Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଆଜି ପ୍ରଥମାଷ୍ଟମୀ: କଣ ରହିଛି ହଳଦୀପତ୍ର ଦିଆ ଏଣ୍ଡୁରି ପିଠାର ମହତ୍ତ୍ୱ

ଭୁବନେଶ୍ଵର: ଆଜି ପ୍ରଥମାଷ୍ଟମୀ । ମାର୍ଗଶିର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହା ପ୍ରକୃତରେ ଜ୍ୟେଷ୍ଠ ସନ୍ତାନର ସମ୍ବର୍ଦ୍ଧନା। ଏହି ଦିନ ଜ୍ୟେଷ୍ଠ ସନ୍ତାନର ଦୀର୍ଘଜୀବନ କାମନା କରି ଷଷ୍ଠୀଦେବୀଙ୍କର ପୂଜା କରାଯାଏ । କାରଣ, ଷଷ୍ଠୀଦେବୀ ହେଉଛନ୍ତି ‘ଜ୍ୟେଷ୍ଠାଦେବୀ’।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପରିବ୍ୟାପ୍ତ ବ୍ରହ୍ମ ସତ୍ତା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ କେବଳ ଦାରବୀ ତନୁ ଧାରଣ କରିଥିବା ଅବ୍ୟକ୍ତରେ ବ୍ୟକ୍ତ ଠାକୁର ହିସାବରେ ବିବେଚନା କରିବା ଠିକ ନୁହେଁ । ସେହିପରି ଅନିତ୍ୟରେ ନିତ୍ୟ ବା ନିତ୍ୟାନିତ୍ୟ ଠାକୁର କହିଦେଲେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନିତ୍ୟା ନିତ୍ୟ ପୁରୁଷ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ନିତ୍ୟା ନିତ୍ୟ ପୁରୁଷ ଶ୍ରୀଜଗନ୍ନାଥ, ଏକଥା କହିବାର ଅଭିପ୍ରାୟ ଏହିକି ଯେ ସଚରାଚର ବିଶ୍ୱ ନିତ୍ୟ ପୁରୁଷଙ୍କ ସ୍ଥୁଳ ରୂପ (ସୃଷ୍ଟି ସ୍ୱରୂପ )ଏବଂ ଏହାର ସୃଷ୍ଟିକର୍ତ୍ତା (ସୃଷ୍ଟି ସଂରଚନାର କାରଣ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀଜଗନ୍ନାଥ ନାମର ତାତ୍ପର୍ଯ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଏଭଳି ନାମର ତାତ୍ପର୍ଯ୍ୟ ବୁଝିବାକୁ ହେଲେ ଶ୍ରୀମଦ ଗୀତାର କ୍ଷର ଓ ଅକ୍ଷର ପୁରୁଷଙ୍କୁ ଜାଣିବାକୁ ପଡିବ। ଜୀବ (କ୍ଷର ପୁରୁଷ ) ଓ ଆତ୍ମା (ଅକ୍ଷର ପୁରୁଷ ) କିନ୍ତୁ ଏହି ଦୁଇ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : କ୍ଷତ୍ରଜ୍ଞ ଓ଼ କ୍ଷେତ୍ର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଜଗନ୍ନାଥ ନିଜର ମହନୀୟତା ପ୍ରତ୍ୟେକ ସ୍ତରରେ ଦେଖାଇଛନ୍ତି । ତେଣୁ ଏ ପୁରୁଷୋତ୍ତମ କ୍ଷେତ୍ରରେ, କ୍ଷତ୍ରଜ୍ଞ ଓ଼ କ୍ଷେତ୍ର ଉଭୟ ସମାନ…

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସମାରୋହ ଉଦଘାଟିତ

ଭୁବନେଶ୍ବର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସମାରୋହ ଉଦଘାଟିତ ହୋଇଯାଇଛି। ସମାରୋହକୁ ଉଦଘାଟନ କରିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। କାର୍ଯ୍ୟକ୍ରମରେ ମନ୍ତ୍ରୀ କହିଛନ୍ତି…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଚାରି ସ୍ୱରୂପର ଏକ ତତ୍ତ୍ୱ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଚତୁର୍ଦ୍ଧା ମୂରତି ଶ୍ରୀଜଗନ୍ନାଥଙ୍କ ଚାରି ସ୍ୱରୂପରେ ଏକ ତତ୍ତ୍ୱ କଥା ଆମେ ଆଗରୁ ଆଲୋଚନା କରିଛେ । ଏମାନେ ଚତୁର୍ବିଧ ବା ଚାରି ପ୍ରକାର ତତ୍ୱ ଧାରଣ ଯଦି କରିଥାନ୍ତେ ତେବେ କିଏ ବଡ଼, କିଏ ସାନ ଅବା…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ରତ୍ନ ସିଂହାସନର ସପ୍ତାଭରଣ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁ ବ୍ରହ୍ମ ଶ୍ରୀଜଗନ୍ନାଥ ସ୍କନ୍ଦ ପୁରାଣ ଅନୁସାରେ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଚତୁର୍ଦ୍ଧା ମୂର୍ତ୍ତି ରୂପେ ପ୍ରତିଷ୍ଠିତ ହେବା କଥା ଆମେ ଜାଣିଲେ । କିନ୍ତୁ ବର୍ତ୍ତମାନ ରତ୍ନ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ୱରୂପ

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ଓ ନିଜେ ବିଶ୍ଵକର୍ମା (ଅନନ୍ତ ମହାରଣା )ରୂପେ ଆସି ଚତୁର୍ଦ୍ଧା ମୂର୍ତ୍ତି ଗଠନ କାହାଣୀ ଆମେ ଅଳ୍ପେ ବହୁତେ ଜାଣିଛେ । କିନ୍ତୁ ଏହି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପ୍ରକୃତ ସ୍ୱରୂପ ଅବା ତତ୍ତ୍ୱ ସଠିକ ଭାବେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀଜଗନ୍ନାଥଙ୍କ ପ୍ରଥମ ବିଗ୍ରହ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରଥମ ବିଗ୍ରହ କଣ ନିମ୍ବ ଦାରୁ ଥିଲା ? ନା ଏହା ବ୍ରହ୍ମଦାରୁ ଥିଲା, କେଉଁ ବୃକ୍ଷର ଦାରୁ ଥିଲା ତାହା ପୁରାଣମାନଙ୍କରେ ସ୍ପଷ୍ଟ ହୋଇନାହିଁ, ତଥାପି ସ୍କନ୍ଦ ପୁରାଣ…