Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କୁମ୍ଭକର୍ଣ୍ଣ ପରି ଶୁଅନ୍ତି ମହିଳା, ବିସ୍ଫୋରଣ ହେଲେ ବି ଉଠନ୍ତି ନାହିଁ

ନ୍ୟୁୟର୍କ: ଆପଣ କୁମ୍ଭକର୍ଣ୍ଣଙ୍କ ବିଷୟରେ ଶୁଣିଥିବେ ନିଶ୍ଚୟ । ଯିଏ ଥରେ ଶୋଇଲେ ମାସ ମାସ ଧରି ଉଠି ନ ଥାନ୍ତି । କିନ୍ତୁ ଆମେରିକାରେ ଏମିତି ଜଣେ ମହିଳା ଅଛନ୍ତି, ଯାହାଙ୍କ ନିଦ ମଧ୍ୟ କୁମ୍ଭକର୍ଣ୍ଣଙ୍କ ପରି । ସେ ଥରେ ଶୋଇଲେ ୨ ସପ୍ତାହ ପର୍ଯ୍ୟନ୍ତ ଉଠି ନ ଥାନ୍ତିି । ସେ କ’ଣ ପାଇଁ ଦୀର୍ଘ…

ସ୍ତନକ୍ଷୀରରୁ ସାବୁନ ତିଆରି କଲେ ମହିଳା, ଲଗାଇଲେ ଦୂର ହେବ ଶରୀରର କୁଞ୍ଚନ

ନ୍ୟୁୟର୍କ: ସାଧାରଣତଃ ନବଜାତ ଶିଶୁମାନଙ୍କୁ ୬ ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ପିଇବାକୁ ଡ଼ାକ୍ତରମାନେ ପରାମର୍ଶ ଦେଇଥାନ୍ତି । କାରଣ ସ୍ତନ୍ୟପାନରେ ପୋଷକତତ୍ତ୍ୱ ଭରପୂର ରହିଛି । କିନ୍ତୁ ଜଣେ ମହିଳା ନିଜ ସ୍ତନକ୍ଷୀରରୁ ସାବୁନ ତିଆରି କରି ଏବେ ଚର୍ଚ୍ଚାକୁ ଆସିଛନ୍ତି । ଏହି ସାବୁନକୁ…

ଆକାଶଛୁଆଁ ଅଟ୍ଟାଳିକା ଉପରେ ତିଆରି ହୋଇଛି ସୁନ୍ଦର ବଙ୍ଗଳା

ବେଙ୍ଗାଲୁରୁ: ଆଜିକାଲି ସୋସିଆଲ ମିଡିଆରେ ଆମକୁ ଅଜବ ଅଜବ ଭିଡ଼ିଓ ଓ ଫଟୋ ଦେଖିବାକୁ ମିଳିଥାଏ । ଏବେ ଠିକ୍ ସେମିତି ଏକ ବଡ ଅଟ୍ଟାଳିକାର ଫଟୋ ଭାଇରାଲ ହେବାରେ ଲାଗିଛି । ଯାହା ଉପରେ ତିଆରି ହୋଇଛି ସୁନ୍ଦର ବଙ୍ଗଳା । ଏହା ବିଦେଶରେ ନୁହେଁ, ଆମ ଦେଶର ବେଙ୍ଗାଲୁରୁରେ ରହିଛି ଏହି ଅଟ୍ଟାଳିକା ।…

ଶକ୍ତିପୀଠର କାହାଣୀ: ନଦୀ ଗର୍ଭରେ ଦିଗହରା ହୋଇ ବୁଲୁଥିବା ନାବଟି ହଠାତ୍ ଅଟକି ଥିଲା ମା’ଙ୍କ ପାଖରେ

ଭୁବନେଶ୍ଵର: ଧରାଧାମକୁ ଅବତରଣ କରିଛି ପାର୍ବଣର ଋତୁ । ପାର୍ବଣ ଋତୁରେ ଜଗତଜନନୀଙ୍କ ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଶାରଦୀୟ ପୂଜା । ଶକ୍ତିପୀଠମାନଙ୍କରେ ଚାଲିଛି ମାଆଙ୍କ ଷୋଡଶ ଉପଚାର ବିଧି। ୧୬ ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କ ଦର୍ଶନ ଦେବେ ମାଆ ଜଗତଜନନୀ । ଆମ ଦେଶରେ…

