Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶକ୍ତିପୀଠର କାହାଣୀ: ମା’ଙ୍କ ଏହି ମନ୍ଦିରରେ ପୂଜା ପାଏ ମାଛ କଣ୍ଟା

ଭୁବନେଶ୍ଵର: ମା’ ଦୂର୍ଗାଙ୍କ ଶାରଦୀୟ ସ୍ୱତନ୍ତ୍ର ପୂଜା ପାଇଁ ସବୁ ଶକ୍ତିପୀଠ ହୋଇ ଉଠିଛି ପାର୍ବଣ ମୁଖରିତ । ଧରାପୃଷ୍ଠକୁ ମା’ଙ୍କ ଆଗମନ ଅବସରରେ ଆରମ୍ଭ ହୋଇଛି ଦେବୀ ପୀଠମାନଙ୍କରେ ଷୋଳପୂଜା । ଦେବଗଣ ଓ ଚଣ୍ଡିଚାମୁଣ୍ଡାଙ୍କ ସହ ମର୍ତ୍ତକୁ ଆସି ପାପିଙ୍କ ପାପକୁ ନାଶ କରି ସଂସାରକୁ ସୁଖରେ…

ଶକ୍ତିପୀଠର କାହାଣୀ: ଯେଉଁଠି ମାଆ ସରସ୍ୱତୀଙ୍କ ରୂପରେ ପୂଜା ପାଆନ୍ତି ଜଗତଜନନୀ

ଭୁବନେଶ୍ଵର: ଚାଲିଛି ପାର୍ବଣର ଋତୁ । ଆଉ ଦିନ କେଇଟା ପରେ ଧରାବତରଣ କରିବେ ମା ଦୁର୍ଗା । ଏଥିପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଗାଁ ରୁ ସହର । ମା'ଙ୍କ ଆଵାହନ ପାଇଁ ମର୍ତ୍ତ୍ୟବାସୀ ବେଶ ଉତ୍ସାହର ସହ ଲାଗି ପଡିଛନ୍ତି । ସାର୍ବଜନୀନ ମଣ୍ଡପ ଠାରୁ ଆରମ୍ଭ କରି ଶକ୍ତିପୀଠରେ ଚାଲିଛି ମା'ଙ୍କ ଷୋଡଶ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଆଷାଢ଼ର ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଗୋଟିଏ ବର୍ଷ ମଧ୍ୟରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ବିଷୟରେ ମାସ ଅନୁସାରେ ଆଲୋଚନା ଜାରି ରହିଛି। ସେହି କ୍ରମରେ ଆଜି ଆଲୋଚନା କରିବା ଆଷାଢ଼ ମାସ…

ଦୁନିଆର ସବୁଠୁ ବଡ଼ ରୁଟି, ପ୍ରସ୍ତୁତ କରିବାକୁ ଲାଗିଥିଲା ୭ ଘଣ୍ଟା

ଜୟପୁର : ରାଜସ୍ଥାନର ଭିଲୱାରାଠାରେ ତିଆରି ହୋଇଛି ବିଶ୍ୱର ସର୍ବବୃହତ ରୁଟି । ଏହି ରୁଟି ତିଆରି କରିବାକୁ ପ୍ରାୟ ୭ ଘଣ୍ଟା ସମୟ ଲାଗିଥିଲା । ଏହି ରୁଟି ପ୍ରସ୍ତୁତ କରିବା ପାଇଁ ଦୁଇ ବର୍ଷ ଧରି ପ୍ରସ୍ତୁତି ଚାଲିଥିଲା । ଏହି ରୁଟି ଭିଲୱାରା ସହରର ହରିସେୱା ଧାମରେ ତିଆରି କରାଯାଇଥିଲା ।…

୫୦୦୦ କଙ୍କଡା ବିଛା ସହ ୩୩ ଦିନ, କଲେ ରେକର୍ଡ଼

ଥାଇଲାଣ୍ଡ: ସାଧାରଣତଃ କଙ୍କଡ଼ା ବିଛାକୁ ଦେଖିଲେ ଲୋକେ ଭୟରେ ଦୌଡ଼ି ପଳାଇଥାନ୍ତି । କାରଣ କଙ୍କଡ଼ା ବିଚ୍ଛା ବେଶୀ ବିଷାକ୍ତ ହୋଇଥାନ୍ତି । ଏହା କାମୁଡ଼ିଲେ ଅଧିକ ଯନ୍ତ୍ରଣା ଦେଇଥାଏ । ଏମିତି କି କେବେ କେବେ କଙ୍କଡ଼ା ବିଛା କାମୁଡ଼ିବାରେ ଲୋକଙ୍କର ମୃତ୍ୟୁ ବି ହୋଇଥାଏ । କିନ୍ତୁ ଏମିତି ଜଣେ ଯୁବତୀ…

