Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ପବିତ୍ର ବିଜୟାଦଶମୀରେ ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର : ପବିତ୍ର ବିଜୟାଦଶମୀ ତଥା ଦଶହରା ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି । ଗାଁରୁ ସହର ଯାଏଁ ସବୁଠି ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ପୂଜା ଆରାଧନାରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ । ଅସତ୍ୟ ଉପରେ ସତ୍ୟର ବିଜୟ ପ୍ରତୀକ ହେଉଛି ବିଜୟାଦଶମୀ । ଏହାକୁ ନେଇ…

ଦୟାମୟୀ ମାଆ ଚର୍ଚ୍ଚିକା – ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ

ଓଡ଼ିଶାରେ ରହିଛି ଆଠଟି ପ୍ରସିଦ୍ଧ ଦେବୀପୀଠ, ସେଥିମଧ୍ୟରୁ କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ଚର୍ଚ୍ଚିକା ପୀଠ ଅନ୍ୟତମ । ମହାନଦୀ ମୁହାଣରେ ଥିବା ରୁଚିକା ପାହାଡ଼ରେ ଅବସ୍ଥିତ ମାଆ ଚର୍ଚ୍ଚିକାଙ୍କ ସୁଦୃଶ୍ୟ ମନ୍ଦିର । ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ବାଙ୍କିର ଏହି ଦେବୀପୀଠ ବେଶ୍…

କରୁଣାମୟୀ ମା’ ତାରାତାରିଣୀ – ଗଞ୍ଜାମର ପ୍ରସିଦ୍ଧ ଶକ୍ତିପୀଠ

ଓଡ଼ିଶାରେ ଅନେକ ଶକ୍ତିପୀଠ ବା ଦେବୀ ମନ୍ଦିର ପ୍ରସିଦ୍ଧି ଲାଭ କରିପାରିଛି । ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାର ତାରାତାରିଣୀ ପୀଠ ବେଶ୍ ପ୍ରସିଦ୍ଧି ଲାଭ କରିପାରିଛି । କରୁଣାମୟୀ ଦେବୀ ତାରାତାରିଣୀ ଭକ୍ତମାନଙ୍କର ମନୋସ୍କାମନା ପୂରଣ କରୁଥିବାର ବହୁକାଳରୁ ଜନଶୃତି ରହିଛି । ଶାରଦୀୟ ଦୁର୍ଗାପୂଜା…

ଛତର ଯାତ୍ରାରେ ଚଳଚଞ୍ଚଳ ହେଲା ଭବାନୀପାଟଣା

ଭବାନୀପାଟଣା : ଶାରଦୀୟ ଦୁର୍ଗାପୂଜାକୁ ନେଇ ଏବେ ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି । ଏହି ପୂଜା ଅବସରରେ କଳାହାଣ୍ଡି ଜିଲ୍ଲାରେ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ଆଜି ଛତର ଯାତ୍ରା ଅନୁଷ୍ଠିତ…

ତ୍ରିପୁରା ସୁନ୍ଦରୀ ମା’ ଭଟ୍ଟାରିକା…

ଶାରଦୀୟ ଦୁର୍ଗାପୂଜାର ପାର୍ବଣ ଋତୁରେ ଓଡ଼ିଶାରେ ଥିବା ସମସ୍ତ ଶକ୍ତିପୀଠରେ ଚାଲିଛି ପୂଜାର୍ଚ୍ଚନା । କେତେକ ପୀଠରେ ନବରାତ୍ରୀରୁ ପୂଜା ଆରମ୍ଭ ହୋଇଥିବା ବେଳେ ଅନେକ ଶକ୍ତିପୀଠରେ ସପ୍ତମୀରୁ ଆରମ୍ଭ ହୋଇଛି ବିଶେଷ ପୂଜା ଉପାସନା । ଶରତର ସାୟାହ୍ନ ସଞ୍ଜରେ ପ୍ରତ୍ୟେକ ପୀଠରେ ମା’ଙ୍କର ବନ୍ଦାପନା…

ମା’ଝଙ୍କଡ଼ବାସିନୀ ସାରଳା, ଯେଉଁଠି ବାଗଦେବୀ ସରସ୍ୱତୀଙ୍କ ରୂପେ ପୂଜିତା…

ଦୁର୍ଗତୀନାଶିନୀ ମା’ ଦୁର୍ଗାଙ୍କର ଶାରଦୀୟ ପୂଜା ଉତ୍ସବ ବିଭିନ୍ନ ପୀଠ ଏବଂ ମଣ୍ଡପରେ ଆରମ୍ଭ ହୋଇଛି । ଓଡ଼ିଶା ସମେତ ସମଗ୍ର ଭାରତରେ ମାଆଙ୍କର ମହାସପ୍ତମୀ ପୂଜା ଆରମ୍ଭ ହୋଇଛି । ଓଡ଼ିଶାରେ ଅନେକ ଶକ୍ତିପୀଠ ବା ଦେବୀ ମନ୍ଦିର ପ୍ରସିଦ୍ଧି ଲାଭ କରିପାରିଛି । ଝଙ୍କଡ଼ର ମା’ଶାରଳା ଭକ୍ତମାନଙ୍କର…

