Latest Odisha News
Browsing Category

ଅନ୍ୟାନ୍ୟ

ଆଦିବାସୀ ମେଳା ୨୦୨୩ର ତୃତୀୟ ଦିବସ

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଆରମ୍ଭ ହୋଇଥିବା ଆଦିବାସୀ ମେଳାରେ ଆଦିବାସୀମାନଙ୍କର ସାମଗ୍ରିକ ବିକାଶର ପ୍ରତିଫଳନ ଦେଖିବାକୁ ମିଳୁଛି। ବିଭିନ୍ନ ଜନଜାତି ବର୍ଗ ଦ୍ୱାରା ଉତ୍ପାଦିତ…

ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ୪୦ ତମ ରାଜ୍ୟ ଚାରୁକଳା ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ୪୦ ତମ ରାଜ୍ୟ ଚାରୁକଳା ପ୍ରଦର୍ଶନୀ ରାଜ୍ୟ ସଂଗ୍ରହାଳୟ ପରିସରରେ ଥିବା କଳିଙ୍ଗ ଆର୍ଟ ଗ୍ୟାଲେରୀରେ ଉଦଘାଟିତ ହୋଇଯାଇଛି।ଏହି ଅବସରରେ କଳାକୃତିଗୁଡିକର ଏକ ରଙ୍ଗୀନ କ୍ୟାଟଲଗ ଅତିଥିମାନଙ୍କ ଦ୍ଵାରା…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୁରାଣ ବର୍ଣ୍ଣିତ ଶ୍ରୀମନ୍ଦିର ଓ ଶ୍ରୀ ବିଗ୍ରହମାନଙ୍କ ପ୍ରତିଷ୍ଠା ସାରି ବ୍ରହ୍ମl ଓ ଅନ୍ୟାନ୍ୟ ଦେବତା ଗଣଙ୍କ ସହ ଋଷି ମୁନିମାନେ ସ୍ୱ ସ୍ୱ ଲୋକକୁ…

ଆରମ୍ଭ ହେଲା ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ-୨୦୨୩

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଆଦିବାସୀ ମେଳା-୨୦୨୩ ଆରମ୍ଭ ହୋଇଯାଇଛି । ଏହି ମେଳାରେ କଳାବସ୍ତୁ ପ୍ରଭାଗରେ ସମୁଦାୟ ୧୩ଟି ଷ୍ଟଲ ରହିଛି । ଧରଣୀପେନୁ ଢୋକରା କାରିଗରୀ ସମିତି,…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ବର୍ତ୍ତମାନ ପୂଜିତ ବିଗ୍ରହ ହେଉଛି 'ଦାରୁ ବ୍ରହ୍ମ' । ଅର୍ଥାତ ପ୍ରତ୍ୟେକ ବିଗ୍ରହର ଶରୀର ଦାରୁ ନିର୍ମିତ୍ତ ଓ ତା' ମଧ୍ୟରେ ବ୍ରହ୍ମ ପଦାର୍ଥ ସଂଯୁକ୍ତ ହୋଇ ଦାରୁ…

ଆପଣଙ୍କର ବାହାଘର ହୋଇପାରୁନି କି ! ତେବେ ଆପଣାନ୍ତୁ ଏହି ଉପାୟ….

ବିବାହ ଏକ ପବିତ୍ର ବନ୍ଧନ । ସମସ୍ତଙ୍କ ମନରେ ଇଚ୍ଛା ରହିଥାଏ ଯେ ବିବାହ ଦିନ କେବେ ଆସିବ । ଆଉ ସେହି ବିବାହ କିପରି ଧୁମ୍‌ ଧାମ୍‌ରେ ହେବ ସେନେଇ ସମସ୍ତେ ଖୁବ୍‌ ତତ୍ପର ରହିଥାଆନ୍ତି । ମାତ୍ର କେତେକ ସମୟରେ ଦେଖାଯାଏ, ଅନେକ ଯୁବକ ଓ ଯୁବତୀଙ୍କ ବିବାହରେ ବିଳମ୍ବ ହୋଇଥାଏ। ଜାତକରେ ଗ୍ରହ ଦୋଷ…

