Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଏହି ମନ୍ଦିରକୁ ଜିନ୍ସ ପ୍ୟାଣ୍ଟ ଏବଂ ଟି-ଶର୍ଟ ମନା

ବ୍ୟୁରୋ : ଆପଣମାନେ ଜାଣିଥିବେ ଦୁନିଆରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନୀତି ନିୟମ ରହିଛି। ଯାହାକୁ ଲୋକେ ମାନିବାକୁ ବାଧ୍ୟ ହୋଇଥାନ୍ତି। ହେଲେ ଆମ ଦେଶରେ ଏମିତି ମନ୍ଦିର ରହିଛି, ଯେଉଁଠି ଭକ୍ତଙ୍କୁ ଅନେକ ନୀତି ନିୟମ ମାନିବାକୁ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ଏହି ମନ୍ଦିର କେଉଁଠି…

ଶରୀରରେ ହିମୋଗ୍ଲୋବିନ୍‌ କମିଯାଉଛି କି !

ଶରୀରରେ ହେମୋଗ୍ଲୋବିନର ପରିମାଣ କମିଲେ ରୋଗୀକୁ ହାଲିଆ ଲାଗେ । ଖାଇବା-ପିଇବାକୁ ଇଚ୍ଛା ହୁଏନି, ଚିଡ଼ଚିଡ଼ା ଲାଗେ, କାମ କରିବାର ଆଗ୍ରହ ହୋଇନଥାଏ, ଡାକ୍ତରଙ୍କ ପରାମର୍ଶ ନେଇ ହେମୋଗ୍ଲୋବିନ୍ ପରୀକ୍ଷା କରାନ୍ତୁ। ହେମୋଗ୍ଲୋବିନ୍ ସଠିକ୍ ମାତ୍ରାରେ ରହିଲେ, ଆମ ମସ୍ତିଷ୍କ, ବୃକକ୍,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦେବଯାନ ଦର୍ଶନ କ୍ରମରେ ଆମେ ଦର୍ଶନ କରିଲେ ଶ୍ରୀ ଐଶାନେଶ୍ୱର ମହାଦେବଙ୍କୁ, ଜାଣିଲେ ତାଙ୍କ ଦୈନିକ ରୀତିନୀତି ସମ୍ପର୍କରେ। ଯେହେତୁ ଏହି ମନ୍ଦିର ଶ୍ରୀମନ୍ଦିର…

ବଳକା ଖାଦ୍ୟ ଫିଙ୍ଗୁଥିଲେ ଥରେ ଦେଖନ୍ତୁ ଏହି ଭିଡିଓ….ଆଖିରେ ଲୁହ ଆସିଯିବ…

ନୂଆଦିଲ୍ଲୀ : ଅଦ୍ଭୁତ ଏ ଦୁନିଆ । ମଣିଷ ବଞ୍ଚିବା ପାଇଁ ହେଲେ ଖାଦ୍ୟ, ପୋଷାକ ଏବଂ ଘର ଆବଶ୍ୟକତା ରହିଛି । କିଛି ଲୋକଙ୍କ ପାଖରେ ଏସବୁ ଦରକାର ଠୁ ବି ଅଧିକା ଥିବା ବେଳେ କିଛି ଲୋକ ଏସବୁରୁ ବଞ୍ଚିତ ଅଛନ୍ତି। ଏ ଦେଶରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ରୁଟି ଏକ ସ୍ୱପ୍ନ ।ସେଭଳି…

ଆପଣ ପତଳା ହେବାକୁ ଚାହୁଁଛନ୍ତି ଆପଣାନ୍ତୁ ଏହି ଉପାୟ….

ପରିବର୍ତ୍ତନଶୀଳ ଜୀବନଶୈଳୀ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ସେବନ ଓଜନ ବୃଦ୍ଧିର ମୁଖ୍ୟ କାରଣ। ଓଜନ ହ୍ରାସ ପାଇଁ ସଭିଏଁ ବିଭିନ୍ନ ପ୍ରକାର ଉପାୟ ଆପଣାଉଥିବା ଦେଖାଯାଏ। କିଛି ଲୋକ ପତଳା ହେବା ପାଇଁ ବିଭିନ୍ନ ପ୍ରକାର ଯୋଗ କରିବା ସହ ଡାଏଟ ପ୍ଲାନ୍‌ କରିଥାଆନ୍ତି  । କିନ୍ତୁ ବର୍ତ୍ତମାନ ଶୀତ ଦିନେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦେବଯାନ ଦର୍ଶନର ପ୍ରଥମ ସୋପାନରେ ଆମେ ପହଞ୍ଚି ଯାଇଛେ ଶ୍ରୀଜଗନ୍ନାଥଙ୍କ ଗୁରୁ ବା ଈଶାନ ଭାବରେ ପରିଚିତ ଶ୍ରୀ ଐଶାନେଶ୍ୱରଙ୍କ ପାଖରେ,ଯାହାଙ୍କ ମନ୍ଦିରଟି ବଉଳମାଳ…

