Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଶନିଦେବଙ୍କ କୃପା ପ୍ରାପ୍ତି ଲାଗି ଆପଣାନ୍ତୁ ଏହିସବୁ ଉପାୟ !

ଭୁବନେଶ୍ୱର: ପ୍ରତିବ୍ୟକ୍ତିଙ୍କ ଜୀବନରେ ଗ୍ରହଚଳନ ଉପରେ କେତେକାଂଶରେ ବିଶ୍ୱାସ ରହିଥାଏ । ସମସ୍ତ ଗ୍ରହମାନଙ୍କର ନିଜର ଏକ ଦୃଷ୍ଟିଶକ୍ତି ରହିଛି । ଯାହାର ମଣିଷ ଜୀବନରେ ଶୁଭ ଓ ଅଶୁଭ ଦୃଷ୍ଟି ପକାଉଥିବା ନେଇ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ସେଥିମଧ୍ୟରେ ଶନିଦେବ, ମଙ୍ଗଳ ଓ…

ଶ୍ରୀମନ୍ଦିର ସିଂହଦ୍ୱାରରେ କେଉଁ ବିଶେଷ କାରଣରୁ ଅଛନ୍ତି ପତିତପାବନ; ଜାଣନ୍ତୁ…

ପୁରୀ: ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଭୁ ପତିତପାବନ ନାମରେ ନାମିତ । ଶ୍ରୀକ୍ଷେତ୍ର ପାବନ ପୀଠରେ ଦାରୁବ୍ରହ୍ମଙ୍କୁ ଦର୍ଶନ କରି ଭକ୍ତ ଯେତିକି ପୁଣ୍ୟ ଅର୍ଜନ କରିଥାଏ ଶ୍ରୀମନ୍ଦିର ପ୍ରବେଶ ଦ୍ୱାର ଗୁମୁଟରେ ପ୍ରତିଷ୍ଠିତ ପତିତପାବନଙ୍କୁ ଦର୍ଶନ କରି ଅକ୍ଷୟ ପୂଣ୍ୟର ଅଧିକାରୀ ହୁଏ ।…

ମାଆ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ନିମନ୍ତେ ପତ୍ନୀଙ୍କୁ ଭେଟି ଦିଅନ୍ତୁ ଏହିସବୁ ଉପହାର !

ଭୁବନେଶ୍ୱର: କଥାରେ ଅଛି ଆଚାରେ ଲକ୍ଷ୍ମୀ, ବିଚାରେ ପଣ୍ଡିତ । ଯେଉଁ ଘରେ ଚାର ବିଚାର ଠିକଥାଏ, ମାଆ ଲକ୍ଷ୍ମୀ ସେହି ଘରେ ବାସ କରନ୍ତି ବୋଲି କୁହାଯାଏ । ଆହୁରି ମଧ୍ୟ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଘରର ମହିଳାଙ୍କୁ ମାଆ ଲକ୍ଷ୍ମୀଙ୍କର ସ୍ୱରୂପ ଭାବେ ବିବେଚନା କରାଯାଏ। ଯେଉଁ ଘରେ ଗୃହର…

ଘରର ପ୍ରବେଶ ଦ୍ୱାରରେ କାହିଁକି ଅଙ୍କା ଯାଏ ‘ସ୍ୱସ୍ତିକ ଚିହ୍ନ’, ଜାଣନ୍ତୁ

ଭୁବନେଶ୍ୱର: ଅନେକ ଲୋକଙ୍କ ଘରର ପ୍ରବେଶ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ଅଙ୍କା ଥିବାର ଆପଣ ଦେଖିଥିବେ । ତେବେ ଏହି ସ୍ୱସ୍ତିକ ଚିହ୍ନର ମାହାତ୍ମ୍ୟ କଣ ଆପଣ ଜାଣିଛନ୍ତି ? ଆସନ୍ତୁ ଏହି ପବିତ୍ର ତଥା ଶୁଭ ଚିହ୍ନ ଅଂକନ ବିଷୟରେ ଜାଣିବା... ‘ସ୍ବସ୍ତିକ’ ଅର୍ଥାତ୍‌ 'ସୁ+ଅସ୍ତିତ୍ବ'। ଏହାର…

ଏମିତି ଏକ ମନ୍ଦିର, ଯେଉଁଠି ବିନା ଶୁଣ୍ଢରେ ପୂଜା ପାଆନ୍ତି ଗଣେଶ !

ଭୁବନେଶ୍ୱର: ଆରମ୍ଭ ହୋଇଗଲାଣି ପର୍ଯ୍ୟଟନ ଋତୁ । ଭ୍ରମଣ ପ୍ରିୟ ଲୋକେ ଭିନ୍ନ ଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯିବା ସହ ବହୁ ଲୋକେ ଧାର୍ମିକ ସ୍ଥାନକୁ ଯିବାକୁ ପସନ୍ଦ କରିଥାଆନ୍ତି। ତେବେ ଆପଣ ଯଦି ଧାର୍ମିକ ସ୍ଥାନ ଭ୍ରମଣ କରିବାକୁ ଚାହୁଁଛନ୍ତି । ତେବେ ଯାଆନ୍ତୁ ରାଜସ୍ଥାନର ରାଜଧାନୀ…

