Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା ନେଲା ଆଉ ଜଣଙ୍କ ମୁଣ୍ଡ, ଦେଶରେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ପାଟନା: ଦେଶରେ ଲଗାତାର କାୟା ମେଲାଇବାରେ ଲାଗିଛି ମାରାତ୍ମକ ଭୂତାଣୁ କରୋନା । ଆଜି ଗୋଟିଏ ଦିନରେ ଦେଶରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । କରୋନା ସଂକ୍ରମଣରେ ବିହାର ପାଟାନା ଏମ୍ସରେ ଜଣେ ୩୮ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏନେଇ ବିହାର ପାଟନା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।…

ବ୍ରହ୍ମପୁରରେ ଜନତା କର୍ଫ୍ୟୁର ବ୍ୟାପକ ପ୍ରଭାବ, ରାସ୍ତାଘାଟ ଓ ବଜାର ଶୂନଶାନ

ବ୍ରହ୍ମପୁର: କରୋନା ସଂକ୍ରମଣ ରୋକିବା ପାଇଁ ଆଜି ଚାଲିଥିବା ଜନତା କର୍ଫ୍ୟୁକୁ ରେଶମ ସହରରେ ବ୍ୟାପକ ଜନସମର୍ଥନ ମିଳିଥିବା ଦେଖାଯାଇଛି । ସହରର ସମସ୍ତ ପ୍ରମୁଖ ଛକ, ବଜାର ତଥା ରାସ୍ତାଘାଟ ଶୂନଶାନ ରହିଛି । ଲୋକେ ସଚେତନ ହୋଇ ଘରୁ ବାହାରୁ ନ ଥିବା ବେଳେ କିଛି ସ୍ଥାନରେ ବାହାରକୁ ଆସିଥିବା…

କରୋନା କଟକଣା ଉଲଂଘନ ଅଭିଯୋଗରେ ୩ ଗିରଫ

ଅନୁଗୁଳ: କରୋନାଭାଇରସକୁ ନେଇ ଜାରି ହୋଇଥିବା କଟକଣାକୁ ଉଲଂଘନ କରିଥିବା ଅଭିଯୋଗରେ ଅନୁଗୁଳ ଜିଲ୍ଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ଦୁଇଜଣ ଯଥାକ୍ରମେ ଏକ ମଲ୍ ଏବଂ ଏକ ଅଳଙ୍କାର ଦୋକାନ ଖୋଲିଥିବାବେଳେ ଅନ୍ୟ ଜଣେ ସହରର ଅଖଣ୍ଡାଳମଣି ମନ୍ଦିରରେ ‘ପ୍ରସାଦ’…

ଓଡିଶାରେ ଜନତା କର୍ଫ୍ୟୁ: ପୋଲିସ ଠାରୁ ପାସ ପାଇବା ପାଇଁ ୧୦୦ ନମ୍ବର ଡାଏଲ କରନ୍ତୁ

ଭୁବନେଶ୍ୱର: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ହୋଇଥିବା ଦେଶବ୍ୟାପୀ ଜନତା କର୍ଫ୍ୟୁର ପ୍ରଭାବ ଓଡିଶାର ରାଜଧାନୀରେ ଦେଖିବାକୁ ମିଳିଛି । ଜନତା କର୍ଫ୍ୟୁ ବେଳେ ଜନସାଧାରଣଙ୍କ ସୁବିଧା ପାଇଁ କମିଶନରେଟ ପୋଲିସ ପକ୍ଷରୁ ରବିବାର ଦିନ…

କରୋନାଭାଇରସ ସଂକ୍ରମଣ: ଭାରତରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ମୁମ୍ବାଇରେ ଜଣେ ୬୩ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ଡାଇବେଟିସ୍‌, ହୃଦଘାତ ଓ ଉଚ୍ଚ ରକ୍ତ ପିଡିତ ଥିଲେ ବୋଲି ପ୍ରକାଶ…

