Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ପ୍ରଥମ କରି ପୂଜା ଆରମ୍ଭ କଲା କଳିଙ୍ଗ ଦୁର୍ଗା ପୂଜା କମିଟି, ଛୁଟୁଛି ଭକ୍ତଙ୍କ ସୁଅ

ଭୁବନେଶ୍ୱର: ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । ମା’ଙ୍କ ଆଗମନରେ ଗାଁରୁ ସହର ଉତ୍ସବମୁଖର । ତେବେ ରାଜଧାନୀ ଭୁବନେଶ୍ବରର ପ୍ରାୟ ସବୁ ସ୍ଥାନରେ ଦେବୀ ମା'ଙ୍କ ଆରଧାନା ଚାଲିଥିବାବେଳେ, ଏହି ପ୍ରରିପେକ୍ଷୀରେ କିସ ରୋଡ କଳିଙ୍ଗ ଦୁର୍ଗା ପୂଜା କମିଟି ପକ୍ଷରୁ ପ୍ରଥମ କରି ପୂଜା ଆରମ୍ଭ…

ଧରାବତରଣ କରିଛନ୍ତି ଜଗତଜନନୀ ମା ଦୁର୍ଗା, ଉତ୍ସବ ମୁଖର ପୁରୀ ସହର

ପୁରୀ: ଧରାଵତରଣ କରିଛନ୍ତି ଜଗତଜନନୀ ମା ଦୁର୍ଗା । ଭକ୍ତଙ୍କ ଗହଣରେ ଚାଲିଛି ମା ଙ୍କ ପୂଜାର୍ଚନା । ଚଣ୍ଡୀପାଠ ଓ ମନ୍ତ୍ରଧ୍ଵନି ମଧ୍ୟରେ ବିଭିନ୍ନ ପୀଠ ପରିସରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ମାଙ୍କ ଆଗମନରେ ଉଲ୍ଲସିତ ହୋଇଛି ଭକ୍ତପ୍ରାଣ । ମହାଷ୍ଟମୀ ଉପବାସ କରି ମହିଳାମାନେ…

ନିଆରା ପୂଜା: ମୁଣ୍ଡରେ ଝୁଣାଦାନୀ ରଖି ଝୁଣାପାଠ କଲେ ପୂର୍ଣ୍ଣ ହୁଏ ମନସ୍କାମନା

ଭଦ୍ରକ: ସବୁଠି ଚାଲିଛି ମା'ଙ୍କର ନବରାତ୍ର ପୂଜା । ପୀଠରେ ନବମୀ ଓ ମଣ୍ଡପରେ ଚାଲିଛି ଅଷ୍ଟମୀ ପୂଜା । ଦୁର୍ଗା ପୂଜା ଅବସରରେ ଭଦ୍ରକ ସହରର ସ୍ଥିତ ସନ୍ଥିଆ ଓ ନୀଳକଣ୍ଠପୁର ଠାରେ ଏକ ନିଆରା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ମା' ଦୂର୍ଗାଙ୍କ…

ଅଜବ ପରମ୍ପରା, ଭଗବାନଙ୍କୁ ଅର୍ପଣ କରାଯାଏ ମଦ: ଜିଲ୍ଲା ପ୍ରଶାସନ ବି କରୁଛି ଅନୁସରଣ…

ଉଜୈନ୍ : ରାଜା ବିକ୍ରମଦିତ୍ୟଙ୍କ ସମୟରେ ଆରମ୍ଭ ହୋଇଥିବା ଏହି ପରମ୍ପରାକୁ ଆଜି ମଧ୍ୟ ଜିଲ୍ଲା ପ୍ରଶାସନ ଅନୁସରଣ କରୁଛି। ବିଶ୍ବାସ କରାଯାଏ,  ଯେ ମହାମାୟା ଏବଂ ଦେବୀ ମହାଲୟା ମନ୍ଦିରରେ ମାତା ଦେବୀଙ୍କୁ ମଦ ଅର୍ପଣ କରି ସହରରେ ମହାମାରୀ ବିସ୍ତାରକୁ ଏଡାଯାଇପାରିବ। ପ୍ରାୟ ୨୭ କିଲୋମିଟର…

ନବଦୁର୍ଗା: ନବରାତ୍ରିର ଅଷ୍ଟମୀ ତିଥିରେ ମହାଗୌରୀଙ୍କୁ ଆରାଧନା: କଣ ରହିଛି ପୂଜା ବିଧି, ଆସନ୍ତୁ ଜାଣିବା …

