Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଜାତୀୟ ଯୁବ ଦିବସ ଅବସରରେ ଯାଜପୁରରେ ରାଜ୍ୟସ୍ତରୀୟ ମିନି ମାରାଥନ

ଯାଜପୁର: ଆଜି ହେଉଛି ମହାପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ତିଥି। ଦେଶବ୍ୟାପୀ ଏହାକୁ ଯୁବ ଦିବସ ରୂପେ ପାଳନ କରାଯାଏ । ଦେଶକୁ ଆଗକୁ ଆଗେଇ ନେବାରେ ଯୁବକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଯୁବକମାନଙ୍କୁ ବିବେକାନନ୍ଦଙ୍କ ଆଦର୍ଶରେ ଆଗେଇ ନେବାର ଆବଶ୍ୟକତା ରହିଥିବାରୁ ଆଜି…

ଉଦଘାଟିତ ହେଲା ଅନ୍ତର୍ଜାତୀୟ ଧଉଳି କଳା ଉତ୍ସବ: ପ୍ରଥମ ସନ୍ଧ୍ୟାରେ ୧୫୦ ଶିଶୁ ଚିତ୍ରଶିଳ୍ପୀଙ୍କ କଳା ପ୍ରଦର୍ଶନୀ  

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ଧଉଳି ଶାନ୍ତିସ୍ତୁପ ପାଦ ଦେଶରେ ଅବସ୍ଥିତ ଧଉଳି ହସ୍ତଶିଳ୍ପ ବଜାର ଓ ମହାବିଦ୍ୟାଳୟ ପରିସରରେ ରବିବାର ଦିନ ଉଦଘଟିତ ହୋଇଯାଇଛି ତିନିଦିନିଆ ଜାତୀୟ ଧଉଳି କଳା ଉତ୍ସବ । ଏହି ଅବସରରେ ପ୍ରଥମ ଦିନ ୧୫୦ ଶିଶୁ ଚିତ୍ରଶିଳ୍ପୀଙ୍କ ଚିତ୍ର କଳା ପ୍ରଦର୍ଶନୀ ଅନୁଷ୍ଠିତ…

ଗୋଟିଏ ଛାତ ତଳେ ଗଢି ଉଠିଛି ଏହି ସହର…

ସହର ମାନଙ୍କରେ ବଡ଼ ବଡ଼ କୋଠା ଥିବା କଥା ଆପଣ ଜାଣିଥିବେ । କିନ୍ତୁ କୋଠା ଉପରେ ଏକ ସହର ଗଢିହୋଇଥିବା କଥା କାନକୁ ଟିକିଏ ଅଲଗା ଶୁଭୁଥିବ ନିଶ୍ଚୟ । ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ସତ । ଉତ୍ତର ଆମେରିକାରେ ଥିବା ଆଲାସ୍କାର ହ୍ବିଟିୟରରେ ଏକ ୧୪ ମହଲା ବିଶିଷ୍ଟ କୋଠା ରହିଛି। ଏହି…

ରାସ୍ତାକଡ଼ରେ ମାଗୁଥିଲେ ଭିକ; ପରେ ଜଣାପଡିଲା ଭିକାରୀ ଜଣଙ୍କ କୋଟିପତି

ମନ୍ଦିର ପାଖରେ ବସି ଭିକ ମାଗୁଥିବା ଲୋକ ଯେ ଜଣେ କୋଟିପତି ହୋଇଥିବେ ତାହା ବିଶ୍ୱାସ କରିବା ଅନ୍ତତଃ ପକ୍ଷେ କଷ୍ଟକର । ଏହିଭଳି ଏକ ଅବିଶ୍ବନିୟ ଘଟଣା ଘଟିଛି ହରିୟାଣାରେ । ହରିୟାଣାର ଏକ ମନ୍ଦିର ନିକଟରେ ଭିକ ମାଗୁଥିବା ଜଣେ ଭିକାରୀ ଯେ, କୋଟିପତି ହୋଇଥିବେ ତାହା କେହି କେବେ ଚିନ୍ତା କରି…

ନରେନ୍ଦ୍ରରୁ ବିବେକାନନ୍ଦ: ତେଜସ୍ୱୀ ସାଧକଙ୍କ ଅଜଣା କାହାଣୀ…

ଭୁବନେଶ୍ୱର: ସାରା ବିଶ୍ୱରେ ଯେଉଁ କେତେଜଣ ପ୍ରସିଦ୍ଧ ସନ୍ୟାସୀଙ୍କ କଥା ସଦା ସର୍ବଦା ଆଲୋଚିତ ହୋଇଥାଏ ସେହି ମନୀଷୀମାନଙ୍କ ମଧ୍ୟରେ ଭାରତୀୟ ସନ୍ୟାସୀ ସ୍ୱାମୀ ବିବେକାନନ୍ଦ ଅନ୍ୟତମ । ସ୍ୱାମୀ ବିବେକାନନ୍ଦ ସନ୍ୟାସୀ ହେବା ପୂର୍ବରୁ ତାଙ୍କ ନାମ ଥିଲା ନରେନ୍ଦ୍ର ନାଥ ଦତ୍ତ । ଅତି ପିଲାଟି…

