Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଆଜି ପବିତ୍ର ଅଁଳା ନବମୀ, ଶ୍ରୀରାଧା ପାଦ ଦର୍ଶନ ଲାଗି ସାକ୍ଷୀଗୋପାଳ ଚଳଚଞ୍ଚଳ

ସାକ୍ଷୀଗୋପାଳ: ଆଜି ହେଉଛି ପବିତ୍ର ଅଁଳା ନବମୀ, ଏହି ପବିତ୍ର ଦିନରେ ଶ୍ରୀରାଧାରାଣୀଙ୍କ ଓଡ଼ିଆଣୀ ବେଶ ଦେଖିବାକୁ ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଜନସମାଗମ ହୋଇଛି । ଆଜି ଶ୍ରୀରାଧାଙ୍କର ପବିତ୍ର ପାଦ ଦର୍ଶନ କରିବେ ଭକ୍ତମାନେ ।…

ଭାଗବତ ଗୀତାର ଏହି ୮ଟି କଥା ବଦଳାଇ ଦେବ ଆପଣଙ୍କ ଜୀବନ !

ଭୁବନେଶ୍ୱର: ଜୀବନର ସାର ଭାଗବତ ଗୀତରେ ଲୁଚି ରହିଥିବା କୁହାଯାଏ । ଏହା ଭଗବାନଙ୍କ ମୁଖ ନିସୃତ ବାଣୀ । ଏହାର ପ୍ରତ୍ୟେକଟି ବାଣୀରେ ରହିଛି ମଣିଷ ଜୀବନକୁ ସରଳ ଓ ସୁଖମୟ କରିବାର ଉପାୟ । ଆଜି ଆମେ ଭଗବାନ ଶ୍ରୀକୃଷ୍ଣ ଗୀତରେ କହିଥିବା ୮ଟି କଥା କହିବୁ । ଯାହା ଆପଣଙ୍କ ଜୀବନରେ ପରିବର୍ତ୍ତନ…

କାଳୀପୂଜାର ପଞ୍ଚମ ଦିନରେ ଜଗଧାତ୍ରୀ ବେଶରେ ପୂଜା ପାଉଛନ୍ତି ମା’ ଭଦ୍ରକାଳୀ !

ଭଦ୍ରକ: ପବିତ୍ର କାଳୀପୂଜା ଉପଲକ୍ଷେ ଭଦ୍ରକର ଅଧିଷ୍ଠାତ୍ରୀ ଦେବି ମା' ଭଦ୍ରକାଳୀ ଆଜି ପଞ୍ଚମ ଦିନରେ ଜଗଧାତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମା’ଙ୍କର ଏହି ବେଶକୁ ଦେଖିବା ପାଇଁ ସକାଳୁ ମନ୍ଦିର ପରିସରରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି । ଭକ୍ତମାନେ ଧୂପ, ଦୀପ…

ଦୈନନ୍ଦିନ ଜୀବନରେ ଧ୍ୟାନର ଚମତ୍କାରିତା ଜାଣନ୍ତୁ…

ଭୁବନେଶ୍ୱର: ମହାନ ଭାରତୀୟ ସଂସ୍କୃତି ତା’ର ପୁରାଣ କାହାଣୀ, ପରମ୍ପରା, ଧର୍ମ, ଯୋଗ ତଥା କିମ୍ବଦନ୍ତୀ ସମ୍ବଳୀତ ଶାସ୍ତ୍ର ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଛି । ପବିତ୍ର ରାମାୟଣ ଓ ମହାଭାରତ ମହାକାବ୍ୟ ବ୍ୟତୀତ ହଜାର ହଜାର ପୁରାଣ କଥା ଓ କାହାଣୀମାନ ଭାରତୀୟ ଜନମାନସକୁ…

ଯାଜପୁରର ଗଣପର୍ବ କାଳୀପୂଜା; ସୁଶୋଭିତ ମୂର୍ତ୍ତୀରେ ଝଟକୁଛି ଦେବୀ ମଣ୍ଡପ

ଯାଜପୁର: ଦୀପାବଳୀର ମଧ୍ୟରାତ୍ରୀରୁ ଆରମ୍ଭ ହୋଇଛି ମା ଶ୍ୟାମାକାଳୀଙ୍କର ଷୋଡଶ ଉପଚାର ପୂଜାର୍ଚ୍ଚନା । ରାତ୍ରୀର ବିଳମ୍ବ ପ୍ରହରରେ ପୂଜାମଣ୍ଡପରେ ଘଟସ୍ଥାପନ କରାଯାଇ ଆରମ୍ଭ ହୋଇଛି ମାଙ୍କର ପୂଜା । ସନ୍ଧିପୂଜା ସହିତ ବେଦମନ୍ତ୍ରରେ ପ୍ରକମ୍ପିତ ହୋଇଉଠିଛି ପରିବେଶ । ମନ୍ତ୍ରଧ୍ବନୀ ସାଙ୍ଗକୁ…