ନୂଆଦିଲ୍ଲୀ : ନବରାତ୍ରିର ଅଷ୍ଟମୀ ତିଥିରେ ମା’ ମହାଗୌରୀଙ୍କୁ ଆରାଧନା କରାଯାଏ  ।  ଭଗବାନ ଶିବଙ୍କ ପାଇଁ ମା’ ମହାଗୌରୀ ଏହି କଠୋର ପୂଜା କରିଥିଲେ ।  ଯେଉଁଥିପାଇଁ ତାଙ୍କ ଶରୀର କଳା ପଡିଯାଇଥିଲା। କିନ୍ତୁ ଯେତେବେଳେ ଭଗବାନ ଶିବ ତାଙ୍କୁ ଦର୍ଶନ ଦେଇଥିଲେ , ସେତେବେଳେ  ଶିବଙ୍କ କୃପାରୁ ମା’…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଚୈତ୍ର ମାସର ପର୍ବପର୍ବାଣୀ (୨)

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ବାର ମାସରେ ହେଉଥିବା ପର୍ବପର୍ବାଣୀ ବିଷୟରେ ଆଲୋଚନା ସରିବା ପରେ ଆଜି ଆମେ ଆଲୋଚନା କରିବା ଚୈତ୍ର ଶୁକ୍ଳ ନବମୀଠାରୁ ବୈଶାଖ କୃଷ୍ଣ ଦ୍ଵିତୀୟା ଦିନ…

୮୦ ବର୍ଷରେ ପଦାର୍ପଣ କଲା ସୋହେଲା ଦୂର୍ଗା ପୂଜା

ବରଗଡ: ପାର୍ବଣର ଆରମ୍ଭରେ ପୁଲକିତ ଧରଣୀ ରାଣୀ । ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗତଜନନୀ ମା' ଦୁର୍ଗା । ମା'ଙ୍କ ଆଗମନରେ ଗାଁ ଠୁ ସହର ଚାରିଆଡେ ଉତ୍ସବର ମାହୋଲ । ଏହି ପରିପ୍ରେକ୍ଷୀରେ ବରଗଡ ଜିଲ୍ଲାର ସୋହେଲାରେ ନବରାତ୍ରୀରୁ ଆରମ୍ଭ ହୋଇଛି ଦୁର୍ଗା ପୂଜା । ଦେବୀ ମା'ଙ୍କ ପୂଜା ସହ ରାମଳୀଲା…

ମା’ ସୁରେଶ୍ୱରୀଙ୍କ ଜୟ ଦୁର୍ଗା ବେଶ

ସୋନପୁର: ଧରାବତରଣ କଲେ ମହାମାୟା । ଆଜି ମଣ୍ଡପରେ ମା’ଙ୍କ ସପ୍ତମୀ ଓ ପିଠରେ ଅଷ୍ଟମୀ ପୂଜା ଚାଲିଛି । ସେହିପରି ଭାବରେ ସୁବର୍ଣ୍ଣପୁର ଜିଲ୍ଲାର ଇଷ୍ଟ ଦେବୀ ମା’ ସୁରେଶ୍ୱରୀ ଆଜି ଅଷ୍ଟମୀ ତିଥିରେ ଜୟ ଦୁର୍ଗା ବେଶରେ ଶ୍ରଦ୍ଧାଳୁ ମନଙ୍କୁ ଦର୍ଶନ ଦେଉଛନ୍ତି । ଭୋର ସକାଳୁ ସକାଳୁ ଭକ୍ତଙ୍କ ବେଶ…

ନବଦୁର୍ଗା: ମା’ କାଳରାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମହାମାୟା

ଭୁବନେଶ୍ଵର: ଅପେକ୍ଷାର ଅନ୍ତ ଘଟିଛି । ଧରାବତରଣ କରିଛନ୍ତି ଦଶଭୁଜା ମା' ଦୁର୍ଗା । ଆଧ୍ୟାତ୍ମିକତାର ମହକରେ ମହକୁଛି ପରିବେଶ । ଚାରିଆଡ଼େ ପାର୍ବଣର ପୁଲକ। ଆଜି ଶକ୍ତିପୀଠରେ ଅଷ୍ଟମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ଆଜି ସପ୍ତମୀ ପୂଜା କରାଯାଉଛି । ପୂଜକ ବେଳଗଛ ମୂଳେ ପୂଜା କରିବା ପରେ…

ବାଲୁକାକଳାରେ ମା’ ଦୁର୍ଗା, ଗଗନାୟାନର ସଫଳତା କାମନା କଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆରମ୍ଭ ହୋଇଛି ନବରାତ୍ରୀ ପୂଜା। ମା’ଙ୍କ ଆଗମନକୁ ନେଇ ଚଳଚଞ୍ଚଳ ପୁରପଲ୍ଲୀ। ପବିତ୍ର ଦୁର୍ଗାପୂଜା ଅବସରରେ ନିଆରା ଢଙ୍ଗରେ ସମସ୍ତଙ୍କୁ ଶୁଭେଚ୍ଛା ଦେଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ମା’ ଦୁର୍ଗାଙ୍କ…