Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ…

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ... ବାହୁଡା ଦିନ ସକାଳୁ, ପ୍ରୟାଗ ଗାଧୁଆ ଘରୁ ଗାଧୋଇ ସାରି ବାହାରିଲା ବେଳକୁ, ପୂଜା ଘର ସାମ୍ନାରେ ପାଦ ତାର ଆପେ ଆପେ ଅଟକି ଗଲା। ପୂଜା ଘର ଦରଜା ଖୋଲାଥିଲା। ନଜର ମିଶିଲା ପ୍ରୟାଗର, ଗୋଲ ଗୋଲ ଯୋଡ଼େ ଆଖି ସାଙ୍ଗରେ। ମନେ ମନେ ଭାବିଲା ସେ “ତୋର…

ଆଜି ମହାପ୍ରଭୁଙ୍କ ବନକଲାଗି ବେଶ: କିପରି ଓ କେମିତି ହୁଏ ବନକଲାଗି !

ପୁରୀ : ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବନକଲାଗି ବେଶ ଅନୁଷ୍ଠିତ ହେଉଛି । ବଡ଼ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କୁ ସେବକମାନେ ନୀଳାଦ୍ରୀବିଜେ ପରେ ପ୍ରଥମଥରଲାଗି ବନକଲାଗି ବେଶ କରାଉଛନ୍ତି । ବନକଲାଗିର ଶୃଙ୍ଗାର ପରେ ମହାପ୍ରଭୁଙ୍କ ଶ୍ରୀମୁଖ…

ଆଜି ଶ୍ରାବଣର ପ୍ରଥମ ସୋମବାର: କାଉଡ଼ିଆଙ୍କ ଦ୍ୱାରା ମହାଦେବଙ୍କୁ ପବିତ୍ର ଜଳାଭିଷେକ

ଭୁବନେଶ୍ୱର : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଓଡ଼ିଶାର ପ୍ରମୁଖ ଶୈବପୀଠରେ ନାହିଁ ନଥିବା ଭିଡ଼ । ହଜାର ହଜାର ଶ୍ରଦ୍ଧାଳୁମାନେ ଦେବ ଦେବ ମହାଦେବଙ୍କୁ ପବିତ୍ର ଜଳାଶୟରୁ ଜଳ ନେଇ ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି । ମହାଦେବଙ୍କ ଶୁଭାଶୀର୍ବାବ ନେଇ କାଉଡ଼ିଆ ମାନେ ନିଜକୁ ଧନ୍ୟ ମନେ…

ରବିବାର ଦିନ ସୂର୍ଯ୍ୟ ଉପାସନା କରନ୍ତୁ, ସମ୍ପୂର୍ଣ୍ଣ ବଦଳିଯିବ ଭାଗ୍ୟ

ଆମେ ସମସ୍ତେ ପିଲାବେଳେ ଦେଖିଛନ୍ତି ଜେଜେବାପା ସକାଳୁ ଉଠି ଗାଧୋଇସାରି ସୂର୍ଯ୍ୟଙ୍କୁ ଗୋଟିଏ ଢାଳରେ ପାଣି ଟେକନ୍ତି । ହଁ, ହିନ୍ଦୁଶାସ୍ତ୍ରାନୁସାରେ ଏହା ବିଶ୍ୱାସ ରହିଛି ପ୍ରାତଃକାଳରେ ଗାଧୋଇସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ସାରା ଦିନଟି ଆପଣଙ୍କ ଭଲରେ କଟିବା ସହିତ ସକାରାତ୍ମକ ଶକ୍ତି…

ନୀଳାଦ୍ରି ବିଜେ: ମହାପ୍ରଭୁଙ୍କ ପତ୍ନୀପ୍ରେମର ନିଚ୍ଛକ ଉଦାହରଣ

ଭାରତୀୟ ପୁରାଣ ଶାସ୍ତ୍ରରେ ମହାଲକ୍ଷ୍ମୀ ହେଲେ ଜଣେ ଦେବୀ । କିନ୍ତୁ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରର ଲକ୍ଷ୍ମୀ ସାଆନ୍ତାଣୀ ହେଲେ ପ୍ରଥମେ ଜଣେ ପତ୍ନୀ ଓ ପରେ ଦେବୀ । ଏଠାରେ ମହାଲକ୍ଷ୍ମୀଙ୍କର ତାଙ୍କ ସ୍ୱାମୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ସବୁପ୍ରକାର ମାନ, ଅଭିମାନ, ସୋହାଗ, ପ୍ରେମ,…

ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ, ରତ୍ନବେଦୀରେ ବିଜେ କରିବେ ତିନିଠାକୁର

