Latest Odisha News

BREAKING NEWS

Browsing Category

ରଥ ପଥ ଜଗନ୍ନାଥ

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୫ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦେବାଧିଦେବ ହେଉଛନ୍ତି ଶ୍ରୀ ଜଗନ୍ନାଥ । ଓଡ଼ିଶାର ଧର୍ମ, ଦର୍ଶନ, ସଂସ୍କୃତି, ପରମ୍ପରା, ପ୍ରତ୍ୟେକ ଜାଗାରେ ଶ୍ରୀ ଜଗନ୍ନାଥ ଚେତନାର ଝଲକ ଦେଖିବାକୁ ମିଳେ । କାରଣ ଆମ ସଂସ୍କୃତି,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୪  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ବିଶ୍ଵମୂର୍ତ୍ତି ଶ୍ରୀଜଗନ୍ନାଥ ସର୍ବ ତତ୍ୱ, ସର୍ବ ଦର୍ଶନ, ସର୍ବ ପରମ୍ପରା ତଥା ସର୍ବ ସମ୍ପ୍ରଦାୟର ଆରାଧ୍ୟ ଶ୍ରୀଜଗନ୍ନାଥ । କେବଳ ମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଦେଲେ,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୩  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୁଇଟି ବିଶେଷ ଗୁଣ ହେଲା ଭକ୍ତଙ୍କୁ ଅଖଣ୍ଡ ଆନନ୍ଦ ଦାନ ଏବଂ ସର୍ବ ଦୁଃଖ ଖଣ୍ଡନ । ସେଥିପାଇଁ ସ୍କନ୍ଦ ପୁରାଣ କହେ "ଖଣ୍ଡନାତ ସର୍ବ ଦୁଃଖl ନାମ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ସଚ୍ଚିଦାନନ୍ଦ ଶ୍ରୀ ଜଗନ୍ନାଥ. ସ୍ୱୟଂ ସତ, ଚିତ୍ତ, ଆନନ୍ଦ ସ୍ୱରୂପ ଶ୍ରୀଜଗନ୍ନାଥ ହେଉଛନ୍ତି ତତ୍ତ୍ୱତଃ ଅନନ୍ତ, ଅନାଦି, ଆଦିମୂଳ, ସେ ବି ଲୀଳାମୟ, ରହସ୍ୟମୟ ଓ ଗୁଢତତ୍ତ୍ୱମୟ. ସେ…

ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କର କାର୍ତ୍ତିକ ବେଶ ସମୂହ

ଲୋପାମୁଦ୍ରା ପରିଡା  ରାଧାଦାମୋଦର ବେଶ ଆଶ୍ବିନ ଶୁକ୍ଲ ଏକାଦଶୀଠାରୁ ଯେ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ଯନ୍ତ ମହାପ୍ରଭୁଙ୍କର ଏହି ଅପୂର୍ବ ସୁନ୍ଦର ବେଶ ଲାଗି ହୋଇଥାନ୍ତି । ଏହାକୁ ଚୈତନ୍ଯ ମହାପ୍ରଭୁ ,ଗୌଡମାଧ୍ବ ବୈଷ୍ଣବ ଗୋଷ୍ଠୀ ପ୍ରବର୍ତ୍ତନ କରାଇଥିଲେ ବୋଲି କିମ୍ବଦନ୍ତୀ ରୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପ୍ରାଣ ହିଁ ଜଗନ୍ନାଥ। ବିଭିନ୍ନ ପ୍ରକାର ଶରୀର (ଦେହ )ମାନଙ୍କ ମଧ୍ୟରେ ଆତ୍ମା ନିତ୍ୟ ବସ୍ତୁ ହିସାବରେ ବିରାଜମାନ କରିଥାଏ । ଏହି ପ୍ରାଣ (ଆତ୍ମା), ଆମର ଜଡ଼ ଦେହକୁ ଜୀବନ ପ୍ରଦାନ କରି…

