Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

୧୦୦ ବସ୍ତା ଧାନ କୁଣ୍ଡାରେ ହକି ବିଶ୍ବକପ୍‌

ସୁବର୍ଣ୍ଣପୁର : ପୁରୁଷ ହକି ବିଶ୍ୱକପ ପାଇଁ ଏବେ ସାରା ଓଡିଶାରେ ଚାଲିଛି ଉତ୍ସବର ମାହୋଲ । ସେହିପରି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଇନଡୋର ଷ୍ଟାଡିୟମ ଠାରେ ମଧ୍ୟ ଦେଖିବାକୁ ମିଳିଛି ଏହାର କ୍ରେଜ୍‌  । ଧାନ କୁଣ୍ଡାରେ ଏକ ବିଶାଳ ହକି ବିଶ୍ୱକପର ଆକୃତି କରିଛନ୍ତି ବିଶ୍ୱବିଖ୍ୟାତ…

ଡାକ୍ତରଖାନା ପରିସରରେ ଅଗ୍ନିକାଣ୍ଡ

ଅନୁଗୁଳ : ଡାକ୍ତରଖାନାର ଔଷଧ ଷ୍ଟୋର ରୁମରେ ଭୟାବହ ଅଗ୍ନିକାଣ୍ଡ ।  ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା କିଶୋରନଗର ଡାକ୍ତରଖାନା ପରିସରରେ । ଆଜି ସକାଳେ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ୍ରଗ ହାଉସ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା ।…

ମୋଟାପଣ ଦୂର କରେ ଗ୍ରୀନ୍‌ କଫି….

ଶୀତଦିନେ କଫି, ଚା’ ପିଇବାକୁ ଅନେକ ଲୋକ ପସନ୍ଦ କରିଥାଆନ୍ତି । ସାଧାରଣତଃ କଫି କହିଲେ ବ୍ଲାକ କଫି ସମସ୍ତେ ଜାଣିଥାଆନ୍ତି। ମାତ୍ର ଗ୍ରୀନ କଫି ବିଷୟରେ ଜାଣିଛନ୍ତି କି? ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଗ୍ରୀନ କଫି ପିଇବାକୁ ବେଶ ପସନ୍ଦ କରୁଛନ୍ତି । ଏହାକୁ ପ୍ରସ୍ତୁତ କରିବା ପାଇଁ ଗଛର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପରିକ୍ରମା କରି ଆମେ ଆସି ପହଞ୍ଚି ଯାଇଛୁ, ଏମିତି ଏକ ମନ୍ଦିର ପାଖରେ, ଯେଉଁ ମନ୍ଦିରରେ ପିଠି ରଖି ଭକ୍ତଟିଏ ଚାହିଁ ଦିଏ ନୀଳଚକ୍ରକୁ,…

ଚାଇନା ସମେତ ୩୬ଟି ଦେଶକୁ କଣ୍ଡୋମ ରପ୍ତାନୀ ହୁଏ ଏହି ସହରରୁ

ମୁମ୍ବାଇ: ଆଜି ବି ଲୋକମାନେ କଣ୍ଡୋମ ବିଷୟରେ ସାର୍ବଜନୀନ ଭାବେ କିଛି କହିବାକୁ କୁଣ୍ଠାବୋଧ କରନ୍ତି। କିନ୍ତୁ କଣ୍ଡୋମ ମହାରାଷ୍ଟ୍ରର ଔରଙ୍ଗାବାଦ ସହରର ପରିଚୟରେ ପରିଣତ ହୋଇଛି। ଔରଙ୍ଗାବାଦରେ ଦେଶରେ ୧୦ଟି କଣ୍ଡୋମ ଉତ୍ପାଦନକାରୀ କମ୍ପାନୀ ରହିଛି। ଏଠାରୁ ବିଶ୍ୱର ୩୬ ଟି ଦେଶକୁ କଣ୍ଡୋମ…

