Latest Odisha News

BREAKING NEWS

Browsing Category

ହୋଲି

Holi

କରୋନା ପ୍ରଭାବ: ଫିକା ପଡିବକି ହୋଲି ରଙ୍ଗ ?

ଭୁବନେଶ୍ୱର: ସାରା ବିଶ୍ୱକୁ ଆତଙ୍କିତ କରି ରଖିଛି ମାରାତ୍ମକ କରୋନା ଭାଇରସ । ଚୀନରେ ସୃଷ୍ଟ ଏହି ଭାଇରସ ଏବେ ୩୯ ଟି ଦେଶକୁ ବ୍ୟାପି ସାରିଛି । ସାରାବିଶ୍ୱରେ ଏହାର ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପି ସାରିଥିବା ବେଳେ ଭାରତରେ ୪୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏଭଳି…

ମୋଗଲ ଶାସନ କାଳରେ ହୋଲି: କ’ଣ କହେ ଇତିହାସ ? ଜାଣନ୍ତୁ

ନୂଆଦିଲ୍ଲୀ: ହୋଲିକୁ ସାଧାରଣତଃ ହିନ୍ଦୁଙ୍କ ପର୍ବ ରୂପେ ଦେଖାଯାଏ । କିନ୍ତୁ ରଙ୍ଗର ଏହି ପର୍ବ କେବଳ ହିନ୍ଦୁ ନୁହେଁ ବରଂ ଇସଲାମ ଧର୍ମ ସହିତ ଜଡିତ ଲୋକମାନେ ମଧ୍ୟ ପାଳନ କରନ୍ତି ଏବଂ ଅନେକ ବର୍ଷରୁ ଏହା ହୋଇ ଆସୁଅଛି । ଐତିହାସିକଙ୍କ ଅନୁସାରେ, ମୋଗଲ ଶାସନ କାଳରେ ମଧ୍ୟ ସେମିତି ହୋଲି…

ଭାରତୀୟ ସଂସ୍କୃତିରେ ଦୋଳ ପୂର୍ଣ୍ଣିମା: କେଉଁଠି କିପରି ହୁଏ ହୋଲି ଖେଳ ଜାଣନ୍ତୁ

ନୂଆଦିଲ୍ଲୀ: ହୋଲି ହେଉଛି ରଙ୍ଗର ପର୍ବ । ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖରେ ହୋଲି ପର୍ବ ଅଛି । ଏହି ଦିନ ସମସ୍ତେ ପରସ୍ପରକୁ ରଙ୍ଗ ଲଗାନ୍ତି ଓ ଶୁଭେଚ୍ଛା ଜଣାନ୍ତିି । ସାଧାରଣତଃ ରଙ୍ଗ ଲଗାଇ ଓ ଶୁଭେଚ୍ଛା ଜଣାଇ ହୋଲି ପର୍ବ ପାଳନ କରାଯାଏ । କିନ୍ତୁ ଭାରତର କିଛି ସ୍ଥାନରେ ହୋଲି ଖେଳିବାର…

ହୋଲି ଖେଳିବେନି ରାଜ୍ୟପାଳ ଗଣେଶୀ ଲାଲ

ଭୁବନେଶ୍ୱର: ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଚଳିତ ବର୍ଷ ହୋଲି ଖେଳିବେ ନାହିଁ । କରୋନା ଭାଇରସ(କୋଭିଡ-୧୯) ସଂକ୍ରମଣକୁ ନେଇ ସତର୍କତା ଅବଲମ୍ବନ ସ୍ୱରୂପ ହୋଲି ପାଳିବେନି ରାଜ୍ୟପାଳ । ସେ କୌଣସି ହୋଲି ମିଳନ ପର୍ବରେ ଭାଗ ନେବେ ନାହିଁ । ସେ ଭାଇରସର ସଂକ୍ରମଣରୁ ବଂଚିବା ପାଇଁ…