Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ରାଜଧାନୀ ଭୁବନେଶ୍ୱରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଅନୁଷ୍ଠିତ ହୋଇଥାଏ । ସେହିପରି ଏକାମ୍ର କ୍ଷେତ୍ର ଭୁବନେଶ୍ୱରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମଧ୍ୟ ନିଆରା ଢଙ୍ଗରେ ପାଳିତ ହୋଇଥାଏ । ରାଜଧାନୀ ଭୁବନେଶ୍ୱରରେ ଅନେକ ପୁରୁଣା ତଥା…

ଆଜି ମହାପ୍ରଭୁଙ୍କର ନବଯୌବନ ଦର୍ଶନ: ଶ୍ରୀମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ତାଙ୍କର ଲକ୍ଷ ଲକ୍ଷ ଭକ୍ତମାନଙ୍କୁ ନବଯୌବନ ଦର୍ଶନ ଦେଉଛନ୍ତି । ଦୀର୍ଘ ଦିନପରେ ଜ୍ୱରରେ ଆକ୍ରାନ୍ତ ହେବା ଏବଂ ଅଣସର ପିଣ୍ଡିରେ ରହି ଚିକିତ୍ସାପରେ ଆରୋଗ୍ୟ ଲାଭ କରି ମହାପ୍ରଭୁ ଆଜି ସମ୍ପୂର୍ଣ୍ଣ ଶାରିରୀକ ସୁସ୍ଥତା ଅନୁଭବ କରିଛନ୍ତି । ଆଜି ତାଙ୍କର…

ବିଶ୍ୱକପ ଫୁଟବଲ: ଫାଇନାଲରେ କ୍ରୋଏସିଆ, ଇଂଲଣ୍ଡ ୨-୧ରେ ପରାସ୍ତ

ମସ୍କୋ : ଫିଫା ବିଶ୍ୱକପ ଫୁଟବଲ ୨୦୧୮ ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛି କ୍ରୋଏସିଆ । ପଡ଼ୋଶୀ ରୁଷିଆରେ ଅନୁଷ୍ଠିତ ହେଉଥିବା ବିଶ୍ୱକପ ଫାଇନାଲରେ କ୍ରୋଏସିଆ ଦଳ ରବିବାର ଦିନ ଭେଟିବ ଅପେକ୍ଷାକୃତ ଶକ୍ତିଶାଳୀ ଦଳ ଫ୍ରାନ୍ସକୁ । ଗୁରବାର ଖେଳାଯାଇଥିବା ଦ୍ୱିତୀୟ…

ବିଦେଶରେ ରଥଯାତ୍ରା: ସାରା ଜଗତରେ ପ୍ରକମ୍ପିତ ହୁଏ ‘ଜୟ ଜଗନ୍ନାଥ’ ଧ୍ୱନୀ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କେବଳ ଯେ ପୁରୀରେ ପ୍ରସିଦ୍ଧି ଲାଭ କରି ପାରିଛି ତାହାନୁହେଁ, ବରଂ ବିଶ୍ୱାସ ଓ ଭକ୍ତିଭାବନାର ଦେବତା ତଥା ସାରା ଜଗତର ନାଥ ସ୍ୱୟଂ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦେଶ ବିଦେଶରେ ମଧ୍ୟ ମହାସମାରୋହରେ ଅନୁଷ୍ଠିତ ହେବାରେ ଲାଗିଛି । ବିଦେଶରେ…

ରଥେ ତ୍ୱଂ ବାମନଂ ଦୃଷ୍ଟା ପୁନର୍ଜନ୍ମଂ ନ ବିଦ୍ୟତେ: ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଲେ ଜଗତର ନାଥ, ସେ ଭକ୍ତ ବତ୍ସଳ, ସେ ଭାବଗ୍ରାହୀ, ସେ ଅନ୍ତର୍ଯ୍ୟାମୀ । ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ରଥାରୂଢ ହୋଇ ତାଙ୍କର ଅଗଣିତ ପ୍ରିୟ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ରତ୍ନସିଂହାସନରୁ ଓହ୍ଲାଇ ବାଇସିପାହାଚରେ ମନୁଆ ହୋଇ ଚାଲି ଚାଲି ଆସନ୍ତି । ଧାଡ଼ିପହଣ୍ଡିରେ…

