Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭାରତରେ କରୋନା ନେଲା ଆଉ ଏକ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ କରୋନା ଭୁତାଣୁ ନେଲା ଆଉ ଏକ ମୁଣ୍ଡ । କୋରନା ଭାଇରସ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ହୋଇଛି । ପଂଜାବର ଜଣେ ୭୨ ବର୍ଷୀୟ ବୃଦ୍ଧ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ସେ କରୋନାରେ ସଂକ୍ରମିତ ଥିବା ଜଣପାଡିଛି । ସୂଚନା ମୁତାବକ, ଏହି ବ୍ୟକ୍ତି…

କରୋନା ରୋଗୀଙ୍କୁ ଭଲ କରୁଛି ଜାପାନୀ ଫ୍ଲୁ ମେଡିସିନ୍ ଫ୍ଲାଭିପିରାଭିର୍

ବେଜିଂ: କରୋନା ରୋଗୀଙ୍କୁ ଭଲ କରିବା ପାଇଁ କୌଣସି ଟୀକା କିମ୍ବା ଔଷଧ ବାହାରି ନାହିଁ । ତଥାପି ଅଭିଜ୍ଞ ଡାକ୍ତରମାନେ ସେମାନଙ୍କ ଅଭିଜ୍ଞତା ବଳରେ କେତେକ ରୋଗୀଙ୍କୁ ଭଲ କରିପାରୁଛନ୍ତି । ଏହା ମଧ୍ୟରେ ଜାପାନର ଏକ ଫ୍ଲୁ ଡ୍ରଗ ନାମ ଯୋଡି ହୋଇଛି । ଜାପାନୀ ଫ୍ଲୁ ମେଡିସିନ୍ ଫ୍ଲାଭିପିରାଭି ର୍ଏବେ…

ଯୁବପିଢ଼ୀଙ୍କ ଚାକିରୀ ଖାଉଛି କରୋନା

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରଭାବ ସବୁ କ୍ଷେତ୍ରରେ ପଡିଛି । ଏହା ଯୋଗୁ ଅନେକ ସେମାନଙ୍କ ଚାକିରୀ ହରାଇବାକୁ ଯାଉଛନ୍ତି ବୋଲି ଜାତିସଂଘ ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଉଛି ।  ସାରା ବିଶ୍ୱରେ ୨୫ ନିୟୁତ ଲୋକ ଚାକିରି ହରାଇବାର ଆଶଙ୍କା ଉପୁଜିଥିବା ଜାତିସଂଘ ପକ୍ଷରୁ  କୁହାଯାଇଛି । ଏହା…

କରୋନା ଭୟ: ଯାତ୍ରୀ ଭଡା ଉପରେ ରିହାତି ପ୍ରତ୍ୟାହାର କଲା ରେଳବାଇ

ନୂଆଦିଲ୍ଲୀ: ବଢୁଥିବା କରୋନାଭାଇରସ ସଂକ୍ରମଣକୁ ଧ୍ୟାନରେ ରଖି ରେଳ ମନ୍ତ୍ରଣାଳୟ ଗୁରୁବାର ଦିନ ଛାତ୍ର, ଭିନ୍ନକ୍ଷମ ଏବଂ ରୋଗୀଙ୍କ ବ୍ୟତୀତ ସମସ୍ତ ବର୍ଗର ଯାତ୍ରୀଙ୍କ ଭଡା ଉପରେ ରିହାତି ପ୍ରତ୍ୟାହାର କରିନେଇଛି। କୋଭିଡ-୧୯ ର ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ ରେଳବାଇ କହିଛି ଯେ…

‘ଗେମ୍ ଅଫ୍ ଥ୍ରୋନ୍ସ’ ଅଭିନେତ୍ରୀ ଇନ୍ଦିରା ବର୍ମାଙ୍କ କରୋନା ରିପୋର୍ଟ ପଜିଟିଭ

ଲଣ୍ଡନ: ‘ଗେମ୍ ଅଫ୍ ଥ୍ରୋନ୍ସ’ ଅଭିନେତ୍ରୀ ଇନ୍ଦିରା ବର୍ମା କରୋନାଭାଇରସ ଦ୍ୱାରା ସଂକ୍ରମିତ ଥିବା ଜଣାପଡିଛି । ତାଙ୍କ ରକ୍ତ ନମୂନା ରିପୋର୍ଟ ପଜିଟିଭ ଆସିଥିବା ସେ ନିଜେ ସ୍ପଷ୍ଟ କରିଛନ୍ତି । View this post on Instagram…

