Latest Odisha News

BREAKING NEWS

Browsing Category

ରଥ ପଥ ଜଗନ୍ନାଥ

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୭  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ସତ୍ୱତ ଶ୍ରୀଜଗନ୍ନାଥ ସନାତନ ବୈଦିକ ଧର୍ମଧାରାରେ ରହିଥିବା ସୂକ୍ଷ୍ମ ଭକ୍ତି ତତ୍ୱ ହେଉଛି "ଏକାର୍ଣ୍ଣବ ଭକ୍ତି ଧର୍ମ ତତ୍ୱ ". ଏହି ତତ୍ୱ ଯାଦବ ସାତ୍ୱତ ବଂଶୀୟ କ୍ଷତ୍ରୀୟ ପୁରୁଷ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୬ ଜୟ ଜଗନ୍ନାଥ , ଓଁ ନମୋ ଭଗବତେ ବାସୁଦେବାୟ । ଭକ୍ତ ପ୍ରାଣ ଶ୍ରୀଜଗନ୍ନାଥ,ଏହା ସାର୍ବଜନ ବିଦିତ । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ସେ ଭକ୍ତଟିକିଏ ? ଯିଏକି ପ୍ରଭୁଙ୍କର ଏତେ ପ୍ରିୟ ହୋଇପାରେ ! ଏମିତି ଵି ଚିନ୍ତା କରାଯାଇ ପାରେ ପ୍ରକୃତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୫ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦେବାଧିଦେବ ହେଉଛନ୍ତି ଶ୍ରୀ ଜଗନ୍ନାଥ । ଓଡ଼ିଶାର ଧର୍ମ, ଦର୍ଶନ, ସଂସ୍କୃତି, ପରମ୍ପରା, ପ୍ରତ୍ୟେକ ଜାଗାରେ ଶ୍ରୀ ଜଗନ୍ନାଥ ଚେତନାର ଝଲକ ଦେଖିବାକୁ ମିଳେ । କାରଣ ଆମ ସଂସ୍କୃତି,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୪  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ବିଶ୍ଵମୂର୍ତ୍ତି ଶ୍ରୀଜଗନ୍ନାଥ ସର୍ବ ତତ୍ୱ, ସର୍ବ ଦର୍ଶନ, ସର୍ବ ପରମ୍ପରା ତଥା ସର୍ବ ସମ୍ପ୍ରଦାୟର ଆରାଧ୍ୟ ଶ୍ରୀଜଗନ୍ନାଥ । କେବଳ ମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଦେଲେ,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୩  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୁଇଟି ବିଶେଷ ଗୁଣ ହେଲା ଭକ୍ତଙ୍କୁ ଅଖଣ୍ଡ ଆନନ୍ଦ ଦାନ ଏବଂ ସର୍ବ ଦୁଃଖ ଖଣ୍ଡନ । ସେଥିପାଇଁ ସ୍କନ୍ଦ ପୁରାଣ କହେ "ଖଣ୍ଡନାତ ସର୍ବ ଦୁଃଖl ନାମ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ସଚ୍ଚିଦାନନ୍ଦ ଶ୍ରୀ ଜଗନ୍ନାଥ. ସ୍ୱୟଂ ସତ, ଚିତ୍ତ, ଆନନ୍ଦ ସ୍ୱରୂପ ଶ୍ରୀଜଗନ୍ନାଥ ହେଉଛନ୍ତି ତତ୍ତ୍ୱତଃ ଅନନ୍ତ, ଅନାଦି, ଆଦିମୂଳ, ସେ ବି ଲୀଳାମୟ, ରହସ୍ୟମୟ ଓ ଗୁଢତତ୍ତ୍ୱମୟ. ସେ…

ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କର କାର୍ତ୍ତିକ ବେଶ ସମୂହ

ଲୋପାମୁଦ୍ରା ପରିଡା  ରାଧାଦାମୋଦର ବେଶ ଆଶ୍ବିନ ଶୁକ୍ଲ ଏକାଦଶୀଠାରୁ ଯେ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ଯନ୍ତ ମହାପ୍ରଭୁଙ୍କର ଏହି ଅପୂର୍ବ ସୁନ୍ଦର ବେଶ ଲାଗି ହୋଇଥାନ୍ତି । ଏହାକୁ ଚୈତନ୍ଯ ମହାପ୍ରଭୁ ,ଗୌଡମାଧ୍ବ ବୈଷ୍ଣବ ଗୋଷ୍ଠୀ ପ୍ରବର୍ତ୍ତନ କରାଇଥିଲେ ବୋଲି କିମ୍ବଦନ୍ତୀ ରୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପ୍ରାଣ ହିଁ ଜଗନ୍ନାଥ। ବିଭିନ୍ନ ପ୍ରକାର ଶରୀର (ଦେହ )ମାନଙ୍କ ମଧ୍ୟରେ ଆତ୍ମା ନିତ୍ୟ ବସ୍ତୁ ହିସାବରେ ବିରାଜମାନ କରିଥାଏ । ଏହି ପ୍ରାଣ (ଆତ୍ମା), ଆମର ଜଡ଼ ଦେହକୁ ଜୀବନ ପ୍ରଦାନ କରି…

 ଅନୁଭୂତିରେ ଶ୍ରୀଜଗନ୍ନାଥ : ବିଷ୍ଣୁପ୍ରିୟା ହୋତା

କୃପାବାରିଧି ଜୀବନରେ ଏମିତି ବି କିଛି ଅନୁଭୂତି ଅଛି ଯାହା ଅକଳ୍ପନୀୟ, ଅବର୍ଣ୍ଣନୀୟ ଶବ୍ଦାତୀତ କେବଳ ଅନୁଭୂତିର କଥା। ଏ ଅନୁଭୂତି କୃପାପାରାବାର , କରୁଣା ସାଗର, ଜଗତର ନାଥ ,ପତିତପାବନ ଜଗନ୍ନାଥଙ୍କୁ ନେଇ। ୧୯୯୨ ମସିହାର କଥା, ଆମେ ସେତେବେଳେ କେନ୍ଦୁଝରରେ ଥାଉ। ପୁରୋହିତ ବାବୁଙ୍କର…

ଅନୁଭୂତିରେ ଶ୍ରୀଜଗନ୍ନାଥ : ନିବେଦିତା ନନ୍ଦ

ଦର୍ଶନାନୁଭୂତି  ସେ ଅନାଥର ନାଥ, ସେ ଅଗତିର ଗତି।ତାଙ୍କ ଇଚ୍ଛା ବିନା ପତ୍ର ଟିଏ ହଲେନି ଏ ସଂସାରରେ। ମୁଁ ବା କି ଛାର ମଣିଷ ଲେଖିବି ତାଙ୍କ ଦର୍ଶନାନୁଭୂତି ! ସେ ନିଜେ ହିଁ ଚଳେଇନେବେ ମୋ କଲମ ବର୍ଣ୍ଣି ହେଇଯିବ ତାଙ୍କ ମହିମା। ଦୁଇ ହଜାର ସତର ମସିହା କଥା। ପୁଅ ବ୍ରତଘର ପଡିଲା ଅଣସର…