Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କୋଭିଡ୍ -୧୯ ବିରୋଧରେ ଲଢିବ IBM ସୁପର କମ୍ପ୍ୟୁଟର !

ଆମେରିକା: ଆଇବିଏମ୍ ଯୋଗାଇବ ଅତି ଶକ୍ତିଶାଳୀ ସୁପର୍ କମ୍ପ୍ୟୁଟର୍ । କୋଭିଡ୍‌-୧୯ମହାମାରୀର ଅନୁସନ୍ଧାନ ଓ ଚିକିତ୍ସାରେ ସାହାଯ୍ୟ କରିବ ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ କନସର୍ଟିୟମ୍ । IBM, along with the White House Office of Science and Technology Policy and the U.S.…

ଘରୁ ଗାଡି କାଢ଼ିଲେ ହେବ ସିଜ୍‌: ମନ୍ତ୍ରୀ

ଭୁବନେଶ୍ୱର: ଘରୁ ଗାଡି କାଢ଼ିଲେ ହେବ ସିଜ୍ । ଏଭଳି କଡା ଚେତାବନୀ ଦେଇଛନ୍ତି ରାଜ୍ୟ ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପୁରା ଓଡ଼ିଶାକୁ ଲକ ଡାଉନ୍ ଘୋଷଣା କରିଛନ୍ତି । କେହି ଘରୁ ବାହାରକୁ ନ ବାହାରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି । ତେବେ…

ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା : ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନଥିଲେ ମଧ୍ୟ କୌଣସି ଶୁଳ୍କ ପଡିବ ନାହିଁ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଏଣିକି ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନଥିଲେ ମଧ୍ୟ କୌଣସି ଶୁଳ୍କ ପଡିବ ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଘୋଷଣା କରିଛନ୍ତି । ଏଥି ସହିତ ଜିଏସ୍‌ଟି, ଆୟକର ରିଟର୍ଣ୍ଣ ଓ ଆଧାର-ପ୍ୟାନ୍ ସଂଯୋଗ ସମୟସୀମା ଜୁନ୍ ୩୦…

କରୋନା ଆତଙ୍କ: ଇରାନରୁ ଫେରିବେ ୪୦୦ ଭାରତୀୟ !

ନୂଆଦିଲ୍ଲୀ: ଦୁଇଟି ବ୍ୟାଚରେ ଭାରତ ଫେରିବେ ୪୦୦ ଭାରତୀୟ ନାଗରିକ । ଆଜି ଓ ମାର୍ଚ୍ଚ ୨୮ରେ ଇରାନ୍‌ରେ ଅଟକି ରହିଥିବା ୪୦୦ ଭାରତୀୟଙ୍କୁ ଉଦ୍ଧାର କରିବ ଭାରତ । ଇରାନରେ ଫସିରହିଥିବା ୪୦୦ ଭାରତୀୟ ଉହାନ୍ ଏୟାରଲାଇନ୍ସରେ ନିଜ ଦେଶକୁ ଫେରିବେ । କରୋନାଭାଇରସ୍ ମହାମାରୀ ଆରମ୍ଭ ହେବାଠୁ ଏହି…

ସବୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ: ଆବଶ୍ୟକ ପଡିଲେ କର୍ଫ୍ୟୁ ଲଗାଅ

ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ କଠୋର ହେଲେ କେନ୍ଦ୍ର ସରକାର । ସବୁ ରାଜ୍ୟକୁ ଆବଶ୍ୟକ ପଡିଲେ କଫ୍ୟୁ ଜାରି କରିବା ପାଇଁ ଦେଲେ ନିର୍ଦ୍ଦେଶ । ନିୟମ କଡାକଡି ହେଲେ ମଧ୍ୟ ଲୋକେ ମାନୁନାହାନ୍ତି । ଏଣେତେଣ ବୁଲୁଛନ୍ତି । କଟକଣାକୁ ଖାତିର କରୁନାହାନ୍ତି । ଏଥିପାଇଁ ଲୋକଙ୍କୁ ଘର ଭିତରେ ରଖିବା…

ଓଡିଶାରେ ଲକଡାଉନ; ଖୋଲା ରହିବ ଏହିସବୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ

