Latest Odisha News
Browsing Category

ଅନ୍ୟାନ୍ୟ

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜାତୀୟ ମହିଳା ଚିତ୍ରଶିଳ୍ପୀ ଶିବିର ଉଦଘାଟିତ

କୋଣାର୍କ : ଓଡ଼ିଶା ଲଳିତ କଳା ଏକାଡେମୀ, ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଇକୋ ରିଟ୍ରିଟ ସେଣ୍ଟର୍, କୋଣାର୍କଠାରେ ଜାତୀୟସ୍ତରୀୟ ମହିଳା ଚିତ୍ରଶିଳ୍ପୀ ଶିବିର ଉଦଘାଟିତ ହୋଇଯାଇଛି । ଏହି ଶିବିରକୁ ରାଜ୍ୟ ଓଡ଼ିଆ ଭାଷା,…

ଆସନ୍ତୁ ଜାଣିବା ହୋଲିର ବୈଜ୍ଞାନିକ ଦିଗ

ରଙ୍ଗର ପର୍ବ ହୋଲି । ଏହାର ପାରମ୍ପାରିକ ଓ ଧାର୍ମିକ କାରଣ ସମ୍ପର୍କରେ ଉଣା ଅଧିକେ ସମସ୍ତେ ଜାଣିଥିବେ । ଆମର ପୂଜା ଶୈଳୀ ସମ୍ପୂର୍ଣ୍ଣ ଭାବେ ବିଜ୍ଞାନ ଭିତିକ । ସେ ପାଣିରେ ତମ୍ବା ପକାଇବା ହେଉ କିମ୍ବା ଘଂଟ ବାଡେଇ ପ୍ରଦୂଷଣ ଦୂର କରିବା । ଆସନ୍ତୁ ଏବେ ଆମେ ଜାଣିବା ହୋଲି ଖେଳିବା ପଛର…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପରମ ପାବନ ବେଶ ଭିତରେ ଗୋଟିଏ ବେଶ କଥା ଆଜି ଜାଣିବା ; ଯାହା କୃଷ୍ଣ ଲୀଳା ସହିତ ଜଡିତ ବେଶ ଅଟେ। ଏହି ବେଶଟି ପ୍ରତିବର୍ଷ ରତ୍ନ ସିଂହାସନ ଉପରେ ଅନୁଷ୍ଠିତ…

ରାତିରେ କାହିଁକି ଦ୍ରୁତ ବେଗରେ ଚାଲେ ଟ୍ରେନ୍‌ ? କ’ଣ ରହିଛି କାରଣ…

ନୂଆଦିଲ୍ଲୀ : ଭାରତୀୟ ରେଳର ଇତିହାସ ବହୁତ ପୁରୁଣା। ଭାରତୀୟ ରେଲଓ୍ୱେ ଲୋକମାନଙ୍କ ଯାତାୟତ ପାଇଁ ଏକ ପ୍ରମୁଖ ମାଧ୍ୟମ । ଅଧିକାଂଶ ଲୋକ ଟ୍ରେନରେ ଯାତ୍ରା କରିବା ପାଇଁ ପସନ୍ଦ କରିଥାନ୍ତି।  କୁହାଯାଏ ବ୍ରିଟିଶ ଶାସନ ସମୟରେ ଇଂରେଜ ମାନେ ନିଜ ସ୍ଥାନକୁ ଯାତ୍ରା କରିବା ପାଇଁ ଅସୁବିଧା ହେଉଥିଲା…

ବିବାହ ପରେ ମହିଳା ମାନେ କାହିଁକି ଚିଡ଼ିଚିଡ଼ା ସ୍ୱଭାବର ହୋଇଯାଆନ୍ତି ?

ଦୁନିଆର ସବୁଠୁ ସମ୍ବେଦନଶୀଳ ସମ୍ପର୍କ ହେଉଛି ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ । କଥା କଥାରେ ଲୋକେ କୁହନ୍ତି ସବୁଠୁ ଜଟିଳ ସମ୍ପର୍କ ହେଉଛି ସ୍ୱାମୀ ସ୍ତ୍ରୀ ସମ୍ପର୍କ । ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ଏପରି ସମ୍ପର୍କ ଯେଉଁଠି ସେମାନେ ଗୋଟିଏ ଛାତ ତଳେ ଏକାଠି ରହି , ଅନେକ ଗୁଡ଼ିଏ ଭଲ ଓ ଖରାପ…

ଗରମ ତେଲରେ ପଡ଼ିଗଲା ମୋବାଇଲ, ତା’ପରେ ମହିଳା ଜଣକ ଏପରି କଲେ..