କରୋନା ଭୟ: ଘର ବାହୁଡା ହେଉଛନ୍ତି ଦାଦନ ଶ୍ରମିକ; ଜିଲ୍ଲା ପ୍ରଶାସନ ତରଫରୁ ଚିହ୍ନଟ ପ୍ରକ୍ରିୟା ଜାରି

କଳାହାଣ୍ଡି: ବିଶ୍ୱବ୍ୟାପୀ ଆତଙ୍କର କାରଣ ପାଲଟିଥିବା କରୋନାଭାଇରସ ଦିନକୁ ଦିନ ଜଟିଳ ସ୍ଥିତି ସୃଷ୍ଟି କରୁଛି । ସେଥିପାଇଁ ସାରା ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ କଟକଣା ଲଗାଯାଇଛି । ଯାହା ଫଳରେ ବିଭିନ୍ନ ରାଜ୍ୟରେ କାମ କରୁଥିବା ପଶ୍ଚିମ ଓଡିଶାର ଦାଦନ ଶ୍ରମିକ ହଜାର ହଜାର…

କରୋନା ମୁକାବିଲା: ସେଲୁନ, ସ୍ପା ଓ ବିୟୁଟିପାର୍ଲର ବନ୍ଦ ନିର୍ଦ୍ଦେଶ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏଥିପାଇଁ ସତର୍କତା ମୂଳକ ସମସ୍ତ ଜନଗହଳି ପୂର୍ଣ୍ଣ ସ୍ଥାନ ଉପରେ କଟକଣା ଲଗାଯାଇଛି । ଏହାରି ଭିତରେ ଆଜି ସ୍ପା ସେଂଟର, ସେଲୁନ ଓ ବିୟୁଟିପାର୍ଲରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ…

କରୋନା ଭୟ: ମାର୍ଚ୍ଚ ୩୧ ଯାଏଁ ଚର୍ଚ୍ଚ ଗୁଡିକର ସମସ୍ତ ଧାର୍ମିକ କାର୍ଯ୍ୟ ସ୍ଥଗିତ

ଭୁବନେଶ୍ୱର: କରୋନା ଭରାଇସ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକସ୍ଥିତ ଓଡିଆ ବାପଟିଷ୍ଟ ଚର୍ଚ୍ଚ ଏବଂ ଭୁବନେଶ୍ୱର ସ୍ଥିତ ଖ୍ରୀଷ୍ଟଙ୍କ ଚର୍ଚ୍ଚ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । କଟକସ୍ଥିତ ଓଡିଆ ବାପଟିଷ୍ଟ ଚର୍ଚ୍ଚର ସଭାପତି ଲାଲ…

କରୋନା ଭୂତାଣୁ ସଂକ୍ରମଣ: ଏବେ ବି ଷ୍ଟେଜ-୨ରେ ଭାରତ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭୂତାଣୁକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି । ଭାରତରେ ମଧ୍ୟ ଏହି ଭାଇରସ ଧୀରେ ଧୀରେ କାୟ ବିସ୍ତାର କରିବାରେ ଲାଗିଛି । ତେବେ ଏହାରି ଭିତରେ ଏକ ଆଶ୍ୱସ୍ତି ଜନକ ଖବର ସାମ୍ନାକୁ ଆସିଛି । ଭାରତରେ କରୋନା ଭୂତାଣୁର ସମୂହ ସଂକ୍ରମଣ ଆରମ୍ଭ ହୋଇନାହିଁ । ଏବେ ବି…

କରୋନା ସତର୍କତା: କୋରାପୁଟରେ ୨୪ ଘଣ୍ଟିଆ କ୍ୱାରେଣ୍ଟାଇନରେ ରହିଲେ ଫ୍ରାନ୍ସ ନାଗରିକ !

କୋରାପୁଟ: କରୋନା ଭୂତାଣୁ ଆତଙ୍କର ଛାୟା ସବୁଆଡ଼େ ବ୍ୟାପୀଯାଇଥିବା ବେଳେ ବୁଧବାର ଦିନ କୋରାପୁଟରେ ଜଣେ ଫ୍ରାନ୍ସ ନାଗରିକଙ୍କୁ ୨୪ ଘଣ୍ଟିଆ କ୍ୱାରେଣ୍ଟାଇନରେ ରଖାଯାଇଛି । ଏହି ଫ୍ରାନ୍ସ ନାଗରିକ ଜଣକ ହିରାଖଣ୍ଡ ଏକ୍ସପ୍ରେସରୁ ଓହ୍ଲାଇବା ମାତ୍ରେ ତାଙ୍କୁ ସହିଦ ଲକ୍ଷ୍ମଣ ନାଏକ ମେଡ଼ିକାଲ କଲେଜ ଓ…