Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଏହିଭଳି ଭାବରେ ରିଷ୍ଟୋର କରନ୍ତୁ ହ୍ଵାଟ୍ସଆପରେ ଡିଲିଟ ହୋଇଯାଇଥିବା ମେସେଜ !

ଭୁବନେଶ୍ୱର: ଆଜିର ଆଧୁନିକ ଯୁଗରେ ଆବାଳ ବୃଦ୍ଧ ବନିତା ମୋବାଇଲ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ ଗଲେଣି । ବିଶେଷ କରି ହ୍ଵାଟ୍ସଆପ ଓ ଫେସବୁକ ସହ । ହ୍ଵାଟ୍ସଆପ ଆମର ଉଭୟ ପର୍ସନାଲ ଓ ପ୍ରଫେସନାଲ ଜୀବନର ଏକ ଅବିଛିନ୍ନ ଅଙ୍ଗ ଭାବେ ଉଭା ହେଲାଣି । ଏହା ମାଧ୍ୟମରେ ଅନେକ ଦରକାରୀ କାର୍ଯ୍ୟ…

କଂସଙ୍କ ରାଜୁତିରେ ଥରହର ମଥୁରା ନଗରୀ

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ୮ମ ଦିନ । ଏହି ଅବସରରେ କୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ ଓ ହତ୍ୟା କରିବା ପାଇଁ ଷଡଯନ୍ତ୍ରରେ ମାତିଛନ୍ତି ମହାରାଜା କଂସ । କୃଷ୍ଣଙ୍କୁ ବଦ୍ଧ କରିବା ପାଇଁ ମହାରାଜା କଂସଙ୍କୁ ସମସ୍ତ ଅତିଥି ରାଜାମାନେ ସହାୟତା କରିବାକୁ ପ୍ରତିଶୃତି…

ଦୈନିକ ଉର୍ଦ୍ଦୁ ଖବରକାଗଜ ‘ଅଖବାରନାମା’ର ୮ମ ସ୍ୱନକ୍ଷତ୍ର ଉତ୍ସବ ପାଳିତ

ଭୁବନେଶ୍ୱର: ଏକ ସଶକ୍ତ ଓ ବିକଶିତ ସମାଜ ଗଠନରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି । ଗଣମାଧ୍ୟମ ହେଉଛି ସାଧାରଣ ଲୋକଙ୍କ ସ୍ୱର । ସେମାନଙ୍କର ସମସ୍ୟା ସରକାରଙ୍କ ନିକଟରେ ପହଞ୍ଚାଇବା ଗଣମାଧ୍ୟମର ମୁଖ୍ୟ ଦାୟିତ୍ୱ । ସମାଜରେ ଘଟୁଥିବା ଅନେକ ସକାରତ୍ମକ ଘଟଣା ଲୋକଲୋଚନକୁ ଆସିବା ଦରକାର । ସବୁ…

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀକୁ କାହିଁକି କୁହାଯାଏ ଶଙ୍ଖକ୍ଷେତ୍ର !

ପୁରୀ: ଶ୍ରୀକ୍ଷେତ୍ର ପୁରୀକୁ କାହିଁକି ଶଙ୍ଖକ୍ଷେତ୍ର କୁହାଯାଏ ସେ ବିଷୟରେ ଜାଣିବା । ସ୍କନ୍ଦ ପୁରାଣ ଅନୁସାରେ ପୁରୁଷୋତ୍ତମ କ୍ଷେତ୍ରର ଆକାର ଏକ ଶଂଖକ୍ଷେତ୍ର୍ ପରି ହୋଇଥିବାରୁ ଏହାର ନାମ ଏପରି ରଖାଯାଇଛି । ଉକ୍ତ ପୁରାଣ ଅନୁସାରେ ଏହି କ୍ଷେତ୍ରର ଆୟତନ ପଂଚକୋଶ ଏବଂ ଆକାର ତ୍ରିକୋଣ ।…

କଂସଙ୍କ ରାଜୁତିରେ ଦୁଲୁକୁଛି ବରଗଡ; କୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ ଲାଗି ମାନସ ମନ୍ଥନ

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ୭ମ ଦିନ । ଏହି ଅବସରରେ କୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ ଲାଗି ମହାରାଜା କଂସ ଅକ୍ରୁରଙ୍କ ସହ ଆଲୋଚନା କରିବା ସହ ଚିଟାଉ ମଧ୍ୟ ପ୍ରସ୍ତୁତ କରିଛନ୍ତି । କୃଷ୍ଣଙ୍କୁ ବଦ୍ଧ କରିବା ପାଇଁ ମହାରାଜା କଂସଙ୍କୁ ସମସ୍ତ ଅତିଥି ରାଜମାନେ ସହାୟତା…

