Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବିଶୁଦ୍ଧ ପାଣି ନାଁରେ ନକଲି ପାଣି ବଟଲ, ଚଢାଉ ସହ ସିଲ କଲା ପୋଲିସ

ମାଲକାନଗିରି :ମାଲକାନଗିରି ଜିଲ୍ଲା ଏମ.ଭି.୨ଗାଁରେ ଥିବା ପଦ୍ମାବାତୀ ଆକ୍ୱାଫ୍ରେସ୍ ପାଣି କମ୍ପାନିକୁ ଆଜି ସିଲ୍ କରିଛି ମାଲକାନଗିରି ଆଦର୍ଶ ଥାନା ପୋଲିସ । ଏହି ପାଣି ବିତରକ କମ୍ପାନି ରିଫ୍ରେଶ ମିନେରାଲ ୱାଟର ନାମରେ ଲୋକଙ୍କୁ ନକଲି ପାଣି ବୋତଲ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ପାଣିକୁ…

ଟୋକିଓ ଅଲିମ୍ପିକ୍ସରେ କିଟ୍‍ରୁ ୩ ଖେଳାଳି

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ କିଟ୍‍ରୁ ୩ ଖେଳାଳି । ଚଳିତବର୍ଷ ଟୋକିଓ ଅଲିମ୍ପିକ୍‍ସରେ କିଟ୍‍ ବିଶ୍ୱବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ ଓ ଜଣେ ଡାକ୍ତରଙ୍କୁ ମିଶାଇ ମୋଟ ୪ଜଣ ପ୍ରତିନିଧି ଏହି ସୁଯୋଗ ପାଇଛନ୍ତି। ସମଗ୍ର ଭାରତରେ କିଟ୍‍ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ସୌଭାଗ୍ୟର…

ଦୁର୍ଲ୍ଲଭ ବ୍ରହ୍ମ କମଳର ମାହାତ୍ମ୍ୟ

ଭୁବନେଶ୍ୱର: ଏ ଫୁଲ ନେଇ ରହିଛି ମାହାତ୍ମ୍ୟ । ଅତି ଦୁର୍ଲ୍ଲଭ ଆଉ ଦୁର୍ମୂଲ୍ୟ । ଏକ ନିର୍ଦ୍ଦିଷ୍ଟ ଋତୁରେ ଫୁଟିଥାଏ ଏହି ଫୁଲ । ମହାପ୍ରଭୁଙ୍କ ଅତିପ୍ରିୟ ଏହି ଦୁର୍ଲ୍ଲଭ ଫୁଲ ହିମାଳୟ ଶିଖର ମଣ୍ଡନ କରିଥାଏ । ଏହାକୁ ଫୁଲର ସମ୍ରାଟ ବୋଲି ମଧ୍ୟ କୁହାଯାଏ । ମହାପ୍ରଭୁ ଜଗନ୍ନାଥଙ୍କର ଅତି ପ୍ରିୟ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଚକାବିଜେ ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ଚକାବିଜେ ନୀତି । ସ୍ନାନ ପୂର୍ଣ୍ଣିମା ଦିନଠାରୁ ଅସୁସ୍ଥ ହୋଇପଡିଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଅନବସରରେ ଚାଲିଛି ଗୁପ୍ତନୀତି । ଦଇତାପତି ସେବାୟତମାନେ ଶ୍ରୀଜୀଉଙ୍କୁ ସୁସ୍ଥ କରିବା ପାଇଁ ଲାଗିପଡିଛନ୍ତି ।…

ରହସ୍ୟମୟ ତକ୍ଷକ ନାଗଚନ୍ଦ୍ରେଶ୍ୱର ମନ୍ଦିର

ଭୁବନେଶ୍ୱର: ଉଜ୍ଜୟିନୀର ରହସ୍ୟମୟ ମନ୍ଦିର । ବର୍ଷ ତମାମ ବନ୍ଦ ରହିଥାଏ । ଆଉ ବର୍ଷକୁ ଗୋଟିଏ ଦିନ ଖୋଲିଥାଏ । ବର୍ଷକ ୩୬୫ ଦିନରେ ନାଗ ପଞ୍ଚମୀ ଦିନ ଏହି ମନ୍ଦିର ଖୋଲିବାର ରହିଛି ପରମ୍ପରା । ଆଉ ଗୋଟିଏ ଦିନ ଭଗବାନଙ୍କ ଦର୍ଶନ ମିଳୁଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସିଥାନ୍ତି ଦର୍ଶନ ପାଇଁ ।…

