Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀଜଗନ୍ନାଥଙ୍କୁ ୩୬ ନିଯୋଗର ୧୧୯ ପ୍ରକାର ସେବକ ଦେଉଛନ୍ତି ନିରନ୍ତର ସେବା !

ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଶୃଙ୍ଖଳିତ ନୀତିକାନ୍ତି ଲାଗି ସେବକମାନେ ନିରନ୍ତର ସେବା ପ୍ରଦାନ କରିଚାଲିଛନ୍ତି । ଶ୍ରୀମନ୍ଦିର ତିଆରି ହେବା ପରେ ବ୍ରହ୍ମାଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଉପରୋକ୍ତ ସେବକଙ୍କୁ ନିୟୋଜିତ କରିଥିଲେ । ମିଳିଥିବା ତଥ୍ୟ ଅନୁସାରେ ୧୧୯ ପ୍ରକାରର ସେବକ ତାଙ୍କ…

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ୩ୟ ଦିନ; ନନ୍ଦୋତ୍ସବ ଲାଗି ଉତ୍ସବମୁଖର ଗୋପପୁର

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ୩ୟ ଦିନ । ଏହି ଅବସରରେ କୃଷ୍ଣ ଭଗବାନଙ୍କ ଜନ୍ମକୁ ନେଇ ଗୋପପରୁରେ ଧୁମଧାମର ନନ୍ଦୋତ୍ସବ ପାଳିତ ହେଉଛି । ଏଥିସହିତ କୃଷ୍ଣ ପ୍ରେମମୟ ଗୋପପରୁ ଫୁଲ ଚନ୍ଦନରେ ମଧୁମୟ ହୋଇଉଠିଛି । ଏପରିକି ଯଶୋଦାଙ୍କ ଅଲିଅଳ କୃଷ୍ଣ ଝୁଲଣାରେ ଝୁଲି ଝୁଲି…

ଓଡିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ: ଭ୍ରମଣ ସହ ନିଅନ୍ତୁ ବଣଭୋଜିର ମଜ୍ଜା..

ଭୁବନେଶ୍ୱର: ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହୋଇଛି । ଯାହାଫଳରେ ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ଦେବା ସହିତ ନୂତନ ବର୍ଷର ଭରପୂର ମଜା ନେଉଛନ୍ତି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ ମଜଲିସ କରିବା ପାଇଁ ଭ୍ରମଣରେ…

ରାଜ୍ୟ ପାଲାଗାୟକ ପରିଷଦର ୪୪ ତମ ରାଜ୍ୟସ୍ତରୀୟ ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର ରାଜ୍ୟ ପାଲାଗାୟକ ପରିଷଦର ୪୪ ତମ ରାଜ୍ୟସ୍ତରୀୟ ବାର୍ଷିକ ସମ୍ମିଳନୀ ଗତ ୨୮ ଓ ୨୯ ଦୁଇ ଦିନ ଧରି ଢେଙ୍କାନାଳ ଜିଲ୍ଲାର ସଂସ୍କୃତି ସମ୍ପନ୍ନ ଗ୍ରାମ ପିଙ୍ଗୁଆଠାରେ ପରିଷଦର ସଭାପତି ଶ୍ରୀ ମଦନ ମୋହନ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀରେ ସଂସ୍କୃତି…

ପର୍ଯ୍ୟଟନ ମାନଚିତ୍ରରେ ଯାଜପୁର; ପୁରାତନ କୀର୍ତ୍ତିରାଜିର ଗନ୍ତାଘର

ଯାଜପୁର: ଯାଜପୁର ଜିଲ୍ଲାର କୋଣ ଅନୁକୋଣରେ ରହିଛି ପ୍ରାଚୀନ ସଂସ୍କୃତିର ଛାପ । ଐତିହ୍ୟ କୀର୍ତ୍ତିରାଜି କୁ ନେଇ ଏହି ପର୍ଯ୍ୟଟନ କ୍ଷେତ୍ର ଶୋଭିତ । ପ୍ରାଚୀନ ଉତ୍କଳର ରାଜଧାନୀ ଥିବା ଯାଜପୁରର ଗଳିକନ୍ଦିରେ ପୌରାଣିକ ଓ ଐତିହାସିକ କଳାକୃତି ବିଦ୍ୟମାନ । ସାରା ଜିଲ୍ଲାରେ ରହିଛି ଅନେକ…

ଜାଣନ୍ତୁ, କାହିଁକି ପୁରୀ ଶ୍ରୀମନ୍ଦିର ହନୁମାନମୟ !

