Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଆଜି ନୀଳାଦ୍ରି ବିଜେ କରିବେ ଶ୍ରୀଜିଉ

ଭୁବନେଶ୍ୱର : ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଯାଇଥିବା ବେଳେ ସୋମବାର ଦିନ ନୀଳ କନ୍ଦରକୁ ବିଜେ କରୁଛନ୍ତି ତିନି ଠାକୁର । ପରମ୍ପରା ଅନୁଯାୟୀ ସୁନାବେଶ ଓ ଅଧରପଣା ଭୋଗର ଠିକ୍ ପରଦିନ ଶ୍ରୀଜିଉଙ୍କମାନେ ଗୋଟି ପହଣ୍ଡିରେ ବିଜେ କରି ରତ୍ନ ସିଂହାସନରେ…

ରଥ ଉପରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ଅଧରପଣା ନୀତି

ପୁରୀ: ବଡ଼ଦାଣ୍ଡରେ ଦଣ୍ଡାୟମାନ ତିନିରଥ ଉପରେ ପାରମ୍ପରିକ ରୀତି-ନୀତି ଅନୁଯାୟୀ ସମ୍ପନ୍ନ ହେଲା ଶ୍ରୀଜୀଉମାନଙ୍କ ଅଧରପଣା ନୀତି । ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥଉପରେ ତୁମ୍ବାକୃତି ମାଟିରେ ନିର୍ମିତ…

ମହାପ୍ରଭୁ ରଥରେ କାହିଁକି ଓ କେଉଁ ସ୍ୱର୍ଣ୍ଣାଳଙ୍କାର ପିନ୍ଧନ୍ତି, ଜାଣନ୍ତୁ…

ପୁରୀ: ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଦଣ୍ଡାୟମାନ ହୋଇଛି ତିନିରଥ । ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଠାକୁରମାନଙ୍କ ବାହୁଡ଼ିବା ବେଳେ ରଥ ଉପରେ ସୁନାବେଶରେ ସଜ୍ଜିତ ହୁଅନ୍ତି ଶ୍ରୀଜୀଉମାନେ । ତାଳଧ୍ୱଜରେ ବଡ଼ଠାକୁର ଶ୍ରୀବଳଭଦ୍ର, ନନ୍ଦିଘୋଷରେ ଶ୍ରୀଜଗନ୍ନାଥ ଏବଂ ଦର୍ପଦଳନରେ ଦେବୀ ସୁଭଦ୍ରା ନାନାଦି…

ମହଣ ମହଣ ସୁନାରେ ଚମକିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପୁରୀ: ଆଜି ପୁରୀ ବଡ଼ଦାଣ୍ଡରେ ରଥାରୁଢ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମେତ ତିନିଠାକୁର ମହଣ ମହଣ ସୁନା ଅଳଙ୍କାରରେ ଚମକୁଛନ୍ତି । ତିନିଠାକୁରଙ୍କ ଏହି ଅପୂର୍ବ ସୁନାବେଶ ଦେଖି ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ନିଜକୁ ଧନ୍ୟ ମନେ କରିଛନ୍ତି । ରଥରେ ତିନିଠାକୁରଙ୍କୁ ସୁନାବେଶରେ ଲକ୍ଷାଧିକ ଭକ୍ତ…

ଆଜି ଶ୍ରୀଜିଉଙ୍କ ସୁନାବେଶ: ଦର୍ଶନ ଲାଗି ପୁରୀରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ

ପୁରୀ: ଆଜି ହେଉଛି ମହାପ୍ରଭୁଙ୍କ ସୁନାବେଶ । ରଥ ଉପରେ ଶ୍ରୀଜିଉ ବିଜେ କରିବେ ସୁନା ବେଶରେ । ଭାଇ ଭଉଣୀଙ୍କ ସହ ମାଉସୀ ଘରେ ପିଠା ମିଠା ଖାଇ ମଉଜ ମଜଲିସ କରି ଘର ମୁହାଁ ହୋଇଛନ୍ତି ମହାପ୍ରଭୁ । ଏହି ଅବସରରେ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁ୍ଙ୍କ ଭିଡ଼ ଜମିବାରେ ଲାଗିଛି । ମହାପ୍ରଭୁଙ୍କ ମାନବୀୟ…

