Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କୋଣାର୍କ ଉତ୍ସବରେ ଓଡ଼ିଶୀ ଓ ମୋହିନୀ ଆଟ୍ଟମ; ନୃତ୍ୟାଙ୍ଗନାଙ୍କ ନୃତ୍ୟରେ ଝୁମିଲେ ବିଭୋର ଦର୍ଶକ…

କୋଣାର୍କ: ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟମନ୍ଦିର ପାଦଦେଶରେ ଓଡିଶା ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟା ପୁରାଣ ପ୍ରସଙ୍ଗ ଓ ଜୀବନ ଦର୍ଶନକୁ ଶାସ୍ତ୍ରୀୟ ନୃତ୍ୟରେ ପ୍ରକ୍ଷାପିତ କରିଥିଲା । ସୁଦୃଶ୍ୟ ଆଲୋକର ସାଜସଜ୍ଜା ଓ ଭରପୁର ଦର୍ଶକ ଗ୍ୟାଲେରୀ ମଧ୍ୟସ୍ଥ ମୁକ୍ତାକାଶ…

ପୁରୀର ପ୍ରସିଦ୍ଧ ଅଙ୍ଗିରା ଆଶ୍ରମ: ଯେଉଁଠି ଋଷି ଅଙ୍ଗିରା କରୁଥିଲେ ତପସ୍ୟା !

ପୁରୀ: ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ପାରମ୍ପରିକ ମୂଲ୍ୟବୋଧରେ ପରିପୂର୍ଣ୍ଣ । ଏହା ସହିତ ଯାହା କିଛି ଜଡିତ ହୁଏ ତାହା ମଧ୍ୟ ଲୋକପ୍ରିୟ ହୋଇଯାଏ । ଶ୍ରୀକ୍ଷେତ୍ରରେ ଥିବା ୪ଟି ଆଶ୍ରମ ଏଥିରୁ କିପରି ବା ବାଦ୍ ପଡନ୍ତା । ପୁରୀ ମନ୍ଦିର ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ଏହି ଆଶ୍ରମଗୁଡିକ ହେଲା…

ମହାନ ବିଦ୍ୱାନ ହୋଇଥିବା ସତ୍ତ୍ୱେ କାହିଁକି ଘଟିଲା ରାବଣର ସର୍ବନାଶ, ଜାଣନ୍ତୁ

ଭୁବନେଶ୍ୱର: ହିନ୍ଦୁ ଧର୍ମର ମହାନ ପୌରାଣିକ କଥାବସ୍ତୁ ରାମାୟଣରେ ବର୍ଣ୍ଣିତ ରହିଛି ଯେ ଲଙ୍କାପତି ରାବଣ ଥିଲେ ମହାଜ୍ଞାନୀ ତଥା ଭୀଷଣ ପାଣ୍ଡିତ୍ୟର ଅଧିକାରୀ । ମହାଦେବଙ୍କ ପ୍ରଚଣ୍ଡ ଭକ୍ତ ଥିବା ରାବଣର କାହିଁକି ଏପରି ସର୍ବନାଶ ଘଟିଲା ଜାଣନ୍ତୁ... ପୌରଣିକ କଥାବସ୍ତୁ ଅନୁଯାୟୀ ରାବଣଙ୍କ…

ଏମିତି ଏକ ଗାଁ ଯେଉଁଠି ମଣିଷଠାରୁ ପଶୁ ସମସ୍ତେ ଅନ୍ଧ !

ଭୁବନେଶ୍ୱର: କେବେ ଏଭଳି ଅଦ୍ଭୁତ କଥା ଶୁଣିଛନ୍ତି କି? ଗୋଟିଏ ଗ୍ରାମର ପଶୁ ଠାରୁ ମଣିଷ ସଭିଏଁ ଅନ୍ଧ। ବିଶ୍ୱାସ ନହେଉଥିଲେ ମଧ୍ୟ କଥାଟି ସତ । ଉତ୍ତର ଆମେରିକାର ମେକ୍ସିକୋରେ ରହିଛି ଏଭଳି ଏକ ରହସ୍ୟମୟ ଗ୍ରାମ । ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେହି ଗ୍ରାମକୁ ଅନ୍ଧ ଗାଁ…

ମନମୋହୁଛି କୋଣାର୍କ ମହୋତ୍ସବ; ବାଲିନିଜ୍ ଓ ଓଡିଶୀ ନୃତ୍ୟରେ ଝୁମିଲେ ଦର୍ଶକ

କୋଣାର୍କ: ଓଡିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କୋଣାର୍କ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଇଣ୍ଡୋନେସିଆର ବାଲିନିଜ୍ ନୃତ୍ୟ ଓ ଶାସ୍ତ୍ରୀୟ ଓଡିଶୀ ନୃତ୍ୟରେ ପୁରାଣର କଥାବସ୍ତୁ ଦର୍ଶକଙ୍କୁ ବିମୋହିତ କରିଛି । ଇଣ୍ଡୋନେସିଆର ସୁପ୍ରସିଦ୍ଧ ବାଲିନିଜ୍ ନୃତ୍ୟରେ ରାମାୟଣ ମହାକାବ୍ୟ…

ପ୍ରତିଷ୍ଠା ଦିନରୁ କୋଣାର୍କର ଏହି ତନ୍ତ୍ରପୀଠରେ ଲିଭିନାହିଁ ଅଗ୍ନିକୁଣ୍ଡ !