ଝିଅ ନାଁର ଟାଟୁ କରି ବାପା କଲେ ବିଶ୍ୱ ରେକର୍ଡ

ୟୁକେ: ଆଜିକାଲି ଯୁବପିଢୀ ନିଜ ଶରୀରର ବିଭିନ୍ନ ସ୍ଥାନରେ ଟାଟୁ କରିବା ଏକ ପ୍ରକାର ଫ୍ୟାଶନ ହୋଇଯାଇଛି । ସେହିପରି ପ୍ରେମୀଯୁଗଳ ନିଜ ନିଜର ସାଥୀଙ୍କୁ କେତେ ଭଲ ପାଆନ୍ତି ତାହାକୁ ନିଜ ଶରୀରରେ ଟାଟୁ କରି ପ୍ରମାଣ କରି ଦେଖାଇଥାନ୍ତି । ହେଲେ ଏବେ ୟୁକେର ଜଣେ ଯୁବକ ତାଙ୍କ ଝିଅର ନାଁକୁ ନିଜ…

ମା’ ଦୁର୍ଗାଙ୍କ ମୂର୍ତ୍ତି ତିଆରିରେ କାହିଁକି ବେଶ୍ୟାଳୟର ମାଟି ବ୍ୟବହାର କରାଯାଇଥାଏ, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ଵର: ଆମ ସଭ୍ୟ ସମାଜରେ ଆଜି ବି ବେଶ୍ୟା କୁ ଘୃଣ୍ୟ ଦୃଷ୍ଟିରେ ଦେଖାଯାଉଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯାହାକୁ ଆମ ସମାଜ ଘୃଣ୍ୟ ଦୃଷ୍ଟିରେ ଦେଖୁଛି ସେହି ବେଶ୍ୟାଳୟର ମାଟିରେ ହିଁ ମା ଦୁର୍ଗାଙ୍କ ମୂର୍ତ୍ତି ତିଆରି କରାଯାଇଥାଏ । ମାତ୍ର ଆପଣଙ୍କ ମନରେ ଏନେଇ ନିଶ୍ଚୟେ…

ଶାରଦୀୟ ଦୁର୍ଗାପୂଜା ୨୦୨୩: ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା

ଯାଜପୁର: ଧରାପୃଷ୍ଠ କୁ ଅବତରଣ କରିବେ ମା । ସେଥିପାଇଁ ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଥିବା ଷୋଡଶ ଉପଚାର ପୂଜା ଏବଂ ପିତୃପକ୍ଷରେ ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଓଡ଼ିଆ ମାସ ଅନୁସାରେ ପାଳିତ ହେଉଥିବା ବିଭିନ୍ନ ଯାନିଯାତ୍ରା ଓ ପର୍ବପର୍ବାଣୀଗୁଡ଼ିକ ବିଷୟରେ ଆଲୋଚନା ଜାରି…

ଅଜବ ମହଲ, ଯାହାର ଚାରିପଟେ ରହିଛି ଭୟାନକ ମୂର୍ତ୍ତି

ଏଥେନ୍‌ସ: ଗ୍ରୀସ୍‌ର ପେଲୋପେନିସ ଅଞ୍ଚଳରେ ଏକ ଅଜବ ପ୍ରକାର ମହଲ ଅଛି, ଯାହାକୁ ଗ୍ରୀସ୍‌ର ଡିଜ୍‌ନିଲାଣ୍ଡ କୁହାଯାଏ । ଏହାର ନିର୍ମାଣ ମଧ୍ୟଯୁଗୀୟ ଭଳି ଦେଖିବାକୁ । ଏହି ମହଲକୁ ପହରା ଦେବାକୁ ଚାରିପଟେ ବଡ଼ ବଡ଼ ଭୟାନକ ମୂର୍ତ୍ତର୍ି ରହିଛି । ଏହାର ଖର୍ଚ୍ଚ ଅଧିକ ହେବାରୁ ତାକୁ ଖାଲି ଛଡ଼ାଯାଇଛି…