Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରାଜାରାଣୀ ସଙ୍ଗୀତ ମହୋତ୍ସବର ଦ୍ୱିତୀୟ ସଂଧ୍ୟା: ଶାସ୍ତ୍ରୀୟ ସଙ୍ଗୀତ ଓ ସନ୍ତୁର ବାଦନରେ ମନ୍ଦିର ପ୍ରାଙ୍ଗଣ ମୁଖରିତ

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବର ଆଜି ଦ୍ୱିତୀୟ ବର୍ଣ୍ଣାଢ୍ୟ ଓ ଚିତ୍ତାକର୍ଷକ ସନ୍ଧ୍ୟା ସାଙ୍ଗକୁ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଓ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ସନ୍ତୁର ବାଦନରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ ହୋଇଥିଲା ।…

କୁହୁଡି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ: କିପରି ରହିବେ ସତର୍କ ଜାଣନ୍ତୁ…

ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ଥଣ୍ଡା ଯେତେ ଯେତେ ବଢ଼ୁଛି ସେହି ଅନୁପାତରେ କୁହୁଡ଼ି ମଧ୍ୟ ଚାରିଦିଗକୁ ଆଚ୍ଛାଦିତ କରି ରଖୁଛି। କୁହୁଡ଼ି ଯୋଗୁଁ ୧୧ ଟି ଜିଲ୍ଲାକୁ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କୁହୁଡ଼ି ଯୋଗୁଁ ଦେଖା ଯାଉଥିବା ବିଶେଷ ସମସ୍ୟା…

ଥାନାବାବୁଙ୍କ ଅଜବ ସମାଧାନ; ୩ ଦିନ ପାଳି କରି ୨ ପତ୍ନୀଙ୍କ ପାଖରେ ରହିବେ ସ୍ୱାମୀ !

ରାଞ୍ଚି: ରାଞ୍ଚି ସ୍ଥାନୀୟ ସଦର ଥାନାରେ ଏକ ଅଜବ ସମାଧାନ ହୋଇଛି । ସାଧାରଣ ବ୍ୟକ୍ତି ଗୋଟିଏ ସ୍ତ୍ରୀକୁ ଚଳାଇବାରେ ନାକେଦମ ହେଉଥିବା ବେଳେ ଏହି ଘଟଣାରେ ୨ଟି ସ୍ତ୍ରୀ ସାମିଲ । ସବୁଠାରୁ ବଡ କଥା ଉଭୟ ସ୍ୱାମୀଙ୍କ ପାଖରେ ରହିବାକୁ ରାଜି । ଏହି ବ୍ୟକ୍ତିଙ୍କ ନାମ ହେଲା ରାଜେଶ । ତାଙ୍କର ୨ଟି…

ପିଲାଙ୍କ ସ୍ମରଣଶକ୍ତି ବୃଦ୍ଧି କରେ କାର୍ଟୁନ ବହି !

ଭୁବନେଶ୍ୱର: ଛୋଟପିଲାଙ୍କ ମନ ଭାରି ଚଞ୍ଚଳ ହୋଇଥାଏ । କୌଣସି ଏକ ବସ୍ତୁରେ ତାଙ୍କ ମନକୁ ଲଗାଇ ରଖିବା କାଠିକର କଥା ହୋଇଥାଏ । ସବୁ ଅଭିଭାବକଙ୍କ ଇଛା ତାଙ୍କ ପିଲା ଛୋଟ ବେଳୁ ହିଁ ଖେଳକୁଦ ସାଙ୍ଗରେ ପାଠପଢାରେ ବି ପାରଙ୍ଗମ ହେଉ । ଏଥିପାଇଁ ପିଲାର ସ୍ମୃତିଶକ୍ତି ପ୍ରଖର ହେବ ନିତ୍ୟାନ୍ତ…

ପାଲା ଆକାଶର ଉଜ୍ଜ୍ୱଳତମ ନକ୍ଷତ୍ର; ବିଦ୍ୟାଭୂଷଣ ରମାକାନ୍ତ ମିଶ୍ର

ଭୁବନେଶ୍ୱର: ପାଲା ଆକାଶର ଉଜ୍ୱଳତମ ନକ୍ଷତ୍ର ଗାୟକ ବିଦ୍ୟାଭୂଷଣ ପଣ୍ଡିତ ରମାକାନ୍ତ ମିଶ୍ର । ୧୯୫୭ ମସିହା ଡିସେମ୍ବର ୧୭ ତାରିଖରେ ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ଅଖାରିଆ ଗ୍ରାମରେ ରମାକାନ୍ତ ଜନ୍ମ ଗ୍ରହଣ କରିଥିଲେ । ବାପା ହରେକୃଷ୍ଣ ମିଶ୍ର ଏବଂ ମାଆ ରତ୍ନମଣି ଦେବୀଙ୍କର ୩ ପୁଅ ଏବଂ ୪…

