Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଲକ୍‌-ଡାଉନ୍ ପ୍ରଭାବ: ପ୍ରଥମେ ଆଣ୍ଠେଇଲେ, ପରେ ଭୁଲ ମାଗିଲେ !

ବଦୌନ (ୟୁ.ପି): ବଦୌନ ସହରର ଏକ ଭିଡିଓ ଭାଇରାଲ୍ ହେବା ପରେ କ୍ଷମା ମାଗିଛି ୟୁ.ପି ପୋଲିସ । ଭିଡିଓରେ ଲକ୍‌-ଡାଉନ୍ ସମୟରେ ଜଣେ ପୋଲିସ ପ୍ରବାସୀ ଶ୍ରମିକଙ୍କୁ ଆଣ୍ଠେଇଆଣ୍ଠେଇ ଚାଲିବାକୁ ବାଧ୍ୟ କରିଥିଲେ । #WATCH Incident of police brutality in Badaun where policemen make…

କରୋନା: ସଂକ୍ରମଣରେ ଚୀନକୁ ଟପିଲା ଆମେରିକା, ମୃତ୍ୟୁ ସଂଖ୍ୟା ୧୧୯୫

ୱାଶିଂଟନ: ସମ୍ପୂର୍ଣ୍ଣ ବିଶ୍ୱର ମୁଣ୍ଡ ବିନ୍ଧାର କାରଣ ପଲଟିଛି ଚୀନରୁ ଜନ୍ମ ନେଇଥିବା ମାରାତ୍ମକ କରୋନା ଭୂତାଣୁ । ତେବେ କରୋନାକୁ ନେଇ ଆମେରିକାରୁ ଆସିଛି ଏକ ଆଶ୍ଚର୍ଯ୍ୟ ଜନକ ତଥ୍ୟ । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଚୀନ, ଇଟାଲୀ ସମେତ ସମସ୍ତେ ଦେଶକୁ ପଛରେ ଛାଡି…

ଇଟାଲୀରେ କରୋନା ବିଭୀଷିକା: ଗୋଟିଏ ଦିନରେ ୬,୧୫୩ ଆକ୍ରାନ୍ତ, ୬୬୨ମୃତ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର କୋକୂଆ ଭୟ। ଧୀରେ ଧୀରେ ଆୟତ୍ତ ବହାରକୁ ଚାଲି ଯାଉଛି ଏହି ମାରାତ୍ମକ ଭୂତାଣୁ । ଚୀନ ପରେ ଏବେ ଏହା ଇଟାଲୀରେ ରଚୁଛି ମୃତ୍ୟୁର ତାଣ୍ଡବ । ୨୪ ଘଣ୍ଟାରେ ନେଲା ୬୬୨ ଜୀବନ । ୨୪ ଘଣ୍ଟାରେ ଇଟାଲୀରେ କରୋନାଭାଇରସ ପ୍ରଭାବରେ ୬୬୨ ଜଣଙ୍କ ମୃତ୍ୟୁ ହୋଇଥିବା…

କୋଭିଡ-୧୯: ଭାରତରେ ୧୬ ମୃତ, ୬୯୪ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ଅଣାୟତ୍ତ ହେଉଛି ମାରାତ୍ମକ କରୋନା ଭାଇରସ । ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୬୯୪ ରେ ପହଞ୍ଚିଛି। ଗତକାଲି କରୋନା ପ୍ରଭାବରେ ଗୋଟିଏ ଦିନରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ନୂଆ କରି…

ଭାଇରାଲ ପୋଷ୍ଟମର୍ଟମ୍‌: ମୃତ ଚାଇନା ଡାକ୍ତର ୱେନଲାଙ୍ଗଙ୍କ ସଂଜୀବନୀ ଚା !

ଭୁବନେଶ୍ୱର: ସାରା ବିଶ୍ୱରେ କରୋନାଭାଇରସ୍ ପାଇଁ ଚିନ୍ତାରେ ପଡିଛନ୍ତି ବୈଜ୍ଞାନିକ ଓ ଡାକ୍ତରମାନେ । ହେଲେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଫଟୋ ଓ ତା ପଛର କାହାଣୀ ଚିକିତ୍ସା ବିଜ୍ଞାନୀ ଓ ସାଧାରଣ ଲୋକଙ୍କୁ ଦ୍ୱନ୍ଦରେ ପକାଇଛି । ଏହି ରହସ୍ୟମୟ ଫଟୋଟି ଚାଇନାର ମୃତ ଡାକ୍ତର ଲି…

