Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା ଅପଡ଼େଟ୍‌: ଭାରତ, ଓଡ଼ିଶା ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସକାଳ ୬ଟା ସୁଦ୍ଧା ସମଗ୍ର ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪, ୦୭, ୩୪୦ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୧,୬୫, ୦୬୯ରେ ପହଞ୍ଚିଛି । ସମୁଦାୟଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୬,୨୫,୧୨୮ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି । ଭାରତରେ ୨୦ ତାରିଖ ସକାଳ ୬ଟା ସୁଦ୍ଧା ମୋଟ…

ଗୋଆ ଓ ମଣିପୁର ହେଲା କରୋନା ମୁକ୍ତ ରାଜ୍ୟ

ନୂଆଦିଲ୍ଲୀ: ଗୋଆ ଓ ମଣିପୁରରୁ ଆସିଲା ଖୁସି ଖବର । ଏହି ୨ ରାଜ୍ୟକୁ କରୋନା ମୁକ୍ତ ରାଜ୍ୟ ଭାବେ ଘୋଷଣା କରାଯାଇଛି । ଗୋଆରେ ୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ସମସ୍ତେ ସୁସ୍ଥ ହୋଇଥିବା ଜଣାପଡିଛି। ରବିବାର ଶେଷ କରୋନା ଆକ୍ରାନ୍ତଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ମୁଖ୍ୟମନ୍ତ୍ରୀ…

ଅନ୍‌ଲାଇନ୍‌ରେ ପାଠ ପଢ଼ିବେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଲକଡାଉନ୍‌ରେ ଖୋଲିଲା ବିଶ୍ୱବିଦ୍ୟାଳୟ । କରୋନାକୁ ଦୃଷ୍ଟିରେ ରଖି ସମସ୍ତ ବିଶ୍ୱବିଦ୍ୟାଳୟ ଗୁଡିକୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ । କରୋନା ପାଇଁ ପ୍ରତ୍ୟେକ୍ଷ ଭାବେ ଶିକ୍ଷାଦାନ ନକରିବାକୁ ପରାମର୍ଶ ଦେବା ସହ ଆବଶ୍ୟକ ପଡିଲେ ଅନଲାଇନରେ କ୍ଲାସ ପାଇଁ ନିର୍ଦ୍ଦେଶ ଦିଆଯାଇଛି…

ଭଦ୍ରକରେ ୮ଟି ପଜିଟିଭ କେସ: ରାଜ୍ୟର ଅନ୍ୟତମ କରୋନା ହଟସ୍ପଟ୍ !

ଭୁବନେଶ୍ୱର: ଭୁବନେଶ୍ୱର ପରେ ଭଦ୍ରକ ରାଜ୍ୟର ଅନ୍ୟତମ କରୋନା ହଟସ୍ପଟ୍ ଭାବେ ସାବ୍ୟସ୍ତ ହୋଇଛି । ଭୁବନେଶ୍ୱରର ୪୬ଟି ପଜିଟିଭ ଆକ୍ରାନ୍ତଙ୍କ ପରେ ଭଦ୍ରକରେ ୮ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଭଦ୍ରକରେ ରବିବାର ଦିନ ଘୋଷିତ ହୋଇଥିବା ୫ଟି କେସ୍ ମଧ୍ୟରୁ ଜିଲ୍ଲାର ବାସୁଦେବପୁରରେ ୩ଟି…

ମାଲକାନଗିରିରେ କୋହଳ ହେଲା କଟକଣା, ଜାଣନ୍ତୁ କେଉଁ କାମ ହେବ ସ୍ୱାଭାବିକ

ମାଲାକାନଗିରି: ମାଲକାନଗିରିରେ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ କଟକଣା କୋହଳ ହୋଇଛି । ଅଣସମ୍ବେଦନଶୀଳ କ୍ଷେତ୍ରକୁ ଗୁରୁତ୍ୱ ଦେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କୃଷି କାର‌୍ୟ୍ୟକ୍ରମ ସହ ଖୋଲିବ ସରକାରୀ ଅଫିସ। ନିର୍ମାଣ କାର‌୍ୟ୍ୟ ମଧ୍ୟ ଆରମ୍ଭ ହେବ । କୃଷିକାର‌୍ୟ୍ୟରେ ବିହନ,…

