Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

୫ ଦିନ କଥକ ନୃତ୍ୟ କରି ବିଶ୍ୱ ରେକର୍ଡ଼

ମହାରାଷ୍ଟ୍ର: ଶାସ୍ତ୍ରୀୟ ନୃତ୍ୟ ଏବଂ ସଙ୍ଗୀତରେ ଭାରତର ଝିଅମାନେ ବହୁତ ଆଗରେ । ବର୍ଷ ବର୍ଷ ଧରି ବିଶ୍ୱ ତାଙ୍କର ପ୍ରଶଂସକ ହୋଇଆସୁଛି । ଏହି ପରିପ୍ରେକ୍ଷୀ ମହାରାଷ୍ଟ୍ରର ଜଣେ ୧୬ ବର୍ଷୀୟା ଯୁବତୀ ଲଗାତର ୫ ଦିନ କଥକ ନୃତ୍ୟ କରି ବିଶ୍ୱ ରେକର୍ଡ଼ କରିଛନ୍ତି । ମହାରାଷ୍ଟ ଲାଟୁରର ସୃଷ୍ଟି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ପ୍ରସଙ୍ଗରେ ଆଜି ଆଲୋଚନା କରିବା "ଅବକାଶ "ନୀତି ବାବଦରେ। ଶ୍ରୀମନ୍ଦିର ସତ୍ୱଲିପି ପ୍ରକାରେ ପ୍ରତ୍ୟେକ ନୀତି ପାଇଁ ଏକ ସମୟ ସରଣୀ ପ୍ରସ୍ତୁତ ହୋଇଛି।…

ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଯାପିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଞ୍ଜକଳା ମଣ୍ତପରେ ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଯାପିତ ହୋଇଛି । ଏହି ଉପଲକ୍ଷେ ବିଭାବରୀ ଫ୍ୟାଶନ ପକ୍ଷରୁ ଓଡିଆଣୀ ବେଶଭୂଷା ଉପରେ ସୁନ୍ଦର ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ବିଭାବରୀ ଫ୍ୟାଶନ ପକ୍ଷରୁ…

ବାହାଘର ମଝିରେ ଯୌତୁକ ମାଗିବାରୁ ବରକୁ ଗଛରେ ବାନ୍ଧିଦେଲେ ଗ୍ରାମବାସୀ

ଉତ୍ତରପ୍ରଦେଶ: ଭାରତରେ ଯୌତୁକ ନେବା କିମ୍ବା ଦେବା ଏକ ଆଇନଗତ ଅପରାଧ । ତେଣୁ ଯୌତୁକ ପ୍ରଥା ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି । କିନ୍ତୁ ଆଜି ମଧ୍ୟ କିଛି ଲୋକ ସେମାନଙ୍କର ହୀନ ମାନସିକତାରୁ ବାହାରି ପାରି ନାହାଁନ୍ତି । ଯୌତୁକ ଦାବି କରି ସେମାନେ କେବଳ ନିଜର ସମ୍ମାନ ହ୍ରାସ କରନ୍ତି…

ନିଜ ସିଟ୍‌ରେ ପ୍ଲାଷ୍ଟିକ୍ ଗୁଡ଼ାଇ ଅସ୍ଥାୟୀ ବେଡ଼ କଲେ ମହିଳା ବିମାନଯାତ୍ରୀ, ଲୋକେ ଦେଖି ଆଶ୍ଚର୍ଯ୍ୟ

ବିମାନରେ ଯାତ୍ରା କରିବା ସମସ୍ତଙ୍କ ସ୍ୱପ୍ନ । ଯେଉଁମାନେ ଥରେ ଭ୍ରମଣ କରିଛନ୍ତି, ସେମାନେ କେବଳ ଥରେ ବିଜ୍‌ନେସ୍ କ୍ଲାସରେ ଯାତ୍ରା କରିବାକୁ ଚାହିଁଥାନ୍ତି । କାରଣ ବିଜ୍‌ନେସ୍ କ୍ଲାସର ସିଟ୍‌ଗୁଡ଼ିକ ବହୁତ ବଡ ଏବଂ ଏକ ସୋଫାର ଅନୁଭବ ଦେଇଥାଏ । ଏଥିରେ ଯାତ୍ରା କରିବା ଅତ୍ୟନ୍ତ ଆରାମଦାୟକ…

