Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା ଆତଙ୍କ: ବର୍ଷକ ଲାଗି ସ୍ଥଗିତ ରହିଲା ଟୋକିଓ ଅଲିମ୍ପିକ୍ସ

ଟୋକିଓ: ଚଳିତ ବର୍ଷ ଜୁଲାଇ ୨୪ରେ ଜାପାନରେ ଅନୁଷ୍ଠିତ ହେବାକୁ ଥିବା ୨୦୨୦ ଟୋକିଓ ଅଲିମ୍ପିକ୍ସ କରୋନା ଭୂତାଣୁ ସଂକ୍ରମଣ ଲାଗି ସ୍ଥଗିତ ରହିଛି । ଏନେଇ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଏବଂ ଜାପାନ ସରକାର କୋଭିଡ୍ ୧୯ ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏକବର୍ଷ ଲାଗି ସ୍ଥଗିତ ରଖିଥିବା…

ଦେଶବ୍ୟାପୀ ଲକ୍‌-ଡାଉନ୍‌, ବନ୍ଦ ହେବନି ଇଣ୍ଡିଆନ୍ ଷ୍ଟକ୍ ମାର୍କେଟ୍ !

ନୂଆଦିଲ୍ଲୀ: ସାରା ଦେଶରେ ଲକ୍‌-ଡାଉନ୍ । ହେଲେ ସବୁଦିନ ଭଳି କାର୍ଯ୍ୟକ୍ଷମ ରହିବ ଇଣ୍ଡିଆନ୍ ଷ୍ଟକ୍ ମାର୍କେଟ୍ । ସାରା ଦେଶରେ କରୋନାଭାଇରସ୍ ର ମହାମାରୀ ଦେଖିବାକୁ ମିଳିଛି । ସ୍କୁଲ, କଲେଜଠୁ ଆରମ୍ଭ କରି ଅନେକ ବେସରକାରୀ ଓ ସରକାରୀ ସଂସ୍ଥା ଲକ୍‌-ଡାଉନ୍ ନିର୍ଦ୍ଦେଶକୁ ପାଳନ କରୁଛନ୍ତି ।…

ଖବରକାଗଜ ଦ୍ୱାରା କରୋନା ଭୂତାଣୁ ବ୍ୟାପେ ନାହିଁ; କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଖବରକାଗଜ ଦ୍ୱାରା କରୋନା ଭୂତାଣୁ ବ୍ୟାପେ ନାହିଁ ଏବଂ ଏହା ସୁରକ୍ଷିତ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ)ର କୋଭିଡ୍ ୧୯ କରୋନା ଭୂତାଣୁ ଗାଇଡ୍ ଲାଇନ ଅନୁଯାୟୀ ମଙ୍ଗଳବାର ଦିନ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ମାନଙ୍କୁ ଏକ ସର୍କୁଲାର୍ ଜାରି କରିଛନ୍ତି । ଏବେ ଜନସାଧାରଣ…

୩୦ ହଜାର ନିମ୍ନ ବେତନଧାରୀଙ୍କୁ ଦୁଇଟି କିସ୍ତିରେ ମିଳିବ ପଇସା : ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ୍

ମୁମ୍ବାଇ: ସୋମବାର ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ୍ କରୋନା ମହାମାରୀ ବିରୋଧରେ ଅନେକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି । ବିଜିନେସ୍ ଇନ୍‌ସାଇଡର୍ ର ରିପୋର୍ଟ ଅନୁଯାୟୀ, ନିଜ କର୍ମଚାରୀଙ୍କୁ ଆର୍ଥିକ ସଙ୍କଟରୁ ମୁକ୍ତି ଦେବା ପାଇଁ ଯେଉଁମାନଙ୍କର ଦରମା ୩୦ହଜାର ତଳକୁ ରହିଛି, ସେମାନଙ୍କୁ…

ଲକଡାଉନ ନିୟମ ପାଳନ କରିବା ପାଇଁ ଅନୁରୋଧ କଲେ ଲତା ମଙ୍ଗେସକର

ମୁମ୍ବାଇ: କରୋନା ଭାଇରସକୁ ରୋକିବା ନେଇ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ଯେପରି ଦ୍ରୁତ ଗତିରେ ନ ବ୍ୟାପିବ ସେଥିପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି । ତେବେ ଏହାକୁ ଅନେକ ଖାମଖିଆଲରେ ନେଉଛନ୍ତି । ଏଥିନେଇ ମହାନ ଗାୟିକା ଲତା ମଙ୍ଗେସକର ମଙ୍ଗଳବାର ଭାରତୀୟ ଜନସାଧାରଣଙ୍କୁ…