ପୁରୀ: ଶ୍ରୀରାମଚନ୍ଦ୍ରଙ୍କ ଶ୍ରେଷ୍ଠ ଭକ୍ତ ହନୁମାନ । ଶ୍ରୀରାମ ଭକ୍ତମାନେ ଶ୍ରୀଜଗନ୍ନାଥ ଏବଂ ଶ୍ରୀରାମ ଏକ ବୋଲି ମାନନ୍ତି । ଶ୍ରୀରାମ ଯେଉଁଠି ହନୁମାନ ସେଇଠି । ପୁରୀବାସୀ ହନୁମାନଙ୍କ ଜୟନ୍ତୀ ଓ ଅନ୍ୟ ପର୍ବ ପର୍ବାଣୀ ଶ୍ରୀମନ୍ଦିରରେ ହର୍ଷ ଉଲ୍ଲାସରେ ପାଳନ କରନ୍ତି । ମହାବିଷୁବ…

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ୨ୟ ଦିନ; ବନ୍ଦୀଶାଳାରେ ଜନ୍ମନେଲେ କୃଷ୍ଣ

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ୨ୟ ଦିନ । ଏହି ଅବସରରେ ପାପର ନାଶ କରିବା ପାଇଁ ବନ୍ଦୀଶାଳାରେ ମାତା ଦେବକୀଙ୍କ କୋଳମଣ୍ଡନ କରିଛନ୍ତି ପ୍ରଭୁ କୃଷ୍ଣ ଭଗବାନ । ଏଥିସହିତ ରାଜା ଉଗ୍ରସେନଙ୍କୁ ବନ୍ଦୀ କରିବା ପରେ ମଥୁରାର ମହାରାଜା ହୋଇଛନ୍ତି କଂସ । ତାଙ୍କର କ୍ରୁର…

ଓଡିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ: ଭ୍ରମଣ ସହ ପିକନିକର ମଜ୍ଜା ମଧ୍ୟ ଉଠାଇପାରିବେ..

ଭୁବନେଶ୍ୱର : ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହୋଇଛି । ଯାହାଫଳରେ ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ଦେବା ସହିତ ନୂତନ ବର୍ଷର ଭରପୂର ମଜା ନେଉଛନ୍ତି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ ମଜଲିସ କରିବା ପାଇଁ ଭ୍ରମଣରେ…

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ପ୍ରଥମ ଦିନ; ନଗର ପରିକ୍ରମା କଲେ ରାଜା ଉଗ୍ରସେନ

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ପ୍ରଥମ ଦିନ । ଏହି ଅବସରରେ ରାଜା ଉଗ୍ରସେନ ହାତୀ ଉପରେ ବସି ନଗର ପରିକ୍ରମା କରିଛନ୍ତି । ଏଥିସହିତ ପ୍ରଥମ ଦିନରେ ଦେବକୀ ଓ ବସୁଦେବଙ୍କ ବିବାହ ସମ୍ପନ୍ନ ହୋଇଥିବଲା । ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ…

କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ଵର ପୀଠ: ସ୍ୱୟଂ ଶ୍ରୀରାମ ସ୍ଥାପନ କରିଥିଲେ ପବିତ୍ର ଶିବଲିଙ୍ଗ

କୋରାପୁଟ: ଗୁପ୍ତେଶ୍ୱର କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ନିକଟରେ ଅବସ୍ଥିତ ଏକ ଶୈବପୀଠ । ସ୍ଥାନଟି କୋରାପୁଟ ଠାରୁ ୮୦ କି.ମି ଓ ଜୟପୁରଠାରୁ ୬୦ କି.ମି. ଦୂର । ଏହିସ୍ଥାନର ପୌରାଣିକ କଥାବସ୍ତୁ: ଗୁପ୍ତେଶ୍ୱର ପାହାଡ଼ର ଶୀର୍ଷ ଦେଶରେ ଏକ ଗୁମ୍ଫା ମଧ୍ୟରେ ଗୁପ୍ତେଶ୍ୱର ଲିଙ୍ଗ ଅବସ୍ଥିତ ।…