ଜନତା କର୍ଫ୍ୟୁ ପ୍ରଭାବରେ ଶ୍ରୀକ୍ଷେତ୍ର ଜନଶୂନ୍ୟ; ଖାଁ ଖାଁ ପୁରୀ ବଡ଼ଦାଣ୍ଡ

ପୁରୀ: ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଭୟାବହ ଭୂତାଣୁ କରୋନା ସଂକ୍ରମଣର ପ୍ରାର୍ଦୁଭାବ ଦ୍ରୁତ ଗତିରେ ବଢି ବଢି ଚାଲିଛି । ଏହି ମାରାତ୍ମକ ଭୂତାଣୁର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରବିବାର ଦିନ ଦେଶବ୍ୟାପୀ ‘ଜନତା କର୍ଫ୍ୟୁ’ର ଆହ୍ୱାନ ଦେଇଥିବା ବେଳେ ଏପଟେ…

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୪ ପହଁଚିଲା

ନୂଆଦିଲ୍ଲୀ: ଶନିବାର ୬୦ ଜଣ ନୂଆ କରୋନା ସଂକ୍ରମିତ ଜଣାପଡିବା ସହିତ ଭାରତରେ କୋଭିଡ୧୯ ପଜିଟିଭଙ୍କ ସଂଖ୍ୟା ତିନିଶହ ଟପିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ସର୍ବଶେଷ ତଥ୍ୟ ଅନୁଯାୟୀ ଭାରତରେ ଏ ଯାଏଁ କରୋନା ସଂକ୍ରମିତ ସଂଖ୍ୟା ୩୨୪ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରେ ୩୯ ଜଣ…

ଜନତା କର୍ଫ୍ୟୁ ପ୍ରଭାବ: ହିରୋ ମୋଟୋ କର୍ପ ର ସମସ୍ତ ଫ୍ୟାକ୍ଟ୍ରୀ ଲକ୍‌-ଡାଉନ୍‌

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ସାରା ଭାରତରେ ଦେଖିବାକୁ ମିଳିଛି ଜନତା କର୍ଫ୍ୟୁର ସଫଳ ଛବି । ଓଡିଶା ସମେତ ରାଜସ୍ଥାନରେ ଲକ୍‌-ଡାଉନ୍ ନିର୍ଦ୍ଦେଶ ଜାରି ହୋଇଛି । ଏପରି ସ୍ଥିତିକୁ ଦେଖି ସମସ୍ତ ଅପରେଶନକୁ ତୁରନ୍ତ ବନ୍ଦ କଲା ଭାରତର ଅଗ୍ରଣୀ ଦୁଇ ଚକିଆ…

ରୋମରୁ ୨୬୩ ଭାରତୀୟଙ୍କୁ ନେଇ ଫେରିଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: କରୋନାଭାଇରସରେ ପ୍ରଭାବିତ ଇଟାଲିର ରୋମରେ ଫସିରହିଥିବା ପ୍ରାୟ ୨୬୩ ଜଣ ଭାରତୀୟ ଛାତ୍ରଛାତ୍ରୀ ରବିବାର ଭାରତରେ ଆସି ପହଞ୍ଚିଛନ୍ତି । ଏନେଇ ଟ୍ୱିଟ୍ କରିଛି ଜାତୀୟ ନ୍ୟୁଜ ସରବରାହ ସଂସ୍ଥା ଏଏନଆଇ । https://twitter.com/ANI/status/1241599678044487681?s=08…

ଆଜି ବିଶ୍ୱ ଜଳ ଦିବସ: କାହିଁକି ହୁଏ ପାଳନ, ଜାଣନ୍ତୁ

ଭୁବନେଶ୍ୱର: ସୃଷ୍ଟିର ଆଧାର ଜଳ । କଥାରେ ଅଛି ଜଳ ବିହୁନେ ସୃଷ୍ଟି ନାଶ...ଜଳ ବହୁଳେ ସୃଷ୍ଟି ନାଶ। ବିଶ୍ୱ ଜଳ ଦିବସ ପ୍ରତିବର୍ଷ ୨୨ ମାର୍ଚ୍ଚରେ ପାଳିତ ହୁଏ । ବିଶ୍ୱର ସମସ୍ତ ବିକଶିତ ଦେଶରେ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳ ଉପଲବ୍ଧ କରାଇବା ସହ ଜଳ ସଂରକ୍ଷଣର ମହତ୍ତ୍ୱ ତଥା ଆବଶ୍ୟକତା ବିଷୟରେ ଜନ…