Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ପୁରୀର ପ୍ରସିଦ୍ଧ ବାଟମଙ୍ଗଳା ମନ୍ଦିର: ବ୍ରହ୍ମାଙ୍କୁ ମାଆ ଶ୍ରୀମନ୍ଦିରକୁ ଦେଖାଇଥିଲେ ବାଟ !

ଭୁବନେଶ୍ୱର: ଶ୍ରୀକ୍ଷେତ୍ରରେ ପାଦ ଥାପିଲେ ଭକ୍ତମାନଙ୍କ ମଧ୍ୟରେ ଅପୂର୍ବ ଆନନ୍ଦ ଖେଳିଯାଇଥାଏ । କୁହାଯାଏ, ଯିଏ ବି ପୁରୀ ମାଟିରେ ପହଂଚେ...ବାଟମଙ୍ଗଳା ଠାକୁରାଣୀଙ୍କଠାରୁ ତାର ହୃଦୟ ସ୍ପନ୍ଦନ ବଢ଼ିଯାଏ କାରଣ ଆଉ ଅଳ୍ପ ଦୂରରେ ରହିଲା ଜଗନ୍ନାଥ ମନ୍ଦିର । ଏବେ ରାସ୍ତା ଘାଟ ଓ ଆଲୋକର…

ଉଦଯାପିତ ହେଲା କୋଣାର୍କ ଉତ୍ସବ; ମନ ମୋହିନେଲା ଓଡ଼ିଶୀ ଓ ଭାରତନାଟ୍ୟମର ପୌରାଣିକ ଗାଥା

କୋଣାର୍କ: ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ କୋଣାର୍କ ଉତ୍ସବର ପାଞ୍ଚ ଦିନ ବ୍ୟାପି କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ଉଦ୍ୟାପନୀ ସଂଧ୍ୟାରେ ଶାସ୍ତ୍ରୀୟ ଭାରତନାଟ୍ୟମ ଓ ଓଡିଶୀ ନୃତ୍ୟନାଟିକାରେ ପୂରାଣର ପ୍ରସଙ୍ଗ ମଞ୍ଚାୟିତ ହୋଇଛି ଯାହା…

ଧନର ଅଭାବ ଲାଗି ରହୁଥିଲେ, ପର୍ସରେ ରଖନ୍ତୁ ଏହି ୪ଟି ଜିନିଷ

ଭୁବନେଶ୍ୱର: ଜୀବନରେ ଧନର ଆବଶ୍ୟକତା ସମସ୍ତଙ୍କୁ ରହିଥାଏ। ତେବେ କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ ଯେ, ଆମଦାନୀ ଠାରୁ ଖର୍ଚ୍ଚ ଅଧିକ ବଢି ଯାଇଥାଏ।ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହାର ପ୍ରତିକାର ସମ୍ପର୍କରେ । ବାସ୍ତୁଶାସ୍ତ୍ର ଅନୁଯାୟୀ ଏଥିରୁ ମୁକ୍ତି ପାଇବା ପାଇଁ…

ପୁରୀର ପବିତ୍ର କଣ୍ଡୁ ଆଶ୍ରମ; ଯେଉଁଠି ପ୍ରସିଦ୍ଧ ପଣ୍ଡୁ ନୃସିଂହ ପାଆନ୍ତି ପୂଜା…

ପୁରୀ: ଜଗନ୍ନାଥ ମନ୍ଦିରର ଉତ୍ତର ପଶ୍ଚିମ ଦିଗରେ ମାର୍କଣ୍ଡେଶ୍ୱର ସାହି ରହିଛି । ପୁରୀ ସହରର ଏହି ପୁରାତନ ସାହିର ଶେଷ ଭାଗରେ ମାର୍କଣ୍ଡେଶ୍ୱର ମହାଦେବ ମନ୍ଦିର ଓ ସରୋବର ରହିଛି । ଏହାର ନିକଟରେ ମାର୍କଣ୍ଡେୟ ଆଶ୍ରମ ଅବସ୍ଥାପିତ । ପ୍ରଥମେ ଏଠାରେ ସପ୍ତ ମାତୃକା ମୂର୍ତି ପୂଜା ପାଉଥିଲେ ।…

ମାଣବସା ଗୁରୁବାରକୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ, ଜାଣନ୍ତୁ…

ଭୁବନେଶ୍ୱର: ଓଡ଼ିଆ ଘରର ଅନ୍ୟତମ ପର୍ବପର୍ବାଣି ମଧ୍ୟରେ ରହିଛି ମାଣବସା ଓଷା । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ। ଏହି ପର୍ବ ହେଉଛି ଓଡିଶା ଏବଂ ଓଡ଼ିଆ ମାନଙ୍କ ର ନିଜସ୍ୱ ପର୍ବ ।…

