Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ମୁମ୍ବାଇରେ ‘ଜୟ ଜଗନ୍ନାଥ’ ଧ୍ୱନୀ ସହ ଗଡ଼ିଲା ରଥ…

ମୁମ୍ବାଇ: ମୁମ୍ବାଇରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନାଭି ମୁମ୍ବାଇର ଖରଘର ସେକ୍ଟର ୩, ବାଲାଜି ଆଙ୍ଗନସ୍ଥିତ ମନ୍ଦିରରୁ ଶ୍ରୀଜିଉଙ୍କ ରଥ ବାହାରି ସେକ୍ଟର ୧୨ସ୍ଥିତ ଶିବ ମନ୍ଦିର ନିକଟ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା ହୋଇଥିଲା । ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହି…

ପୁରୁଣା ଭୁବନେଶ୍ୱରର ୩ଟି ସ୍ଥାନରେ ରଥଯାତ୍ରା

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱର ୩ଟି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜମେଶ୍ୱର ପାଟଣାର ଶ୍ରୀଜଗନ୍ନାଥ କମିଟି ପକ୍ଷରୁ ଛୋଟ ପିଲାଙ୍କ ରଥ ଯାତ୍ରାର ରଥ ଯାତ୍ରାରେ କୁନିକୁନି ପିଲାମାନେ ନାରାୟଣୀ ମନ୍ଦିରରୁ ଶ୍ରୀଜିଉଙ୍କୁ ପହଣ୍ଡି ଓ ରଥରେ ପୂଜା ପରେ ରଥଟଣା ହୋଇଥିଲା । ଅପରାହ୍ଣ…

କିସ୍ ପରିସର ଶ୍ରୀବାଣୀକ୍ଷେତ୍ର ରଥଯାତ୍ରା: ୫୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କିସ୍ ଶିକ୍ଷାନୁଷ୍ଠାନ ପରିସରରେ ଥିବା ଶ୍ରୀବାଣୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଠାରେ ସବୁବର୍ଷ ପରି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସୁସଜ୍ଜିତ ତିନିରଥରେ ଠାକୁରମାନେ…

ପୁରୀର ଦିନକ ପରେ ବାରିପଦାରେ ରଥଯାତ୍ରା: ରଥ ଉପରୁ ଫିଙ୍ଗାଯାଏ ଶ୍ରଦ୍ଧାଲଡୁ !

ବାରିପଦା: ପୁରୀ ଶ୍ରୀକ୍ଷେତ୍ରରେ ବିଶ୍ୱପ୍ରସିଦ୍ଧ ଅନୁଷ୍ଠିତ ହେବାର ଦିନକ ପରେ ହିଁ ବାରିପଦାରେ ପାଳିତ ହୋଇଥାଏ ପବିତ୍ର ରଥଯାତ୍ରା । ବାରିପଦା ରଥଯାତ୍ରାରେ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ହିଁ ଟାଣି ଥାଆନ୍ତି । କେବଳ ସେତିକି ନୁହେଁ, ବାରିପଦାର ନିଆରା ରଥଯାତ୍ରାରେ ଅନ୍ୟ ଏକ…

ଶ୍ରୀଜଗନ୍ନାଥଙ୍କ ଦାରୁପ୍ରାପ୍ତି ସ୍ଥାନ ଦଧିମାଛ ଗାଡିଆରେ ରଥଯାତ୍ରା

ଖୋର୍ଦ୍ଧା: ଶ୍ରୀଜଗନ୍ନାଥଙ୍କ ଦାରୁ ପ୍ରାପ୍ତି ହୋଇଥିବା ସ୍ଥାନ ଖୋର୍ଦ୍ଧା ଜିଲ୍ଲାସ୍ଥିତ ଦଧିମାଛ ଗାଡ଼ିଆଠାରେ ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜଗନ୍ନାଥ ମନ୍ଦିରରୁ ରଥ ବାହାରି ହନୁମାନ ମନ୍ଦିର ନିକଟକୁ ଯାଇଥିଲା । ରଥରେ ଶ୍ରୀଜିଉଙ୍କ…

ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅତ୍ୟନ୍ତ ଶୃଙ୍ଖଳାର ସହିତ ପୁରୀରେ ପାଳିତ ହୋଇଯାଇଛି । ଚଳିତ ଥର ଲାଗି ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ସେବାୟତ ମାନଙ୍କ ଦ୍ୱାରା ସମସ୍ତ ପ୍ରକାର ପାରମ୍ପରିକ ନୀତି ଅନୁଷ୍ଠିତ ହୋଇ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥର ରଥଟଣା ଦିନ ୪ଟା ରେ…

ଅନୁଭୂତିରେ ଜଗନ୍ନାଥ

ଅନୁଭୂତିରେ ଜଗନ୍ନାଥ ପାର୍ଥସାରଥୀ ସାମଲ ୨୦୧୩ ମସିହା। ବାଣୀବିହାରରେ ସ୍ନାତକୋତ୍ତର ପ୍ରଥମ ବର୍ଷ ସରିଥାଏ। ଗୋପବନ୍ଧୁ ଛାତ୍ରାବାସରେ ଥିଲୁ। ରଥଯାତ୍ରା ପୂର୍ବଦିନ ଛାତ୍ରାବାସର କିଛି ସାଙ୍ଗ ନିଷ୍ପତି ନେଲୁ ଯେ ଶ୍ରୀଗୁଣ୍ଡିଚାରେ ପୁରୀ ଯିବା। ପୁରୀରୁ ଜଣେ ସାଙ୍ଗ ଥିଲା। ତାକୁ ଆମର ଲିଡର…

ଘୁ’ ଘୁ’ ଗର୍ଜନରେ ଗଡ଼ିଲା ନନ୍ଦିଘୋଷ ରଥ, ନିର୍ଦ୍ଧାରିତ ନିର୍ଘଣ୍ଟ ପୂର୍ବରୁ ଚାଲିଲା ତିନିରଥ

ପୁରୀ : ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରାପହଁରା ନୀତିକାନ୍ତି ପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଛି ତିନିରଥ । ଘଣ୍ଟ ଘଣ୍ଟା ବାଦ୍ୟରେ ଶହ ଶହ ଶ୍ରଦ୍ଧାଳୁଙ୍କ ଜୟ ଜଗନ୍ନାଥ ଜୟ ଜୟକାରରେ ବଡଦାଣ୍ଡ ପ୍ରାଙ୍ଗଣ ପ୍ରକମ୍ପିତ ହେଲା । ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ…

ମହାପ୍ରଭୁଙ୍କ ସେବାରେ ପୁରୀ ଗଜପତି ମହାରାଜା

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା, ଠାକୁର ରାଜା ତଥା ଦାରୁବ୍ରହ୍ମଙ୍କର ପ୍ରଥମ ସେବକ ହେଲେ ପୁରୀ ଗଜପତି ମହାରାଜା । ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପରିପ୍ରେକ୍ଷୀରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସୁନାବେଣ୍ଟ ଖଚିତ ସମାର୍ଜନୀରେ ରଥାରୂଢ ଶ୍ରୀବିଗ୍ରହମାନଙ୍କର ତିନି…

ରଥଯାତ୍ରାରୁ ବାହୁଡା: ଜାଣନ୍ତୁ, ପୁରୀର ଟ୍ରାଫିକ୍ ବ୍ୟବସ୍ଥା

ପୁରୀ : ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ‘ରଥଯାତ୍ରା’ । ଏହି ଅବସରରେ ଶ୍ରଦ୍ଧାଳୁଙ୍କ ଭିଡକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡକଡା କରାଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ଧିରେଧିରେ ବଢୁଥିବା ଜନସମାଗମକୁ ଦେଖି ବ୍ୟାପକ ଟ୍ରାଫିକ ବନ୍ଦୋବସ୍ତ ମଧ୍ୟ…