ଅତ୍ୟାବଶ୍ୟକ ସାମଗ୍ରୀ ଉତ୍ପାଦନ, ପରିବହନ ଓ ସ୍ଥିତି ତଦାରଖ ପାଇଁ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଖୋଲାଗଲା…

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଜାରି କରାଯାଇଥିବା ଲକଡାଉନ କାଳରେ ସାଧାରଣ ଜନତାଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଏବଂ ବିଭିନ୍ନ ସଂଯୁକ୍ତ ପକ୍ଷ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ ଉପଯୁକ୍ତ ତଦାରଖ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ…

କରୋନା ଭୟ: ଭୁବନେଶ୍ୱରରେ ଘରେ ଗ୍ରୋସରୀ ପହଞ୍ଚାଇବା ପାଇଁ ବିଏମ୍‌ସିର ବ୍ୟବସ୍ଥା

ଭୁବନେଶ୍ୱର: କରୋନା ଭୟରେ ଲକ୍ ଡାଉନ ଘୋଷଣା ଯୋଗୁଁ ଘରୁ ବାହାରିବା ଏକ ରକମ ବନ୍ଦ । ଗ୍ରୋସରୀ, ପରିବା ଓ ଫଳ ଦୋକାନ ଖୋଲା ରହୁଥିଲେ ସୁଦ୍ଧା ଗ୍ରାହକ ସେଠାରେ ଭିଡ ଜମାଉଥିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଗ୍ ବଜାର, ରିଲାଏନ୍ସ ଫ୍ରେସ୍‌,…

ଆରଏମଆରସି ପରେ ଆପୋଲୋ ହସ୍ପିଟାଲରେ ଉପଲବ୍ଧ ହେଲା କୋଭିଡ୍‌-୧୯ ଟେଷ୍ଟିଂ ସୁବିଧା

ଭୁବନେଶ୍ୱର: ଓଡ଼ିଶାରେ ପୂର୍ବରୁ ଆରଏମଆରସିଠାରେ କୋଭିଡ୍‌-୧୯ ଟେଷ୍ଟିଂ ସୁବିଧା ରହିଥିବା ବେଳେ ଏବେ ପ୍ରଥମ ଘରୋଇ ଲାବୋରେଟୋରୀ ଭାବେ ଆପୋଲୋ ହସ୍ପିଟାଲରେ ମଧ୍ୟ ଟେଷ୍ଟିଂ ସୁବିଧା ଉପଲବ୍ଧ ହେବ । ଇଣ୍ଡିଆନ କାଉନସିଲ ଅଫ ମେଡ଼ିକାଲ ରିସର୍ଚ୍ଚ (ଆଇସିଏମଆର) ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ…

ତୃତୀୟ କରୋନା ପଜିଟିଭ: ସଂସ୍ପର୍ଶରେ ଆସିଥିବା କର କ୍ଲିନିକର ଡାକ୍ତର ଓ ଷ୍ଟାଫଙ୍କୁ ଏକାନ୍ତବାସ ନିର୍ଦ୍ଦେଶ

ଭୁବନେଶ୍ୱର: ଚିହ୍ନଟ ହୋଇଥିବା ରାଜ୍ୟର ତୃତୀୟ କରୋନା ପଜିଟିଭ ରୋଗୀ ଭୁବନେଶ୍ୱର କର କ୍ଲିନିକରେ ଚିକିତ୍ସିତ ହୋଇଥିବା ଜଣାପଡିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଏବଂ ତାଙ୍କ ଚିକିତ୍ସାରେ ସଂପୃକ୍ତ…

କରୋନା ବିରୋଧୀ ଲଢେଇ, ୫୦ ଲକ୍ଷ ଟଙ୍କା ଦେଲେ କପିଲ ଶର୍ମା !

ମୁମ୍ବାଇ: ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରେ ୫୦ ଲକ୍ଷ ଟଙ୍କା ଡୋନେଟ୍ କଲେ କମେଡି କିଙ୍ଗ କପିଲ ଶର୍ମା । କରୋନା ବିରୋଧୀ ଲଢେଇରେ କପିଲ ବି ପରୋକ୍ଷ ଭାବେ ସାମିଲ ହୋଇଛନ୍ତି । କରୋନାଭାଇରସ୍ ସହ ଲଢୁଛି ସାରା ଭାରତ । ଅନେକ ସେଲିବ୍ରିଟି ଭାରତ ସରକାରଙ୍କୁ ସମର୍ଥନ କରିବା ସହ ଅଳ୍ପ ବହୁତ…