Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ପୁରୀ ସାହିଯାତରେ ରାବଣ: ସମ୍ପନ୍ନ ହେଲା ଲଙ୍କାପୋଡ଼ି ନୀତି

ପୁରୀ: ପୁରୀ ସାହିଯାତ ପ୍ରସିଦ୍ଧି ଲାଭ କରିଥିବା ବେଳେ ଲକ୍‌ଡାଉନରେ ଏହି ସାହିଯାତର ମଜ୍ଜା ଦେଖିବାକୁ ମିଳିନାହିଁ । ଔପଚାରିକ ଭାବେ ଆଜି ଅନୁଷ୍ଠିତ ହୋଇଯାଇଛି ଲଙ୍କାପୋଡ଼ି ନୀତି । ଆଜି ଶ୍ରୀମନ୍ଦିରରୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଚଳନ୍ତି ପ୍ରତିମା ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥିଲେ…

ମହାପ୍ରଭୁଙ୍କ ଚନ୍ଦନଯାତ୍ରା; ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଚାଲିଛି ପ୍ରସ୍ତୁତି

ପୁରୀ: ଏବେ ଲକ୍‌ଡାଉନ୍ ଯୋଗୁଁ ସାରା ଶ୍ରୀକ୍ଷେତ୍ର ଖାଁ ଖାଁ ଲାଗୁଥିଲେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପରେ ସମସ୍ତଙ୍କ ଲକ୍ଷ୍ୟ । ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ପବିତ୍ର ଅକ୍ଷୟ ତୃତୀୟାରେ ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା ଉତ୍ସବ । ପୁରାଣ ପ୍ରସିଦ୍ଧ…

ପୁରୀରେ ସମ୍ପନ୍ନ ହେଲା ଚଳନ୍ତି ପ୍ରତିମାଙ୍କ ସୀତାଚୋରି ନୀତି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଶ୍ରୀରାମ ନବମୀଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି । ପ୍ରଭୁ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣ ଓ ଦେବୀ ସୀତାଙ୍କର ଚଳନ୍ତି ପ୍ରତିମା ଜଗନ୍ନାଥବଲ୍ଲଭ ମଠକୁ ବିଜେ କଲାପରେ ସେଠାରେ ଶ୍ରୀରାମଙ୍କ ଜନ୍ମ ଉତ୍ସବରୁ ଆରମ୍ଭ ହୋଇଛି ନୀତି ।…

ଶ୍ରୀମନ୍ଦିରରୁ ଆଜ୍ଞାମାଳ ପାଇବା ପରେ ଆରମ୍ଭ ହେଲା ରଥକାଠ ଚିରଟ କାର୍ଯ୍ୟ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ରଥକାଠ ଚିରଟ କାର୍ଯ୍ୟ ଆଜି ପବିତ୍ର ଶ୍ରୀରାମ ନବମୀରେ ଆରମ୍ଭ ହୋଇଛି । ପୁରୀ ଶ୍ରୀମନ୍ଦିରରୁ ଆଜି ଆଜ୍ଞାମାଳ ପାଇବା ପରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ରଥକାଠ ଚିରଟ ଲାଗି ଆନୁଷ୍ଠାନିକ କାର୍ଯ୍ୟ ମଧ୍ୟ…

ପୁରୀରେ ରାମନବମୀ ଓ ଜେଉଡ଼ ଭୋଗ 

ପୁରୀ: ରାମନବମୀ ପୁରୀରେ ହର୍ଷ ଉଲ୍ଲାସରେ ପାଳନ କରାଯାଏ । ଏଥିନେଇ ଶ୍ରୀକ୍ଷେତ୍ର ଚଳଚଂଚଳ ହୋଇ ଉଠିଛି । ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗୁରୁବାର ପବିତ୍ର ଶ୍ରୀରାମ ନବମୀ। ବୁଧବାର ସନ୍ଧ୍ୟା ଆଳତି ବେଶରେ ଠାକୁରଙ୍କୁ ୬ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା।…

ଭଗବାନ ରାମଙ୍କ ଜୀବନୀରୁ ଶିଖନ୍ତୁ ଏହି ୫ଟି କଥା, ସବୁ କ୍ଷେତ୍ରରେ ମିଳିବ ସଫଳତା !