ପ୍ରସିଦ୍ଧ ଶକ୍ତିପୀଠ ମା’ ଅମ୍ବାଜୀ: ଯେଉଁଠି ରହିଛି ସତୀଙ୍କ ହୃଦୟ ଓ ଶ୍ରୀକୃଷ୍ଣଙ୍କ ଚୁଟି

ଧରାବତରଣ କରିଛନ୍ତି ମାଆ । ଦୁର୍ଗତୀନାଶିନୀ ମା’ ଦୁର୍ଗାଙ୍କର ଶାରଦୀୟ ପୂଜା ଉତ୍ସବ ବିଭିନ୍ନ ପୀଠ ଏବଂ ମଣ୍ଡପରେ ଆରମ୍ଭ ହୋଇଛି । ଓଡ଼ିଶା ସମେତ ସମଗ୍ର ଭାରତରେ ନବରାତ୍ରୀଠାରୁ ମାଆଙ୍କର ପୂଜା ଆରମ୍ଭ ହୋଇଛି । ଭାରତରେ ଅନେକ ପ୍ରସିଦ୍ଧ ଶକ୍ତିପୀଠ ରହିଛି । ତନ୍ମଧ୍ୟରୁ ଗୁଜରାଟର ମାଆ…

କାର୍ତ୍ତିକ ପୂର୍ଣ୍ଣିମା: ୨୫୦୦ ହବିଷ୍ୟାଳୀଙ୍କ ଲାଗି ପୁରୀରେ ମାଗଣା ଖାଇବା ଓ ରହିବା ସୁବିଧା

ପୁରୀ: ଆସନ୍ତା ଅକ୍ଟୋବର ୨୪ ତାରିଖରେ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହେବା ପରିପ୍ରେକ୍ଷୀରେ ହବିଷ୍ୟାଳୀ ବ୍ରତ କରିଥିବା ୨୫୦୦ ବ୍ରତଧାରୀଙ୍କ ଲାଗି ମାଗଣାରେ ରହିବା ଏବଂ ଖାଇବାର ସୁବିଧା ଯୋଗାଇଦିଆଯିବ । ଏହି ହବିଷ୍ୟାଳୀ ବ୍ରତ ସମୟରେ ସମ୍ପୂର୍ଣ୍ଣ କାର୍ତ୍ତିକ ମାସ ସମାପ୍ତ ହେବା…

ଆଜି ପବିତ୍ର ମହାଳୟା ଶ୍ରାଦ୍ଧ

ଭୁବନେଶ୍ୱର: ପିତୃପୁରୁଷଙ୍କୁ ଉତ୍ସର୍ଗୀକୃତ ମନୋଭାବ ନେଇ ମହାନ ହିନ୍ଦୁ ସଂସ୍କୃତିରେ ମହାଳୟାରେ ଶ୍ରାଦ୍ଧକାର୍ଯ୍ୟ ଅନୁଷ୍ଠିତ ହୋଇଥାଏ । ଯେହେତୁ ପିତୃପୁରୁଷଙ୍କ ଲାଗି ଏହି ତିଥିର ମହତ୍ୱ ରହିଛି ତେଣୁ କେତେକ ସ୍ଥାନରେ ଏହି ଦିବସଟିକୁ ପିତୃପର୍ବ ମଧ୍ୟ କୁହାଯିବାର ଦେଖାଯାଇଥାଏ ।…

ଦୂର ହେବ ସମସ୍ତ ଦୁଃଖ କଷ୍ଟ, ଯଦି ସୂର୍ଯ୍ୟାସ୍ତ ପରେ ନ ଦେବେ ଏ ସବୁ ବସ୍ତୁ

ଭୂବନେଶ୍ୱର : ଦରକାର ସମୟରେ ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରିଥାନ୍ତି । ଅର୍ଥାତ୍ ଆଜି ବି ହଠାତ୍ କିଛି ଜିନିଷର ଆବଶ୍ୟକତା ହେଲେ ଅନ୍ୟ ଜଣଙ୍କ ଠାରୁ ବା ବେଳେବେଳେ ପଡ଼ୋଶୀଙ୍କ ଠାରୁ ଆଣି କାମ ଚଳାଇ ଦିଆଯାଏ । ଏହିପରି ଭାବରେ ପଡ଼ୋଶୀଙ୍କୁ ସାହାଯ୍ୟ କରିବା ଆଳରେ ବହୁତ ଜିନିଷ ଦେବା-ନେବା ଜାରି…