Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା ସଚେତନତା କ୍ୟାମ୍ପେନରେ ଓଡ଼ିଆ ସେଲିବ୍ରିଟି, କିଏ କ’ଣ କହୁଛନ୍ତି ?

କରୋନା ସହ ଲଢ଼େଇ । ଏବେ ସମୟ ହାରିବାର, ନୁହେଁ ହରାଇବା ପାଇଁ ଆଗେଇ ଆସିବାର ବେଳ । ଘଡିସନ୍ଧି ମୁହୂର୍ତ୍ତରେ ଜନସଚେତନତା ହିଁ ଆମକୁ ଏହି ଲଢେଇରେ ଜିତାପଟ ଆଣିଦେବ । ଲୋକଙ୍କୁ ସଚେତନ କରାଇବା ପାଇଁ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି ସେଲିବ୍ରିଟି । ସଂକ୍ରମଣ ରୋକିବା ଦିଗରେ ଜନ ସଚେତନତା ସୃଷ୍ଟି…

କୋଭିଡ-୧୯: ସ୍ଥଗିତ ରହିଲା ରାଜ୍ୟସଭା ନିର୍ବାଚନ

ନୂଆଦିଲ୍ଲୀ: କରୋନା ଭାଇରସର ବିସ୍ତାରକୁ ଦୃଷ୍ଟିରେ ରଖି ରାଜ୍ୟସଭା ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ଆସନ୍ତା ୨୬ ମାର୍ଚ୍ଚରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନକୁ ସ୍ଥଗିତ ରଖିଥିବା ମଙ୍ଗଳବାର ଦିନ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ଇସି ମୁଖପାତ୍ର ଶେଫାଲୀ ଶରଣ ଏହି ସ୍ଥଗିତାଦେଶ…

ଏସ୍‌.ଟି., ଏସ୍‌.ସି ଛାତ୍ରଙ୍କୁ ଘରେ ପହଞ୍ଚାଇବା ବ୍ୟବସ୍ଥା କରିବେ ସରକାର: ସୁବ୍ରତ ବାଗଚି

ଭୁବନେଶ୍ୱର: କରୋନାଭାଇରସର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାକୁ ମଙ୍ଗଳବାର ଦିନ ଲକଡାଉନ ଘୋଷଣା କରାଯାଇଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନରେ ରହିଥିବା ଛାତ୍ରାବାସଗୁଡ଼ିକୁ ବନ୍ଦ କରିବା ସହ ଅନ୍ତେବାସୀମାନଙ୍କୁ ସେମାନଙ୍କ ସ୍କଲାରସିପ୍‌…

ଲକଡାଉନ ନମାନିଲେ କର୍ଫ୍ୟୁ ଲଗାଇବୁ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନାଭାଇରସ ବିସ୍ତାରକୁ ରୋକିବା ଲାଗି ଦେଶର ଅନେକ ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଥିବା ବେଳେ ରାଜସ୍ଥାନରେ ଏହାର ଏତେଟା ପ୍ରଭାବ ପରିଲିକ୍ଷିିତ ହେଉନାହିଁ । ଯାହାଫଳରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କ୍ଷୋଭ ପ୍ରକାଶ କରିଛନ୍ତି । ଏପରିକି ସେ ଜନସାଧାରଣଙ୍କୁ କହିଛନ୍ତି,…

କୋଭିଡ-୧୯: ଉତ୍ତର-ପୂର୍ବ ଭାରତରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

ମଣିପୁର: ମଣିପୁରର ଜଣେ ୨୩ ବର୍ଷୀୟା ମହିଳାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ସେ ନିକଟରେ ଇଂଲଣ୍ଡରୁ ଫେରିଥିଲେ । ଏହା ଉତ୍ତର-ପୂର୍ବାଞ୍ଚଳ ଭାରତର ପ୍ରଥମ କରୋନା ମାମଲା । A 23-year-old woman in #Manipur tests positive for #Coronavirus. She has recent travel…

