Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଅଜବ ପ୍ରଥା : ବିବାହର ୩ ଦିନ ପର୍ଯ୍ୟନ୍ତ ପତି-ପତ୍ନୀ ଶୌଚାଳୟ ଯିବେନି

ଜାକର୍ତା: ବାହାଘର ନେଇ ଭିନ୍ନ ଭିନ୍ନ ନୀତି ନିୟମ ପାଳନ କରାଯାଏ । ତେବେ ଇଣ୍ଡୋନେସିଆରେ ଏକ ଅଜବ ରୀତି ରହିଛି । ଏଠାରେ ବିବାହ ପରେ ପତି-ପତ୍ନୀ ୩ ଦିନ ପର୍ଯ୍ୟନ୍ତ ଶୌଚାଳୟ ଯିବେନି । ଯଦି କିଏ ଯାଏ ତା’ହେଲେ ଏହାକୁ ଅଶୁଭ ମନାଯାଏ । ବିଶେଷ କରି ଟ୍ୱାଙ୍ଗ ସମ୍ପ୍ରଦାୟର ଲୋକ ଏହି ପ୍ରଥା…

ଜାଗର ଉପଲକ୍ଷେ ଆରଡ଼ି ଆଖଣ୍ଡଳମଣିପୀଠ ଚଳଚଞ୍ଚଳ; ରାତି ୪ଟାରେ ଉଠିବ ମହାଦୀପ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ିଠାରେ ଥିବା ବାବା ଆଖଣ୍ଡଳମଣିଙ୍କ ଜାଗର ଯାତ୍ରାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାତି ପାହିଲେ ଆରଡ଼ି ପୀଠରେ ଶିବରାତ୍ରୀ ଉତ୍ସବ, ତେଣୁ ଓଡ଼ିଶାର ଏହି ପ୍ରସିଦ୍ଧ ଶୈବ ପୀଠ ଚଳଚଞ୍ଚଳ ହୋଇ ଉଠିଛି । ଆରଡ଼ିସ୍ଥିତ…

ମହାଦେବଙ୍କର କାହିଁକି ପ୍ରିୟ ଦୁଦୁରା ଫୁଲ, ଜାଣନ୍ତୁ…

ଭୁବନେଶ୍ୱର: ରାତି ପାହିଲେ ଶିବରାତ୍ରି। ଦେବଦେବ ମହାଦେବଙ୍କ ଅତ୍ରିପ୍ରିୟ ଦିନ । କୁହଯାଏ ମହାଦେବଙ୍କୁ ଏହିଦିନ ତାଙ୍କ ମନ ପସନ୍ଦର ଦ୍ରବ୍ୟ ଅର୍ପଣ କରି ପୂଜାର୍ଚ୍ଚନା କଲେ ଭକ୍ତଙ୍କ ସକଳ ମନୋବାଞ୍ଛା ପୂର୍ଣ୍ଣ ହୁଏ । ମହାଦେବଙ୍କ ପ୍ରିୟ ଦ୍ରବ୍ୟ ମଧ୍ୟରେ ଦୁଦୁରା ଫୁଲ ଅନ୍ୟତମ । ସଂସାରରେ…

ବୁଦ୍ଧ ମନ୍ଦିରରେ ପୁନଃ ସ୍ଥାପିତ ହେଲା ମୂର୍ତ୍ତି

ଭୁବନେଶ୍ୱର: ଗତ ଫନି ମହାବାତ୍ୟାରେ ଉପୁଡ଼ି ପଡ଼ିଥିବା ବୋଧୀଦ୍ରୁମର ପୁନଃ ସ୍ଥାପନ ଓ ବୈଜ୍ଞାନିକ ପ୍ରକ୍ରିୟାର ସଫଳତା ପରେ, ଆଜି ବୋଧୀଦ୍ରୁମ ପରିସରରେ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତୀକୁ, ସର୍ବଭାରତୀୟ ମହାବୋଧି ସମିତିର ସାଧାରଣ ସମ୍ପାଦକ ମହାମାନ୍ୟ ଶିଓଲି ଥେରୋ ପୁନଃ ପ୍ରତିଷ୍ଠା କରିଛନ୍ତି…

ପଙ୍କୋଦ୍ଧାର ଏକାଦଶୀ: ଶ୍ରୀଲୋକନାଥଙ୍କ ଖୋଲା ଦର୍ଶନ ଭକ୍ତଙ୍କୁ ମିଳିଥାଏ

ପୁରୀ: ପୁରୀରେ ପଙ୍କୋଦ୍ଧାର ଏକାଦଶୀକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ଏହି ଦିନ ଶ୍ରୀଲୋକନାଥଙ୍କୁ ଦର୍ଶନ କଲେ ଜନ୍ମ ଜନ୍ମର ପାପ କ୍ଷୟ ହେବା ସହ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।  ବର୍ଷକେ ଥରେ କେବଳ ପଙ୍କୋଦ୍ଧାର ଏକାଦଶୀ ଦିନ ଶ୍ରୀଲୋକନାଥଙ୍କ ଖୋଲା ଦର୍ଶନ ମିଳିଥାଏ । ଏଠାରେ ବର୍ଷସାରା…

ଶିବରାତ୍ରିରେ ଦାନ କରନ୍ତୁ ଏହିସବୁ ଜିନିଷ; ଦୂର ହୋଇଯିବ ସମସ୍ତ ଦୁଃଖ !