ବୁଲିଯାନ୍ତୁ ରାଜ୍ୟର ଏହିସବୁ ତୀର୍ଥସ୍ଥଳୀ; ଯେଉଁଠି ଭରି ରହିଛି ପ୍ରାକୃତିକ ଶୋଭାରାଜି

ଭୁବନେଶ୍ୱର : ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହୋଇଛି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ ମଜଲିସ କରିବା ପାଇଁ ଭ୍ରମଣରେ ବାହାରି ପଡନ୍ତି ବିଭିନ୍ନ ଦର୍ଶନୀୟ ସ୍ଥାନ ତଥା ପର୍ଯ୍ୟଟନ ସ୍ଥଳୀକୁ । ରାଜ୍ୟ ଭିତରେ ଏଭଳି କିଛି…

ପର୍ଯ୍ୟଟନ ମାନଚିତ୍ରରେ ସମ୍ବଲପୁର: ମନ ମୋହୁଛି ପ୍ରାକୃତିକ ଶୋଭାରାଜି….

ସମ୍ବଲପୁରୀ: ଦେଶ ବିଦେଶରେ ସମ୍ବଲପୁର ଜିଲ୍ଲା ତାହାର ସମ୍ବଲପୁରୀ ଶାଢୀ ପାଇଁ ପ୍ରସିଦ୍ଧି ଲାଭ କରିଛି । ସମ୍ବଲପୁର ଜିଲ୍ଲାର ଐତିହାସିକ ପୃଷ୍ଠା ଅନୁଧ୍ୟାନ କଲେ ଏଥିରେ ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ଦେଶ ପ୍ରତି ଥିବା ଆତ୍ମ ବଳିଦାନର କାହାଣୀ ନିହିତ ଅଛି । ପାମ୍ପେ ରଚିତ ପୁସ୍ତକ…

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା; ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ମହାରାଜ କଂସଙ୍କ ଷଡଯନ୍ତ୍ର

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ୬ଷ୍ଠ ଦିନ । ଏହି ଅବସରରେ ଶ୍ରୀକୃଷ୍ଣ-ବଳରାମଙ୍କୁ ମାରିବା ଲାଗି ନିଜ ରଙ୍ଗସଭାରେ ଷଡଯନ୍ତ୍ର କରିଛନ୍ତି ମହାରାଜା କଂସ ଓ ତାଙ୍କ ମନ୍ତ୍ରୀ ପରିଷଦମାନେ । ବିଚଳିତ କଂସ ମହାରାଜ କୃଷ୍ଣ ଓ ବଳରାମଙ୍କୁ ମାରିବା ପାଇଁ ନିଜ ରାଜ ଦରବାରରେ…

ଓଡିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ: ଭ୍ରମଣ ସହ ପିକନିକର ମଜ୍ଜା ମଧ୍ୟ ଉଠାଇପାରିବେ..

ଭୁବନେଶ୍ୱର : ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହୋଇଛି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ ମଜଲିସ କରିବା ପାଇଁ ଭ୍ରମଣରେ ବାହାରି ପଡନ୍ତି ବିଭିନ୍ନ ଦର୍ଶନୀୟ ସ୍ଥାନ ତଥା ପର୍ଯ୍ୟଟନ ସ୍ଥଳୀକୁ । ରାଜ୍ୟ ଭିତରେ ଏଭଳି କିଛି…

ଯୋଦ୍ଧା ସାଜିବେ ଶ୍ରୀଜୀଉ: ୨୫ ବର୍ଷ ପରେ ନାଗାର୍ଜୁନ ବେଶରେ ଦେବେ ଦର୍ଶନ

ପୁରୀ: ଦୀର୍ଘ ୨୫ ବର୍ଷ ପରେ ଚଳିତ ବର୍ଷ ପଡୁଛି ଶ୍ରୀଜୀଉଙ୍କ ଦୁର୍ଲ୍ଲଭ ତଥା ବିରଳ ନାଗାର୍ଜୁନ ବେଶ । ତିଥି, ନକ୍ଷତ୍ର ଆଧାରରେ ସ୍ଥିର ହୋଇଛି ଦିନ । ପଞ୍ଜିକା ଗଣନା ଅନୁସାରେ ଚଳିତ ୨୦୨୦ ବର୍ଷ ନଭେମ୍ବର ୨୭ ତାରିଖରେ ଏହି ଅଲୌକିକ ବେଶ ଧାରଣ କରିବେ ମହାପ୍ରଭୁ । ଦୀର୍ଘ ୨୫ ବର୍ଷ ପରେ…