ନୂଆଦିଲ୍ଲୀ : ରୋଷେଇ ସମୟରେ ଆମେ ସବୁବେଳେ ସତର୍କତାର ସହ ରୋଷେଇ କରିଥାଉ । ଆଉ ସେହି ସମୟରେ ଟିକିଏ ଅସାବଧାନତା ହେଲେ ତାହା ଆମକୁ ବିପଦ ଆଡ଼କୁ ଟାଣିନେଇଥାଏ । ନିକଟରେ ଏଭଳି ଏକ ଦୃଶ୍ୟ ସୋଶିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲା ପରେ ଆପଣ ରୋଷେଇ କରିବା ସମୟରେ…

କାହିଁକି ପାଳନ କରାଯାଏ ହୋଲି ? ଏହା ପଛର କ’ଣ ରହିଛି ରହସ୍ୟ…

ରଙ୍ଗର ପର୍ବ ହୋଲି ପର୍ବ। ଫଗୁଣ ମାସରେ ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ ହୋଲି ପର୍ବ । ଏହି ଦିନକୁ ସମସ୍ତେ ବଡ଼ ଆନନ୍ଦର ସହ ପାଳନ କରିଥାଆନ୍ତି । ସମସ୍ତେ ସାଙ୍ଗ, ସାଥୀଙ୍କ ସହ ମିଶି ରଙ୍ଗ ଖେଳିବା ସହିତ ଫଗୁଣର ଗୀତ ବୋଲି ଖୁବ୍ ମଜା କରିଥାନ୍ତି। ତେବେ ହୋଲି ପର୍ବ ପାଳନ ପଛରେ ଭିନ୍ନ…

ଆଗାମୀ ମାର୍ଚ୍ଚ ୮ ତାରିଖରେ ଅନୁଷ୍ଠିତ ହେବ ‘ବୃନ୍ଦାବନ ମହୋତ୍ସବ’

ଭୁବନେଶ୍ୱର : ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସହଯୋଗରେ ବୃନ୍ଦାବନ ଗୁରୁକୁଳ ତରଫରୁ ଆଗାମୀ ମାର୍ଚ୍ଚ ୮ ତାରିଖରେ ପ୍ରମୁଖ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ 'ଅଷ୍ଟମ ବୃନ୍ଦାବନ ମହୋତ୍ସବ' ଅନୁଷ୍ଠିତ ହେବ ।…

ବାଉଁଶ ହସ୍ତଶିଳ୍ପ ଉପରେ ରାଜ୍ୟସ୍ତରୀୟ କର୍ମଶାଳା

ଭୁବନେଶ୍ୱର : ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ଥାନୀୟ ଅତିଥି ଭବନଠାରେ ବାଉଁଶ ହସ୍ତଶିଳ୍ପ ଉପରେ ଦିିନିକିଆ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବାଉଁଶ ଶିଳ୍ପରେ ଡିଜାଇନ୍‌, ସହନୀୟତା ଓ ଉତ୍ପାଦର ସମ୍ଭାବ୍ୟ ଅଭିବୃଦ୍ଧି ଉପରେ…

ଫୋନ୍‌ ଦେଖି ଦେଖି ଖାଦ୍ୟ ଖାଉଛନ୍ତି କି ! ତେବେ ଦେଖା ଦେଇପାରେ ଏହି ସମସ୍ୟା…..

ଆଜିକାଲିର ଫ୍ୟାସନ୍‌ ଖାଦ୍ୟ ଖାଇବା ସମୟରେ ମୋବାଇଲ୍‌ ଦେଖି ଦେଖି ଖାଦ୍ୟ ଖାଇବା । ପିଲା ଠୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ଘରେ ଦେଖିବାକୁ ମିଳି ଏହି ଦୃଶ୍ୟ । ଫୋନ୍‌ ଦେଖି ଖାଇବା ଦ୍ୱାରା ଆପଣଙ୍କ ଓଜନ ବଢ଼ିପାରେ । ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ ବଦଳାଇବା ଦ୍ୱାରା ଲୋକଙ୍କ ଶରୀରରେ ଅଧିକରୁ…