କ-ରୋ-ନା ର ପୁରା ଅର୍ଥ ବୁଝାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ମୋଦି ଭାରତବାସୀଙ୍କୁ କରୋନାର ପ୍ରକୃତ ଅର୍ଥ ବୁଝାଇଛନ୍ତି । ‘କ-ରୋ-ନା’ର ଅର୍ଥ ହେଉଛି ‘କୋଇ ରୋଡ ପର୍ ନା ନିକଲେ’ ଅର୍ଥାତ୍ ‘କେହି ରାସ୍ତାକୁ ବାହାରନ୍ତୁନି’ । ନିଜକୁ ଘର ଭିତରେ ସୁରକ୍ଷିତ ରଖନ୍ତୁ ଓ ଅନ୍ୟମାନଙ୍କୁ ମଧ୍ୟ ଭାଇରସରୁ ବଞ୍ଚାନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦି…

ଆସନ୍ତୁ ଜାଣିବା କାହିଁକି କରୋନା ପାଇଁ ଶୀଘ୍ର ଔଷଧ ବାହାରି ପାରୁ ନାହିଁ

ନୂଆଦିଲ୍ଲୀ: କରୋନା ଭାଇରସ ବ୍ୟାପିବାର ମୁଖ୍ୟ କାରଣ ହେଲା ଏଥିପାଇଁ କୌଣସି ଔଷଧ କିମ୍ବା ଟୀକା ବାହାରି ନାହିଁ । ଆସନ୍ତୁ ଜାଣିବା କାହିଁକି ଏହା ପାଇଁ ତରବରିଆ ଭାବେ ଔଷଧ ବାହାର କରାଯାଇ ପାରୁ ନାହିଁ । ସାଧାରଣ ଭୂତାଣୁର ବ୍ୟାପିବା ବେଗ ଶୂନରୁ ୧ ପ୍ରତିଶତ ମଧ୍ୟରେ ଥିବାବେଳେ କରୋନା…

କଂଗ୍ରେସ ବିଧାୟକଙ୍କ ପୁତ୍ର ସମେତ କିରଗିଜସ୍ତାନରେ ଫସି ରହିଛନ୍ତି ୫୦୦ ଛାତ୍ର

ରାୟପୁର:କିରଗିଜସ୍ତାନରେ ଛତିଶଗଡର କଂଗ୍ରେସ ବିଧାୟକଙ୍କ ପୁତ୍ର ସମେତ ୫୦୦ ମେଡିକାଲ ଛାତ୍ର ଫସି ରହିଛନ୍ତି । ରାମାନୁଜଗଞ୍ଜର ବୃହଷ୍ପତି ସିଂଙ୍କ ପୁତ୍ର ମଧ୍ୟ ରହିଛନ୍ତି । କରୋନା ଭାଇରସ ପ୍ରଭାବ ରୋକିବା ପାଇଁ ଏବଂ ଉପରୋକ୍ତ ସମସ୍ୟା ନେଇ ରାଜ୍ୟପାଳ ଅନସୁଇଆଉ ଉଇକେ କେନ୍ଦ୍ର ସରକାରଙ୍କୁ…

ଭାରତର ଟାର୍ଗେଟ: ୨୧ ଦିନରେ କରୋନା ଚେନ୍ ଭାଙ୍ଗିବା, ବଢ଼ିପାରେ ଲକ୍‌ଡାଉନ ସମୟସୀମା

ନୂଆଦିଲ୍ଲୀ: ଭାରତ ସରକାର କରୋନା ଭାଇରସ ନେଇ ବେଶ୍ ସତର୍କ ରହିଛି । ବିଶେଷଜ୍ଞଙ୍କ ମତରେ ସବୁ କିଛି ଯଦି ଠିକଠାକ୍ ଚାଲେ ତାହାହେଲେ ୨୧ ଦିନରେ ଭାରତ ପ୍ରାରମ୍ଭିକ ପର୍ଯ୍ୟାୟରେ କରୋନା ଚେନ୍ ଭାଙ୍ଗିବାରେ ସଫଳ ହେବ । ଏହାକୁ ବିଚାରରେ ରଖି ଭାରତ ସରକାର ଆବଶ୍ୟକ ପଡିଲେ ଲକ୍‌ଡାଉନ ସମୟସୀମାକୁ ୧୨…

ଭାରତ ପାଖରେ କରୋନାଭାଇରସକୁ ମୁଳୋତ୍ପାଟନ କରିବାର କ୍ଷମତା ରହିଛି : ଡବ୍ଲ୍ୟୁଏଚଓ

ଜେନେଭା: ଭାରତ ପାଖରେ ଘାତକ କରୋନାଭାଇରସକୁ ମୁଳୋତ୍ପାଟନ କରିବାରେ ବିଶେଷ କ୍ଷମତା ରହିଛି । ଭାରତ ଅତୀତରେ ପୋଲିଓ ଓ ବସନ୍ତ ଭଳି ରୋଗକୁ ଦେଶରୁ ସମୂଳେ ନାଶ କରିଦେଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକେଲ ଜେ ର‌୍ୟାନ କହିଛନ୍ତି । ମାଇକେଲ ଜେ…