ରଥଖଳାରେ ରଥନିର୍ମାଣ: ଓଡ଼ିଆ କାରିଗରଙ୍କ ନିର୍ଭୁଲ ସ୍ୱାକ୍ଷର

ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାରେ ନିୟୋଜିତ ହେଉଥିବା ତିନିରଥର ପାରମ୍ପରିକ ନିର୍ମାଣ ଶୈଳୀ ପ୍ରକୃତରେ ଓଡ଼ିଆ କାରିଗରଙ୍କ ଉକ୍ରୃଷ୍ଟ ନିର୍ମାଣ ପ୍ରତିଭାର ନିର୍ଭୁଲ ସ୍ୱାକ୍ଷର ରୂପେ ପ୍ରକାଶ କରିଥାଏ । ବଡ଼ଭାଇ ବଡ଼ଠାକୁର ଶ୍ରୀବଳଭଦ୍ର ମହାପ୍ରଭୁ ତାଳଧ୍ୱଜ ରଥରେ, ସାନଭାଇ ମହାପ୍ରଭୁ ଶ୍ରୀଜଗନ୍ନାଥ…

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ସିବିଆଇ ତଦନ୍ତ ଦାବିରେ ବିଜେପି ହାଇକୋର୍ଟର ଦ୍ୱାରସ୍ଥ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଛି ଭାରତୀୟ ଜନତା ପାର୍ଟି । ଏହି ଚାବି ହଜିବା ଘଟଣା ନେଇ ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଓଡ଼ିଶା ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ହାଇକୋର୍ଟରେ ଏହି ମାମଲା ଦାୟର…

ଅଣସର ପିଣ୍ଡିରେ ଶ୍ରୀଜଗନ୍ନାଥଙ୍କ ଜ୍ୱର ଚିକିତ୍ସା: ଦେବବୈଦ୍ୟଙ୍କ ଜଡ଼ିବୁଟିରେ ଆରୋଗ୍ୟ ହୁଅନ୍ତି ଚତୁର୍ଦ୍ଦା ମୂରତି !

ସାଧାରଣ ମଣିଷ ପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମାନବୀୟ ଲୀଳା ସମଗ୍ର ବିଶ୍ୱବାସୀଙ୍କୁ ଚମତ୍କୃତ କରିଥାଏ । ସକାଳର ଦିନଚର୍ଯ୍ୟାରେ ଦାନ୍ତକାଠିରେ ଦାନ୍ତଘଷାରୁ ଆରମ୍ଭ କରି ଦହି ପଖାଳ ଖାଇ ଶୋଇବାରୁ ଜଣାପଡ଼େ ମହାପ୍ରଭୁ ଜଣେ ଖାଣ୍ଟି ଓଡ଼ିଆଃ ସବୁଠୁ ଅଧିକ ବିସ୍ମିତ କରିଥାଏ ସ୍ନାନ ପରେ…

ଜ୍ୱର ଛାଡ଼ିବାକୁ ମହାପ୍ରଭୁ ଲଗାଇବେ ଫୁଲୁରି ତେଲ

ପୁରୀ : ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ପଟ୍ଟାନ୍ତର ନାହିଁ । ସକାଳର ଦିନଚର୍ଯ୍ୟାରେ ମୁତୁରୀ କାଠିରେ ଦାନ୍ତଘଷା ଆରମ୍ଭ କରି ଦହି ପଖାଳ ଖାଇ ପଲଙ୍କରେ ଶୋଇବା ଯାଏ ଶ୍ରୀମନ୍ଦିରରେ ଚାଲିଥାଏ ତାଙ୍କର ଅପୂର୍ବ ଲୀଳାଖେଳା । ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନବେଦୀରେ…

ରଥଯାତ୍ରା ସମନ୍ୱୟ କମିଟି ବୈଠକ ୬ ତାରିଖକୁ ଘୁଞ୍ଚିଲା

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ତାରିଖରେ ତୃତୀୟ ତଥା ଶେଷ ରଥଯାତ୍ରା ସମନ୍ୱୟ କମିଟି ବୈଠକ ଯୋଗ ଦେବାକୁ ସ୍ଥିର ହୋଇଥିଲା । ଏହି ବୈଠକ ୩ ତାରିଖ ପରିବର୍ତ୍ତେ ଆସନ୍ତା ୬ ତାରିଖରେ ଅନୁଷ୍ଠିତ ହେବ ବୋଲି ସୂତ୍ରରୁ ଜଣାପଡ଼ିଛି । ପୂର୍ବ ନିର୍ଦ୍ଧାରିତ ବିିଭିନ୍ନ…