Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଦିନ କେଇଟା ପରେ ହୋଇଥାଆନ୍ତା ବାହାଘର; କରୋନା ନେଇଗଲା ଜୀବନ !

ବାରିପଦା: କରୋନା ଆକ୍ରାନ୍ତ ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ଜଣେ ଓଡ଼ିଆ ପ୍ରବାସୀଙ୍କର ହରିୟାଣାରେ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଡିହିରକୁଲା ଗ୍ରାମର ସୁଶାନ୍ତ । ଅଧିକ ପଢନ୍ତୁ - ଓଡିଶାରେ ଆଉ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ୍ ସଂଖ୍ୟା ୩…

ଓଡିଶାର ୧୨ ଅଗ୍ନିଶମ କର୍ମଚାରୀ କରୋନା ପଜିଟିଭ, ସୂଚନା ଦେଲେ ଡିଜି

ଭୁବନେଶ୍ୱର: ରାଜ୍ୟରେ କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଅଗ୍ନିଶମ ବିଭାଗର ୧୨ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯେଉଁମାନେକି ନିକଟ ଅତୀତରେ ବାତ୍ୟା ଅମ୍ଫାନ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗକୁ ପୁନଃରୁଦ୍ଧାର ଲାଗି ଯାଇଥିଲେ । ଏନେଇ ମଙ୍ଗଳବାର…

ଆଜ୍ଞା, ଈଶ୍ୱରଙ୍କୁ ଦେଖିଛନ୍ତି କି?

ଈଶ୍ୱରଙ୍କ ମହିମା ଏବଂ ଲୀଳାଗୁଡିକୁ ବିଭିନ୍ନ ଶାସ୍ତ୍ର ପୁରାଣ, ଗୀତା, ଭାଗବତ, ପ୍ରବଚନ ଅବା ଅନେକ ଭକ୍ତଙ୍କ ଦିବ୍ୟାନୁଭୂତିକୁ ଶ୍ରବଣ କରିସାରିବା ପରେ ଆଧ୍ୟାତ୍ମିକ ଦୁନିଆରେ ପାଦ ଥାପୁଥିବା ଅବା ଏ ଇଲାକାରେ ଅନେକ ଦିନ ହେଲା ଘୁରି ବୁଲୁଥିବା ଜିଜ୍ଞାସୁ ଜଣଙ୍କ ମନରେ ସ୍ୱାଭାବିକ ପ୍ରଶ୍ନଟିଏ…

ଓଡିଶାରେ ଆଉ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ୍ ସଂଖ୍ୟା ୩ ହଜାର ଟପିଲା

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୪୬ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୧୪୦ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭ହଜାର ଟପିଲା, ୨୪ ଘଣ୍ଟାରେ ୯୯୮୭ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ମଙ୍ଗଳବାର ଦିନ ୨,୬୬,୫୯୮ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନା ସଂକ୍ରମଣର ପ୍ରାୟ ୧,୨୯,୯୧୭ ସକ୍ରୀୟ ମାମଲା ରହିଥିବା ବେଳେ ପାଖାପାଖି…

ଆଉଜଣେ ଡାକ୍ତର, ନର୍ସ କରୋନା ପଜିଟିଭ୍ ଚିହ୍ନଟ !

ନୟାଗଡ଼: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର ଓ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉଭୟ ଡାକ୍ତର ଓ ନର୍ସ ଚିକିତ୍ସାଳୟରେ ସର୍ଜରୀ ୱାର୍ଡ଼ରେ କାର୍ଯ୍ୟ କରୁଥିଲେ । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ) ସୁଧାଂଶୁ ଷଡ଼ଙ୍ଗୀଙ୍କ ସୂଚନାନୁଯାୟୀ, ସର୍ଜରୀ…

କଟକରେ ୪୯ ଜଣ ଏନଡ଼ିଆରଏଫ ଯବାନଙ୍କ ସମେତ ୫୨ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ

କଟକ: କଟକ ମୁଣ୍ଡୁଳି ସ୍ଥିତ ଏନଡ଼ିଆରଏଫ କ୍ୟାମ୍ପର ୪୯ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି।  ୩ ଦିନ ତଳେ ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ଅମ୍ଫନ ବାତ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ କୋଲକାତା ଯାଇଥିଲା ଏନଡ଼ିଆରଏଫ ଟିମ୍ । ଏହାସହ ମୁଣ୍ଡଳୀ ଏନଡ଼ିଆରଏଫ…

ଜୁନ୍ ୮ରେ ପାଳିତ ହୋଇଥାଏ ‘ବିଶ୍ୱ ମହାସାଗର ଦିବସ’; ଜାଣନ୍ତୁ

ଭୁବନେଶ୍ୱର: ପ୍ରତ୍ୟେକ ବର୍ଷ ଜୁନ ୮ରେ 'ୱାର୍ଲଡ଼ ଓସେନ ଡେ' ଅଥବା 'ବିଶ୍ୱ ମହାସାଗର ଦିବସ' ପାଳନ କରାଯାଏ। ସାଧାରଣ ଲୋକଙ୍କୁ ସମୁଦ୍ର ଏବଂ ଏଥିରେ ବସବାସ କରୁଥିବା ଅଗଣିତ ଜୀବଜନ୍ତୁଙ୍କ ସୁରକ୍ଷା ଉପରେ ଅବଗତ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦେଶ୍ୟ ହୋଇଥାଏ। ସାମୁଦ୍ରିକ…

ସ୍ଥଗିତ ରହିଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର +୩ ଶେଷ ସେମିଷ୍ଟାର୍‌ ପରୀକ୍ଷା

ଭୁବନେଶ୍ୱର: ଛାତ୍ରୀ ମାନଙ୍କର ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର +୩ ଶେଷ ସେମିଷ୍ଟାର୍‌ ପରୀକ୍ଷାକୁ କର୍ତ୍ତୃପକ୍ଷ ସୋମବାର ଦିନ ଆସନ୍ତା ୧୫ ଦିନ ଲାଗି ସ୍ଥଗିତ ରଖିଛନ୍ତି । ପୂର୍ବରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜୁନ୍ ୨୫ ତାରିଖରେ ପରୀକ୍ଷା ଧାର୍ଯ୍ୟ ହେବା ନେଇ…

ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷା କେନ୍ଦ୍ରରେ ୨ କର୍ମଚାରୀଙ୍କୁ କରୋନା

ବାଲେଶ୍ୱର: ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷା କେନ୍ଦ୍ରର ଦୁଇ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଉଭୟଙ୍କୁ କୋଲକାତାରେ ସ୍ୱତନ୍ତ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତ ଚିହ୍ନଟ ପରେ ସଂସ୍ଥାରେ ଦିନକ ପାଇଁ ୱାର୍କ ଫ୍ରମ୍ ହୋମ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।…