Latest Odisha News

BREAKING NEWS

Browsing Category

ପର୍ବପର୍ବାଣୀ

ମା’ କୁଷ୍ମାଣ୍ଡା

ନବରାତ୍ରର ନବସ୍ୱରୂପର ଚତୁର୍ଥ ରୂପ ‘ମା' କୁଷ୍ମାଣ୍ଡା' ଶାରଦୀୟ ନବରାତ୍ରର ଚତୁର୍ଥ ଦିନ ମା’ କୁଷ୍ମାଣ୍ଡାଙ୍କ ଆରାଧନା କରାଯାଏ । ନିଜଉଦରରୁ ମା' ଏହି ବ୍ରହ୍ମାଣ୍ଡକୁ ସୃଷ୍ଟି କରିଥିବା କାରଣରୁ ତାଙ୍କ ନାମ କୁଷ୍ମାଣ୍ଡା ଭାବରେ ଅଭିହିତ । ମା’ କୁଷ୍ମାଣ୍ଡା ହେଉଛନ୍ତି ତେଜ ଏବଂ ପ୍ରତାପର…

ବ୍ରହ୍ମପୁରର ସମସ୍ତ ପୂଜା ମଣ୍ଡପରେ ଲାଗିବ ବିଦ୍ୟୁତ୍‌ ମିଟର୍‌

ବ୍ରହ୍ମପୁର:ବ୍ରହ୍ମପୁର ସହରରେ ଚଳିତ ବର୍ଷ ୪୦ଟି ମଣ୍ଡପରେ ଦୁର୍ଗା ପୂଜା ଆୟୋଜନ ହେବ । ଏନେଇ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା। ଉପଜିଲାପାଳ ଭି.କିର୍ତ୍ତି ଭାସନ ଅଧ୍ୟକ୍ଷତା କରିଥିଲେ । ବୈଠକରେ…

ଆଜି ଷଠି ଓଷା: ଭିନ୍ନ ଏକ ଓଡ଼ିଆ ପରମ୍ପରା

ଭୁବନେଶ୍ୱର: ଆଜି ଷଷ୍ଠୀ ଓଷା ବା ଷଠି ଓଷା। ଷଷ୍ଠୀ ଓଷା ଓଡ଼ିଶାରେ ପାଳିତ ଏକ ପାରମ୍ପାରିକ ଓଷା। ଷଷ୍ଠୀ ଓଷାକୁ ଯାଜପୁର ଅଞ୍ଚଳରେ ନେଙ୍କୁଡ଼ିଆ ଷଠି ବୋଲି କୁହନ୍ତି। ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ (ଗଣେଶ ପୂଜାର ଦୁଇ ଦିନ ପରେ) ଷଠି ଓଷା ପାଳନ ହୁଏ। ଷଠି ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ…

ବିଶେଷତାରେ ବିଘ୍ନରାଜ

ପ୍ରିୟ କୁନି ପିଲାମାନେ ଆଜି ହେଉଛି ଗଣେଶ ପୂଜା । ତୁମେମାନେ ତ ଆଜି ପୂଜା କରିବ। ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ । ଏହାର ଅର୍ଥ ଆମେ କୌଣସି ଦେବାଦେବୀଙ୍କ ପୂଜା କରିବା ଆଗରୁ ପ୍ରଥମେ ଗଣେଶଙ୍କର ପୂଜା କରୁ। କାରଣ ଗଣେଶ ବିଘ୍ନବିନାଶକ ଭାବରେ ସବୁ ଅସୁବିଧାର ସମାଧନ କରିଥାନ୍ତି। ପିଲାମାନେ…

ଗୁଜୁରାଟର ଅଡାଲଜ୍ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା

ଅହମଦାବାଦ: ଗୁଜୁରାଟର ଅଡାଲଜ୍ ଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି। କୋଭିଡ଼ ବାଧକତା ଯୋଗୁଁ ଗତ ଦୁଇ ବର୍ଷ ହେଲା ରଥଯାତ୍ରା ଉତ୍ସବ କେବଳ ସାଙ୍କେତିକ ଢଙ୍ଗରେ ପାଳନ କରାଯାଉଥିଲା। ଚଳିତ ବର୍ଷ କଟକଣା ଲାଘବ କରାଯାଇଥିବାରୁ ଭକ୍ତ ମାନଙ୍କ…

