Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆଜି ରାତି ୮ଟାରେ ହଟିବ ସଟ୍‌ଡାଉନ୍‌: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ସଟଡାଉନକୁ ନେଇ ବଡ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଆଜି ରାତି ୮ଟାରେ ଭୁବନେଶ୍ୱର, କଟକ ଏବଂ ଭଦ୍ରକରେ ଲାଗୁ ହୋଇଥିବା ସଟଡାଉନ୍ ଶେଷ ହେବ । ଆଉ ବଢିବନି ସଟଡାଉନ୍ ଅବଧି । ରାତି ୮ଟା ପରେ ବଜାର ଖୋଲା ରହିବ । ତେବେ ମାର୍କେଟ୍‌କୁ ଯାଇ ଅଯଥା ଭିଡ କରନ୍ତୁ…

ଇନ୍ଦୋର: ଡାକ୍ତରଙ୍କ ଉପରକୁ ଆକ୍ରମଣ ହୋଇଥିବା ଅଞ୍ଚଳରେ ୧୦ କରୋନା ପଜିଟିଭ ମାମଲା ଚିହ୍ନଟ

ଇନ୍ଦୋର: ମଧ୍ୟପ୍ରଦେଶର ଆର୍ଥିକ ରାଜଧାନୀ ବୋଲାଉଥିବା ଇନ୍ଦୋର କରୋନା ଭୂତାଣୁ ସଂକ୍ରମଣରେ ଅଧିକ ପ୍ରଭାବିତ ହୋଇଛି। ନିକଟରେ ଯେତେବେଳେ ଏକ ଡାକ୍ତରୀ ଦଳ ଇନ୍ଦୋରର ଟାଟପାଟୀ ବଖଲ ଅଞ୍ଚଳରେ ଅନୁସନ୍ଧାନ ପାଇଁ ପହଞ୍ଚିଥିଲେ, ସେତେବେଳେ ସେମାନଙ୍କୁ ପଥର ଫିଙ୍ଗି ଘଉଡ଼ାଇ ଦିଆଯାଇଥିଲା। ତେବେ…

ଭଦ୍ରକରେ କଡ଼ାକଡ଼ି ହେଲା ସଟ୍‌ଡାଉନ୍‌: ସ୍ଥିତି ପରଖିଲେ ଡିଜିପି

ଭଦ୍ରକ: ସାରା ରାଜ୍ୟରେ ଲକ୍‌ଡାଉନ୍ ଚାଲିଥିବା ବେଳେ ଭୁବନେଶ୍ୱର, କଟକ ଓ ଭଦ୍ରକ ସହରରେ ଚାଲିଛି ସଟ୍‌ଡାଉନ୍ । ଭଦ୍ରକରେ ୩ଟି କରୋନା ପଜିଟିଭ୍ କେସ୍ ଚିହ୍ନଟ ହେବାପରେ ଏବେ ସହରରେ କଡ଼ାକଡ଼ି ଭାବେ ସଟ୍‌ଡାଉନ୍ ପାଳିତ ହେଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସଟ୍‌ଡାଉନ୍ କିପରି ସଫଳ ହୋଇପାରିବ…

ଲକଡାଉନ ସମୟରେ ବଢୁଛି ଅନଲାଇନ ଫିଟନେସ୍ ଟ୍ରେନିଂ ଚାହିଦା…

ନୂଆଦିଲ୍ଲୀ: କରୋନାଭାଇରସର ମୁକାବିଲା ଲାଗି ଦେଶବ୍ୟାପୀ ଲକଡାଉନ ଜାରି ରହିଛି । ଯାହାଫଳରେ ଜନସାଧାରଣ ଘର ମଧ୍ୟରେ ଏକପ୍ରକାର ବନ୍ଦ ହୋଇରହିଛନ୍ତି । ଏପରିକି ବହୁ କମ୍ପାନୀମାନେ ସେମାନଙ୍କ କର୍ମଚାରୀଙ୍କୁ ‘ୱାର୍କ ଫ୍ରମ ହୋମ’ର ସୁବିଧା ଦେଉଛନ୍ତି । ଯେଉଁଥିପାଇଁ ଲୋକମାନଙ୍କର ଦୈନନ୍ଦୀନ…

