Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଜାଣନ୍ତୁ, ‘ଧନୁ ସଂକ୍ରାନ୍ତି’କୁ ନେଇ କ’ଣ ରହିଛି କିମ୍ବଦନ୍ତୀ…

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ସମେତ ପୁରପଲ୍ଲୀରେ ଶ୍ରଦ୍ଧାଳୁମାନେ ଭକ୍ତି ଓ ଆନନ୍ଦ ଉଲ୍ଲାସର ସହ ପବିତ୍ର ‘ଧନୁ ସଂକ୍ରାନ୍ତି’ ପାଳନ କରିଛନ୍ତି । ଏଥିସହିତ ଖଇ, ଘିଅ, ଗୁଜୁରାତି, ଡାଲଚିନି, କାଜୁ, ନଡିଆ ପାତି ଓ ଚିନିର ସମ୍ମିଶ୍ରଣରେ ପ୍ରସ୍ତୁତ ମୁଆଁ ତଥା ଉଖୁଡାକୁ ଠାକୁରଙ୍କ ନିକଟରେ ଅର୍ପଣ…

ଶକ୍ତିଶାଳୀ ଶିବ ପଞ୍ଚାକ୍ଷରୀ ମନ୍ତ୍ର: କେଉଁ ସମୟରେ ଜପ କଲେ ପାଇବେ ନିଶ୍ଚିତ ଫଳ, ଜାଣନ୍ତୁ…

ଭୁବନେଶ୍ୱର: "ନମଃ ଶିବାୟ” ଏହି ମନ୍ତ୍ରଟି ହେଉଛି ଶିବ ପଞ୍ଚାକ୍ଷର ମନ୍ତ୍ର ଏବଂ “ଓଁ ନମଃ ଶିବାୟ” ଏହି ମନ୍ତ୍ରଟି ହେଉଛି ଷଡ଼କ୍ଷାର ମନ୍ତ୍ର । ପ୍ରତ୍ୟେକ ଶିବ ଭକ୍ତ ଏହି ମନ୍ତ୍ରର ନିରନ୍ତର ଉଚ୍ଚାରଣ କରିଥାନ୍ତି । କୁହାଯାଏ ଏହି ମନ୍ତ୍ର ଜପ କଲେ ସର୍ବ ପାପ କ୍ଷୟ ହୋଇଥାଏ । ସ୍କନ୍ଦ…

ପ୍ରତିଦିନ କାହିଁକି ଗାୟତ୍ରୀ ମନ୍ତ୍ର ଜପ କରିବା ଜରୁରୀ; ଜାଣନ୍ତୁ…

ଭୁବନେଶ୍ୱର: ହିନ୍ଦୁଶାସ୍ତ୍ରରେ ଗାୟତ୍ରୀ ମନ୍ତ୍ରର ଅନେକ ମହତ୍ତ୍ୱ ରହିଛି ।ବେଦରେ ମଧ୍ୟ ଗାୟତ୍ରୀ ମନ୍ତ୍ରର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ବେଦ ଅନୁଯାୟୀ, ଯଦି ଆପଣ ନିୟମିତ ୩ ଥର ଗାୟତ୍ରୀମନ୍ତ୍ରର ଜପ କରନ୍ତି , ତେବେ ନକରାତ୍ମକ ଶକ୍ତି ଠାରୁ ଆପଣ ସବର୍ଦା ଦୂରରେ ରହିବେ। ଏହି…

ଆରମ୍ଭ ହେଲା ପୌଷମାସ; କ’ଣ କରିବା ଉଚିତ୍ ଓ ଅନୁଚିତ, ଜାଣନ୍ତୁ…

ଭୁବନେଶ୍ୱର: ପବିତ୍ର ଧନୁସଂକ୍ରାନ୍ତି ଠାରୁ ଆରମ୍ଭ ହୁଏ ପୌଷମାସ । ପୌଷ ମାସରେ ହେମନ୍ତ ଋତୁ ପ୍ରଭାବରୁ ଶୀତ ପଡିଥାଏ । ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ମାସରେ ସୂର୍ଯ୍ୟଦେବଙ୍କ ୧୧ଟି କିରଣ ମନୁଷ୍ୟ ଶରୀରରେ ଆରୋଗ୍ୟତା ଓ ଉର୍ଜା ପ୍ରଦାନ କରିଥାଏ । ମାତ୍ର ଆମ ହିନ୍ଦୁଶାସ୍ତ୍ର ଅନୁଯାୟୀ ଏହି…

ଶ୍ରୀକ୍ଷେତ୍ରର ରକ୍ଷକ ଶ୍ରୀକ୍ଷେତ୍ରପାଳ ମହାଦେବ…

ପୁରୀ: ମୁକ୍ତିମଣ୍ଡପର ପଛଭାଗରେ ଦକ୍ଷିଣାଭିମୁଖୀ ମହାଦେବ ମନ୍ଦିର କ୍ଷେତ୍ରପାଳ ମହାଦେବଙ୍କ ଆସ୍ଥାନ । ସେ ଅନନ୍ତ ବାସୁଦେବଙ୍କ ନିକଟରେ ପୂଜା ପାଉଛନ୍ତି । ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ରକ୍ଷକ ଭାବେ କ୍ଷେତ୍ରପାଳ ମହାଦେବ ସମସ୍ତଙ୍କ ନମସ୍ୟ । ଜଗନ୍ନାଥ ମନ୍ଦିରକୁ ପ୍ରାୟ ସମସ୍ତ ଦେବ,…

ପୁରୀ ଶ୍ରୀମନ୍ଦିରର ନାଟୁଆ ଗଣେଶ; ଦୈନିକ ରାତିରେ ମହାପ୍ରଭୁଙ୍କୁ ଦିଅନ୍ତି ଭକ୍ତଙ୍କ ହିସାବ !