ଜ୍ବାଇଁଙ୍କ ପାଇଁ ୧୭୩ ପ୍ରକାର ଖାଦ୍ୟ ତିଆରି କଲେ ଶାଶୂ

ଆନ୍ଧ୍ରପ୍ରଦେଶ : ଜ୍ୱାଇଙ୍କର ଆତିଥ୍ୟ ଏବଂ ସମ୍ମାନ ଭାରତୀୟ ପରିବାରରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ପୂର୍ବ ହେଉ କି ପଶ୍ଚିମ କିମ୍ବା ଉତ୍ତର ହେଉ କି ଦକ୍ଷିଣ  । ଦେଶର ପ୍ରତ୍ୟେକ ସ୍ଥାନରେ ଶ୍ୱଶୁରଘରର ଲୋକମାନେ ସେମାନଙ୍କର ସାମର୍ଥ୍ୟଠାରୁ ଅଧିକ ଜ୍ବାଇଁର ଆତିଥ୍ୟ କରିବାକୁ ଚେଷ୍ଟା…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ, ଟ୍ୟାକ୍ସ ଫାଙ୍କୁଛନ୍ତି ଐଶ୍ବର୍ଯ୍ୟା

ମୁମ୍ବାଇ:  ପୁଣି ଚର୍ଚ୍ଚାକୁ ଆସିଲେ ବଲିଉଡର ଚୁଲବୁଲି ଅଭିନେତ୍ରୀ । ଟ୍ୟାକ୍ସ ଦେଉ ନାହାନ୍ତି ବଚ୍ଚନ ପରିବାରର ବଧୁ ଐଶ୍ବର୍ଯ୍ୟା ରାୟ ବଚ୍ଚନ । ଜମି କିଣିଛନ୍ତି, କର ଦେଉ ନାହାଁନ୍ତି  । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ୧୨ ମାସର  ବକେୟା ଟ୍ୟାକ୍ସ ଦେଇ ନାହାଁନ୍ତି ଅଭିନେତ୍ରୀ  ।…

ମହିଳାଙ୍କ ଜୀବନ ବଞ୍ଚାଇଲେ ଟ୍ରାଫିକ୍‌ ପୋଲିସ

କଟକ : କଥାରେ ଅଛି ରଖେ ହରି  ତ ମାରେ କିଏ ।   ଭଗବାନ ଯାହାକୁ ବଞ୍ଚାଇବାକୁ ଚାହିଁବେ ତାକୁ କିଏ ବା ମାରିବ । ଏଇ ଦେଖୁ ନାହାନ୍ତି ଠିକ୍ ସେହି ଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଏକ କେନେଷ୍ଟବଳ ଦେବଦୂତ ସାଜି ବଞ୍ଚାଇଲେ ମହିଳାଙ୍କ ଜୀବନ ।  ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ…

ଶାହରୁଖ ଖାନ୍‌ ବିଶ୍ବର ୪ର୍ଥ ଧନୀ ଅଭିନେତା

ନୂଆଦିଲ୍ଲୀ : ବଲିଉଡ୍‌ର ଲୋକପ୍ରିୟ କଳାକାର ଶାହରୁଖ ଖାନ୍‌ ସବୁବେଳେ ଚର୍ଚ୍ଚାରେ ରହନ୍ତି । ଯାହାଦ୍ବାରା ତାଙ୍କର ୪ବର୍ଷ ହେବ କୌଣସି ଫିଲ୍ମ ରିଲିଜ୍‌ ହୋଇ ନ ଥିଲେବି  ତାଙ୍କ ଷ୍ଟାର୍‌ଡମ୍‌ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ହଲିଉଡ୍‌ ଷ୍ଟାର ଟମ୍‌ କ୍ରୁସ୍‌, ଜର୍ଜ କ୍ଲୁନି, ଜ୍ୟାକି…