ଡେନ୍‌ମାର୍କ ଗସ୍ତର ଫଟୋ ସେୟାର କଲେ ଆଥାର୍‌ଙ୍କ ଦ୍ବିତୀୟ ପତ୍ନୀ

ନୂଆଦିଲ୍ଲୀ : ଆାପଣମାନେ ଜାଣିଥିବେ ଟିନା ଡାବିଙ୍କ ପୂର୍ବତନ ସ୍ବାମୀ ଆଥାର ଅମିର ଖାନ ବା ଆଇଏଏସ୍‌ ଆଥାର ୨୦୨୨ ମସିହାରେ ଦ୍ବିତୀୟ ବିବାହ କରିଛନ୍ତି। ତାଙ୍କ ଦ୍ବିତୀୟ ପତ୍ନୀ ଜଣେ ଡାକ୍ତର। ଆଥାରଙ୍କ ଦ୍ବିତୀୟ ପତ୍ନୀ ଡା.ମେହରିନ କାଜି ହେଉଛନ୍ତି କଶ୍ମୀରର ବାସିନ୍ଦା। ଆଇଏଏସ୍‌ ଆଥାର ଓ…

ଜାନୁଆରୀ ୧୨ରେ କାହିଁକି ପାଳନ ହୁଏ ଜାତୀୟ ଯୁବ ଦିବସ..

ଆଜି ହେଉଛି ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିନ । ତାଙ୍କ ଜନ୍ମଦିନ ଅବସରକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ  । ୧୯୮୪ରେ ଭାରତ ସରକାର ଏହି ଦିନକୁ ଜାତୀୟ ଯୁବ ଦିବସ ଭାବରେ ଘୋଷଣା କରିଥିଲେ  ।ଏବଂ ୧୯୮୫ ପରଠାରୁ ପ୍ରତିବର୍ଷ ଭାରତରେ ଏହି ଦିବସ ପାଳନ କରାଯାଉଛି। ୧୮୬୩ ମସିହା…

ହେୟାର କଲର ଲଗାଉଛନ୍ତି କି ! ନଷ୍ଟ ହୋଇପାରେ କେଶ….

କେଶ ଝଡ଼ିବା ସମସ୍ୟା ଦିନକୁ ଦିନ ବ୍ୟତିବ୍ୟସ୍ତ କରାଉଛି । ସମସ୍ତେ କେଶକୁ ନେଇ ଟିକିଏ ଅଧିକ ଚିନ୍ତିତ । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କର କେଶ ଧଳା ପଡ଼ୁଥିବାର ଦେଖିବାକୁ ମିଳୁଛି  । ତେବେ ଏହି ଧଳା କେଶକୁ ଲୁଚାଇବାକୁ ଯାଇ କେଶରେ ବିଭିନ୍ନ ପ୍ରକାର କେମିକାଲ ରଙ୍ଗ ପ୍ରୟୋଗ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଆମେ ଦର୍ଶନ କଲେ ଶ୍ରୀ ଦଧିବାମନ ଜୀଉଙ୍କୁ ।କିମ୍ବଦନ୍ତୀ ତଥା ଏହି ମନ୍ଦିରର ମାରଫତଦାରଙ୍କଠାରୁ ସଂଗୃହିତ ଇତିହାସ କହେ, ଥରେ ଉଦୟପୁର…

ଡାଇବେଟିସ୍ଠୁ ଦୁରେଇ ରହିବାର ସହଜ ଉପାୟ

ନୂଆଦିଲ୍ଲୀ: ଡାଇବେଟିସ୍‌ ହେବା ଆଜିକାଲି ଏକ ସାଧାରଣ କଥା ହୋଇଗଲାଣି। ଏହି ରୋଗ ହେବା ଆରମ୍ଭରୁ ଶରୀରରେ ବିଭିନ୍ନ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ମୁଖ୍ୟତଃ ରୋଗୀଙ୍କର ଆଖିରେ ଅଧିକ ସମସ୍ୟା ଦେଖା ଦେଇଥାଏ। ଏବଂ ଅଧିକ ମାତ୍ରାରେ ଡାଇବେଟିସ୍‌ ଥିବା ଲୋକଙ୍କ ଦୃଷ୍ଟିଶକ୍ତି ଶୀଘ୍ର ଦୁର୍ବଳ…