ଭୁବନେଶ୍ୱର: ଆଜି ଚୈତ୍ର ମାସର ନବମ ଦିନ । ଏହି ପବିତ୍ର ଦିବସରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ । ହିନ୍ଦୁ ଧର୍ମାବଲମ୍ବୀମାନେ ଏହି ଦିନଟିକୁ ପବିତ୍ର ରାମନବମୀ ଭାବେ ପାଳନ କରିଥାଆନ୍ତି । ଦଶରଥ ନନ୍ଦନ ଭଗବାନ ଶ୍ରୀରାମଙ୍କୁ କିଏବା ନଜାଣେ । ପ୍ରାୟ…

ରାମନବମୀ: ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମୋତ୍ସବ

ଭୁବନେଶ୍ୱର: ବିଶ୍ୱାସ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ହିନ୍ଦୁ ଧର୍ମରେ ରାମନବମୀର ରହିଛି ବିଶେଷ ମହତ୍ତ୍ୱ । ପ୍ରତିବର୍ଷ ଚୈତ୍ର ମାସର ଶୁକ୍ଲ ପକ୍ଷର ନବମୀକୁ ରାମ ନବମୀ ଭାବରେ ପାଳନ କରାଯାଏ | ଏହିଦିନ ପୁଣର୍ଭାସୁ ନକ୍ଷତ୍ର ଏବଂ କର୍କଟ ଲଗ୍ନରେ ଭଗବାନ ରାମଙ୍କ ଜନ୍ମ ହୋଇଥିଲା। ହିନ୍ଦୁ…

ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ ପାଳିତ; ଭଣ୍ଡାରଘରୁ ବିଜେ କଲେ ଶ୍ରୀଲୋକନାଥ

ପୁରୀ: ଆଜି ଚୈତ୍ର ଶୁକ୍ଳ ଅଷ୍ଟମୀ ତିଥିରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପାରମ୍ପରିକ ରୀତି ନୀତିରେ ପାଳିତ ହୋଇଛି ଅଶୋକାଷ୍ଟମୀ । ଆଜିର ଏହି ପବିତ୍ର ଅଶୋକାଷ୍ଟମୀ ତିଥିରେ ଶ୍ରୀମନ୍ଦିରସ୍ଥିତ ଭଣ୍ଡାରଘରୁ ଶ୍ରୀଲୋକନାଥଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ବିଜେ କରାଯାଇଛି ।…

୫୧ ଶକ୍ତିପୀଠର ପ୍ରତିକୃତିକୁ ନେଇ ତ୍ରିପୁରାରେ ତିଆରି ହେବ ଭବ୍ୟ ମନ୍ଦିର

ଅଗରତାଲା: ଚୈତ୍ର ନବରାତ୍ରିର ମହାଷ୍ଟମୀ ତିଥିରେ ତ୍ରିପୁରା ସରକାର ଦେବୀଭକ୍ତଙ୍କ ପାଇଁ ଏକ ମନଲୋଭା ଘୋଷଣା କରିଛନ୍ତି । ତ୍ରିପୁରାର ପ୍ରସିଦ୍ଧ ଶକ୍ତିପୀଠ ତ୍ରିପୁରାସୁନ୍ଦରୀଠାରୁ ୩ କିଲୋମିଟର ଦୂରରେ ଏକ ଭବ୍ୟ ଶକ୍ତିପୀଠ ତିଆରି କରାଯିବ । ୧୪ ଏକରରେ ୪୪ କୋଟି ବଜେଟରେ ଏହା ନିର୍ମିତ ହେବ ।…

କ’ଣ କହୁଛି ମାଳିକା; କରୋନା ନୁହେଁତ ବିନାଶର ସତର୍କଘଣ୍ଟି !

ଭୁବନେଶ୍ୱର: ଆର୍ଯ୍ୟଭୂମି ଭାରତବର୍ଷ ସାଧୁ-ସନ୍ଥ ଓ ସାଧକଙ୍କର ଦେଶ । ଏହି ଦେବଭୂମିରେ ସନାତନ ଧର୍ମର ସୃଷ୍ଟି ଏବଂ ଏହି ସନାତନ ଧର୍ମରୁ ଅନେକ ଧର୍ମ, ଗୋଷ୍ଠୀ ଓ ସମ୍ପ୍ରଦାୟର ସୃଷ୍ଟି । କେବଳ ୫ ଶହ ବର୍ଷ ପୂର୍ବରୁ ମାଳିକାରେ ବର୍ଣ୍ଣିତ ଭବିଷ୍ୟତବାଣୀ ଯେ ଉପଲବ୍ଧ ତାହାନୁହେଁ, ଭଗବାନ…