ଭୁବନେଶ୍ୱର: କରୋନାଭାଇରସ ବିସ୍ତାରକୁ ରୋକିବା ଲାଗି ସାରା ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଥିବା ବେଳେ ଓଡ଼ିଶା ସରକାର ଗାଡି ବ୍ୟବହାର ନକରିବା ଲାଗି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଏଥିସହିତ ପରିବାରର ଜଣେ ସଦସ୍ୟ ଆବଶ୍ୟକସ୍ଥଳେ ସଉଦା ପାଇଁ ଦୋକାନ ଯାଆନ୍ତୁ। ଆସନ୍ତା ମାର୍ଚ୍ଚ ୨୯…

ଟିବି ହାରିବ, ଦେଶ ଜିତିବ…

ଯକ୍ଷ୍ମା ବା ଟିବି, ଆପଣ ନିଶ୍ଚିତ ଶୁଣିଥିବେ । ଆଉ ଏକଥା ବି ଜାଣିନିଅନ୍ତୁ, ଭାରତରେ ଦୈନିକ ପ୍ରାୟ ୧୨୦୦ ଲୋକଙ୍କ ଜୀବନ ନେଉଛି ଏହି ଯକ୍ଷ୍ମା । ଧନୀଠୁ ଗରୀବ, ଶିକ୍ଷିତଠୁ ଟିପ ଦିଆ ବ୍ୟକ୍ତି ବିଶେଷ କାହାକୁ ବାଛ ବିଚାର କରେନି ଯକ୍ଷ୍ମା । ଗୋଟେ ଦୁର୍ଗମ ଗାଁର କଥା । ରଶ୍ମୀ କୁ ମନେ ମନେ…

ଆଇପିଏଲ୍ ଫ୍ରାଞ୍ଚାଇଜିଙ୍କ ସହ କନଫରେନ୍ସ କଲ୍ ବାତିଲ କଲା ବିସିସିଆଇ

ନୂଆଦିଲ୍ଲୀ: ଆଇପିଏଲକୁ ନେଇ ସସପେନ୍ସ ଜାରି । ଚଳିତ ସଂସ୍କରଣ ଖେଳାଯିବ କି ନାହିଁ ? କରୋନାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆଜି ଆଇପିଏଲ୍ ଫ୍ରାଞ୍ଚାଇଜିଙ୍କ ସହ କନଫରେନ୍ସ କଲକୁ ବାତିଲ କରିଛି ବିସିସିଆଇ । ଏହି ବୈଠକରେ ଆଇପିଏଲ୍ ଆୟୋଜନ ନେଇ ବିସିସଆଇ ଓ…

କର୍ଫ୍ୟୁ ନିୟମ ଭାଙ୍ଗିଲେ, ରାସ୍ତାରେ ବସ୍ଉଠ କରାଇଲା ପୋଲିସ

ନାଗପୁର: କରୋନା ମୁକାବିଲା ନେଇ ମହାରାଷ୍ଟ୍ରରେ କର୍ଫ୍ୟୁ ଜାରି ହୋଇଛି । ନିହାତି ଜରୁରୀ ନଥିଲେ ଲୋକଙ୍କୁ ଘରୁ ନବାହାରିବା ପାଇଁ ବାରଣ କରାଯାଇଛି। କିନ୍ତୁ ନିୟମକୁ ମାନୁ ନାହାନ୍ତି ସାଧାରଣ ଲୋକ । ଉଲ୍ଲଂଘନକାରୀଙ୍କୁ ଦଣ୍ଡ ଦେଇଛି ପୋଲିସ। ନାଗପୁରରୁ ସାମନାକୁ ଆସିଛି ଏମିତି ଏକ ଚିତ୍ର ।…

ଭାଇରାଲ୍ ପୋଷ୍ଟମର୍ଟମ୍: ଚାଇନା ରାସ୍ତାରେ କରୋନା ମଡକ ?

ଭୁବନେଶ୍ୱର: କିଛି ମାସ ପୂର୍ବରୁ ଏହି ଫଟୋଟି ସୋସିଆଲ୍ ମିଡିଆ, ଖବର କାଗଜ ଓ ଟିଭି ଜଗତରେ ଭାଇରାଲ୍ ହୋଇଥିଲା । ଖବର ପ୍ରଚାରିତ ହୋଇଥିଲା ଚାଇନା ରାସ୍ତାରେ ଶହଶହ ଲୋକ କରୋନା ମହାମାରୀରେ ମରିପଡିଛନ୍ତି । ଏପରିକି ସେମାନଙ୍କ ମୃତଦେହ ଉଠାଇବାକୁ ବି କେହି ନାହାନ୍ତି । ହ୍ୱାଟ୍ସଆପ୍‌ରୁ…