ପୁରୀ : ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରୁ ମହାପ୍ରଭୁ ଆଜି ଶ୍ରୀମନ୍ଦିର ରତ୍ନ ସିଂହାସନକୁ ଯିବେ । ବଡ଼ଦାଣ୍ଡର ସିଂହଦ୍ୱାରରୁ ରଥ ଗଡ଼ିଥିଲା ଶରଧାବାଲିର ଶ୍ରୀଗୁଣ୍ଡିଚା ମନ୍ଦିର । ବାହୁଡ଼ି ଆସିଲା ପରେ ଗତକାଲି ତିନିଠାକୁର ରଥରେ ମହାମୃତ ଅଧରପଣା ସେବନ କଲେ । ଦୀର୍ଘ ଦିନ ଧରି ଜାତି, ଧର୍ମ, ବର୍ଣ୍ଣ…

ମହାପ୍ରଭୁଙ୍କ ପ୍ରିୟ ବନ୍ଧୁ – ଭକ୍ତ ବନ୍ଧୁ ମହାନ୍ତି

ଭକ୍ତର ଭକ୍ତି ଭାବଧାରାରେ ବନ୍ଧା ଭଗବାନ । ଭକ୍ତର ପ୍ରଚୁର ଭକ୍ତିର ଶକ୍ତି ହିଁ ଭଗବାନ ଓ ଭକ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିପାରିଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଶ୍ରୀକ୍ଷେତ୍ର ଧାମରେ ଅସଂଖ୍ୟ ଭକ୍ତଙ୍କର ଅଲୌକିକ ଅନୁଭୂତି ଘଟିଚାଲିଛି । ଦାରୁରୂପୀ ପରଂବ୍ରହ୍ମ…

ଆଜି ଅଧରପଣା ନୀତି, ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଉତ୍ସୁକତା

ପୁରୀ : ବାହୁଡ଼ା ଯାତ୍ରାର ଅବସାନ ପରେ ଏକାଦଶୀ ତିଥିରେ ସୂଚାରୁରୂପେ ସମ୍ପନ୍ନ ହେଲା ତିନିଠାକୁରଙ୍କ ସୁନାବେଶ । ଆଜିର ଦ୍ୱାଦଶୀ ତିଥିରେ ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି । ତିନୋଟି ରଥରେ ସଜା ହେବ ୯ଟି ଲମ୍ବା ଲମ୍ବା ମାଟି ପାତ୍ର । ତିନିଠାକୁର ତାଙ୍କର ଅଧର ନିକଟରୁ ପିଇବେ ମଧୁର ପଣା…

ସୁନାବେଶ: ସୁନାରେ ଚମକିଲେ ତିନିଠାକୁର, ଲକ୍ଷାଧିକ ଭକ୍ତଙ୍କ ଦର୍ଶନ

ପୁରୀ: ରଥରେ ତିନିଠାକୁରଙ୍କୁ ସୁନାବେଶରେ ଲକ୍ଷାଧିକ ଭକ୍ତ ଦର୍ଶନ କରିଛନ୍ତି । ରଥ ଉପରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଦେଖିବାକୁ ବଡ଼ଦାଣ୍ଡ ଜନସମଦ୍ର ପାଲଟିଥିଲା । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ସବର ବହୁ ପ୍ରତିକ୍ଷୀତ ସୁନାବେଶ ଅତ୍ୟନ୍ତ…

ସୁନାବେଶର ରହସ୍ୟ: ମହାପ୍ରଭୁ କାହିଁକି ଓ କି କି ସ୍ୱର୍ଣ୍ଣାଳଙ୍କାର ପିନ୍ଧନ୍ତି ରଥରେ

ପୁରୀ : ପରମାତ୍ମା ସେ ପରମବ୍ରହ୍ମ ସେ, ସେ ଅନାଦି ସେ ଅନ୍ତ । ଶ୍ରୀଜଗନ୍ନାଥ ହିଁ ଆରମ୍ଭ ସେହି ଶେଷ । ସେ କୃପାମୟ ସେ ଲୀଳାମୟ ମହାପ୍ରଭୁ ଅନ୍ତର୍ଯ୍ୟାମୀ । ଜୀବର ପରମ ଗତିର ଅନ୍ତିମସ୍ଥଳୀ ସେହି ପରମାତ୍ମା ଦାରୁବ୍ରହ୍ମ ରୂପୀ ଶ୍ରୀଜଗନ୍ନାଥ । ଜୀବାତ୍ମାର ପରମ ଉଦ୍ଦେଶ୍ୟ ପରମାତ୍ମାରେ ଲୀନ…