ରାତିରେ ଉଡୁଥିବା ଝିଟିପିଟି ଠାବ

ମିଜୋରାମ : ଦୁନିଆରେ ଅନେକ ପ୍ରକାରର ଜୀବଜନ୍ତୁ ରହିଛନ୍ତି । ସେଥିମଧ୍ୟରୁ କିଛି ବିରଳ ଜୀବଜନ୍ତୁ କାଁ ଭାଁ ଦେଖିବାକୁ ମିଳିଥାନ୍ତି । ତାହାପୁଣି ଭିନ୍ନ ଭିନ୍ନ ସ୍ଥାନରେ । ଏଥିସହିତ ସୋସିଆଲ ମିଡିଆରେ ଏମିତି କିଛି ଫଟୋ ଓ ଭିଡ଼ିଓ ଭାଇରାଲ ହୁଏ, ଯାହା ଆମକୁ ଜଙ୍ଗଲ ଏବଂ ବନ୍ୟଜନ୍ତୁ ବିଷୟରେ…

ଏମିତି ଏକ ମନ୍ଦିର: ଯେଉଁଠି ଛାଡ଼ପତ୍ର ପାଇଥିବା ମହିଳାଙ୍କୁ ସଶକ୍ତ କରାଯାଏ

ଜାପାନ: କୌଣସି ଦମ୍ପତିଙ୍କ ପାଇଁ ଛାଡପତ୍ର ଏକ ଦୁଃଖର ବିଷୟ । ଛାଡପତ୍ର କ୍ଷେତ୍ରରେ କେବଳ ସ୍ୱାମୀ ସ୍ତ୍ରୀ ଅଲଗା ହୁଅନ୍ତି ନାହିଁ, ଦୁଇ ପରିବାର ମଧ୍ୟ ଅଲଗା ହୋଇଯାଆନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କ ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । କିନ୍ତୁ ଯେତେବେଳେ ସମ୍ପର୍କରେ ଫାଟ…

୧୨ ନର୍ସ ଏକତ୍ର ହେଲେ ଗର୍ଭବତୀ : ଅନେକଙ୍କର ପ୍ରସବ ତାରିଖ ସମାନ

ନ୍ୟୁୟର୍କ: ୧୨ ନର୍ସ ଏକତ୍ର ହେଲେ ଗର୍ଭବତୀ । ଅନେକଙ୍କର ପ୍ରସବ ତାରିଖ ସମାନ । ଏହିପରି ଏକ ଅଜବ ମାମଲା ଆମେରିକାର ଭର୍ଜିନିଆର ଏକ ଡାକ୍ତରଖାନାରେ ଦେଖିବାକୁ ମିଳିଛି । ରିଭରସାଇଡ୍ ଆଞ୍ଚଳିକ ମେଡିକାଲରେ କାର୍ଯ୍ୟ କରୁଥିବା ୧୨ ଜଣ ନର୍ସ ଏକ ସମୟରେ ଗର୍ଭବତୀ ହୋଇ ଚର୍ଚ୍ଚାକୁ ଆସିଛନ୍ତି । ଏକ…

ଲଞ୍ଚ୍ ହେବାକୁ ଯାଉଛି ହ୍ୱାଟସ୍ ଆପ୍‌ର ନୂତନ ମଲ୍ଟି ଆକାଉଣ୍ଟ୍ ଫିଚର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଲଞ୍ଚ ହେବାକୁ ଯାଉଛି ହ୍ୱାଟସ୍ ଆପ୍‌ର ଆଉ ଏକ ଫିଚର। ଏଣିକି ୟୁଜର୍ସ ପ୍ରତ୍ୟେକ ମଲ୍ଟିପୁଲ ଡିଭାଇସରେ ଏକାସହ ଖୋଲିପାରିବେ ନିଜ ଆକାଉଣ୍ଚ। ଯାହା ଦ୍ୱାରା ଆପଣଙ୍କର ବହୁତ ଲାଭ ହେବ। ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସ୍ ଆପ୍ ଆଣ୍ଡ୍ରଏଡ୍, ଆଇଓଏସ୍, ୱିଣ୍ଡୋଜ୍ ଏବଂ…

ଇଣ୍ଟରନେଟ୍ ମାଧ୍ୟମରେ ହୋଟେଲ ବୁକିଂ କରୁଥିଲେ ସାବଧାନ! ଚାଲିଛି ହୋଟେଲ ବୁକିଂ ସ୍କାମ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ଆମେ ପ୍ରତ୍ୟେକ କାର୍ଯ୍ୟ କିମ୍ବା ଜିନିଷ କିଣିବା ପାଇଁ ଅନଲାଇନ ଉପରେ ନିର୍ଭର କରୁ। ଏହା ବୃତ୍ତିଗତ କାର୍ଯ୍ୟ ହେଉ କିମ୍ବା ପିଲାମାନଙ୍କର ଶିକ୍ଷା, ଇଣ୍ଟରନେଟ୍ ସବୁ ସ୍ଥାନରେ ବ୍ୟବହୃତ ହୁଏ। ଆମେ ସହର ବାହାରେ କୌଣସି ସ୍ଥାନକୁ ଯିବାକୁ ହେଲେ ପ୍ରଥମେ ହୋଟେଲ…