ଭୁବନେଶ୍ୱର: ଆପଣ ଅନେକ ଥର କୋଣାର୍କ ବୁଲି ଯାଇଥିବେ ଏବଂ ସୂର୍ଯ୍ୟମନ୍ଦିର ତଥା ଏହାର ଆଖପାଖ ସ୍ଥାନ ସହ ଚନ୍ଦ୍ରଭାଗା ସମୁଦ୍ରକୂଳ ଆଉ ରାମଚଣ୍ଡୀ ନିହାତି ଯାଇଥିବେ । କିନ୍ତୁ ଆଜି ଆପଣଙ୍କୁ ସେହି କୋଣାର୍କର ଏପରି ଏକ ସ୍ଥାନ ବିଷୟରେ କହିବୁ ଯାହା ବିଷୟରେ ବହୁତ କମ୍‌ ଲୋକ ଜାଣିଥିବେ।…

ଶ୍ରୀମନ୍ଦିରରେ ଆରମ୍ଭ ହେଲା ଓଢ଼ଣୀ ଷଷ୍ଠୀ ନୀତି; ମହାପ୍ରଭୁଙ୍କ ଶୀତବସ୍ତ୍ର ପରିଧାନକୁ ଶ୍ରଦ୍ଧାଳୁଙ୍କ ଅପେକ୍ଷା…

ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ମଧ୍ୟ ଶୀତ ହୁଏ । ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ । ମାର୍ଗଶୀର ମାସ ଶୁକ୍ଲପକ୍ଷ ଷଷ୍ଠୀରେ ଓଢ଼ଣୀ ପର୍ବ ପାଳିତ ହୁଏ । ଓଢ଼ଣୀ ଷଷ୍ଠୀ ବା ଘୋଡ ଲାଗି ଭାବେ ଏହା ପରିଚିତ । ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବକ ଏହି ଘୋଡ ପ୍ରସ୍ତୁତ…

ଆସନ୍ତୁ, ପବିତ୍ର ପୁରୀ ଶ୍ରୀକ୍ଷେତ୍ରରେ କରିବା ତୀର୍ଥ…

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଅବସ୍ଥାପନ କରନ୍ତ୍ି ବିଶ୍ୱ ନିୟନ୍ତାର ଶ୍ରଷ୍ଠା ପ୍ରଭୂ ଶ୍ରୀ ଜଗନ୍ନାଥ । ପୁରୀର ଭୌଗଳିକ ସ୍ଥିତି ଓ ଐତିହ୍ୟ ଏତେ ଶକ୍ତିଶାଳୀ ଯେ, ଏଥିପାଇଁ ଦେଶ ବିଦେଶରୁ ଛୁଟି ଆସନ୍ତି ଲକ୍ଷ ଲକ୍ଷ ଭକ୍ତ । ତେବେ ଜଗନ୍ନାଥଙ୍କ ସାନ୍ନିଧ୍ୟ ପାଇବା ପାଇଁ ଓ ପାପମୁକ୍ତ ହେବା…

କୋଣାର୍କ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା; ମୁକ୍ତାକାଶ ରଙ୍ଗମଞ୍ଚରେ ଦର୍ଶକଙ୍କୁ ବିଭୋର କରିବ ଶାସ୍ତ୍ରୀୟ ନୃତ୍ୟ

ପୁରୀ: ଅନ୍ତର୍ଜାତୀୟ କୋଣାର୍କ ମହୋତ୍ସବର ଆଜି ଦ୍ବିତୀୟ ସନ୍ଧ୍ୟା । ଆଗାମୀ ୫ ଦିନ ଧରି କୋଣାର୍କ ମୁକ୍ତାକାଶ ରଙ୍ଗ ମଞ୍ଚରେ ପରିବେଷଣ କରାଯିବ ଓଡିଶୀ, ଭାରତନାଟ୍ୟମ, କଥକଲି, ମୋହିନିଅଟ୍ଟମ, କୁଚିପୁଡି, କଥକ ପରି ଶାସ୍ତ୍ରୀୟ ନୃତ୍ୟ । ଶାସ୍ତ୍ରୀୟ ନୃତ୍ୟ ସହ ଚନ୍ଦ୍ରଭାଗାରେ ଆୟୋଜନ…

ରହସ୍ୟମୟ ନାଗ ମନ୍ଦିର, ଯେଉଁଠି ସହସ୍ରାଧିକ ସର୍ପ ପାଆନ୍ତି ପୂଜା !

ଭୁବନେଶ୍ୱର: ଭାରତୀୟ ପରମ୍ପରାରେ ଅନେକ ଦେବା ଦେବୀଙ୍କ ସମେତ ସେମାନଙ୍କ ବାହନକୁ ମଧ୍ୟ ସମ୍ମାନର ସହିତ ପୂଜାର୍ଚ୍ଚନା କରାଯାଇଥାଏ । ଭାରତୀୟ ଦେବାଦେବୀଙ୍କ ସମେତ ଅନେକ ପଶୁ, ପକ୍ଷୀ, ବୃକ୍ଷରାଜି ତଥା ସରୀସୃପଙ୍କୁ ମଧ୍ୟ ଭାରତର କେତେକ ସ୍ଥାନରେ ଉପାସନା କରାଯିବାର ପୂରାତନ ବିଧି ରହିଛି ।…