ପହିଲିଭୋଗ: ମା’ଯଶୋଦାଙ୍କ ହାତ ରନ୍ଧା ଖାଇବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଏକମାସ ବ୍ୟାପି ପହିଲିଭୋଗ ନୀତି ଆରମ୍ଭ ହୋଇଥାଏ । ଧନୁସଂକ୍ରାନ୍ତି ଦିନଠାରୁ ମା’ଲକ୍ଷ୍ମୀ ପିତ୍ରାଳୟକୁ ଗମନ କରୁଥିବାରୁ ମାତା ଯଶୋଦା ଖୁବ୍ ପ୍ରତ୍ୟୁଷରୁ ଭୋଗ ରାନ୍ଧି ସନ୍ତାନମାନଙ୍କୁ…

କାହିଁକି ହୋମ ବିନା କୌଣସି ପୂଜାକାର୍ଯ୍ୟ ସମ୍ପୂର୍ଣ୍ଣ ହୁଏନାହିଁ, ଜାଣନ୍ତୁ…

ହିନ୍ଦୁ ଧର୍ମରେ ଅନେକ ପରମ୍ପରା କାହିଁ କେଉଁ କାଳରୁ ରହି ଆସିଛି । ସେଠି ମଧ୍ୟରୁ ଗୋଟିଏ ହେଉଛି ହୋମ,ଯଜ୍ଞାନୁଷ୍ଠାନ । ରାମାୟଣ, ମହାଭାରତ ଯୁଗରେ ମଧ୍ୟ ହୋମ ର ବହୁ ଗୁରୁତ୍ୱ ରହିଥିଲା । ଅଗ୍ନିଙ୍କ ମାଧ୍ୟମରେ ଈଶ୍ୱରଙ୍କ ଉପାସନା କରିବାର ପ୍ରକ୍ରିୟା କୁ ହୋମ କୁହାଯାଏ । ଏକଥା ମଧ୍ୟ କୁହାଯାଏ…

ପୁରୀର ଐଶାନେଶ୍ୱର ମହାଦେବ: ଯିଏକି ଶ୍ରୀଜଗନ୍ନାଥଙ୍କ ଗୁରୁ ରୂପେ ପାଆନ୍ତି ପୂଜା !

ପୁରୀ: ସାରା ବିଶ୍ୱକୁ ଚଳାଉଥିବା ଶ୍ରୀଜଗନ୍ନାଥଙ୍କର ମଧ୍ୟ ଗୁରୁ ଅଛନ୍ତି । ପୁରୀ ଶ୍ରୀମନ୍ଦିରରେ ସାଧାରଣ ମଣିଷ ପରି ଜଗନ୍ନାଥଙ୍କର ମଧ୍ୟ ସମସ୍ତ କାର୍ଯ୍ୟ କରା ଯାଇଥାଏ । ସେ ଶୁଅନ୍ତି, ଉଠନ୍ତି, ଦାନ ଘଷନ୍ତି, ବେଶ ଭୂଷା ହୁଅନ୍ତି, ଭୋଗ ଖାଆନ୍ତି, ଜ୍ୱରରେ ପଡନ୍ତି, ଶ୍ରାଦ୍ଧ କରନ୍ତି ଓ…

ମାର୍ଗଶୀର ପୂର୍ଣ୍ଣିମାର ମହିମା; ପୂଜା ଓ ବ୍ରତରେ ମିଳିଥାଏ ପୂଣ୍ୟଫଳ…

ମାର୍ଗଶୀର ମାସକୁ ଅତି ପବିତ୍ର, ଏବଂ ଶ୍ରେଷ୍ଠ ବୋଲି କୁହାଯାଏ । ପୂରାଣରେ ଏଇ ମାସର ପୂର୍ଣ୍ଣିମାକୁ ମଧ୍ୟ ମହତ୍ୱପୂର୍ଣ୍ଣ ଏବଂ ଫଳଦାୟୀ ବୋଲି କୁହାଯାଇଛି । ଏଇ ପୂର୍ଣ୍ଣିମାରେ ସ୍ନାନ, ଦାନ ଏବଂ ଭଗବାନ ବିଷ୍ଣୁଙ୍କୁ ପୂଜା କରିବାର ବିଧାନ ରହିଛି । ଏଇ ପୂର୍ଣ୍ଣିମାରେ ସ୍ନାନ ଏବଂ ଦାନର ସେତିକି…

ପୁରୀର ପ୍ରସିଦ୍ଧ ବେଢ଼ାକାଳୀ: ଉଗ୍ରରୂପରେ ଠାକୁରାଣୀ ରକ୍ଷା କରନ୍ତି ଶ୍ରୀମନ୍ଦିର ବେଢା…

ପୁରୀ: ଶ୍ରୀମନ୍ଦିର ପଶ୍ଚିମ କୋଣରେ ଶ୍ରୀନୀଳମାଧବ ଓ ଶ୍ରୀଲକ୍ଷ୍ମୀଙ୍କ ମନ୍ଦିର ମଧ୍ୟ ଭାଗରେ ଶ୍ରୀ ବେଢ଼ାକାଳୀ ବା ଗୁହ୍ୟ କାଳୀ/ଭଦ୍ରକାଳୀ ମନ୍ଦିର ଅବସ୍ଥିତ । ଶ୍ରୀକ୍ଷେତ୍ରରେ ଆରାଧ୍ୟା ଓ ପ୍ରତ୍ୟକ୍ଷ ଦେବୀ ଭାବେ ସମସ୍ତ ଭକ୍ତ ତାଙ୍କୁ ମାନନ୍ତି । ନିଷ୍ଠାର ସହ ଆରାଧନା କଲେ ସେ ସବୁ…