ଭୁବନେଶ୍ୱର: ମହାଦେବଙ୍କର ଅତିପ୍ରିୟ ଶିବରାତ୍ରୀ । ହିନ୍ଦୁଶାସ୍ତ୍ର ଅନୁଯାୟୀ ଏହି ତିଥିରେ ଗରିବ ମାନଙ୍କୁ ନିଜ ସମ୍ଭଳ ଅନୁସାରେ ଦାନ କଲେ କୁଣ୍ଡଳୀର ଦୋଷ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ଶାସ୍ତ୍ରରେ ଗରିବଙ୍କୁ ଦାନ କରିବାର ମହତ୍ଵ ଦର୍ଶାଯାଇଛି । ଦାନ କରିବା ଦ୍ୱାରା ସମସ୍ତ ଦୁଃଖ…

ରୁଦ୍ରଙ୍କ ପ୍ରିୟ ରୁଦ୍ରାକ୍ଷର ପ୍ରକାର ଓ ମହତ୍ଵ ସମ୍ପର୍କରେ ଜାଣନ୍ତୁ…

ଭୁବନେଶ୍ୱର: ରୁଦ୍ରାକ୍ଷକୁ ମହାଦେବଙ୍କ ଅତିପ୍ରିୟ ଭାବେ ବିବେଚନା କରାଯାଏ । ଏହାକୁ ଶରୀରରେ ଧାରଣ କଲେ ବ୍ୟକ୍ତିର ସମସ୍ତ କଷ୍ଟ ତଥା ଅସୁବିଧା ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ରୁଦ୍ରାକ୍ଷର ଅର୍ଥ ରୁଦ୍ରଙ୍କ ଅକ୍ଷ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ବିଭିନ୍ନ ପ୍ରକାର ରୁଦ୍ରାକ୍ଷ ଓ…

ରୁଦ୍ରାକ୍ଷ ଧାରଣ କରିବାର ସଠିକ ନିୟମ…

ରୁଦ୍ରାକ୍ଷର ଅର୍ଥ ହେଉଛି ରୁଦ୍ରଙ୍କର ଅକ୍ଷ । କୁହାଯାଏ ଯେ ପ୍ରାଚୀନ କାଳରେ ଆଭୂଷଣ ରୂପରେ ସୁରକ୍ଷା , ଗ୍ରହ ଶାନ୍ତି ଏବଂ ଆଧ୍ୟାତ୍ମିକ ଶକ୍ତି ଲାଭ ପାଇଁ ରୁଦ୍ରାକ୍ଷ ବ୍ୟବହାର କରାଯାଏ । ଯଦି ନିୟମ ଅନୁସାରେ ରୁଦ୍ରାକ୍ଷ ଧାରଣ କରାଯାଏ ତେବେ ମନବାଞ୍ଜିତ ଫଳ ମିଳଥାଏ । ରୁଦ୍ରାକ୍ଷ ଧାରଣ…

ମହାଶିବରାତ୍ରିରେ କିପରି କରାଯାଏ ଭୋଳନାଥଙ୍କ ପୂଜାର୍ଚ୍ଚନା, ଜାଣନ୍ତୁ…

ଭୁବନେଶ୍ୱର: ଶିବଙ୍କ ପୂଜା ଉପାସନା ନିମନ୍ତେ ସୋମବାର, ପ୍ରତ୍ୟେକ ପକ୍ଷର ଚତୁର୍ଦ୍ଦଶୀ ତିଥି ଓ ଶିବରାତ୍ରି ସର୍ବୋକୃଷ୍ଟ । ଅନ୍ୟ ଦେବତାଙ୍କ ପୂଜା ଦିନରେ ହେଉଥିବାବେଳେ ଏହି ପର୍ବରେ ଭଗବାନ ଶିବଙ୍କର ପୂଜା ରାତିରେ ହେଇଥାଏ। ବ୍ରତାଚାରୀମାନେ ଉକ୍ତ ଦିନରେ ଉପବାସ ରହନ୍ତି ଓ ସନ୍ଧ୍ୟାରେ ଶିବ…

ମହାଶିବରାତ୍ରିକୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ, ଜାଣନ୍ତୁ…

ଭୁବନେଶ୍ୱର: ମହାଶିବରାତ୍ରି ପ୍ରଭୁ ଭୋଳନାଥଙ୍କ ଆଦ୍ୟ ପର୍ବ । ଏହି ମହା ରାତ୍ରୀକୁ ନେଇ କ'ଣ ରହିଛି ପୌରାଣିକ କଥାବସ୍ତୁ ଜାଣନ୍ତୁ... ଦେବଦେବ ମହାଦେବଙ୍କ ଦ୍ୱାରା ଏଇ ଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି । ପୁରାଣର ଅନ୍ୟଏକ ଆଖ୍ୟାନ ଅନୁସାରେ, ଦେବ ଓ…