ମହାପ୍ରଭୁଙ୍କୁ କାହିଁକି ଲାଗି ହୁଏ ଦଶମୂଳ ମୋଦକ ?

ପୁରୀ: ଅଧିକ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଓଷୁଅ ଲାଗି ପରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଗତକାଲି ଶେଷ ହୋଇଛି ଚାରି ଦିନିଆ ଓଷ ଲାଗି ଉପଚାର । ଆଜି ଦଶମୀ ତିଥିରେ ଲାଗି ହେବ ଦଶମୂଳ ମୋଦକ । ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ…

ଖୋର୍ଦ୍ଧା, ବରଗଡ଼ ଜିଲ୍ଲାରେ କମୁନି କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୪୦ରୁ ତଳକୁ ଖସୁନି । ୨୪ ଘଣ୍ଟାରେ ଆଉ ୪୨ ସଂକ୍ରମିତଙ୍କ ଜୀବନ ନେଇଛି କରୋନା । ୧୪ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ କମୁନି କରୋନା ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ ଆଉ ୮ ଜଣ ଆକ୍ରାନ୍ତ…

ଓଡ଼ିଶାରୁ ଆଜି ୨୮୭୦ କରୋନ ଆକ୍ରାନ୍ତ ଚିହ୍ନଟ, ପଜିଟିଭ ହାର ୪.୦୩%କୁ ହ୍ରାସ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ଖସୁଛି କରୋନା କାୟା । ଏବେ ୩ ହଜାର ଭିତରେ ରହିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ହଜାର ୮୭୦ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୧୬ଶହ ୫୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୨ଶହ ୧୮ । ଆଜି ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା ୫୦୦ ଭିତରେ…

ବଲିଉଡ଼ର ‘ସେରନୀ’

ଭୁବନେଶ୍ୱର: ବଲିଉଡ଼ର ଦମଦାର ଆକ୍ଟ୍ରେସ ବିଦ୍ୟା ବାଲାନ୍ । ନିଜ ଆକ୍ଟିଂ ଓ ପର୍ସନାଲିଟି ନେଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦବଦବା ଜାହିର କରିଛନ୍ତି । ମୁମ୍ବାଇରେ ଏକ କେରଳୀ ଆୟାର ପରିବାରରେ ଜନ୍ମ ଗ୍ରହଣ କରିଥିବା ବିଦ୍ୟାଙ୍କର ପିଲାବେଳରୁ ଅଭିନୟ ପ୍ରତି ଥିଲା ଦୁର୍ବଳତା । ମହିଳା ସଶକ୍ତିକରଣ…

ଶ୍ରୀମନ୍ଦିରରେ ପତିମହାପାତ୍ର ସେବା

ଦେବୀ ପ୍ରସନ୍ନ ନନ୍ଦ ନୀଳକନ୍ଦରରେ ମହାପ୍ରଭୁଙ୍କ ଆବିର୍ଭାବ ବିଷୟରେ ବର୍ଣ୍ଣିତ ନୀଳମାଧବ ରହସ୍ୟ ଅନୁସାରେ ସେହି ଦିବ୍ୟରୂପକୁ ଉଦ୍ଧାର କରି ଆଣିଥିବା ବ୍ରାହ୍ମଣ ସେବକ ବିଦ୍ୟାପତିଙ୍କ ବଂଶଧର ଭାବେ ଶ୍ରୀମନ୍ଦିରରେ ପତିମହାପାତ୍ର ସେବା କାର୍ଯ୍ୟ କରିଥାନ୍ତି । ଦଇତା ସମ୍ପ୍ରଦାୟରେ ଭାଇ ହେଲେ…