ରାଜ୍ୟରେ ଖୋଲିଲା ଆଉ ୫ କୋଭିଡ ହସ୍ପିଟାଲ

ଭୁବନେଶ୍ୱର: ରାଜ୍ୟରେ ଆଉ ୫ଟି ସ୍ଥାନରେ ଆଜି କୋଭିଡ ହସ୍ପିଟାଲ ଖୋଲିଛି । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନଗୁଳ, ବରଗଡ଼, ଜଗତସିଂହପୁର, ନବରଙ୍ଗପୁର ଓ ସୁନ୍ଦରଗଡ଼ ଆଦି ୫ଟି ଜିଲ୍ଲାର କୋଭିଡ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଏହି କାର‌୍ୟ୍ୟକ୍ରମରେ…

ବାଲେଶ୍ଵରରେ ୨ ବର୍ଷର ଶିଶୁ କନ୍ୟା କରୋନା ପଜିଟିଭ

ବାଲେଶ୍ଵର: ବାଲେଶ୍ଵରରେ କରୋନା ପଜିଟିଭ ବାହାରିଥିବା ୨ ଜଣଙ୍କ ମଧ୍ୟରେ ଜଣେ ଦୁଇ ବର୍ଷର ବାଳିକା ରହିଥିବା ନେଇ ପ୍ରଶାସନ ପକ୍ଷରୁ ସୋମବାର ପ୍ରକାଶ କରାଯାଇଛି। ସେ ନୀଳଗିରି ବ୍ଲକର ବ୍ରହ୍ମପୁର ଗାଁର ବାସିନ୍ଦା ଅଟନ୍ତି। ଅନ୍ୟ ଜଣେ ରୋଗୀଙ୍କୁ ୩୨ ବର୍ଷ ବୟସ୍କ ବୋଲି ସୂଚନା ଓ…

୭ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର: ଆଜି ସକାଳୁ ଚିହ୍ନଟ ହୋଇଥିବା ୭ କରୋନା ଆକ୍ରାନ୍ତଙ୍କ ଆସିଲା ତଥ୍ୟ । ଆକ୍ରାନ୍ତମାନେ କେତେ ବର୍ଷର ସେନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ୱେବସାଇଟରେ ତଥ୍ୟ ପ୍ରଦାନ କରାଯାଇଛି । Patient Details of #Covid19 #Odisha (Bhadrak) Case No: 62, 63, 64, 65 & 66…

ଭଦ୍ରକର ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ଯାଜପୁରର ୬ ଜଣ

ଯାଜପୁର: ଭଦ୍ରକରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁର ସଠିପୁର ଅଂଚଳର ୬ ଜଣ ସଂସ୍ପର୍ଶରେ ଆସିଛନ୍ତି । ଏନେଇ ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୂଚନା ମୁତାବକ କଲିକତାକୁ କିଛି ଲୋକ ମାରୁତି ଓମନି ଗାଡିରେ ଗତ ମାସ ୨୯ ତାରିଖରେ କଲିକତାରୁ ବାହାରି ୩୦ ତାରିଖରେ…

ଆରଏନଏ କିଟ୍ ଅଭାବ ଯୋଗୁଁ କଟକ ଏସସିବିରେ କରୋନା ଟେଷ୍ଟ ବିଳମ୍ବ

କଟକ: ରିବନୁକ୍ଲିକ୍ ଏସିଡ (ଆରଏନଏ) ଟେଷ୍ଟ କିଟର ଅଭାବ ଯୋଗୁଁ କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ କୋଭିଡ-୧୯ ପରୀକ୍ଷା ବିଳମ୍ବ ହେଉଛି। ଏନେଇ ଏସସିବି ଅଧୀକ୍ଷକ ଡ. ଆନନ୍ଦ ପ୍ରସାଦ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି ଯେ କିଟ୍ ଅଭାବ ହେତୁ ମାଇକ୍ରୋ ବାୟୋଲୋଜି ଏବଂ…