ରାଜାରାଣୀ ସଙ୍ଗୀତ ମହୋତ୍ସବ: ଶାସ୍ତ୍ରୀୟ ସଙ୍ଗୀତର ମୁର୍ଚ୍ଛନାରେ ମନ୍ଦିର ପ୍ରାଙ୍ଗଣ ମୁଖରିତ

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ଆଜିଠାରୁ ତିନିଦିନ ଧରି କଳିଙ୍ଗ କଳାସ୍ଥାପତ୍ୟର ଚମତ୍କାର କଳାକୃତି ଏକାଦଶ ଶତାବ୍ଦୀ ନିର୍ମିତ ପ୍ରସିଦ୍ଧ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଛି । ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି…

ମୁକ୍ତେଶ୍ୱର ଉତ୍ସବର ଶେଷ ସନ୍ଧ୍ୟା: ଓଡ଼ିଶୀ ରସରେ ଝୁମିଲେ ବିମୁଗ୍ଧ ଦର୍ଶକ…

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଉଦ୍‍ଯାପନୀ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତକୁ ଉପଭୋଗ କରିଥିଲେ । ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଗୁରୁ ରାମହରି ଦାସ ଓ ସାଥୀଙ୍କ ଦ୍ୱାରା ଶିବ ବନ୍ଦନା ଓଁ ନମଃ ଶିବାୟରୁ, ଯାହାର…

ମୁକ୍ତେଶ୍ଵର ନୃତ୍ୟ ଉତ୍ସବ: ଆଜି ସନ୍ଧ୍ୟାରେ ପରିବେଷିତ ଚିତାକର୍ଷକ ଓଡିଶୀ ନୃତ୍ୟର କିଛି ଝଲକ…

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ୩ୟ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିଛନ୍ତି। ଆଜି ସନ୍ଧ୍ୟାରେ ଓଡିଶୀ ନୃତ୍ୟଶିଳ୍ପୀ କୁନମୁନ ମହାନ୍ତି ଓ ତାଙ୍କ ଗ୍ରୁପ ଦ୍ୱାରା ପରିବେଷିତ ହୋଇଥିବା ଚିତାକର୍ଷକ ନୃତ୍ୟର କିଛି ଝଲକ୍ ଫଟୋ…

ଶ୍ରୀମନ୍ଦିରରେ ପ୍ରତିହାରୀଙ୍କ ବେତମାଡ଼; ଜାଣନ୍ତୁ, ‘ଜାଉଁଳିବେତ’ର ରହସ୍ୟ !

ପୁରୀ: ପୁରୀ ଶ୍ରୀମନ୍ଦିରରେ ପ୍ରତିହାରୀ ସେବକଙ୍କ ବେତମାଡ କିଏ ବା ନ ଖାଇଛନ୍ତି । ଏହି ବେତମାଡ ଖାଇ କେତେକ ବିରକ୍ତି ମଧ୍ୟ ପ୍ରକାଶ କରିଥାନ୍ତି । ପ୍ରକୃତରେ ଶ୍ରୀମନ୍ଦିରରେ ବେତମାଡ ଖାଇଲେ ଭଲ । ଏଥିରେ ସେବକଙ୍କ ସ୍ୱାର୍ଥ ସହ ଆମର ମଧ୍ୟ ଲାଭ ରହିଛି । ବେତମାଡ ନ ଖାଇଲେ ପାପ ଛାଡେ ନାହିଁ କି…

ଜାଣନ୍ତୁ ପୃଥିବୀର ସବୁଠୁ ଥଣ୍ଡା ସହର ସମ୍ପର୍କରେ…

ଭୁବନେଶ୍ୱର: ଶୀତ ଦିନରେ ଦେହରେ ଖରା ଟିକିଏ ପଡିଲେ ଦେହକୁ ଆରାମ ଲାଗିଥାଏ । ସାଧାରଣ ତାପମାତ୍ରାରୁ ପାରଦ ତଳକୁ ଖସିଗଲେ ଜାଡ଼ରେ ଦେହ ଥରି ଯାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ପୃଥିବୀର ସବୁଠୁ ଥଣ୍ଡା ସହର ସମ୍ପର୍କରେ । ଯେଉଁଠି ଗୋଟିଏ ଦିନରେ ମାତ୍ର ୩ ଘଣ୍ଟା ପାଇଁ ସୂର୍ଯ୍ୟ ଦୃଶ୍ୟମାନ…