କରୋନାଭାଇରସ: ବିଶ୍ୱବ୍ୟାପୀ ୧ଲକ୍ଷ ରୋଗୀ ଆରୋଗ୍ୟ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ବିଶ୍ୱ୍ୟାପୀ ପ୍ରାୟ ୧ ଲକ୍ଷ ରୋଗୀ ଆରୋଗ୍ୟ ହୋଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କରୋନାଭାଇରସରେ ସଂକ୍ରମିତ ୧୯୨ଟି ଦେଶରେ ଏଯାବତ୍ ୩୫ ହଜାର ବ୍ୟକ୍ତି…

କରୋନା: ଫ୍ରାନ୍ସରେ ଲକଡାଉନ ସତ୍ୱେ ଗୋଟିଏ ଦିନରେ ୨୮% ମୃତ୍ୟୁ

ପ୍ୟାରିସ: ଫ୍ରାନ୍ସରେ ଦେଶବ୍ୟାପୀ ଲକଡାଉନ ସତ୍ୱେ ବଢ଼ି ବଢ଼ି ଚାଲିଛି କରୋନାଭାଇରସ ଜନିତ ମୃତ୍ୟୁ ସଂଖ୍ୟା । ଫ୍ରାନ୍ସରେ ଗୋଟିଏ ଦିନରେ ୧୮୬ଜଣଙ୍କ ମୃତ୍ୟୁ ହୋଇଛି । ଫ୍ରାନ୍ସରେ ଲକଡାଉନର ଏହା ଦ୍ୱିତୀୟ ସପ୍ତାହ ହୋଇଥିଲେ ସୁଦ୍ଧା ମୃତ୍ୟୁ ସଂଖ୍ୟା ଅଣାୟତ୍ତ ହୋଇପଡିଛି । ଏହା ସହିତ ସେଠାରେ…

କୋଭିଡ-୧୯: ମହାରାଷ୍ଟ୍ରରେ ୧୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ମୁମ୍ବାଇ: କରୋନା ଭାଇରସ ପ୍ରଭାବରେ ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧ କୁ ବୃଦ୍ଧି ପାଇଥିବା ମଙ୍ଗଳବାର ଦିନ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହି ସମୟରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ଭାରତରେ ମୋଟ ସକରାତ୍ମକ ମାମଲା ୪୯୨ କୁ ବୃଦ୍ଧି…

ଓଡିଶାରେ କରୋନା ସତର୍କତା; ବନ୍ଦ ହେଲା ସମସ୍ତ ଶାଖା ଡାକଘର

ଭୁବନେଶ୍ୱର: କରୋନାଭାଇରସ୍ ବିରୋଧରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଆସନ୍ତା ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶାଖା ଡାକଘର ବନ୍ଦ କରିବାକୁ ଯୋଗାଯୋଗ ମନ୍ତ୍ରଣାଳୟର ଡାକ ବିଭାଗ ନିଷ୍ପତ୍ତି ନେଇଛି। ସୂଚନାନୁଯାୟୀ ବିମାନ ଏବଂ ଟ୍ରେନ୍ ସେବା ସ୍ଥଗିତ ରହିବା ଏବଂ…

ଇଟାଲୀରେ ଅଣାୟତ୍ତ କରୋନା: ଗୋଟିଏ ଦିନରେ ୬୦୨ ମୃତ୍ୟୁ, ୬ ହଜାର ଟପିଲା ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର କୋକୂଆ ଭୟ। ଧୀରେ ଧୀରେ ଆୟତ୍ତ ବହାରକୁ ଚାଲି ଯାଉଛି ଏହି ମାରାତ୍ମକ ଭୂତାଣୁ । ଚୀନ ପରେ ଏବେ ଏହା ଇଟାଲୀରେ ରଚୁଛି ମୃତ୍ୟୁର ତାଣ୍ଡବ । ଗୋରିଏ ଦିନରେ ନେଲା ୬୦୨ ଜୀବନ । ସୋମବାର ଦିନ ଇଟାଲୀରେ କରୋନାଭାଇରସ ପ୍ରଭାବରେ ୬୦୨ ଜଣଙ୍କ ମୃତ୍ୟୁ ହୋଇଥିବା…