 ଅନୁଭୂତିରେ ଶ୍ରୀଜଗନ୍ନାଥ : ବିଷ୍ଣୁପ୍ରିୟା ହୋତା

କୃପାବାରିଧି ଜୀବନରେ ଏମିତି ବି କିଛି ଅନୁଭୂତି ଅଛି ଯାହା ଅକଳ୍ପନୀୟ, ଅବର୍ଣ୍ଣନୀୟ ଶବ୍ଦାତୀତ କେବଳ ଅନୁଭୂତିର କଥା। ଏ ଅନୁଭୂତି କୃପାପାରାବାର , କରୁଣା ସାଗର, ଜଗତର ନାଥ ,ପତିତପାବନ ଜଗନ୍ନାଥଙ୍କୁ ନେଇ। ୧୯୯୨ ମସିହାର କଥା, ଆମେ ସେତେବେଳେ କେନ୍ଦୁଝରରେ ଥାଉ। ପୁରୋହିତ ବାବୁଙ୍କର…

ଅନୁଭୂତିରେ ଶ୍ରୀଜଗନ୍ନାଥ : ନିବେଦିତା ନନ୍ଦ

ଦର୍ଶନାନୁଭୂତି  ସେ ଅନାଥର ନାଥ, ସେ ଅଗତିର ଗତି।ତାଙ୍କ ଇଚ୍ଛା ବିନା ପତ୍ର ଟିଏ ହଲେନି ଏ ସଂସାରରେ। ମୁଁ ବା କି ଛାର ମଣିଷ ଲେଖିବି ତାଙ୍କ ଦର୍ଶନାନୁଭୂତି ! ସେ ନିଜେ ହିଁ ଚଳେଇନେବେ ମୋ କଲମ ବର୍ଣ୍ଣି ହେଇଯିବ ତାଙ୍କ ମହିମା। ଦୁଇ ହଜାର ସତର ମସିହା କଥା। ପୁଅ ବ୍ରତଘର ପଡିଲା ଅଣସର…

କରମାବାଈ ପ୍ରସଙ୍ଗ

ଶ୍ରୀକ୍ଷେତ୍ରକୁ ବିଭିନ୍ନ ସମୟରେ ଆସିଛନ୍ତି ବହୁ ସାଧୁ ସନ୍ଥ ପଣ୍ଡିତ କବି ଭକ୍ତ, ଏମିତି ଅନେକ ସମର୍ପିତ ଆତ୍ମା ଯେଉଁମାନେ ମହାପ୍ରଭୁଙ୍କ ମହିମାରେ ଆକର୍ଷିତ ହୋଇ ଏହିଠାରେ ଶେଷ ଜୀବନ କଟାଇଛନ୍ତି । ସେମାନଙ୍କୁ ନେଇ ସୃଷ୍ଟି ହୋଇଛି ଅଜସ୍ର ପ୍ରବାଦ, ପ୍ରହେଳିକା ଓ କିମ୍ବଦନ୍ତୀ । ଅନେକ ମନଗଢ଼ା,…

ଭୁବନେଶ୍ୱର ମ୍ୟୁଜିକ୍ ସିଜଲର୍ସ ପକ୍ଷରୁ ଭଜନ ସନ୍ଧ୍ୟା

ଭୁବନେଶ୍ୱର : ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅବସରରେ, ଭୁବନେଶ୍ୱର ମ୍ୟୁଜିକ୍ ସିଜଲର୍ସ ପକ୍ଷରୁ ଅନଲାଇନ ମାଧ୍ୟମରେ ଏକ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜଗନ୍ନାଥଙ୍କର ଦୁଇଟି ସୁନ୍ଦର ଭଜନ, 'ହେ କଳାଦିଅଁ', 'ଦୁନିଆ ଦୁଃଖ ବାହୁଡ଼ି ନିଅ' ପରିବେଷଣ କରାଯାଇଥିଲା। ଏହା ପରେ…