Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

ଉଦଘାଟିତ ହେଲା ସୋମା ବାଗଚୀଙ୍କର ଏକକ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର : ବ୍ରହ୍ମେଶ୍ୱର ପାଟଣା ସ୍ଥିତ ସୁଭଦ୍ରା ଆର୍ଟ ଗ୍ୟାଲେରୀରେ ଶିଳ୍ପୀ ସୋମା ଏମ. ବାଗଚୀଙ୍କର ଏକ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। । ଲୋକସଭା ଆୟୋଗର ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ତ୍ୱରିତ ବରଣ…

ତ୍ରୟୋଦଶ ସୂର୍ଯ୍ୟକ୍ଷେତ୍ର ପ୍ରତିଭା ସମ୍ମାନ ସମାରୋହ ଓ ବାର୍ଷିକ ଉତ୍ସବ

ଭୁବନେଶ୍ୱର : ସାମାଜିକ ତଥା ଦାତବ୍ୟ ଅନୁଷ୍ଠାନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସମ୍ମାନ ପ୍ରଦାନ ପର୍ବ ଓ ତ୍ରୟୋଦଶ ବାର୍ଷିକ ଉତ୍ସବ , ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ୱରର ଲାଏନ୍ସ କ୍ଲବର ସହଯୋଗରେ ଦୁଇ ଜଣ…

ଗୀତରେ ଗୀତରେ ଗାଁ ସ୍ମୃତିକୁ ମନେ ପକାଇଲେ ଶ୍ରୋତା

ଭୁବନେଶ୍ବର : ‘ସମାଜ ଓ ସଂସ୍କୃତି’ ଅନୁଷ୍ଠାନର ସପ୍ତଦଶ ବାର୍ଷିକ ଉତ୍ସବ ଅବସରରେ ସ୍ଥାନୀୟ ରବୀନ୍ଦ୍ର ମଣ୍ତପଠାରେ ଏକ ସ୍ବତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ 'ଏଇ ଆମରି ଗାଁ' ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଗାଁ ଜୀବନ, ଗାଁ ଅନୁଭୂତି ଓ ଗାଁ ପରିବେଶକୁ ନେଇ ବିଭିନ୍ନ ସମୟରେ ସୃଷ୍ଟି…

ଢୋଲ ମାଦଲର ତାଳରେ ଆୟୋଜିତ ହେଲା ‘ରଙ୍ଗବତୀ ଉତ୍ସବ’

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଦୁଇଦିନ ଧରି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ 'ରଙ୍ଗବତୀ' ଉତ୍ସବ ଆୟୋଜିତ ହୋଇ ଯାଇଛି। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶିଳ୍ପୀମାନେ ଏହି ଉତ୍ସବରେ ଭାଗ ନେଇ ନୃତ୍ୟ…

ମଞ୍ଚସ୍ଥ ହେବ ‘ଚତୁରା କାହାର’

ଭୁବନେଶ୍ୱର : ନାଟ୍ୟ ସଂସ୍ଥା "ମୁକ୍ତି" ପକ୍ଷରୁ ଏକ ହାସ୍ୟରସାତ୍ମକ ନାଟକ "ଚତୁରା କାହାର " ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଡିସେମ୍ବର ୨ ଓ ୩ ସନ୍ଧ୍ୟାରେ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି। କାର୍ଲୋ ଗୋଲଦୋନିଙ୍କ ରଚିତ ଏହି ନାଟକକୁ ଶକ୍ତି ମହାନ୍ତି ଓଡ଼ିଆରେ ଅନୁବାଦ କରିଛନ୍ତି ଏବଂ…

