Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

[ଭିଡ଼ିଓ] ରହସ୍ୟମୟ ରେନବୋ ହୋର୍ମୁଜ ଆଇଲାଣ୍ଡ: ଖାଦ୍ୟରେ ମସଲା ବଦଳରେ ବାଲି ମାଟି ବ୍ୟବହାର

ଭୁବନେଶ୍ୱର: ବିଭିନ୍ନ ଲୋକଙ୍କ ଭିନ୍ନ ଭିନ୍ନ ଖାଦ୍ୟ ଶୈଳୀ। ଏମିତିକି କହିବାକୁ ଗଲେ ଭାରତରେ ଲୋକେ ନିଜ ଖାଦ୍ୟ ପାନୀୟ ପ୍ରତି ବେଶ୍ ଗୁରୁତ୍ୱ ଦିଅନ୍ତି। ଆଉ ଖାଦ୍ୟ ପାଇଁ ବିଭିନ୍ନ ପ୍ରକାରର ମସଲା ବି ବ୍ୟବହାର ହୋଇଥାଏ । ଯାହାକି ଖାଦ୍ୟର ଟେଷ୍ଟ ସମ୍ପୁର୍ଣ୍ଣ ବଦଳାଇଦେଇଥାଏ।ହେଲେ କିଛି ଏମିତି…

ଓଡ଼ିଶାରେ ପିକ୍ ଛୁଇଁ ସାରିଛି କରୋନା ସଂକ୍ରମଣ !

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ କମୁଛି । ଆକ୍ଟିଭ କେସ ତଳମୁହାଁ ରହିଛି । ରାଜ୍ୟରେ କରୋନା ସଂକ୍ରମଣ ପିକ ଛୁଇଁ ସାରିଥିବା ଜଣାପଡୁଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସଂକ୍ରମଣର ବେସ୍ ଲାଇନ୍ ଆସିବା ଦରକାର । ଏବେ…

ଦେଶରୁ ୨ଲକ୍ଷ ୮୬ ହଜାର କରୋନା ଆକ୍ରାନ୍ତ ଚିହ୍ନଟ, ୫୭୩ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା କେସ୍ ଅଢ଼େଇ ଲକ୍ଷ ଉପରେ ରହିଛି । ଲଗାତାର ତୃତୀୟ ଦିନ ପାଇଁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୩ ଲକ୍ଷ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨ଲକ୍ଷ ୮୬ହଜାର ୩୮୪ ସଂକ୍ରମିତ । ଆମେରିକା ପରେ ଭାରତ ଦ୍ୱିତୀୟ ସର୍ବାଧିକ କରୋନା ପ୍ରଭାବିତ ଦେଶ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୬୫  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ସର୍ବ ଭୌମତାକୁ ଆଜି ସାରା ବିଶ୍ୱ ସ୍ୱୀକାର କରୁଛି । ତାଙ୍କ ସମତା ଆଦର୍ଶର ଚର୍ଚ୍ଚା ସବୁଠାରୁ ଆଗରେ ଅଛି । ସାଧାରଣ ମଣିଷଟିଏ କାଳେ ଭ୍ରମରେ ପଡିବ ଅବା…

ସାଧାରଣତନ୍ତ୍ର ଦିବସ : ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍‌ସି ଜଗବନ୍ଧୁ, ଡଃ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୬୪ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅପାର ବିଭୁତିର ବର୍ଣ୍ଣନା ପୂର୍ବରୁ ଶ୍ରୀମଦଭାଗବତର ଅମୁଲ୍ୟ ପଦକୁ ଧ୍ୟାନ ଦେବା " ଯେତେ ଏ ଦାନ ବ୍ରତ ତ୍ୟାଗ, ଧର୍ମ ଆଚାର ସଖ୍ୟ ଯୋଗ ଏ ମୋତେ ନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୬୩ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଲୀଳା ପ୍ରସଙ୍ଗ ଭିତରେ ବିଶେଷତଃ ଆଜିର ଦିନରେ "ଶ୍ରୀମଦଭାଗବତ "'ଗ୍ରନ୍ଥର ସମ୍ୟକ ଆଲୋଚନା ପାଇଁ ମନ ବ୍ୟାକୁଳ ହେଉଛି । ଏହା ମଧ୍ୟ ଶ୍ରୀଜଗନ୍ନାଥଙ୍କ…

[ଭିଡ଼ିଓ] ଶ୍ମଶାନ ଚିତା ଉପରେ ମା’ ଶ୍ୟାମା କାଳୀଙ୍କ ମୂର୍ତ୍ତି

ବିହାର: ଶ୍ମଶାନ ଚିତା ଉପରେ ମା’ ଶ୍ୟାମା କାଳୀଙ୍କ ମନ୍ଦିର। ବିଶ୍ୱାସ ନହେଲେ ବି ଏହି ଘଟଣା ସମ୍ପୁର୍ଣ୍ଣ ସତ। ଏନେଇ ରହିଛି ପୁରାଣ ଆଉ ରହିଛଇ ଶ୍ରଦ୍ଧାଳୁ ମନରେ କିଛି ବିଶ୍ୱାସ । ଏହି ମନ୍ଦିର ରହିଛି ବିହାରର ଦରଭଙ୍ଗା ଅଞ୍ଚଳରେ। ମା’କାଳୀଙ୍କ ମୂର୍ତ୍ତି ଶ୍ମଶାନ ଘାଟରେ ହିଁ ତିଆରି ହୋଇଛି ।…

[ଭିଡ଼ିଓ] ନିଆରା ଚିତ୍ରକଳାରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ସ୍ୱାଧୀନତା ଆନ୍ଦୋଳନର କର୍ଣ୍ଣଧାର ଥିଲେ ସେ । ଦେଶର ସୁଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ । ଭାରତର ସ୍ୱାଧୀନତା ସଂଗ୍ରାମର ଅନିର୍ବାଣ ଦୀପଶିଖା , ତେଜମୟ ବ୍ୟକ୍ତିତ୍ୱ ଓ ଉତ୍ସର୍ଗର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ…

[ଭିଡ଼ିଓ] ପାତାଳେଶ୍ୱର ମହାଦେବ ମନ୍ଦିର ପୂଜାରେ ଝାଡୁ ଅର୍ପଣ

ଉତ୍ତରପ୍ରଦେଶ: ନିତିଦିନଆ ଜୀବନରେ କିଛି ବିଶ୍ୱାସ ଆଉ କିଛି ଅବିଶ୍ୱାସ ଚାଲିଥାଏ। ଭିନ୍ନ ଧର୍ମ ଭିନ୍ନ ସଂସ୍କୃତି। ତା ସହିତ ପୂଜାର୍ଚ୍ଚନାରେ ବି ଥାଏ କିଛି ଅଲଗା ରୀତି। ମଠ ମନ୍ଦିର ଗୁଡିକରେ ପୂଜା କରିବାର ଭିନ୍ନ ଭିନ୍ନ ନୀତି ମାନ ରହିଛି। ଏଇ ଯେମିତି କିଛି ମନ୍ଦିରରେ ଏମିତି କିଛି…