ଏହି କାଳୀ ମନ୍ଦିରରେ ଭୋଗରେ ଅର୍ପଣ କରାଯାଏ ଚାଉମିନ ସାଙ୍ଗକୁ ମଞ୍ଚୁରିଆନ୍

କୋଲକାତା: ଭାରତ ସାଂସ୍କୃତିକ ତଥା ଧାର୍ମିକ ଦୃଷ୍ଟିକୋଣରୁ ବିବିଧ ଏବଂ ସମୃଦ୍ଧ | ଭାରତରେ ମନ୍ଦିର ସମେତ ଅନେକ ଦର୍ଶନୀୟ ସ୍ଥାନ ଅଛି ଯାହା ଦେଶ ତଥା ବିଦେଶରେ ପ୍ରସିଦ୍ଧ | ଏଥି ସହିତ, ଏଠାରେ ଥିବା ଅନେକ ମନ୍ଦିର ସେମାନଙ୍କର ଅନନ୍ୟ ପରମ୍ପରା ହେତୁ ଏକ ପୃଥକ ପରିଚୟ ବଜାୟ ରଖିଛନ୍ତି |…

ଗପ ହେଲା ସତ ; କାଉର ବୁଦ୍ଧି ଦେଖି ହେବେ ଆଶ୍ଚର୍ଯ୍ୟ…

ଶୀତ ଯାଇ ଖରାଦିନ ଆସିଲାଣି । ଧୀରେ ଧୀରେ ବଢ଼ିଲାଣି ତାପମାତ୍ରା  । ଆଉ ଖରା ତାପରୁ ଟିକିଏ ମୁକ୍ତି ପାଇବା ପାଇଁ ରାସ୍ତାରେ ବିକ୍ରି ହେଲାଣି ଥଣ୍ଡା ପାନୀୟ ସାଙ୍ଗକୁ ତଟକା ତରଭୁଜ । ଏହି ଖରାଦିନରେ ଅନେକ କାହାଣୀ ଆମେ ଶୁଣିଛେ ଦେଖିଛେ କିନ୍ତୁ ଆଜିବି ମନେ ଅଛି ପିଲାଦିନର ସେହି କାହାଣୀ  ।…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରଥମ ପ୍ରକାଶର ସ୍ୱରୂପ ଜାଣିବା ପାଇଁ ସମୟ ଉପସ୍ଥିତ ହୋଇଛି। କାରଣ ରାଜା ଇନ୍ଦ୍ରଦ୍ୟୁମ୍ନ ଆୟୋଜନ କରିଥିବା ଅଶ୍ୱମେଧ ଯଜ୍ଞ ପୂର୍ଣ୍ଣ ହେବାକୁ ଆଉ ଗୋଟିଏ ଦିନ…

ଅନନ୍ତ ନୀରବତାର ଯୋଗୀରାଜ ଓ ନୃତ୍ୟରାଜ ଶିବ

ରାଜଲକ୍ଷ୍ମୀ ତ୍ରିପାଠୀ  ଯୋଗ ଏବଂ ଶିବ ଅଭିନ୍ନ । ତେଣୁ ଶିବ ହେଉଛନ୍ତି ଯୋଗେଶ୍ବର। ଶ୍ରୀକୃଷ୍ଣ ହେଲେ ମହାଯୋଗେଶ୍ବର । ହରି ଓ ହର ଉପାସନା ଆମ ସସ୍କୃତିର ଏକ ବୈଶିଷ୍ଟ୍ୟ। କବି ବ୍ରଜନାଥ ବଡ଼ଜେନା "ଅମ୍ବିକା ବିଳାସ "ରେ ଲେଖିଛନ୍ତି: "ଅଚ୍ୟୁତ ଶିବ ଏ ଅଭିନ୍ନ ଅମ୍ବିକା ରାଧିକା…