ଗୁରୁ ଖଗେଶ୍ୱର ମାର୍ଥା ଓ ସାଥୀଙ୍କ ଦ୍ୱାରା ପାଲା ପରିବେଷିତ

ଭୁବନେଶ୍ୱର : ଭାରତୀୟ ବିଦ୍ୟା ଭବନ ଏବଂ ଇମ୍ଫୋସିସ ଫାଉଣ୍ଡେସନର ମିଳିତ ସହଯୋଗରେ ବାଣୀଶ୍ରୀ କଳା ନିକେତନର ଗାୟକ ରତ୍ନ ଗୁରୁ ଖଗେଶ୍ୱର ମାର୍ଥା ଏବଂ ସାଥୀଙ୍କ ଦ୍ୱାରା ପାଲା ପରିବେଷିତ ହୋଇଯାଇଛି। ' ପାଲା ' ଓଡ଼ିଶାର ଜନଜୀବନ , ସଂସ୍କୃତି ଏବଂ ସାହିତ୍ୟ ଚେତନାର ବାର୍ତ୍ତାବହ। ଗାୟନ ,…

ଷଷ୍ଠ ଗୁରୁ ଦେବ ପ୍ରସାଦ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ଗୁରୁ ଦେବ ପ୍ରସାଦ ଦାସ ଫାଉଣ୍ଡେସନ୍ ଆନୁକୁଲ୍ୟରେ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ସ୍ବର୍ଗତଃ ଦେବପ୍ରସାଦ ଦାସଙ୍କ ୮୯ତମ ଜନ୍ମଦିନ ଅବସରରେ ଷଷ୍ଠ ଗୁରୁ ଦେବ ପ୍ରସାଦ ଦାସ ନୃତ୍ୟ ଉତ୍ସବ, ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…

ରାଜ୍ୟ ଅଭିଲେଖାଗାରର ୫୬ତମ ସଂସ୍କୃତି ଚର୍ଚ୍ଚା ସମାରୋହ

ଭୁବନେଶ୍ୱର : ରାଜ୍ୟ ଅଭିଲେଖାଗାରର ୫୭ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଜୟ କୁମାର ନାୟକ , ରାମକୃଷ୍ଣ ସାହୁ, ଶେଖ ସୋଲେମାନ ଅଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ। ଆମ ରାଜ୍ୟର ସାହିତ୍ୟ ,ସଂସ୍କୃତି , କଳା କାରିଗରୀ, ହସ୍ତତନ୍ତ ପ୍ରଭୃତି ଓଡ଼ିଆ…

ରାଜ୍ୟ ସ୍ତରୀୟ ଗୀତିନାଟ୍ୟର ପ୍ରଥମ ସନ୍ଧ୍ୟାରେ ‘କର୍ଣ୍ଣ ବଧ’

ଭୁବନେଶ୍ୱର : ସୁପ୍ରସିଦ୍ଧ ନାଟ୍ୟକାର ତଥା ଗଣକବି ବୈଷ୍ଣବ ପାଣିଙ୍କ ୧୩୯ ତମ ଜୟନ୍ତୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅକ୍ଟୋବର ୨୭ ଓ ୨୮ ରେ ଗୀତିନାଟ୍ୟ ମହୋତ୍ସବର ଆୟୋଜନ କରାଯାଇଛି । ଏହି ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ମାହାଙ୍ଗା…

ଓଡ଼ିଶା ଶିଳ୍ପୀ ମହାସଙ୍ଘ ପକ୍ଷରୁ ବୟନ ଶିଳ୍ପ ମନ୍ତ୍ରାଳୟର ସଚିବଙ୍କୁ ଦାବିପତ୍ର

ଭୁବନେଶ୍ୱର : ଓଡ଼ିଶା ଶିଳ୍ପୀ ମହାସଙ୍ଘ ପକ୍ଷରୁ, ସୁଦର୍ଶନ ଆର୍ଟ ଆଣ୍ଡ କ୍ରାଫ୍ଟ ଭିଲେଜ ପରିସରରେ ଭୁବନେଶ୍ୱର ଗସ୍ତରେ ଆସିଥିବା କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରାଳୟର ସଚିବ ଉପେନ୍ଦ୍ର ପ୍ରସାଦ ସିଂହଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଭୁବନେଶ୍ୱର ରିଜିଓନାଲ ଟେକ୍ସାଟାଇଲ କମିଟିର…