Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ବେଢା ବୁଲା ଅବସରରେ ଆମେ ଦେବଯାନ ଦର୍ଶନ ଆରମ୍ଭ କରିଛେ। ପ୍ରଥମେ ପ୍ରଣାମ କରିବା ଶ୍ରୀ ଐଶାନେଶ୍ୱର ମହାଦେବଙ୍କୁ। କୂର୍ମ ବେଢାର ଉତ୍ତର ଦିଗ ଭିତର…

ବିଜେପି ନେତା, ମନ୍ତ୍ରୀଙ୍କୁ ଧମକ ପୂର୍ଣ୍ଣ ମେସେଜ ଓ କଲ୍ କରିବା ଅଭିଯୋଗରେ ଯୁବକ ଗିରଫ

ପାରଳାଖେମୁଣ୍ଡି : ବିଜେପି ନେତା, ମନ୍ତ୍ରୀଙ୍କୁ ଧମକ ପୂର୍ଣ୍ଣ ମେସେଜ ଓ କଲ୍ କରିବା ଅଭିଯୋଗରେ  ମୁମ୍ବାଇ ପୋଲିସ୍ ଜଣେ ଯୁବକକୁ ଗିରଫ କରିଛି। ଯୁବକ ଜଣକ ହେଲେ ଗଜପତି ଜିଲ୍ଲା ସେରଙ୍ଗ ଥାନା ଖଜୁରୀପଦା ଫାଣ୍ଡି ଅନ୍ତର୍ଗତ କେ.ଝାଲରସିଂ  ଗାଁର ଆଶିଷ ପରିଛା । ଗତ କିଛି ଦିନ ପୂର୍ବରୁ ଯୁବକ…

ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଝାରସୁଗୁଡ଼ାବାସୀ

ଝାରସୁଗୁଡ଼ା : ସାଂସ୍କୃତିକ ସପ୍ତ ରଙ୍ଗରେ ରଙ୍ଗିଗଲା ଶିଳ୍ପ ନଗରି ଝାରସୁଗୁଡ଼ା । କରୋନା ମହାମାରୀ ପାଇଁ ଦୁଇବର୍ଷ ହେବ ବନ୍ଦ ରହିବା ପରେ ନବ କଳେବର ହୋଇ ଆରମ୍ଭ ହୋଇଛି ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି । ଲୋକ କଳା, ଲୋକ ସଂସୃତି ଓ ଲୋକ ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ୨୧ବର୍ଷ ଧରି…

ଜହ୍ଲାଦ ସାଜିଲା ସ୍ବାମୀ : ୬ ପିଲାଙ୍କ ଆଗରେ ମାଆକୁ କଡେଇରେ ସିଝାଇଲା ବାପା

ବ୍ୟୁରୋ : ଆପଣମାନଙ୍କର ଦିଲ୍ଲୀର ଶ୍ରଦ୍ଧା ଓ୍ବାକର ହତ୍ୟା ଘଟଣା ମନେଥିବ । କାରଣ ଆପଣଙ୍କ ଜୀବନରେ ଏମିତି ଲୋମହର୍ଷଣକାରୀ ହତ୍ୟା କେବେ ଦେଖି ନଥିବେ । ହେଲେ ଆମେ ଆପଣଙ୍କୁ ଏମିତି ଏକ ହତ୍ୟା ସମ୍ପର୍କରେ କହିବାକୁ ଯାଉଛୁ, ଯାହା ଶୁଣିଲେ ଆପଣ ତାଜୁବ୍‌ ହୋଇଯିବେ । ଆଉ ଆପେ ଆପେ ଆପଣଙ୍କ…

ଜାଣନ୍ତୁ ଶିଶିର ସରସ ମେଳାରେ କ’ଣ ଉପଲବ୍ଧ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରର ବରମୁଣ୍ଡା ଖେଳ ପଡ଼ିଆରେ ଆରମ୍ଭ ହୋଇଛି ଶିଶିର ସରସ ମେଳା । ଯାହା ଫଳରେ କନ୍ଧମାଳର ହଳଦି, ନୟାଗଡ଼ର ଡାଲି, ମୟୂରଭଞ୍ଜର ସବାଇଘାସରେ ତିଆରି ବିଭିନ୍ନ ସାମଗ୍ରୀ ବର୍ତ୍ତମାନ ମିଳୁଛି ଗୋଟିଏ ସ୍ଥାନରେ। ଏହି ମେଳାରେ ପଡ଼ିଥିବା ପ୍ରତ୍ୟେକ ଷ୍ଟଲରେ ରହିଛି…

