍ରତ ପାଳନ କରିବାର ପ୍ରଥା…

ମେ’ ୨୭ରେ ବାବା ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ; ଆରଡ଼ିରେ ଉଠିଲା ଲଗ୍ନଥାଳ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପାରମ୍ପରିକ ବିବାହ ଉତ୍ସବ ଆସନ୍ତା ମେ’ ୨୭ ତାରିଖରେ ଅନୁଷ୍ଠିତ ହେବ । ଏହି ଦେବଦମ୍ପତିଙ୍କ ବିବାହ ଉତ୍ସବ ଲାଗି ସୋମବାର ଦିନ ବିଧି ମୁତାବକ ଲଗ୍ନଥାଳ ଉଠିଛି । ମିଳିଥିବା ସୂଚନାନୁଯାୟୀ, ଆରଡ଼ିର…

ରଥଯାତ୍ରା ପ୍ରସ୍ତୁତି: ରଥଖଳାରେ ସରିଲା ୨୪ଟି ଚକ ନିର୍ମାଣ କାର୍ଯ୍ୟ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଦ୍ରୁତ ଗତିରେ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ । ସୋମବାର ସନ୍ଧ୍ୟା ସୁଦ୍ଧା ସମସ୍ତ ୪୨ଟି ତୁମ୍ବ ବିନ୍ଧ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି । ରଥଖଳାରେ ସମସ୍ତ କାରିଗର ସେବକମାନଙ୍କ ଦ୍ୱାରା ଆଜି ସୁଦ୍ଧା…

କୋଭିଡ-୧୯ ଲକଡାଉନ; ଭୁବନେଶ୍ୱରରେ ଶୀତଳ ଷଷ୍ଠୀ ଯାତ୍ରା ବାତିଲ

ଭୁବନେଶ୍ୱର: ଦେଶରେ ଆସନ୍ତା ୩୧ ତାରିଖ ଯାଏଁ ଲକଡାଉନ୍ ଅବଧିକୁ ବଢାଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ହେବାକୁ ଥିବା ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରାକୁ ବାତିଲ କରିଦିଆଯାଇଛି। ଏହି ଯାତ୍ରା ମେ ୨୭ ତାରିଖରେ ଅନୁଷ୍ଠିତ ହୋଇଥାନ୍ତା। ଭୁବନେଶ୍ୱର ମ୍ୟୁନିସିପାଲିଟି…

ରଥଯାତ୍ରା: ପ୍ରଚଣ୍ଡ ଖରା ସତ୍ତ୍ୱେ ଦ୍ରୁତଗତିରେ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ…

ପୁରୀ: ପ୍ରଚଣ୍ଡ ଖରାରେ ଅସହ୍ୟ ଗରମକୁ ଖାତିର୍ ନ’କରି ରଥଖଳାରେ କାରିଗରମାନେ ନିର୍ମାଣ କରି ଚାଲିଛନ୍ତି ତିନିରଥର ନିର୍ମାଣ କାର୍ଯ୍ୟ । ସରକାରଙ୍କ ଲକ୍‌ଡାଉନ କଟକଣାକୁ ପାଳନ କରିବା ସହିତ ସାମାଜିକ ଦୂରତା ରକ୍ଷା କରି ବଡ଼ଦାଣ୍ଡର ରଥଖଳାରେ ଦ୍ରୁତ ଗତିରେ ଚାଲିଛି ରଥ ନିର୍ମାଣ । ପାରମ୍ପରିକ…

ବନ୍ଧୁ ମହାନ୍ତିଙ୍କ ପାଇଁ ଶ୍ରୀଜଗନ୍ନାଥ କଲେ ଅନଶନ

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ବହୁ ବର୍ଷ ପୂର୍ବରୁ ଯାଜପୁରରେ ଭଗବାନ ଜଗନ୍ନାଥଙ୍କ ଭକ୍ତ ବନ୍ଧୁ ମହାନ୍ତି ରହୁଥିଲେ, ସେ ବହୁତ ଗରିବ ପରିବାରରୁ ଥିଲେ , ତାଙ୍କ ସହ ତାଙ୍କ ସ୍ତ୍ରୀ ଓ ଗୋଟେ ବୋଲି ପୁଅ ରହୁଥିଲେ।…

ଆଜ୍ଞାମାଳ ପାଇବା ପରେ ରଥଖଳାରେ ସମ୍ପନ୍ନ ହେଲା ଚକଡେ଼ରା ନୀତି

ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ପାରମ୍ପରିକ ଭାବେ ପାଳିତ ହେଉଛି ଭଉଁରୀ ନୀତି । ଆଜିର ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ରଥଖଳାକୁ ଆସିବା ପରେ ତିନିରଥର ଚକ ପୂଜା କରାଯାଇ ବିଜେ କରାଯାଇଥାଏ । ଲକ୍ଡ଼ାଉନର ସମସ୍ତ କଟକଣାକୁ ପାଳନ କରାଯାଇ ଏହି ଭଉଁରୀ ନୀତି ପାଳନ କରାଯାଇଛି ।…

ଭାବର ଠାକୁର ମହାବାହୁ…

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ଦିନେ ଦାସେ କହିଲେ ବିପ୍ରବର କଥାଏ ଶୁଣିବ କି ମୋର “ ଏହି ମୋ ଶ୍ରୀ ଫଳ (ନଡିଆ) ଗୋଟି ଧରି, ଗରୁଡ ପଛେ ରହିକରି। ବୋଲିବୋ ବାଲି ଗ୍ରାମ ଦାସ, ଦେଇଛି ନିଅ ପୀତବାସ। ସେ ଯେବେ…

ଯବନ କଣ୍ଠରୁ ମହାପ୍ରଭୁ ଶୁଣିଲେ ଗୀତଗୋବିନ୍ଦର ଅଷ୍ଟପଦୀ !

ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ନେଇ ଭକ୍ତବୃନ୍ଦଙ୍କର ଅନେକ ଅନୁଭୂତି ରହିଛି । ଅନେକ ହୃଦୟସ୍ପର୍ଶୀ ଆଧ୍ୟାତ୍ମିକ ଅନୁଭୂତି ଜନମାନସରେ ଆଦୃତି ଲାଭ କରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ପୁରୀ ଶ୍ରୀକ୍ଷେତ୍ର ଧାମରେ ଲୀଳାବିତାନ କରୁଛନ୍ତି । ତାଙ୍କର ଲୀଳା ଅବର୍ଣ୍ଣନୀୟ, ଅମୃତମୟ ଓ ଅତୁଳନୀୟ ।…

ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ; କୋଭିଡ-୧୯ ଟେଷ୍ଟ୍ ଲାଗି ସଂଗ୍ରହ ହେଲା ସ୍ୱାବ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ରଥଖଳାରେ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ । ରଥନିର୍ମାଣ କାର୍ଯ୍ୟରେ ନିୟୋଜିତ ରହିଥିବା ସମସ୍ତ ନିର୍ମାଣ ସେବକମାନଙ୍କଠାରୁ ସ୍ୱାବ୍ ଟେଷ୍ଟ ଲାଗି ନମୂନା ସଂଗ୍ରହ କରାଯାଇଛି । ବୁଧବାର ଦିନ ରଥ ନିର୍ମାଣ କାର୍ଯ୍ୟରେ…