ଦିଲ୍ଲୀରେ ଭକ୍ତ-ଭଗବାନ ମିଳନ; ହଜ୍ ଖାସରେ ରଥଯାତ୍ରା

ନୂଆଦିଲ୍ଲୀ: ହଜ୍ ଖାସ ଭିଲେଜ୍ ସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ଜଗନ୍ନାଥ ମନ୍ଦିରଠାରେ ୪୪ତମ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି। କୋଭିଡ୍ ବାଧକତା ଯୋଗୁଁ ଗତ ଦୁଇ ବର୍ଷ ହେଲା ସାଙ୍କେତିକ ଢଙ୍ଗରେ ପାଳନ କରାଯାଉଥିଲା। ଚଳିତ ବର୍ଷ କଟକଣା ଲାଘବ କରାଯାଇଥିବାରୁ ଭକ୍ତଙ୍କ…

ଆଜି ପବିତ୍ର ଅକ୍ଷୟ ତୃତୀୟା:ଅଖିମୁଠି ଅନୁକୂଳ କରିବ ଚଷା ପୁଅ

 ପୁରୀ : ଆଜି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ । ଏହି ଦିନ ଚାଷୀ ଅଖିମୁଠି ଅନୁକୂଳ କରିଥାନ୍ତି । ତେଣୁ ଏହାକୁ କୃଷିଭିତ୍ତିକ ପର୍ବ ବା କୃଷକଙ୍କ ପର୍ବ ବୋଲି କୁହାଯାଏ । ଚାଷୀ ଆଜି ନିଜ ବିଲରେ ଅଖିମୁଠି ବିହନ ବୁଣି ମାଆ ଲକ୍ଷ୍ମୀ…

ଏକତାର ପର୍ବ ରଙ୍ଗ ମହୋତ୍ସବ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଧରାପୃଷ୍ଠକୁ ଋତୁରାଜ ବସନ୍ତର ଆଗମନ । ନୂତନ ଶିହରଣ ଜଗାଇ ପାରିବା ଭଳି ଶକ୍ତିରେ ଶକ୍ତିମନ୍ତ ବସନ୍ତ । ମୃଦୁ ମଳୟ , ଦୂର ଦିଗନ୍ତରେ ନାଲି ନେଳି କିଶଳୟ ହସ, ସୋରିଷ ଫୁଲର ଲହଡ଼ି, ସୁମନ ସୁରଭିତ ବାସ୍ନା ଦିଗ ଚହଟାଇ ପ୍ରକୃତିର ଜୟ ଗାନ କରୁଥିବା ବେଳେ…

ନିଆରା ପରମ୍ପରା, ହୋଲିରେ ଗଧ ଉପରେ ବସନ୍ତି ନବବିବାହିତ ଜ୍ୱାଇଁ ପୁଅ

ଭୁବନେଶ୍ୱର: ଶୀତ ଋତୁର ଅନ୍ତ ଓ ଗ୍ରୀଷ୍ଣ ଋତୁର ପ୍ରାରମ୍ଭରେ ପଡିଥାଏ ହୋଲି ପର୍ବ । ଭାରତର କୋଟିକୋଟି ହିନ୍ଦୁଧର୍ମୀ ଏହି ଦିନ ପରସ୍ପର ଦେହରେ ରଙ୍ଗ ବୋଳି ନିଜ ପରମ୍ପରାକୁ ବଜାୟ ରଖିଆସିଛନ୍ତି । ତେବେ ରାଜ୍ୟକୁ ରାଜ୍ୟ ଓ ଜିଲ୍ଲାକୁ ଜିଲ୍ଲା ହୋଲି ପର୍ବ ପାଳନ କରିବା ନେଇ ଭିନ୍ନଭିନ୍ନ…

ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କୁ ପୂଜା କଲେ ମିଳେ କୋଟି ପୂଣ୍ୟ

ବାରିପଦା: ହିନ୍ଦୁ ପରମ୍ପରା ସଂସ୍କୃତି ଅବର୍ଣ୍ଣନୀୟ। ସେଥି ମଧ୍ୟରେ ଓଡିଶାରେ ୧୨ ମାସରେ ୧୩ ଯାତ୍ରା ସତେ ଅନେକ ସୁନ୍ଦର। ସେହି ଆଧାରରେ ସୂର୍ୟ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର, ସୂର୍ୟ୍ୟ ଦେବତାଙ୍କ ରଥାରୁଢ ପ୍ରତିମୂର୍ତ୍ତିକୁ ଶାମ୍ବଦଶମୀ ଅବସରରେ ପୁଜା କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ।…