କୋଣାର୍କ ମହୋତ୍ସବର ୪ର୍ଥ ସନ୍ଧ୍ୟା; ଦର୍ଶକଙ୍କୁ ବିହ୍ୱଳିତ କଲା ପ୍ରହଲ୍ଲାଦ ନାଟକର ଶାସ୍ତ୍ରୀୟ ଉପସ୍ଥାପନା

କୋଣାର୍କ: ନୃତ୍ୟଶିଳ୍ପୀ ଯେତେବେଳେ ନୃତ୍ୟସହ ଏକାତ୍ମ ହୋଇଯାନ୍ତି ଏକ ନୈସର୍ଗିକ ବାତାବରଣ ସୃଷ୍ଟି ହୁଏ ଓ ସେତେବେଳେ ନୃତ୍ୟ ଇଶ୍ୱର ପ୍ରାପ୍ତିର ମାର୍ଗକୁ ସହଜ କରିଦିଏ । ଏହିପରି ଏକ ଆବେଗମୟ ଅନୁଭବରେ ସିକ୍ତ ହୋଇଥିଲା ଦର୍ଶକଙ୍କ ହୃଦୟ । ଅବସର ଥିଲା କୋଣାର୍କ ଉତ୍ସବର ଚତୁର୍ଥ ସଂଧ୍ୟା ।…

କୋଣାର୍କ ମହୋତ୍ସବର ୪ର୍ଥ ସନ୍ଧ୍ୟା: କୁଚିପୁଡ଼ି ନୃତ୍ୟରେ ପ୍ରତିଧ୍ବନିତ ହେଉଛି ମୁକ୍ତକାଶ ରଙ୍ଗମଞ୍ଚ

କୋଣାର୍କ: ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟମନ୍ଦିର ପାଦଦେଶରେ ଓଡିଶା ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ଆଜି ଚତୁର୍ଥ ସନ୍ଧ୍ୟା । ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ବିଶ୍ବବିଦିତ କରିବା ଲକ୍ଷ୍ୟ ନେଇ ୧୯୮୯ ମସିହାରୁ ନିରବଚ୍ଛିନ୍ନ ଅନୁଷ୍ଠିତ ହୋଇ ଆସୁଥିବା କୋଣାର୍କ…

ମହାଦେବଙ୍କ ନିଶ୍ଚିତ ଆଶୀର୍ବାଦ ଲାଗି ଏହି ୪ ପ୍ରକାର ଅଭିଷେକ କରନ୍ତୁ…

ଦେବ ଦେବ ମହାଦେବଙ୍କ ଅପାର କୃପାରୁ ଅସଂଖ୍ୟ ଶ୍ରଦ୍ଧାଳୁ୍ଙ୍କର ମନୋସ୍କାମନା ପୂର୍ଣ୍ଣ ହୋଇଥିବାର ସ୍ୱୀକାର କରିଛନ୍ତି । କଥାରେ ଅଛି ମହାଦେବଙ୍କର ତପେ ବର ନହେଲେ କୋପେ ବର । ମହାଦେବ ଶିବଙ୍କ ଆଶୀର୍ବାଦ ଭିକ୍ଷା ସହଜ ହୋଇଥାଏ ଶିବଙ୍କ ଅଭିଷେକ କଲେ । ମହାଦେବଙ୍କ ୪ ପ୍ରକାର ପୂଜାର୍ଚ୍ଚନା ବା…

ଆଜି ଶ୍ରୀଜୀଉଙ୍କ ‘ବନକଲାଗି’ ନୀତି; ୪ ଘଣ୍ଟା ଯାଏଁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ…

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଅପରାହ୍ନ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ…

ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଭୃଗୁ ଆଶ୍ରମ; ଯେଉଁଠି ପୂଜା ପାଆନ୍ତି କଂସର ଚୌକିଦାର ଉଗ୍ରସେନ !

ପୁରୀ: ଶ୍ରୀମନ୍ଦିରର ଦକ୍ଷିଣ ପାଶ୍ୱର୍ରେ ବାଲିସାହିରେ ପୁରାତନ ଓ ପାରମ୍ପାରିକ ମୂଲ୍ୟବୋଧରେ ଭରପୂର ଭୃଗୁ ଆଶ୍ରମ ରହିଛି । ଏହି ସାହିର ଦାଣ୍ଡରେ ପ୍ରତି ଅମବାସ୍ୟାରେ ନାରାୟଣ ସାଗର ବିଜେ କରନ୍ତି । ବର୍ତମାନ ଏହାର ପ୍ରକୃତ ରକ୍ଷଣାବେକ୍ଷଣା ହେଉ ନ ଥିବାରୁ ଭକ୍ତ ତଥା ପର୍ଯ୍ୟଟକଙ୍କୁ ବିଶେଷ…