ପ୍ଲାଣ୍ଟିନମ ଜୁବଲି ପାଳୁଛି ଇଣ୍ଡିଆନ୍ ଆର୍ମୀ  

ନୂଆଦିଲ୍ଲୀ: ଭାରତୀୟ ସେନାର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ଲାଣ୍ଟିନମ ଜୁବଲି ପାଳୁଛି ଇଣ୍ଡିଆନ୍ ଆର୍ମୀ । ଦେଶର ସୁରକ୍ଷା ଲାଗି ସଂଗ୍ରାମ କରିଥିବା ଯବାନଙ୍କ ତ୍ୟାଗ ଓ ଅବଦାନକୁ ସ୍ମରଣ କରି ପ୍ରତିବର୍ଷ ପାଳନ ହେଉଛି ଭାରତୀୟ ସେନା ଦିବସ । ୧୮୯୫ ମସିହା ଏପ୍ରିଲ ୧ ତାରିଖରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ବେଢା ପରିକ୍ରମା ଅବସରରେ ଆମେ ଦର୍ଶନ କଲେ ଶ୍ରୀ ପାତାଳେଶ୍ୱର ମହାଦେବଙ୍କୁ, ଯେଉଁଠି ରହିଛି କିଛି ଶିଳାଲେଖା। ଏହି ଶିଳାଲେଖା ଗୁଡିକ ଗଙ୍ଗ ବଂଶୀ ରାଜା…

ହିନ୍ଦୁଙ୍କୁ ବିବାହ ପାଇଁ ଧର୍ମ ତ୍ୟାଗ କଲେ ମୁସଲମାନ ଯୁବତୀ

ଲକ୍ଷ୍ନୗେ:  ପ୍ରେମ , ଅଢେଇ ଅକ୍ଷରର ଏହି ଶବ୍ଦରେ ଭରି ରହିଛି ଅନେକ ଗୁଡିଏ ମହତ୍ତ୍ବ । ପ୍ରେମ କେତେବେଳେ ଆଉ କାହା ସାଥିରେ ହୋଇଥାଏ ଜାଣା ପଡିନଥାଏ  । ସେଥିପାଇଁ ତ ପ୍ରେମକୁ ଅନ୍ଧବୋଲି କୁହାଯାଏ । ପ୍ରେମ ଦେଖେ ନାହିଁ ଜାତି କି ନୀତି  । ଆଉ ପ୍ରେମ ମାନେ ନାହିଁ ବୟସର ତାରତମ୍ୟ ।…

ଚର୍ଚ୍ଚାରେ ମିସ୍ ୟୁନିଭର୍ସଙ୍କ ଗାଉନ୍

ନୂଆଦିଲ୍ଲୀ : ମିସ୍ ୟୁନିଭର୍ସ ଥାଇଲ୍ୟାଣ୍ଡ -୨୦୨୨ ଆନା ସୁଏଙ୍ଗମ୍-ଇୟାମ ଏବେ ଚର୍ଚ୍ଚାରେ । ସୋଡା ଡ୍ରାଫ୍ଟ କ୍ୟାନ ପୁଲ ଟ୍ୟାବରେ ନିର୍ମିତ ଏକ ଚମତ୍କାର ଗାଉନ୍ ପିନ୍ଧି ଚର୍ଚ୍ଚାରେ ରହିଛନ୍ତି ଏନା । ଏହି ‌ଗାଉନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜାନୁଆରୀ ୧୨ ତାରିଖ ରାତିରେ…

ଶରଦ ଯାଦବଙ୍କର ଆଜି ହେବ ଶେଷକୃତ୍ୟ 

ଭୋପାଳ : ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କର ଆଜି ହେବ ଶେଷକୃତ୍ୟ  । ମଧ୍ୟପ୍ରଦେଶର ପୈତୃକ ଗାଁ ହୋସଙ୍ଗାବାଦରେ ଅନ୍ତିମ ସଂସ୍କାର କରାଯିବ । ଏହାପୂର୍ବରୁ ଦିଲ୍ଲୀ ସ୍ଥିତ ଘରେ ଶରଦଙ୍କର ଶେଷ ଦର୍ଶନ କରିଛନ୍ତି ବରିଷ୍ଠ ନେତା ଓ ବ୍ୟକ୍ତିବିଶେଷ । ଜାନୁଆରୀ ୧୨ ତାରିଖରେ ଗୁରୁଗ୍ରାମର…