ଜାଣନ୍ତୁ, ସ୍ୱାମୀ ବିବେକାନନ୍ଦଙ୍କ ଅନ୍ତିମ କିଛି ଦିନର ସ୍ମରଣୀୟ କଥା…

ଭୁବନେଶ୍ୱର: ସ୍ୱାମୀ ବିବେକାନନ୍ଦ ସର୍ବତ୍ୟାଗୀ ସନ୍ନ୍ୟାସୀ ଥିଲେ ମଧ୍ୟ ତାଙ୍କ ଅନ୍ତରରେ ଯେଉଁ ସ୍ୱଦେଶପ୍ରେମ ଓ ବିଶ୍ୱମାନବତାର ବିକାଶ ହୋଇଥିଲା, ତାହା ଆମକୁ ଅଭିଭୂତ କରେ । ତାଙ୍କର ଭଗବାନ କୌଣସି ମନ୍ଦିର-ବିଶେଷରେ ପ୍ରତିଷ୍ଠିତ ନ ଥିଲେ। ପରନ୍ତୁ ବାସ କରୁଥିଲେ ପ୍ରତି ମାନବର ହୃଦୟ…

ଜାଣନ୍ତୁ, ସ୍ଵାମୀ ବିବେକାନନ୍ଦଙ୍କ ସମ୍ପର୍କରେ କିଛି ଅଜଣା କଥା…

ଭୁବନେଶ୍ୱର: ବିବେକାନନ୍ଦଙ୍କ ପିଲା ଦିନର ନାମ ଥିଲା ନରେନ୍ଦ୍ରନାଥ । ପିଲାଟି ଦିନରୁ ସେ ସତ୍ୟ ସନ୍ଧାନ ପାଇଁ ବ୍ୟାକୁଳ ଥିଲେ । ଜୀବନ ଯେଉଁ ସତ୍ୟ ଦ୍ୱାରା ପରିଚାଳିତ, ସେହି ସତ୍ୟକୁ ଜାଣିବା ପାଇଁ ସେ ବ୍ୟସ୍ତ ରହୁଥିଲେ । ଯେଉଁ ସତ୍ୟ ଭିତରେ ପୃଥିବୀ ଆବଦ୍ଧ ସେହି ସତ୍ୟାଲୋକର ମହିମା ଜାଣିବା…

କଂସ ବଧ ସହ ବରଗଡ଼ ଧନୁଯାତ୍ରାରେ ପଡିଲା ଯବନିକା

ବରଗଡ଼: ଯେଉଁ ମଥୁରା ନଗରୀ ନୃଶଂସ କଂସର ଅଟ୍ଟହାସ୍ୟରେ ଫାଟି ପଡୁଥିଲା ସେଠି ଆଜି ଭଗବାନ ଶ୍ରୀକୃଷ୍ଣଙ୍କର ଜୟ ଜୟକାର ଧ୍ୱନୀରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଛି । ଦୀର୍ଘ ୧୧ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶେଷ ଦିନରେ ଭଗବାନ ଶ୍ରୀକୃଷ୍ଣ ଓ ବଳରାମ ମଞ୍ଚରେ…

ଅନ୍ତିମ ପର୍ଯ୍ୟାୟରେ ଧନୁଯାତ୍ରା: ଆଜି ହେବ କଂସ ବଦ୍ଧ…

ବରଗଡ଼: ଅନ୍ତିମ ପର୍ଯ୍ୟାୟରେ ବରଗଡ ଧନୁଯାତ୍ରା । ବିଶ୍ୱର ସର୍ବବୃହତ ରଙ୍ଗମଞ୍ଚରେ ଶ୍ରୀକୃଷ୍ଣ କରିବେ କଂସ ବଦ୍ଧ। କଂସ ବଦ୍ଧ ପାଇଁ କୃଷ୍ଣ-ବଳରାମ ମଥୁରା ନଗରୀରେ ପହଞ୍ଚିଛନ୍ତି । ନିଜର ପ୍ରିୟ ଭଗବାନ କୃଷ୍ଣ ବଳରାମଙ୍କୁ ପାଇ ଆତ୍ମ ବିଭୋର ହୋଇଯାଇଛନ୍ତି ମଥୁରାବାସୀ । ଅକ୍ରୁରଙ୍କ ସହ…

ଖାଇବେ ରସଗୋଲା ଆସିବ ଗୁପଚୁପର ସ୍ୱାଦ; ଜାଣନ୍ତୁ, କେଉଁଠି ହେଉଛି ପ୍ରସ୍ତୁତ

ଭୁବନେଶ୍ୱର: ବିଭିନ୍ନତା ମଧ୍ୟରେ ଏକତା ଆମ ଭାରତ । ଏହାର ଆୟତନ ଯେତିକି ବଡ଼ ସେତିକି ବିଶାଳ ଏହାର ଖାଦ୍ୟ ଖାଇବା ଓ ଖୁଆଇବାର ଶୈଳୀ ।  ଆମେ ଭାରତୀୟ ମାନେ ଖାଇବାକୁ ଏତେ ଭଲ ପାଆନ୍ତି ଯେ, ଖାଦ୍ୟକୁ ନେଇ ପରୀକ୍ଷଣ କରିବାରେ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ । ସେଥିପାଇଁ ଆମର ଏଠାରେ ଫିୟୁଜନ…