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ନୃତ୍ୟ ଗଣେଶ, ନାଟ ଗଣେଶ ବା ନାଟୁଆ ଗଣେଶଙ୍କ ଗୁରୁତ୍ୱ ରହିଛି । ଜଗନ୍ନାଥ ଭକ୍ତମାନେ ଏହି ଗଣେଶଙ୍କୁ ନିଷ୍ଠାର ସହ ପୂଜା କରୁଛନ୍ତି । ବିମଳା ମନ୍ଦିରର ସମ୍ମୁଖ ଭାଗରେ ଦକ୍ଷିଣଭିମୂଖୀ ୩୫ ଫୁଟ ଉଚ୍ଚତା ବିଶିଷ୍ଟ ମନ୍ଦିର ମଧ୍ୟରେ ଏହି ଠାକୁର ପୂଜା ପାଉଛନ୍ତି ।…

ଶନିଦେବଙ୍କ କୃପା ପ୍ରାପ୍ତି ଲାଗି ଆପଣାନ୍ତୁ ଏହିସବୁ ଉପାୟ !

ଭୁବନେଶ୍ୱର: ପ୍ରତିବ୍ୟକ୍ତିଙ୍କ ଜୀବନରେ ଗ୍ରହଚଳନ ଉପରେ କେତେକାଂଶରେ ବିଶ୍ୱାସ ରହିଥାଏ । ସମସ୍ତ ଗ୍ରହମାନଙ୍କର ନିଜର ଏକ ଦୃଷ୍ଟିଶକ୍ତି ରହିଛି । ଯାହାର ମଣିଷ ଜୀବନରେ ଶୁଭ ଓ ଅଶୁଭ ଦୃଷ୍ଟି ପକାଉଥିବା ନେଇ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ସେଥିମଧ୍ୟରେ ଶନିଦେବ, ମଙ୍ଗଳ ଓ…

ଶ୍ରୀମନ୍ଦିର ସିଂହଦ୍ୱାରରେ କେଉଁ ବିଶେଷ କାରଣରୁ ଅଛନ୍ତି ପତିତପାବନ; ଜାଣନ୍ତୁ…

ପୁରୀ: ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଭୁ ପତିତପାବନ ନାମରେ ନାମିତ । ଶ୍ରୀକ୍ଷେତ୍ର ପାବନ ପୀଠରେ ଦାରୁବ୍ରହ୍ମଙ୍କୁ ଦର୍ଶନ କରି ଭକ୍ତ ଯେତିକି ପୁଣ୍ୟ ଅର୍ଜନ କରିଥାଏ ଶ୍ରୀମନ୍ଦିର ପ୍ରବେଶ ଦ୍ୱାର ଗୁମୁଟରେ ପ୍ରତିଷ୍ଠିତ ପତିତପାବନଙ୍କୁ ଦର୍ଶନ କରି ଅକ୍ଷୟ ପୂଣ୍ୟର ଅଧିକାରୀ ହୁଏ ।…

ମାଆ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ନିମନ୍ତେ ପତ୍ନୀଙ୍କୁ ଭେଟି ଦିଅନ୍ତୁ ଏହିସବୁ ଉପହାର !

ଭୁବନେଶ୍ୱର: କଥାରେ ଅଛି ଆଚାରେ ଲକ୍ଷ୍ମୀ, ବିଚାରେ ପଣ୍ଡିତ । ଯେଉଁ ଘରେ ଚାର ବିଚାର ଠିକଥାଏ, ମାଆ ଲକ୍ଷ୍ମୀ ସେହି ଘରେ ବାସ କରନ୍ତି ବୋଲି କୁହାଯାଏ । ଆହୁରି ମଧ୍ୟ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଘରର ମହିଳାଙ୍କୁ ମାଆ ଲକ୍ଷ୍ମୀଙ୍କର ସ୍ୱରୂପ ଭାବେ ବିବେଚନା କରାଯାଏ। ଯେଉଁ ଘରେ ଗୃହର…

ଘରର ପ୍ରବେଶ ଦ୍ୱାରରେ କାହିଁକି ଅଙ୍କା ଯାଏ ‘ସ୍ୱସ୍ତିକ ଚିହ୍ନ’, ଜାଣନ୍ତୁ

ଭୁବନେଶ୍ୱର: ଅନେକ ଲୋକଙ୍କ ଘରର ପ୍ରବେଶ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ଅଙ୍କା ଥିବାର ଆପଣ ଦେଖିଥିବେ । ତେବେ ଏହି ସ୍ୱସ୍ତିକ ଚିହ୍ନର ମାହାତ୍ମ୍ୟ କଣ ଆପଣ ଜାଣିଛନ୍ତି ? ଆସନ୍ତୁ ଏହି ପବିତ୍ର ତଥା ଶୁଭ ଚିହ୍ନ ଅଂକନ ବିଷୟରେ ଜାଣିବା... ‘ସ୍ବସ୍ତିକ’ ଅର୍ଥାତ୍‌ 'ସୁ+ଅସ୍ତିତ୍ବ'। ଏହାର…