ପ୍ରଧାନମନ୍ତ୍ରୀଙ୍କ ଦୀପ ପ୍ରଜ୍ବଳନ ଆହ୍ୱାନ: ରାସ୍ତା କଡରେ ବିକ୍ରି ହେଉଛି ମାଟି ଦୀପ

ପଟଣା: ଏପ୍ରିଲ ୫ ତାରିଖ (ଆଜି) ରାତି ୯ଟାରେ ମାତ୍ର ୯ମି. ଯାଏଁ ପ୍ରଦୀପ ପ୍ରଜ୍ୱଳନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିହାର ପାଟଣା ଅଞ୍ଚଳର ରାସ୍ତା କଡ଼ରେ ବହୁ ସଂଖ୍ୟାରେ ମାଟି ଦୀପ ବିକ୍ରି ହେଉଥିବା ଦେଖିବାକୁ ମିଳିଛି।…

ଲକଡାଉନ ପ୍ରଭାବ: ୪୦ ରୁ ୫୦ ପ୍ରତିଶତ ସ୍ୱଚ୍ଛ ହେଲାଣି ଗଙ୍ଗା ନଦୀ !

ବାରଣାସୀ: କରୋନା ପାଇଁ ଦେଶରେ ଲକଡାଉନ । ପରିବେଶ ପାଇଁ ନିରନ୍ତର ଖୁସି ଖବର ଆଣିଦେଉଛି । ସମଗ୍ର ଦେଶରେ ବାୟୁ ପ୍ରଦୂଷଣରେ ଉଲ୍ଲେଖନୀୟ ହ୍ରାସ ଘଟିବା ସହିତ ନଦୀଗୁଡ଼ିକର ଅବସ୍ଥା ପୂର୍ବ ଅପେକ୍ଷା ଭଲ ହେବାରେ ଲାଗିଛି। କରୋନା ଭୁତାଣୁ ବିପଦ କାରଣରୁ ଲକଡାଉନ ସମୟରେ ଦେଶରେ ପ୍ରଦୂଷଣ…

କରୋନା ପ୍ରତିଷେଧକ ଟୀକା ‘କୋରୋଫ୍ଲୁ’: ଭାରତରେ ହେଉଛି ପ୍ରସ୍ତୁତ !

ହାଇଦ୍ରାବାଦ: ଖୁବଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଛି କୋଭିଡ-୧୯ ପ୍ରତିଷେଧକ ଟୀକା । ହାଇଦ୍ରାବାଦର ଭାରତ ବାୟୋଟେକ କମ୍ପାନୀ ଏହି ଟୀକା ପ୍ରସ୍ତୁତ କରିବାକୁ ଯାଉଥିବା ଜାତୀୟ ଗଣମାଧ୍ୟମ 'ଦ ହିନ୍ଦୁ ବିଜନେସ ଲାଇନ' ରେ ରିପୋର୍ଟ ପ୍ରକାଶ। ଭାଇରୋଲୋଜିଷ୍ଟ ଏବଂ ଟିକା ପ୍ରସ୍ତୁତକାରୀଙ୍କ…

କରୋନା ଅପଡେଟ୍‌; ଗତ ୧୨ ଘଣ୍ଟାରେ ଦେଶରେ ୩୦୨ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୩୩୭୪ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନାଭାଇରସ ସଂକ୍ରମଣରେ ୭୭ ଜଣ ବ୍ୟକ୍ତିଙ୍କର…

କରୋନା ମୁକାବିଲା: ମୋଦିଙ୍କୁ ସହାୟତା ମାଗିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନ୍ୟୁୟର୍କ: ମହାମାରୀ କରୋନାର ମୁକାବିଲା କରିବାପାଇଁ ସମସ୍ତ ଦେଶ ନିଜ ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି । ତେବେ ଏହି ଘଡିସନ୍ଧି ମୁହୂର୍ତ୍ତରେ ଭାରତକୁ ସାହାଯ୍ୟ ମାଗିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । I may take it too, will have to talk to my doctors: US…

କେଉଁ ରାଜ୍ୟରେ କେତେ ରହିଛି କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା, ଜାଣନ୍ତୁ…

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶର ୨୬ ଟି ରାଜ୍ୟ ଓ ୪ ଟି କେନ୍ଦ୍ରଶାସିତ ଅଞ୍ଚଳକୁ କବଳିତ କରି ସାରିଲାଣି ଏହି ମହାମାରୀ। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ଟପି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୭୫ ରେ ପହଞ୍ଚିଲାଣି। ଆସନ୍ତୁ…