ହିନ୍ଦୁ ଓ ମୁସଲମାନଙ୍କୁ ଏକାଠି କରିଛି ଓଡ଼ିଶାର ଏହି ସ୍ଥାନର କାଳୀପୂଜା, ଜାଣନ୍ତୁ…

ରାଜକନିକା: ମଙ୍ଗଳମୟୀ, ଶତ୍ରୁସଂହାରିଣୀ ମହାମାୟା ମା’ କାଳୀଙ୍କ ପୂଜା ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳିତ ହୋଇ ଆସୁଛି । ଏହି ପୃଥିବୀ ପୃଷ୍ଠରୁ ଦୁଷ୍ଟ, ଦୂରାଚାରୀ ବା ରାକ୍ଷସ ଶକ୍ତିକୁ ସମ୍ପୂର୍ଣ୍ଣ ନାଶ କରିବାକୁ ମା’ କାଳୀଙ୍କ ଆବିର୍ଭାବ । ସର୍ବଶକ୍ତିମୟୀ ମା’କାଳୀଙ୍କୁ ଉପାସନା କରିବା…

କାଳୀପୂଜାର ଦ୍ଵିତୀୟ ଦିନ: ‘ମହାକାଳୀ’ ବେଶରେ ପୂଜା ପାଉଛନ୍ତି ମା’ ଭଦ୍ରକାଳୀ

ଭଦ୍ରକ: ପବିତ୍ର କାଳୀପୂଜା ଉପଲକ୍ଷ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀ ଆଜି ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମା’ଙ୍କର ଏହି ବେଶକୁ ଦେଖିବା ପାଇଁ ସକାଳୁ ମନ୍ଦିର ପରିସରରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି । ଭକ୍ତମାନେ ଧୂପ, ଦୀପ ନୈବେଦ୍ୟ ଦେଇ…

ପବିତ୍ର ଦୀପାବଳି ଅବସରରେ ବଡ଼ଦାଣ୍ଡରେ ‘ବଡ଼ବଡୁଆ’ ଡାକିଲେ ହଜାର ହଜାର ଶ୍ରଦ୍ଧାଳୁ

ପୁରୀ : ଦୀପାବଳିରେ ପୁରୀରେ ପୟାଶ୍ରାଦ୍ଧ ଦେବାକୁ ହଜାର ହଜାର ଭକ୍ତଙ୍କ ଭିଡ ହୋଇଛି। ସିଂହଦ୍ୱାର ସମ୍ମୁଖରେ ପୟାଶ୍ରାଦ୍ଧ କରିବାର ବିଧି ରହିଛି । ଏହି ଅବସରରେ ବଡବଡୁଆ ଡକାଯିବାର ପରମ୍ପରା ରହିଛି । ପିତୃପୁରୁଷଙ୍କୁ ସ୍ୱସ୍ଥାନ ଫେରିବା ପାଇଁ ଆଲୋକ ଦେଖାଇବା ଏହାର ଉଦ୍ଦେଶ୍ୟ। ଏହା ଏକ…

କଣପାଇଁ ଏ ଦୀପ? କାହିଁକି ଏ ଦୀପାବଳି?

ଆନନ୍ଦ ଆଲୋକର ପର୍ବ ଦୀପାବଳି । ସମଗ୍ର ଭାରତ ବର୍ଷରେ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଏହି ଉତ୍ସବକୁ 'ଆଲୋକ ଆଗମନ ଦିବସ' ଭାବେ ମହାସମାରୋହରେ ପାଳନ କରିଥାନ୍ତି । ଦୀପ+ଆବଳି = ଦୀପାବଳି । ଦୀପ ସମୂହକୁ ଆମେ ଦୀପାବଳି କହିଥାଉ । ଆଲୋକ ଅନ୍ଧାରକୁ ଦୁରୀଭୂତ କରିଥାଏ। ଏହା ପ୍ରାଚୁର୍ଯ୍ୟର…

ନିରାପଦ ଦୀପାବଳି ପାଇଁ ଧ୍ୟାନରେ ରଖନ୍ତୁ ଏହିସବୁ ନିୟମ…

ଭୁବନେଶ୍ୱର: ଆଜି ଦୀପାବଳି। ବନ୍ଧୁ ପରିଜନ, ପରିବାର ବର୍ଗଙ୍କ ମେଳରେ ହସଖୁସିରେ କାଟିବାର ଦିନଟିଏ। ଆଲୋକର ଏହି ମହାପର୍ବ ଅମାବାସ୍ୟାର ଅନ୍ଧାରକୁ ଏଡ଼ିଦେଇ ପରିବେଶକୁ ଆଲୋକିତ କରିଦିଏ । ଏହି ପର୍ବର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛି ଆତସବାଜି। କିନ୍ତୁ ଅନେକ ସମୟରେ ଏହି ଶୁଭଦିନରେ…