ଶାରଦୀୟ ଦୁର୍ଗାପୂଜା ୨୦୨୩: ଝଙ୍କଡ଼ ବାସିନୀ ମା ଶାରଳାଙ୍କ ପୀଠରେ ପାର୍ବଣ ପୂଜା

ଜଗତସିଂହପୁର: ଆରମ୍ଭ ହେଲା ପାର୍ବଣ ପୂଜା। ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଶକ୍ତି ପୀଠ ଗୁଡିକରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା । ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା । ସକାଳୁ ମା ଙ୍କ ସ୍ନାନ…

ଶାରଦୀୟ ଦୁର୍ଗାପୂଜା ୨୦୨୩: ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତି ପୀଠରେ ଆରମ୍ଭ ହୋଇଛି ଷୋଳପୂଜା

ପୁରୀ: ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣର ଷୋଳପୂଜା । ଗଜପତିଙ୍କ ଶ୍ରୀନହରରେ ଗଜପତିଙ୍କ ରାଜଗୁରୁ ବ୍ରାହ୍ମଣମାନଙ୍କୁ ବରଣ କରି ଦୁର୍ଗାପୂଜାର ଶୁଭାରମ୍ଭ କରିଛନ୍ତି । ୧୬ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେଉଥିବା ବେଳେ ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜାଙ୍କ…

ସକାଳୁ ସକାଳୁ ଘରେ ଘରେ ମହକୁଛି ଦୂତିଆ ଘାଣ୍ଟ, ଆସନ୍ତୁ ଜାଣିବା ଘାଣ୍ଟ ତରକାରୀ ତିଆରୀର ସହଜ ରେସିପି…

ଭୁବନେଶ୍ଵର: ଓଡ଼ିଶାରେ ବାରମାସରେ ତେର ପର୍ବ ପାଳିତ ହୁଏ । ପର୍ବକୁ ଛାଡ଼ିଦେଲେ ଅନେକ ଓଷା ମଧ୍ୟ ରହିଛି , ସେ ମଧ୍ୟରୁ ଦୂତି ବାହନ ଓଷା ଅନ୍ୟତମ । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହା ଭିନ୍ନ ଭିନ୍ନ ନାମରେ ଜଣାଶୁଣା । ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା “ପୁଅ ଜିଉଁତିଆ” ନାମରେ ଏକ ମୁଖ୍ୟ ଓଷା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ବିଶେଷ ନୀତି

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନିକ ପୂଜାବିଧି ବିଷୟରେ ବିଶେଷ ଆଲୋଚନା ପରେ, ଏବେ କେବଳ ଜାଣିବା କିଛି ବିଶେଷ ନୀତି ବିଷୟରେ। ଅବଶ୍ୟ ଏଗୁଡ଼ିକ ବିଷୟରେ ପୂର୍ବରୁ କିଛି କିଛି ଆଲୋଚନା ହୋଇ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଭାସମାନ ହୋଟେଲ ଭେଲି ଲେକ୍ ଫ୍ଲୋଟିଲା

କେରଳ: ସାରା ବିଶ୍ୱରେ ମଣିଷ ଏମିତି କିଛି ନୂଆ ନିର୍ମାଣର ଉଦ୍ୟମ କରିଛି, ଯାହା ଯେ କେହି ଶୁଣିଲେ ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ । କାରଣ ଏଥିରେ ପ୍ରୟୋଗ ହୋଇଥାଏ ଏଭଳି କାରିଗରି କୌଶଳ ଯାହା ଲୋକଙ୍କ ଭାବନାଠାରୁ ବହୁ ଊର୍ଦ୍ଧ୍ୱରେ । ଏଇ ଯେମିତି ଭାସମାନ ହୋଟେଲ । ବିଶ୍ୱରେ ଏମିତି କିଛି…

ବାପା ବିକ୍ରି ହେବେ, ଘର ଆଗର ନୋଟିସ ମାରିଲା ଝିଅ

ନୂଆଦିଲ୍ଲୀ: ସାଧାରଣତଃ ଛୋଟ ପିଲାମାନଙ୍କ କାର୍ଯ୍ୟକଳାପ ହୃଦୟସ୍ପର୍ଶୀ ହୋଇଥାଏ । ସେମାନେ କେବେକେବେ ବାପା ଓ ମା’ଙ୍କୁ ନେଇ ଏମିତି କିଛି ଲେଖିଥାଆନ୍ତି ଯାହା ସମସ୍ତ ମନକୁ ଛୁଇଁଥାଏ । ତାଙ୍କ ମନକୁ ଯାହା ଆସିଥାଏ ସେମାନେ ତାହାକୁ ଚିତ୍ର ମାଧ୍ୟମରେ ହେଉ ଅବା ଲେଖା ମାଧ୍ୟମରେ ପରିପ୍ରକାଶ…