ବାହୁଡ଼ିଲେ ଶ୍ରୀଜଗନ୍ନାଥ, ବଡ଼ଦାଣ୍ଡ ପହଞ୍ଚିଲା ତିନିରଥ

ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥ ରଥଯାତ୍ରା ସାରି ଆଜି ବାହୁଡ଼ିଛନ୍ତି ନିଜ ଘରକୁ । ଶ୍ରୀମନ୍ଦିର ନିକଟରେ ବଡ଼ଦାଣ୍ଡରେ ପହଞ୍ଚିଛି ତିନିରଥ ତାଳଧ୍ୱଜ, ନନ୍ଦିଘୋଷ ଏବଂ ଦର୍ପଦଳନ । ଏଥର ବାହୁଡ଼ା ଯାତ୍ରାରେ ତିନିରଥ ତାଳଧ୍ୱଜ, ନନ୍ଦିଘୋଷ ଏବଂ ଦର୍ପଦଳନ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛି । ପ୍ରଥମେ…

ବାହୁଡ଼ା ଯାତ୍ରା: ଗଡ଼ିଲା ଶ୍ରୀବଳଭଦ୍ରଙ୍କର ତାଳଧ୍ୱଜ ରଥ

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ସହ ଶ୍ରୀବଳଭଦ୍ର ଦେବଙ୍କ ତାଳଧ୍ୱଜ ରଥ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରାରମ୍ଭ କରିଛି । ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁ ଶ୍ରୀବଳଭଦ୍ର ଦେବଙ୍କ ତାଳଧ୍ୱଜ ରଥକୁ ଜୟ ଜୟକାର ଧ୍ୱନୀ ସହିତ…

ବାହୁଡ଼ା ଯାତ୍ରା: ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହେଲା ପହଣ୍ଡି ବିଜେ

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥ ଜନ୍ମବେଦୀରୁ ୯ ଦିନପରେ ବାହୁଡୁଛନ୍ତି ରତ୍ନବେଦୀକୁ । ମାଉସୀଘରୁ ବଡ଼ଭାଇ ଶ୍ରୀବଳଭଦ୍ର, ସାନଭଉଣୀ ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ସହିତ ସମସ୍ତ ପାରମ୍ପରିକ ନୀତିକାନ୍ତି ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ…

ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା, ପଥରେ ରଥରେ ମହାପ୍ରଭୁଙ୍କ ଲୀଳାଖେଳା…

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରସିଦ୍ଧ ରଥଯାତ୍ରା ବିଶ୍ୱବ୍ୟାପି ବ୍ୟାପ୍ତ, ଏହି ସମୟରେ ଭାବର ଠାକୁର ଭକ୍ତମାନଙ୍କ ମନକଥା ବୁଝିବା ସହ କିଛିଦିନ ପାଇଁ ନିଜର କର୍ମସ୍ଥଳୀରୁ ବିରତି ନେଇ ଚାଲିଆସନ୍ତି ଭକ୍ତଙ୍କ ଗହଣରେ ବଡଦାଣ୍ଡକୁ ଘୋଷ ଯାତ୍ରାରେ । ଲୀଳାମୟ ମହାପ୍ରଭୁ ପଥରେ ରଥରେ ଲକ୍ଷ…

ରଥ ଉପରେ ଶ୍ରୀସୁଦର୍ଶନଙ୍କୁ ଆଉଜି ଶୋଇଲେ ସେବାୟତ, ଫଟୋ ହେଲା ଭାଇରାଲ୍

ପୁରୀ: ଏବେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀରେ ଚାଲିଥିବା ବେଳେ ରଥ ଉପରେ ଜଣେ ବରିଷ୍ଠ ସେବାୟତ ଶ୍ରୀସୁଦର୍ଶନଙ୍କ ଉପରେ ଆଉଜି ଶୋଇଥିବାର ଫଟୋ ଭାଇରାଲ୍ ହୋଇ ଆଲୋଡ଼ନ ସୃଷ୍ଟି କରିଛି । ମିଳିଥିବା ସୂଚନାନୁଯାୟୀ, ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନ ଉପରେ ବରିଷ୍ଠ ଦଇତାପତି ସେବାୟତ ପ୍ରେମାନନ୍ଦ…