Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆଜି ରାଜ୍ୟରୁ ୬୫୨ କରୋନା ପଜିଟିଭ୍

ଭୁବନେଶ୍ୱର: ଗତକାଲି ଅପେକ୍ଷା ଆଜି ରାଜ୍ୟରେ ବଢିଛି କରୋନା ସଂକ୍ରମଣ । ପାଖାପାଖି ଶହେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ରାଜ୍ୟରୁ ୬୫୨ ପଜିଟିଭ୍ ବାହାରିଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୫୨୬ । ଆଜି ୨୪ ଜିଲ୍ଲାରୁ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ…

ଅଭିଶପ୍ତ କିରାଡ଼ୁ ମନ୍ଦିରରେ ପଥର ମଣିଷ

ବାରମେର: ଆମ ଦେଶରେ ବିଭିନ୍ନ ମଠ ମନ୍ଦିର ରହିଛି । ରାଜା ରାଜୁଡା ଅମଳରୁ ନେଇ ବିଭିନ୍ନ ଅମଳର ମନ୍ଦିର ଯେମିତି ଅତୀତର ମୂକ ସାକ୍ଷୀ ପାଲଟିଛି । ସବୁଥିରେ କିଛି ନା କିଛି ରହସ୍ୟ ରହି ଆସିଛି ।   ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ଏମିତି କିଛି ମନ୍ଦିର ରହିଛି ଯାହାକି ପୁରା ଅଭିଶପ୍ତ । ଏ…

[ଭିଡ଼ିଓ] ସୁମଦ୍ର ପାଣିରେ ମହାଦେବଙ୍କ ଜଳାଭିଷେକ

କାମ୍ବୋଇ: ମନ୍ଦିରରେ ଜଳାଭିଷେକ ହୁଏ । ହେଲେ ଥରେ ନୁହେଁ ଦିନରେ ଦୁଇ ଦୁଇ ଥର। ଜଳାଭିଷେକ କରିବା ପରେ ମନ୍ଦିରଟି ପୁଣି ଗାୟବ ହୋଇଯାଏ । ଆଉ ଯେତେବେଳେ ମନ୍ଦିର ପୁଣି ଆବିର୍ଭାବ ହୋଇଥାଏ ସେତେବେଳେ ଲାଗିଯାଏ ଶ୍ରଦ୍ଧାଳୁଙ୍କ  ଭିଡ। ଏହି ଘଟଣା ଦିନେ କି ଦୁଇ ଦିନର ନୁହେଁ ବର୍ଷ ବର୍ଷ…

ନିଷ୍ପତ୍ତି ବଦଳାଇଲା ବ୍ରିଟେନ୍: କୋଭିସିଲ୍ଟର ୨ଟି ଡୋଜ୍ ନେଇଥିବା ଭାରତୀୟଙ୍କୁ କ୍ୱାରେଣ୍ଟିନ୍ ମନା

ନୂଆଦିଲ୍ଲୀ: ଭାରତର କଠୋର ଆଭିମୁଖ୍ୟ ପରେ ନରମ ପଡ଼ିଲା ବ୍ରିଟେନ୍ । ଏଣିକି କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ କିମ୍ବା ବ୍ରିଟେନ ମଞ୍ଜୁର କରିଥିବା ଟିକା ନେଇଥିବା ଭାରତୀୟଙ୍କୁ ବ୍ରିଟେନରେ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ ନାହିଁ । ଆସନ୍ତା ସୋମବାରରୁ ଏହି ନିୟମ ଲାଗୁ ହେବ । ଭାରତରେ…

ଧବଳମୁଖୀ ବେଶରେ ଆଜି ଦର୍ଶନ ଦେଉଛନ୍ତି ମା’ ସମଲେଇ

ସମ୍ୱଲପୁର: ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଆଜି ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଶଙ୍ଖ ଓ ଗୋପୀ ତିଳକରେ ମାଆଙ୍କୁ ଧବଳ ଲେପ ଦିଆଯାଇ ଧବଳମୁଖୀ ବେଶ କରାଯାଇଛି । ମାଆଙ୍କର ଏହି ବେଶକୁ ଗଙ୍ଗା ବେଶ ମଧ୍ୟ କୁହାଯାଏ । ବିଶ୍ୱାସ ରହିଛି,…

ଆଜି ମହାଳୟା: ଶ୍ରୀମନ୍ଦିର ବାଇଶି ପାହାଚ ଓ ବିନ୍ଦୁସାଗରରେ ପିଣ୍ଡ ଦାନ ମନା

ପୁରୀ: ଆଜି ପବିତ୍ର ମହାଳୟା । ପିତୃପକ୍ଷର ଶେଷ ଦିନ । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ଯାଏ ୧୫ ଦିନ ପିତୃପକ୍ଷ ହୋଇଥାଏ । ଏହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି । ଯେଉଁମାନେ ଏହି ସମୟରେ ଶ୍ରାଦ୍ଧ ଦେଇ ନଥାଆନ୍ତି, ମହାଳୟା ଅମାବାସ୍ୟା ଦିନ ତିଳତର୍ପଣ କରି…

ରାଜ୍ୟରେ ୪୫୩ ନୂଆ ଆକ୍ରାନ୍ତ; ୫୩ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଖସୁଛି ଦୈନିକ କରୋନା ମାମଲା। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୪୫୩ଟି କରୋନା ମାମଲା ରିପୋର୍ଟ ହୋଇଛି। ସେଥିରୁ ୧୮ ବର୍ଷ ଭିତରେ ୫୩ ଜଣ ଛୁଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୬୫ ଜଣ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ଲୋକାଲ୍‌ କେସ୍‌ ରହିଛି ୧୮୮।…

ଆଜି ୧୮ ଜିଲ୍ଲାରୁ ୪୦୭ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା । ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୪୦୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୭୪ ଜଣ ସଂକ୍ରମିତ । ୧୮ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି । କ୍ୱାରେଣ୍ଟାଇନରୁ ୨୩୮ ଓ…

ଆଜି ରାଜ୍ୟରୁ ୫୨୮ କରୋନା ପଜିଟିଭ୍, ୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା କାୟା । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫ଶହକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ୫୨୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୭୩ ସଂକ୍ରମିତ । ୨୧ ଜିଲ୍ଲାରୁ ଆଜି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ…

ବ୍ରାହ୍ମ ମୁହୂର୍ତ୍ତରେ ଅଭିଷେକ

ପାହାଡ଼ଗଡ଼ : ଆମ ଚାରିପଟେ ରହିଛି ଅନେକ ରହସ୍ୟ। ଆଉ ସେହି ରହସ୍ୟ ଘେରା ଭିତରେ ଆମେ । ପ୍ରତିଦିନ କିଛି ନା କିଛି ଆମ ଆଖି ସମାନରେ ଘଟୁଛି। କିଛି ଆମେ ଗ୍ରହଣ କରୁଛେ ଆଉ କିଛି ରହସ୍ୟମୟ ଘଟଣା ଆମ ସାମନାରେ ଘଟୁଥିଲେ ବି ତାହା ଆମ ଜ୍ଞାତସାର ବାହାରେ । ସବୁ ମନ୍ଦିରର ଅଲଗା ମହତ୍ତ୍ୱ ରହିଛି । ଏନେଇ…